ଆଜି ସମସ୍ତ ଖବର କାଗଜର ପ୍ରଥମ ପୃଷ୍ଠାରେ ଗୋଟିଏ ଖବର ପ୍ରକାଶ ପାଇଛି ଯେ ରାଜ୍ୟରେ କରୋନା ମୁକାବିଲାରେ ଲାଗିଥିବା ସମସ୍ତ ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନଙ୍କ ଭିତରୁ ଯଦି କାହାର ଦୁର୍ଭାଗ୍ୟବସତଃ ମୃତ୍ୟୁ ଘଟେ ତାହେଲେ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କାର କ୍ଷତିପୁରଣ ଦେବେ । ଏହା ଗତକାଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ହେଲେ ଏହି ବୀମା ପ୍ରଦାନର ନିଷ୍ପତି କେନ୍ଦ୍ର ସରକାର କେବେଠାରୁ ନେଇଥିଲେ । ମାର୍ଚ୍ଚ ୨୬ରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଏହାକୁ ସାରା ଦେଶରେ ଲାଗୁକରିବା ପାଇଁ ଆଦେଶ ଦେଇସାରିଛନ୍ତି ।
ମାର୍ଚ୍ଚ ୨୬ର ଘୋଷଣା
ଓଡିଶାରେ ବି ଏହା ଲାଗୁ ହୋଇସାରିଛି । ଗତକାଲିର ଘୋଷଣାରେ କିଛି ନୁତନ୍ୱତ ନାହିଁ କି କିଛି ନୁଆ ଘୋଷଣା ନାହିଁ । ୧ ମାସ ତଳର ଘୋଷଣକୁ ନବିନ କେବଳ ଆଉ ଥରେ ଗଣମାଧ୍ୟମ ଆଗରେ କହିଛନ୍ତି ।
ଏପ୍ରିଲ ୨୧ର ଘୋଷଣା