The Independence:Tablighi-Jamaati-Nijammudin-Odisha-Link

 ସାରା ଦେଶରେ ଏବେ କରୋନା ମୁକାବିଲାରେ ସବୁଠାରୁ ବଡ ଆହ୍ୱାନ ପାଲଟିଛି ନୂଆଦିଲ୍ଲିରେ ଆୟୋଜିତ ତବଲିଗ ଜମାତିଙ୍କର ମରକଜ । ଦେଶରେ ଯେତିକି କରୋନା ପଜିଟିଭି ବାହାରିଛନ୍ତି ସେଥିରୁ ପାଖାପାଖି  ଅଧିକରୁ ଅଧିକ ହେଉଛନ୍ତି ସିଙ୍ଗଲ ସୋର୍ସ ତବଲିଗ ଜମ୍ମାତଙ୍କର ନିଜ୍ଜାମୁଦିନ ମରକଜରେ ହେଉଥିବା ଧର୍ମ ସମ୍ମିଳନୀରୁ । ସେଠାକୁ ଆସିଥିଲେ ଅନେକ ବିଦେଶୀ ଜମ୍ମାତି ଯେଉଁମାନେ କରୋନା ସଂକ୍ରମଣ ହୋଇସାରିଥିଲେ । ସେମାନଙ୍କଠାରୁ ସେହି  କରୋନା ସଂକ୍ରମଣ ଅନ୍ୟ ସମସ୍ତଙ୍କୁ ବ୍ୟାପିଗଲା ।

ସେହି ସମସ୍ତ ବିଦେଶି ଜମ୍ମାତି ମାନେ ଭାରତକୁ ଆସିଥିଲେ ପର୍ଯ୍ୟଟନ ଭିସାରେ । ପର୍ଯ୍ୟଟନ ଭିସାରେ ଆସିକି ଧର୍ମ ପ୍ରଚାର କରୁଥିଲେ ବା ଧାର୍ମିକ ସଭାମାନ କରିଥିଲେ । ଏବେ ସେହି ବିଦେଶି ଜମ୍ମାତିମାନଙ୍କର ଓଡିଶା ଲିଙ୍କ ବିଷୟରେ ଆସିଛି ଆଉ ଗୋଟିଏ ନୁଆ ତଥ୍ୟ । ଉତର ପ୍ରଦେଶ ସରକାର ସେହି ବିଦେଶି ତବଲିଗ ଜମ୍ମାତିମାନଙ୍କୁ ଗିରଫ କଲାପରେ ଏବେ ଆସିଛି କିଛି ନୂଆ କଥା ଯାହା ଓଡିଶା ପାଇଁ ଶୁଭଙ୍କର ନୁହେଁ । ଉତର ପ୍ରଦେଶ ପୋଲିସର ତଥ୍ୟ ଅନୁସାରେ କିଛି ବିଦେଶୀ ତବଲିଗ ଉତର ପ୍ରଦେଶର ବିଜନୋର ଜିଲ୍ଲାର ନାଗିନଠାରେ ଏକ ମସଜିଦରେ ଲୁଚିକି ଥିଲେ ଓ ସେମାନଙ୍କୁ ଉତର ପ୍ରଦେଶ ପୋଲିସ ବର୍ତମାନ ଗିରଫ କରିଛି । ସେମାନେ ସମସ୍ତେ ଇଣ୍ଡୋନେସିଆର ନାଗରିକ । ସେମାନେ ଇଣ୍ଡୋନେସିଆରୁ ବଙ୍ଗଳାଦେଶ ଯାଇଥିଲେ ଓ ସେଠାରୁ ଆସି ଓଡିଶାରେ କିଛି  ଦିନ ରହିଥିଲେ । ଓଡିଶାରୁ କିଛି ଲୋକଙ୍କୁ ନେଇ ସେମାନେ ନୁଆଦିଲ୍ଲିର ସେହି ମରକଜକୁ ଯାଇଥିଲେ । ଏବେ ପ୍ରଶ୍ନ ଉଠୁଛି ଓଡିଶାର ସେହି ଲୋକମାନେ କିଏ ଯେଉଁମାନେ ପର୍ଯ୍ୟଟନ ଭିସାରେ ଆସିଥିବା ସେହି ଜମ୍ମାତିମାନଙ୍କୁ ଧର୍ମପ୍ରଚାରରେ ସାହାଯ୍ୟ କରୁଥିଲେ । 

Author Image

The Independence

0 Comments

leave a comment




Recent Posts

The Independence:Home-Treatment-for-Covid

କୋଭିଡ୍ ପାଇଁ ଗୃହରେ ଆବଶ୍ୟକୀୟ ଚିକିତ୍ସା

The Independence:Girish-Murmu-Insulted-By-Odia-Journalist

କାମଳ ସାମ୍ବାଦିକତା, ଭୀମ ଭୋଇଙ୍କୁ ଲେଡି କିଲର କହୁଥିଲେ, ଓଡିଶାର ଗର୍ବ ଗିରିଶ ମୁର୍ମୁଙ୍କୁ ବି ଛାଡିଲେନି

The Independence:Swami-Vivekanandas-foresight

ସ୍ୱାମୀ ବିବେକାନନ୍ଦଙ୍କ ଭବିଷ୍ୟତବାଣୀ ଓ ପ୍ରଜ୍ଞା ଦେବନାଥ ପ୍ରସଙ୍ଗ

The Independence:BJP-TO-ORGANISE-PROGRAMMES

ଧାରା 370 ହଟିବାର ବର୍ଷେ ପୂର୍ତି ଅବସରରେ ବିଜେପି ସାରା ଦେଶରେ ଆୟୋଜନ କରିବ ବିଭିନ୍ନ କାର୍ଯ୍ୟକ୍ରମ

The Independence:chinese-companies-in-india-under-scanner-over-pla-links

ଚୀନ ସେନା ପାଇଁ କାମ କରୁଥିବା କମ୍ପାନୀ ଗୁଡିକ ଏବେ ମୋଦି ସରକାରଙ୍କ ରାଡାରରେ, ସାତ କମ୍ପାନୀ ଚିହ୍ନଟ

The Independence:FIVE-MORE-DEATHS-IN-oDISHA

ରାଜ୍ୟରେ ଆଉ ପାଂଚ ଜଣଙ୍କର କରୋନାରେ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୯୧ ହେଲା

The Independence:736-more-corona-cases-in-Odisha

ରାଜ୍ୟରେ ରେକର୍ଡ ସଂଖ୍ୟାରେ ୭୩୬ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ..

The Independence:convert-to-islam-or-get-ready-to-die-and-face-allahs-wrath-isis-threatens-nationalist-janam-tv

‘ଇସଲାମ ଆପଣାଅ, ନ ହେଲେ ମରିବାକୁ ପ୍ରସ୍ତୁତ ରହ’, କେରଳର ରାଷ୍ଟ୍ରବାଦୀ ଚାନେଲ ଜନମ ଟିଭିକୁ ଆଇଏସଆଇଏସର ଧମକ

The Independence:Three-more-corona-deaths-in-Odisha

ରାଜ୍ୟରେ ଆଉ ତିନିି ଜଣଙ୍କର କରୋନାରେ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୮୬ ହେଲା

The Independence:591-more-corona-cases-in-Odisha

ରାଜ୍ୟରେ ଆଉ ୫୯୧ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ମାମଲା ୧୬୭୦୧ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ....

The Independence:Jaish-Commander-killed--in-Jammu-Kashmir

ଜାମ୍ମୁ କାଶ୍ମୀରରେ ଜୈଶ କମାଣ୍ଡର ବାଲିଦ ନିପାତ ହେଲା, ଚାରି ଚାରି ଥର ବଂଚି ଯିବାରେ ହୋଇଥିଲା ସଫଳ

The Independence:Balidan-for-Ram-Temple

ଶ୍ରୀରାମ ମନ୍ଦିର ପାଇଁ ରାମ ଓ ଶରତଙ୍କ ବଳିଦାନ

The Independence:Chinese-atrocity-in-Tibet

ତିବତରେ ତିବତୀୟତାକୁ ଶେଷ କରିବାକୁ ଚୀନର ନୂଆ ଷଡଯନ୍ତ୍ର

The Independence:Four-more-deaths-in-Corona

ଆଉ ଚାରି ଜଣଙ୍କର କରୋନାରେ ମୃତ୍ୟୁ, ରାଜ୍ୟରେ ମୃତ୍ୟୁ ସଂଖ୍ୟା ୮୩ ହେଲା

The Independence:718-more-Corona-cases-in-Odisha

ରାଜ୍ୟରେ ଆଉ ୭୧୮ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ମାମଲା ୧୬୧୧୦ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

The Independence:mu-student-threat-message-brass-hizab-up-police-fir

ଏଏମୟୁରେ ହିନ୍ଦୁ ଛାତ୍ରୀଙ୍କୁ ହିଜାବ ପିନ୍ଧାଇବ ବୋଲି କହୁଥିବା ଦାନିଶ ଏଫଆଇଆର ହେବା ପରେ ଏବେ ମାଗୁଛି କ୍ଷମା

The Independence:BJD-NEW-ORGANISATION

ବିଜେଡି ଘୋଷଣା କଲା ୩୬ ଜଣିଆ ବିଶାଳ ସାଧାରଣ ସମ୍ପାଦକଙ୍କ ଟିମ, ଦେଖନ୍ତୁ କିଏ କିଏ ପାଇଲେ ସ୍ଥାନ ...

The Independence:BJP-Mahila-Morcha-demands-action-against

ଭଦ୍ରକ ଜିଲ୍ଲା ଏସ୍‌ପି ଏବଂ ଆଇଆଇସିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି ମହିଳାମୋର୍ଚ୍ଚା

The Independence:Governer-Prof-Ganeshilal---comdoles-the-death-of-Jagdev-Oraon

ଜଗଦେବରାମ ଓରାମଙ୍କ ଦେହାବସାନରେ ଶୋକ ପ୍ରକାଶ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ

The Independence:District-wise-corona-positive-Data

ଜାଣନ୍ତୁ କେଉଁ ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା କେତେ ..

The Independence:606-deaths-in-last-24-hours-in-India

ଗତ ୨୪ ଘଂଟାରେ ଦେଶରେ କରୋନାରେ ନୂଆ ୬୦୬ ଜଣଙ୍କର ମୃତ୍ୟୁ

The Independence:Corona-death-toll-rises-to-79

ରାଜ୍ୟରେ ଆଉ ଦୁଇ ଜଣଙ୍କର କରୋନାରେ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୭୯ ହେଲା

The Independence:494-new-corona-cases-in-Odisha

ରାଜ୍ୟରେ ଆଉ ୪୯୪ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ....

The Independence:PM-reviews-Kedarnath-Dham-project

କେଦାରନାଥ ଧାମର ବିକାଶ କାର୍ଯ୍ୟ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

The Independence:rape-accused-franco-mulakkal-tests-coronavirus-positive-non-bailable-warrant-kottayam-court

କେରଳ ନନ ଧର୍ଷଣ ଅଭିଯୁକ୍ତ ପାଦ୍ରୀ ଫ୍ରାନକୋ ମୁଲକଲକୁ ହେଲା କରୋନା, ଗିରଫ ପାଇଁ ଜାମିନ ବିହୀନ ପରୱାନା ଜାରି କରିଛନ୍ତି କୋର୍ଟ