ନ’ ବର୍ଷର ସୁଶାସନ
ଏହି ପ୍ରବନ୍ଧରେ ଆମେ ନରେନ୍ଦ୍ର ମୋଦିଙ୍କ ନ’ବର୍ଷର ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ ବିଷୟରେ ଚର୍ଚ୍ଚା କରିବାକୁ ଯାଉଛେ । ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ୧୩ବର୍ଷ କଟାଇବାପରେ ସେ ଦେଶର ପ୍ରଧାନମନ୍ତ୍ରୀ ପଦରେ ଆସୀନ ହୋଇଥିଲେ ୨୦୧୪ ମସିହାର ମେ ମାସ ୨୭ ତାରିଖ ଦିନ । ତାଙ୍କୁ ଶପଥ ପାଠ କରାଇଥିଲେ ତତ୍କାଳୀନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀ ଏବଂ
Independence News
Jul 04, 2023