The Independence:718-more-Corona-cases-in-Odisha
ଭୁବନେଶ୍ୱର, ୧୬ ଜୁଲାଇ -

ରାଜ୍ୟରେ ଆଜି   ଆଉ ୭୧୮କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା  ୧୬୧୧୦ କୁ ବୃଦ୍ଧି ପାଇଛି ।  ସୂଚନା ଓ ଲୋକ ସମ୍ପର୍କ  ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା ୭୧୮  ଜଣଙ୍କ ମଧ୍ୟରୁ ୪୭୯   ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୨୩୯   ଜଣ ସ୍ଥାନୀୟ ଲୋକ ବୋଲି  ସୂଚନା  ଓ ଲୋକ ସମ୍ପର୍କ  ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୪ ଟି  ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।

ସୂଚନା  ଓ ଲୋକ ସମ୍ପର୍କ  ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଗଂଜାମ  ଜିଲ୍ଲାରେ ଜିଲ୍ଲାରେ ସବୁଠାରୁ ଅଧିକ ୨୩୧  ଟି ନୂଆ ମାମଲା ସାମନାକୁ ଆସିଛି । 

ଅନୁଗୁଳ ଜିଲ୍ଲାରେ ୯, ବାଲେଶ୍ୱର ଜିଲ୍ଲାରେ ୯  ଜଣ, ବରଗଡ ଜିଲ୍ଲାରେ ୪, ଭଦ୍ରକ ଜିଲ୍ଲାରେ ୧୦ ,  କଟକ ଜିଲ୍ଲାରେ ୩୨  ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି  ଢେଙ୍କାନାଳ ଜିଲ୍ଲାରେ ୬, ଗଜପତି ଜିଲ୍ଲାରେ ୨୧, ଜଗତସିଂହପୁର ଜିଲ୍ଲାରେ ୧୬,  ଝାରସୁଗୁଡା ଜିଲ୍ଲାରେ ୨୪, କନ୍ଧମାଳ ଜିଲ୍ଲାରେ ୭, , କେନ୍ଦ୍ରାପଡା ଜିଲ୍ଲାରେ ୪ ଜଣ   କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କେନ୍ଦୁଝର ଜିଲ୍ଲାରେ ୨୮ ଜଣ  , ଖୋର୍ଧା ଜିଲ୍ଲାରେ ୧୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି  କୋରାପୁଟ ଜିଲ୍ଲାରେ  ୨୭ ଜଣ, , ମାଲକାନଗିରି ଜିଲ୍ଲାରେ ୫୪,  ମୟୁରଭଂଜ ଜିଲ୍ଲାରେ ୨୨ ଜଣ, ନବରଙ୍ଗପୁର ଜିଲ୍ଲାରେ ଜଣେ,  ନୟାଗଡ ଜିଲ୍ଲାରେ ୧୩,    ପୁରୀ ଜିଲ୍ଲାରେ ୯ ଜଣ  କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡା ଜିଲ୍ଲାରେ ୧୯ , ସମ୍ବଲପୁର ଜିଲ୍ଲାରେ ୭  ଜଣ, ସୋନପୁର ଜିଲ୍ଲାରେ ୫ ଜଣ  ତଥା   ସୁନ୍ଦରଗଡ ଜିଲ୍ଲାରେ ୧୦ ଜଣ   କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 

Author Image

The Independence

RELATED NEWS

0 Comments

leave a comment




Recent Posts

The Independence:Home-Treatment-for-Covid

କୋଭିଡ୍ ପାଇଁ ଗୃହରେ ଆବଶ୍ୟକୀୟ ଚିକିତ୍ସା

The Independence:Girish-Murmu-Insulted-By-Odia-Journalist

କାମଳ ସାମ୍ବାଦିକତା, ଭୀମ ଭୋଇଙ୍କୁ ଲେଡି କିଲର କହୁଥିଲେ, ଓଡିଶାର ଗର୍ବ ଗିରିଶ ମୁର୍ମୁଙ୍କୁ ବି ଛାଡିଲେନି

The Independence:Swami-Vivekanandas-foresight

ସ୍ୱାମୀ ବିବେକାନନ୍ଦଙ୍କ ଭବିଷ୍ୟତବାଣୀ ଓ ପ୍ରଜ୍ଞା ଦେବନାଥ ପ୍ରସଙ୍ଗ

The Independence:BJP-TO-ORGANISE-PROGRAMMES

ଧାରା 370 ହଟିବାର ବର୍ଷେ ପୂର୍ତି ଅବସରରେ ବିଜେପି ସାରା ଦେଶରେ ଆୟୋଜନ କରିବ ବିଭିନ୍ନ କାର୍ଯ୍ୟକ୍ରମ

The Independence:chinese-companies-in-india-under-scanner-over-pla-links

ଚୀନ ସେନା ପାଇଁ କାମ କରୁଥିବା କମ୍ପାନୀ ଗୁଡିକ ଏବେ ମୋଦି ସରକାରଙ୍କ ରାଡାରରେ, ସାତ କମ୍ପାନୀ ଚିହ୍ନଟ

The Independence:FIVE-MORE-DEATHS-IN-oDISHA

ରାଜ୍ୟରେ ଆଉ ପାଂଚ ଜଣଙ୍କର କରୋନାରେ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୯୧ ହେଲା

The Independence:736-more-corona-cases-in-Odisha

ରାଜ୍ୟରେ ରେକର୍ଡ ସଂଖ୍ୟାରେ ୭୩୬ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ..

The Independence:convert-to-islam-or-get-ready-to-die-and-face-allahs-wrath-isis-threatens-nationalist-janam-tv

‘ଇସଲାମ ଆପଣାଅ, ନ ହେଲେ ମରିବାକୁ ପ୍ରସ୍ତୁତ ରହ’, କେରଳର ରାଷ୍ଟ୍ରବାଦୀ ଚାନେଲ ଜନମ ଟିଭିକୁ ଆଇଏସଆଇଏସର ଧମକ

The Independence:Three-more-corona-deaths-in-Odisha

ରାଜ୍ୟରେ ଆଉ ତିନିି ଜଣଙ୍କର କରୋନାରେ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୮୬ ହେଲା

The Independence:591-more-corona-cases-in-Odisha

ରାଜ୍ୟରେ ଆଉ ୫୯୧ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ମାମଲା ୧୬୭୦୧ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ....

The Independence:Jaish-Commander-killed--in-Jammu-Kashmir

ଜାମ୍ମୁ କାଶ୍ମୀରରେ ଜୈଶ କମାଣ୍ଡର ବାଲିଦ ନିପାତ ହେଲା, ଚାରି ଚାରି ଥର ବଂଚି ଯିବାରେ ହୋଇଥିଲା ସଫଳ

The Independence:Balidan-for-Ram-Temple

ଶ୍ରୀରାମ ମନ୍ଦିର ପାଇଁ ରାମ ଓ ଶରତଙ୍କ ବଳିଦାନ

The Independence:Chinese-atrocity-in-Tibet

ତିବତରେ ତିବତୀୟତାକୁ ଶେଷ କରିବାକୁ ଚୀନର ନୂଆ ଷଡଯନ୍ତ୍ର

The Independence:Four-more-deaths-in-Corona

ଆଉ ଚାରି ଜଣଙ୍କର କରୋନାରେ ମୃତ୍ୟୁ, ରାଜ୍ୟରେ ମୃତ୍ୟୁ ସଂଖ୍ୟା ୮୩ ହେଲା

The Independence:718-more-Corona-cases-in-Odisha

ରାଜ୍ୟରେ ଆଉ ୭୧୮ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ମାମଲା ୧୬୧୧୦ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

The Independence:mu-student-threat-message-brass-hizab-up-police-fir

ଏଏମୟୁରେ ହିନ୍ଦୁ ଛାତ୍ରୀଙ୍କୁ ହିଜାବ ପିନ୍ଧାଇବ ବୋଲି କହୁଥିବା ଦାନିଶ ଏଫଆଇଆର ହେବା ପରେ ଏବେ ମାଗୁଛି କ୍ଷମା

The Independence:BJD-NEW-ORGANISATION

ବିଜେଡି ଘୋଷଣା କଲା ୩୬ ଜଣିଆ ବିଶାଳ ସାଧାରଣ ସମ୍ପାଦକଙ୍କ ଟିମ, ଦେଖନ୍ତୁ କିଏ କିଏ ପାଇଲେ ସ୍ଥାନ ...

The Independence:BJP-Mahila-Morcha-demands-action-against

ଭଦ୍ରକ ଜିଲ୍ଲା ଏସ୍‌ପି ଏବଂ ଆଇଆଇସିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି ମହିଳାମୋର୍ଚ୍ଚା

The Independence:Governer-Prof-Ganeshilal---comdoles-the-death-of-Jagdev-Oraon

ଜଗଦେବରାମ ଓରାମଙ୍କ ଦେହାବସାନରେ ଶୋକ ପ୍ରକାଶ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ

The Independence:District-wise-corona-positive-Data

ଜାଣନ୍ତୁ କେଉଁ ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା କେତେ ..

The Independence:606-deaths-in-last-24-hours-in-India

ଗତ ୨୪ ଘଂଟାରେ ଦେଶରେ କରୋନାରେ ନୂଆ ୬୦୬ ଜଣଙ୍କର ମୃତ୍ୟୁ

The Independence:Corona-death-toll-rises-to-79

ରାଜ୍ୟରେ ଆଉ ଦୁଇ ଜଣଙ୍କର କରୋନାରେ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୭୯ ହେଲା

The Independence:494-new-corona-cases-in-Odisha

ରାଜ୍ୟରେ ଆଉ ୪୯୪ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ....

The Independence:PM-reviews-Kedarnath-Dham-project

କେଦାରନାଥ ଧାମର ବିକାଶ କାର୍ଯ୍ୟ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

The Independence:rape-accused-franco-mulakkal-tests-coronavirus-positive-non-bailable-warrant-kottayam-court

କେରଳ ନନ ଧର୍ଷଣ ଅଭିଯୁକ୍ତ ପାଦ୍ରୀ ଫ୍ରାନକୋ ମୁଲକଲକୁ ହେଲା କରୋନା, ଗିରଫ ପାଇଁ ଜାମିନ ବିହୀନ ପରୱାନା ଜାରି କରିଛନ୍ତି କୋର୍ଟ