ଭୁବନେଶ୍ୱର. ୧୧ ଜୁଲାଇ -
ଆଗାମୀ ଜୁଲାଇ ୨୦ରେ ହେବାକୁ ଥିବା ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବିଜେଡି ତାର ଷ୍ଟାର ପ୍ରଚାରକ ତାଲିକା ପ୍ରସ୍ତୁତ କରିଛି । ଏହି ତାଲିକାରେ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ମନ୍ତ୍ରୀ, ସାଂସଦ ଓ ବିଧାୟକ ମାନେ ସାମିଲ ଅଛନ୍ତି ।
ଏହି ସୂଚୀରେ ନବୀନ ପଟ୍ଟନାୟକଙ୍କ ବ୍ୟତୀତ ଶ୍ରୀମତୀ ପ୍ରମିଲା ମଲିକ, ପ୍ରଫୁଲ୍ଲ କୁମାର ମଲିକ, ଶଶୀଭୂଷଣ ବେହେରା, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେବ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ ପାଣିଗ୍ରାହୀ, ସଂଜୟ ଦାସବର୍ମା, ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାସ, ସମୀର ରଂଜନ ଦାସ, ସୁଶାନ୍ତ ସିଂହ, ଦିବ୍ୟଶଙ୍କର ମିଶ୍ର, ରଘୁନନ୍ଦନ ଦାସ, ରାଜେନ୍ଦ୍ର ସାହୁ, ସାରଦା ପ୍ରସାଦ ନାୟକ, ଚନ୍ଦ୍ର ସାରଥୀ ବେହେରା, ପ୍ରଣବ ବଳବନ୍ତ ରାୟ, ଅନୁଭବ ମହାନ୍ତି, ଅରବିନ୍ଦ ଢାଲୀ, ଉମାକାନ୍ତ ସାମନ୍ତରାୟ, ଅନନ୍ତ ନାରାୟଣ ଜେନା, ବ୍ୟୋମକେଶ ରାୟ, ବ୍ରଜ କିଶୋର ପ୍ରଧାନ, ଅଶୋକ ବଳ, ଦେବୀ ରଂଜନ ତ୍ରିପାଠୀ, ବିକ୍ରମ ପଣ୍ଡା, ସୁଧୀର ସାମଲ, ଲତିକା ପ୍ରଧାନ, ସୌଭିକ ବିଶ୍ୱାଳ, ଆୟୁବ ଖାନ, ମୁଜିବୁଲ୍ଲା ଖାନ, ଅରିନ୍ଦମ ରାୟ, ଆକାଶ ଦାସ ନାୟକ, କୁନା ତ୍ରିପାଠୀ, ସୁଭାଷ ସିଂହ, ମୀନତି ବେହେରା, ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ର ସାମିଲ ଅଛନ୍ତି ।