1. ପାରାସିଟାମଲ୍
2. ପାଟି ଭିତରକୁ ପରିଷ୍କାର ଓ କୁଳି କରିବା ପାଇଁ ବେଟାଡିନ୍
3. ଭିଟାମିନ C ଓ D3
4. B କମ୍ପ୍ଲେକ୍ସ
5. ଗରମ ବାମ୍ଫ ଦେବା ପାଇଁ ବାଷ୍ପ + କ୍ୟାପସୁଲ୍
6. ଅକ୍ସିମିଟର
7. ଅକ୍ସିଜେନ୍ ସିଲିଣ୍ଡର୍ ( କେବଳ ଜରୁରୀ ସମୟରେ)
8. ଆରୋଗ୍ୟ ସେତୁ ଆପ୍
9. ନିଃଶ୍ୱାସ ପ୍ରଶ୍ୱାସର ବ୍ୟାୟାମ
କୋଭିଡ୍ ର ତିନୋଟି ଅବସ୍ଥା:
1. ନାକ ସମ୍ବନ୍ଧୀୟ କୋଭିଡ୍ = ସାଧାରଣତଃ ଜ୍ଵର ନ ଥିବା ଏବଂ ଲକ୍ଷଣ ଦେଖାଯାଉ ନ ଥିବା କ୍ଷେତ୍ରରେ ଯଦି ବାମ୍ଫକୁ ଆଘ୍ରାଣ କରିବା, ଭିଟାମିନ C ସେବନ କରିବା, ତା'ହେଲେ ସୁସ୍ଥ ହେବାକୁ ଅଧା ଦିନ ସମୟ ଲାଗିଥାଏ I
2. ଗଳା ସମ୍ବନ୍ଧୀୟ କୋଭିଡ୍ = ଗଳା ପ୍ରଦାହ ଥିଲେ ଗରମ ପାଣି କୁଳି କରିବା, ଉଷୁମ ପାଣି ପିଇବା, ଯଦି ଦେହରେ ତାପମାତ୍ରା ଅଛି ତେବେ ପାରାସିଟାମଲ୍, ଭିଟାମିନ C,ଏବଂ B କମ୍ପ୍ଲେକ୍ସ ଆଉ ଯଦି ଅତ୍ୟଧିକ ତାପମାତ୍ରା ଅଛି ତେବେ ଆନ୍ଟିବାଇଅଟିକ୍ ଖାଆନ୍ତୁ I ଏସବୁ କଲେ ସୁସ୍ଥ ହେବାକୁ ଗୋଟିଏ ଦିନ ସମୟ ଲାଗିଥାଏ I
3. ଫୁସଫୁସ୍ ସମ୍ବନ୍ଧୀୟ କୋଭିଡ୍ = ଚାରିରୁ ପାଞ୍ଚ ଦିନ କାଶ ଓ ଶ୍ୱାସକ୍ରିୟା ବାଧାପ୍ରାପ୍ତ ହେଉଥିଲେ- ଭିଟାମିନ C,ଏବଂ B କମ୍ପ୍ଲେକ୍ସ, ଗରମ ପାଣି କୁଳି କରିବା, ଅକ୍ସିମିଟର, ପାରାସିଟାମଲ୍, ପ୍ରଚୁର ପରିମାଣରେ ତରଳ ପାନୀୟ ଆବଶ୍ୟକ, ଗଭୀର ନିଃଶ୍ୱାସ ପ୍ରଶ୍ୱାସର ବ୍ୟାୟାମ, ଯଦି ଅତ୍ୟଧିକ ହେଉଥିଲେ ସିଲିଣ୍ଡର୍ ଆବଶ୍ୟକ I
ଏହି ଅବସ୍ଥାରେ ହସ୍ପିଟାଲ୍ ଯିବାକୁ ପଡ଼ିଥାଏ:
ଅକ୍ସିଜେନ୍ ସ୍ତରକୁ ନିରୀକ୍ଷଣ କରନ୍ତୁ, ଯଦି ଏହା 43 ପାଖାପାଖି ହୁଏ (ସାଧାରଣ ସ୍ତର 98-100), ତେବେ ଆପଣଙ୍କୁ ଅକ୍ସିଜେନ୍ ସିଲିଣ୍ଡର୍ ଆବଶ୍ୟକ ଅଛି I ଯଦି ଘରେ ଉପଲବ୍ଧ ଅଛି, ତେବେ କୌଣସି ହସ୍ପିଟାଲରେ ଭର୍ତ୍ତି ହେବା ଆବଶ୍ୟକ ନାହିଁ I
ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ!
ଦୟାକରି, ଭାରତ ମଧ୍ୟରେ ଆପଣଙ୍କ ଯୋଗାଯୋଗରେ ଥିବା ସମସ୍ତ ଲୋକଙ୍କୁ ପଠାନ୍ତୁ I ଏହା କାହାକୁ ବି ସାହାଯ୍ୟ କରିପାରେ ତାହା ଆପଣମାନେ ଜାଣି ନ ପାରନ୍ତି I ଟାଟା ଗ୍ରୁପ୍ ଉତ୍ତମ ଅଭିନବ ପ୍ରୟାସ ଆରମ୍ଭ କରିଛି I ସେମାନେ ଅନଲାଇନ୍ କଥାବାର୍ତ୍ତା ମାଧ୍ୟମରେ ମାଗଣା ଡାକ୍ତର ପରାମର୍ଶ ଦେଉଛନ୍ତି I ଏହି ସୁବିଧା ଆପଣମାନଙ୍କ ପାଇଁ ଆରମ୍ଭ କରାଯାଇଛି ଯେପରି କି ଆପଣମାନଙ୍କୁ ଡାକ୍ତରମାନଙ୍କ ପରାମର୍ଶ ପାଇଁ ବାହାରକୁ ଯିବାକୁ ନ ହୁଏ ଓ ଆପଣମାନେ ଘରେ ନିରାପଦ ରହିବେ I
ହସ୍ପିଟାଲ୍ ଗୁଡ଼ିକର ଏକାନ୍ତବାସ ଗୃହ ମଧ୍ୟରୁ ଦିଆଯାଇଥିବା ଉପଦେଶ, ଯାହାକି ଆମେ ନିଜ ନିଜ ଘରେ କରି ପାରିବା I
ହସ୍ପିଟାଲ୍ ଗୁଡ଼ିକର ଏକାନ୍ତବାସ ଗୃହରେ ସେବନ କରାଯାଉଥିବା ମେଡ଼ିସିନ୍ ସମୂହ:
1. ଭିଟାମିନ C - 1000
2. ଭିଟାମିନ E (E)
3. ପ୍ରତିଦିନ 15 -20 ମିନିଟ୍ ସୂର୍ଯ୍ୟକିରଣରେ ବସିବା, (ସମୁଦାୟ ସମୟ 10 ରୁ 11 ଘଣ୍ଟା ହେଉଥିବା ଆବଶ୍ୟକ) I
4. ଦିନରେ ଥରେ ଅଣ୍ଡା ଖାଦ୍ୟ ଭଜନ I
5. ସର୍ବନିମ୍ନ 7-8 ଘଣ୍ଟା ଆମେ ବିଶ୍ରାମ ବା ନିଦ୍ରା ଯାଉ I
6. ଆମେ ପ୍ରତିଦିନ 1.5 ଲିଟର ପାଣି ପିଉଛୁ I
7. ସବୁ ଖାଦ୍ୟ ଉଷୁମ ଥିବା ଉଚିତ୍ (ଥଣ୍ଡା ନୁହଁ) I ରୋଗ ପ୍ରତିରୋଧକ କ୍ଷମତାକୁ ମଜଭୁତ କରିବା ପାଇଁ ଏହି ସମସ୍ତ ବିଷୟ ଯାହା ଆମେ ହସ୍ପିଟାଲରେ କରୁଅଛୁ I
ଧ୍ୟାନ ଦିଅନ୍ତୁ ଯେ 5.5 ରୁ 8.5 କୁ କରୋନା ଭାଇରସର pH ବଦଳିଥାଏ I
ତେଣୁ, ଭାଇରସକୁ ଦୂର କରିବାକୁ ହେଲେ ଆମେ କେବଳ ଭାଇରସର ଆମ୍ବିଳାପଣ ସ୍ତର ଉପରକୁ ଅଧିକ କ୍ଷାରୀୟ ଖାଦ୍ୟ ଖାଇବାକୁ ହେବ I
ସେଗୁଡିକ ହେଲା:
କଦଳୀ
କଞ୍ଚା ଲେମ୍ବୁ - 9.9 pH
ପାଚିଲା ଲେମ୍ବୁ - 8.2 pH
ଆମ୍ବଡ଼ା - 15.6 pH
ରସୁଣ - 13.2 pH
ଆମ୍ବ - 8.7 pH
ସନ୍ତରା - 8.5 pH
ସପୁରୀ - 12.7 pH
ଜଳକୁମ୍ଭି ପତ୍ର - 22.7 pH
କମଳା - 9.2 pH
ଆପଣ କରୋନା ଭାଇରସରେ ଆକ୍ରାନ୍ତ ଅଛନ୍ତି ବୋଲି ଜାଣିବେ କେମିତି ?
1. ଗଳା କୁଣ୍ଡେଇ ହେବା
2. ଶୁଖିଲା ଗଳା
3. ଶୁଖିଲା କାଶ
4. ଦେହର ଉଚ୍ଚ ତାପମାତ୍ରା
5. ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେବା
6. ଗନ୍ଧ ଓ ସ୍ବାଦ ବାରି ନ ପାରିବା
ଆଉ, ଲେମ୍ବୁ ସହ ଗରମ ପାଣି ଆରମ୍ଭରୁ ହିଁ ଭାଇରସକୁ ଫୁସଫୁସ୍ ମଧ୍ୟକୁ ପହଞ୍ଚିବା ପୂର୍ବରୁ ଦୂର କରି ଦେଇଥାଏ I
ଏହି ସୂଚନାକୁ ଆପଣଙ୍କ ପାଖରେ ରଖନ୍ତୁ ନାହିଁ I ଏହାକୁ ଆପଣଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ପଠାନ୍ତୁ I