କରୋନାର ଗ୍ରାଫ ରେଖା ଭାରତରେ ବଢିବାରେ ଲାଗିଛି । ୨୯ ମାର୍ଚ୍ଚରେ ଦେଶରେ କରୋନା ଭାଇରସରେ ପ୍ରଭାବିତ ରୋଗୀଙ୍କ ସଂଖ୍ୟା ଥିଲା ୧୦୨୪ । ମାତ୍ର ୩ ଦିନରେ ଏପ୍ରିଲ ୧ରେ ଏହି ସଂଖ୍ୟା ଆସିକି ୧୬୩୭ରେ ପହଂଚିଲା । ମାତ୍ର ୩ ଦିନରେ ବଢିଲା ୬୧୩ । ଏପ୍ରିଲ ୫ରେ ଏହି ସଂଖ୍ୟା ଆସିକି ୩୩୭୪ରେ ପହଂଚିଛି । ଏଥିରୁ ଅଧିକାଶଂ ହେଉଛି ତବଲିଗ ଜମାତର ଲୋକ ବା ସେମାନଙ୍କ ଠାରି ସଂକ୍ରମଣ ପାଇଥିବା ଲୋକମାନେ । ଆନ୍ଧ୍ରପ୍ରଦେଶରେ ଗୋଟିଏ ଦିନରେ ୪୩ କରୋନା ପଜିଟିଭି ବାହାରିଲା ସେ ସବୁ ହେଉଛନ୍ତି ତବଲିଗ ଜମାତର । ଆସାମରେ ଗୋଟିଏ ଦିନରେ ପଜିଟିଭି ବାହାରିଥିବା ସମସ୍ତ ୫ଜଣ ହେଉଛନ୍ତି ଏହି ତବଲିଗ ଜମାତରେ । ତେଲେଙ୍ଗାନାରେ ମରିଥିବା ସମସ୍ତ ୬ ଜଣ ଯାକ ହେଉଛନ୍ତି ତବଲିଗ ଜମାତର ମରକଜରୁ ଫେରିଥିବା ଲୋକମାନେ । ଜାମ୍ମୁକାଶ୍ମୀରରୁ ୮୦୦ ଲୋକ ଦିଲ୍ଲି ଆସିଥିଲେ । ସେଥିରୁ ଏବେ ବହୁତ ଲୋକଙ୍କର ପତା ମିଳୁନି । ସେମାନେ ଏବେ ଲୁଚିକି ଅଛନ୍ତି । ଜାମ୍ମୁକାଶ୍ମୀରରେ ଯେଉଁ ଲୋକ ପ୍ରଥମେ କରୋନାରେ ମରିଲା ସେ ତବଲିଗ ଜମାତରୁ ଫେରିଥିଲା । ଏବେ ଜାମ୍ମୁକାଶ୍ମୀରିର ସ୍ଥିତି କଣ ହେବ ତାହା କହିବା ମୁସ୍କିଲ । ଆହ୍ଲାବାଦର ଏକ ମସଜିଦରେ ଇଣ୍ଡୋନେସିଆର ୭ ଜଣ ନାଗରିକ ନିଜାମ୍ମୁଦ୍ଦିନ ମରକଜରୁ ଫେରି ଲୁଚିକି ଥିଲେ । ସେମାନେ ସମସ୍ତେ କରୋନା ଆକ୍ରାନ୍ତ । କର୍ଣ୍ଣାଟକରୁ ୩୪୨ ଜଣ ଆସିଥିଲେ ନିଜାମ୍ମୁଦ୍ଦିନ ମରକଜକୁ । ଓଡିଶାକୁ ୨୭ ଜଣ ଫେରିଛନ୍ତି ସେହି ମରକଜରୁ । ସେଥିରୁ ୩ ଜଣଙ୍କର ପଜିଟିଭି ମିଳିସାରିଲାଣି । ଦିଲ୍ଲିର ୮ ମସଜିଦରୁ ୧୧୩ ତବଲିଗ ଜମାତର ଲୋକଙ୍କୁ ପୋଲିସ ଖୋଜି ଖୋଜି ବାହାର କରିଲା ସେଥିରୁ ୮୪ ହେଉଛନ୍ତି ବିଦେଶୀ । ଏମାନଙ୍କୁ ପୋଲିସ ଖୋଜି ଖୋଜି ବାହାର କଲା । ଏମାନେ ନିଜେ ସ୍ୱେଛାପ୍ରବୃତ ଭାବେ ବାହାରି ନଥିଲେ । ତବଲିଗ ଜମାତକୁ ସାରା ଦେଶରୁ ଲୋକମାନେ ଆସିଛନ୍ତି ଓ ସେମାନେ ଏବେ କରୋନାକୁ ବାଂଟୁଛନ୍ତି ।
ଧାର୍ମିକ ସ୍ୱାଧୀନତା ଓ ସ୍ୱାତନ୍ତ୍ରତାରେ ଏପରି ଦୁରୁପଯୋଗ କେବେ ଓ କେଉଁ ଦେଶରେ ହୋଇନଥିବ ଯାହା ଭାରତରେ ହୋଇଛି ଓ ଏବେ ହେଉଛି । ଦୁନିଆରେ କେଉଁ ଦେଶ ଏପରି ବିଷଭରା ଧାର୍ମିକ ବିଚାରକୁ ବରଦାସ୍ତ କରିପାରିବ ନାହିଁ । କେଉଁ ଧର୍ମ କୁହେ ନାହିଁ କି ଡାକ୍ତରଙ୍କ କଥା ଶୁଣ ନାହିଁ, କେଉଁ ଧର୍ମ କହେ ନାହିଁ କି ବାକି ଧର୍ମର ଲୋକମାନଙ୍କ ଜୀବନକୁ ବିପଦରେ ପକାଅ । କେଉଁ ଧର୍ମ କୁହେନାହିଁ କି ସମସ୍ତ ପାଇଁ ଲାଗୁ ହୋଇଥିବା ନିୟମକୁ ମାନନାହିଁ ଯାହା ଏବେ ତବଲିଗ ଜମାତର ଲୋକମାନେ କରୁଛନ୍ତି । ଦେଶର ଏକ ନିର୍ବାଚିତ ସରକାରଙ୍କର କଣ ଆବଶ୍ୟକତା ଅଛି । ଦେଶରେ ସୁପ୍ରିକକୋର୍ଟଙ୍କର କଣ ଆବଶ୍ୟକତା ଅଛି । ଯଦି ସବୁକିଛି ଆଗରେ ନିଜ ଧର୍ମ ବଡ ହୋଇଯିବ । ସବୁ କିଛିକୁ ଯଦି ଧର୍ମ ଆଧାରରେ ଦେଖାଯିବ ତାହେଲେ ଦେଶରେ ଶାସନ ବ୍ୟବସ୍ଥା ରହିଛି କଣ ପାଇଁ । ଏମାନଙ୍କର ମନରେ ଦେଶ ବିରୋଧରେ, ଦେଶର ଜନତାଙ୍କର ବିରୋଧରେ, ଦେଶର ସରକାରଙ୍କର ବିରୋଧରେ କେମିତି ବିଷ ଭରିକି ରହିଛି ତାହା ଏବେ ବୁଝାପଡୁଛି । ଉତର ରେଲେଓର ମୁଖପାତ୍ର ଦିପକ କୁମାରଙ୍କର ବୟାନ ଅତ୍ୟନ୍ତ ଆଶ୍ଚର୍ଯ୍ୟ, ନୈରାଶଜନକ ଓ ଏଠାରେ ପ୍ରଣିଧାନ ଯୋଗ୍ୟ । ସେ କହିଛନ୍ତି ଯେ ତୁଗଲକାବାଦରେ କ୍ୱାରଟାଂଇନ ସେଂଟରରେ ରହୁଥିବା ତବଲିଗ ଜମାତର ଲୋକମାନେ ସ୍ୱାସ୍ଥ୍ୟ କର୍ମଚାରିମାନଙ୍କୁ ଅଶ୍ଳିଳ ବ୍ୟବହାର କରିବା ସହିତ ଟ୍ରାଉଜର କାଢି ବୁଲୁଛନ୍ତି । ଚିକିସ୍ତ୍ରା କରୁଥିବା ଡାକ୍ତରଙ୍କ ଉପରେ ଛେପ ପକାଉଛନ୍ତି । ଜାଣିଶୁଣି ବିଭିନ୍ନ ସ୍ଥାନରେ ଛେପ ପକାଉଛନ୍ତି । ଏମାନେ ଏହି ଭାଇରସ ସବୁଆଡେ ବ୍ୟାପୁ ଏକଥା ସେମାନେ ଚାହୁଁଛନ୍ତି ଓ ଜାଣିଛନ୍ତି କି ଛେପ ପକାଇଲେ ହିଁ ଏହି ଭାଇରସ ସବୁଆଡେ ବ୍ୟାପିବ । କେଉଁ ମୌଲାନା ଏମାନଙ୍କୁ ଏହି ବିଷଭରା ବୁଦ୍ଧି ଦେଇଛି କି ଡାକ୍ତରଙ୍କ ଉପରେ ଛେପ ପକାଅ । ସରକାର ଏମାନଙ୍କୁ କରୋନାରୁ ବଂଚାଉଛନ୍ତି । ହେଲେ ଏମାନେ ସରକାରଙ୍କର ସାଙ୍ଗରେ ତ ରହୁ ନାହାନ୍ତି ବଂର ଓଲଟି ଜୀବନ ବଂଚାଉଥିବା ଡାକ୍ତରଙ୍କ ଜିବନକୁ ବି ବିପଦରେ ପକାଇବା ପାଇଁ ଷଡଯନ୍ତ୍ର କରୁଛନ୍ତି ।
ଅନିଲ କୁମାର ବିଶ୍ୱାଳ