The Independence:District-wise-corona-positive-Data
ଭୁବନେଶ୍ୱର, ୧୬ ଜୁଲାଇ

-   ଆଜି  ଗଂଜାମ ଜିଲ୍ଲାରେ ୨୪୬ କରୋନା ମାମଲା ସାମନାକୁ ଆସିବା ପରେ ଏହି ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୪୮୬୭ ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା  ଅନୁଗୁଳ ଜିଲ୍ଲାରେ ୧୫୬, ବାଲେଶ୍ୱର ଜିଲ୍ଲାରେ ୬୩୬, ବରଗଡ ଜିଲ୍ଲାରେ ୨୦୫, ଭଦ୍ରକ ଜିଲ୍ଲାରେ ୩୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୨୭୩.  ବୌ ଦ୍ଧ ଜିଲ୍ଲାରେ ୬୪, କଟକ ଜିଲ୍ଲାରେ ୧୧୧୪, ଦେବଗଡ ଜିଲ୍ଲାରେ ୬୬, ଢେଙ୍କାନାଳ ଜିଲ୍ଲାରେ ୧୦୬. ଗଜପତି ଜିଲ୍ଲାରେ ୬୪୩, ଜଗତସିଂହପୁର ଜିଲ୍ଲାରେ ୪୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଯାଜପୁର ଜିଲ୍ଲାରେ ୯୩୪, ଝାରସୁଗୁଡା ଜିଲ୍ଲାରେ ୧୮୩, କଳାହାଣ୍ଡି ଜିଲ୍ଲାରେ ୮୫, କନ୍ଧମାଳ ୧୯୯,  କେନ୍ଦ୍ରାପଡା ଜିଲ୍ଲାରେ ୩୨୯୮, କେନ୍ଦୁଝର ଜିଲ୍ଲାରେ ୩୫୫,  ଖୋର୍ଧା ଜିଲ୍ଲାରେ ୧୫୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କୋରାପୁଟ ଜିଲ୍ଲାରେ ୧୯୪, ମାଲକାନଗିରି ଜିଲ୍ଲାରେ ୨୧୨, ମୟୁରଭଂଜ ଜିଲ୍ଲାରେ ୪୧୧. ନବରଙ୍ଗପୁର ଜିଲ୍ଲାରେ ୧୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।

ନୟାଗଡ ଜିଲ୍ଲାରେ ୩୦୨, ନୂଆପଡା ଜିଲ୍ଲାରେ  ୧୦୦, ପୁରୀ ଜିଲ୍ଲାରେ ୩୮୩, ରାୟଗଡା ଜିଲ୍ଲାରେ ୧୬୭. ସମ୍ବଲପୁର ଜିଲ୍ଲାରେ ୧୨୯. ସୁବର୍ଣପୁର ଜିଲ୍ଲାରେ ୪୪ ଓ ସୁନ୍ଦରଗଡ ଜିଲ୍ଲାରେ ୭୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Author Image

The Independence

RELATED NEWS

0 Comments

leave a comment




Recent Posts

The Independence:Home-Treatment-for-Covid

କୋଭିଡ୍ ପାଇଁ ଗୃହରେ ଆବଶ୍ୟକୀୟ ଚିକିତ୍ସା

The Independence:Girish-Murmu-Insulted-By-Odia-Journalist

କାମଳ ସାମ୍ବାଦିକତା, ଭୀମ ଭୋଇଙ୍କୁ ଲେଡି କିଲର କହୁଥିଲେ, ଓଡିଶାର ଗର୍ବ ଗିରିଶ ମୁର୍ମୁଙ୍କୁ ବି ଛାଡିଲେନି

The Independence:Swami-Vivekanandas-foresight

ସ୍ୱାମୀ ବିବେକାନନ୍ଦଙ୍କ ଭବିଷ୍ୟତବାଣୀ ଓ ପ୍ରଜ୍ଞା ଦେବନାଥ ପ୍ରସଙ୍ଗ

The Independence:BJP-TO-ORGANISE-PROGRAMMES

ଧାରା 370 ହଟିବାର ବର୍ଷେ ପୂର୍ତି ଅବସରରେ ବିଜେପି ସାରା ଦେଶରେ ଆୟୋଜନ କରିବ ବିଭିନ୍ନ କାର୍ଯ୍ୟକ୍ରମ

The Independence:chinese-companies-in-india-under-scanner-over-pla-links

ଚୀନ ସେନା ପାଇଁ କାମ କରୁଥିବା କମ୍ପାନୀ ଗୁଡିକ ଏବେ ମୋଦି ସରକାରଙ୍କ ରାଡାରରେ, ସାତ କମ୍ପାନୀ ଚିହ୍ନଟ

The Independence:FIVE-MORE-DEATHS-IN-oDISHA

ରାଜ୍ୟରେ ଆଉ ପାଂଚ ଜଣଙ୍କର କରୋନାରେ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୯୧ ହେଲା

The Independence:736-more-corona-cases-in-Odisha

ରାଜ୍ୟରେ ରେକର୍ଡ ସଂଖ୍ୟାରେ ୭୩୬ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ..

The Independence:convert-to-islam-or-get-ready-to-die-and-face-allahs-wrath-isis-threatens-nationalist-janam-tv

‘ଇସଲାମ ଆପଣାଅ, ନ ହେଲେ ମରିବାକୁ ପ୍ରସ୍ତୁତ ରହ’, କେରଳର ରାଷ୍ଟ୍ରବାଦୀ ଚାନେଲ ଜନମ ଟିଭିକୁ ଆଇଏସଆଇଏସର ଧମକ

The Independence:Three-more-corona-deaths-in-Odisha

ରାଜ୍ୟରେ ଆଉ ତିନିି ଜଣଙ୍କର କରୋନାରେ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୮୬ ହେଲା

The Independence:591-more-corona-cases-in-Odisha

ରାଜ୍ୟରେ ଆଉ ୫୯୧ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ମାମଲା ୧୬୭୦୧ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ....

The Independence:Jaish-Commander-killed--in-Jammu-Kashmir

ଜାମ୍ମୁ କାଶ୍ମୀରରେ ଜୈଶ କମାଣ୍ଡର ବାଲିଦ ନିପାତ ହେଲା, ଚାରି ଚାରି ଥର ବଂଚି ଯିବାରେ ହୋଇଥିଲା ସଫଳ

The Independence:Balidan-for-Ram-Temple

ଶ୍ରୀରାମ ମନ୍ଦିର ପାଇଁ ରାମ ଓ ଶରତଙ୍କ ବଳିଦାନ

The Independence:Chinese-atrocity-in-Tibet

ତିବତରେ ତିବତୀୟତାକୁ ଶେଷ କରିବାକୁ ଚୀନର ନୂଆ ଷଡଯନ୍ତ୍ର

The Independence:Four-more-deaths-in-Corona

ଆଉ ଚାରି ଜଣଙ୍କର କରୋନାରେ ମୃତ୍ୟୁ, ରାଜ୍ୟରେ ମୃତ୍ୟୁ ସଂଖ୍ୟା ୮୩ ହେଲା

The Independence:718-more-Corona-cases-in-Odisha

ରାଜ୍ୟରେ ଆଉ ୭୧୮ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ମାମଲା ୧୬୧୧୦ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

The Independence:mu-student-threat-message-brass-hizab-up-police-fir

ଏଏମୟୁରେ ହିନ୍ଦୁ ଛାତ୍ରୀଙ୍କୁ ହିଜାବ ପିନ୍ଧାଇବ ବୋଲି କହୁଥିବା ଦାନିଶ ଏଫଆଇଆର ହେବା ପରେ ଏବେ ମାଗୁଛି କ୍ଷମା

The Independence:BJD-NEW-ORGANISATION

ବିଜେଡି ଘୋଷଣା କଲା ୩୬ ଜଣିଆ ବିଶାଳ ସାଧାରଣ ସମ୍ପାଦକଙ୍କ ଟିମ, ଦେଖନ୍ତୁ କିଏ କିଏ ପାଇଲେ ସ୍ଥାନ ...

The Independence:BJP-Mahila-Morcha-demands-action-against

ଭଦ୍ରକ ଜିଲ୍ଲା ଏସ୍‌ପି ଏବଂ ଆଇଆଇସିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି ମହିଳାମୋର୍ଚ୍ଚା

The Independence:Governer-Prof-Ganeshilal---comdoles-the-death-of-Jagdev-Oraon

ଜଗଦେବରାମ ଓରାମଙ୍କ ଦେହାବସାନରେ ଶୋକ ପ୍ରକାଶ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ

The Independence:District-wise-corona-positive-Data

ଜାଣନ୍ତୁ କେଉଁ ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା କେତେ ..

The Independence:606-deaths-in-last-24-hours-in-India

ଗତ ୨୪ ଘଂଟାରେ ଦେଶରେ କରୋନାରେ ନୂଆ ୬୦୬ ଜଣଙ୍କର ମୃତ୍ୟୁ

The Independence:Corona-death-toll-rises-to-79

ରାଜ୍ୟରେ ଆଉ ଦୁଇ ଜଣଙ୍କର କରୋନାରେ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୭୯ ହେଲା

The Independence:494-new-corona-cases-in-Odisha

ରାଜ୍ୟରେ ଆଉ ୪୯୪ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ....

The Independence:PM-reviews-Kedarnath-Dham-project

କେଦାରନାଥ ଧାମର ବିକାଶ କାର୍ଯ୍ୟ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

The Independence:rape-accused-franco-mulakkal-tests-coronavirus-positive-non-bailable-warrant-kottayam-court

କେରଳ ନନ ଧର୍ଷଣ ଅଭିଯୁକ୍ତ ପାଦ୍ରୀ ଫ୍ରାନକୋ ମୁଲକଲକୁ ହେଲା କରୋନା, ଗିରଫ ପାଇଁ ଜାମିନ ବିହୀନ ପରୱାନା ଜାରି କରିଛନ୍ତି କୋର୍ଟ