ନୂଆଦିଲ୍ଲୀ. ୧୭ ଅଗଷ୍ଟ -
ଡିସ୍କଭରି ଚାନେଲ ରେ ପ୍ରଦର୍ଶିତ ହୋଇଥିବା ମ୍ୟାନ ଭର୍ସେସ ବାଇଲ୍ଡ ଶୋ ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି । ଏହି ଶୋ ସୁପର ବାଉଲ ଶୋ କୁ ମଧ୍ୟ ପଛରେ ଛାଡି ଦେଇଛି
ରେକର୍ଡ କଥା କହିଲେ ଏହି ଶୋ ସମ୍ପର୍କରେ ବର୍ତମାନ ସୁଦ୍ଧା ୩୬୦ କୋଟି ଲୋକ ଚର୍ଚା କରି ସାରିଲେଣି । ସୁପର ବାଉଲର ରେଟିଂ ୩୪୦ କୋଟି ଥିଲା ।
ପ୍ରଧାନମନ୍ତ୍ରୀ ଏହି ଶୋରେ ଆସିବା ଦ୍ୱାରା ଏହି ଶୋ କେବଳ ଭାରତରେ ନୁହେଁ ବରଂ ବିଶ୍ୱରେ ସବୁଠାରୁ ଅଧିକ ଟ୍ରେଣ୍ଡିଂ ଟିଭି ଶୋ ହୋଇ ଯାଇଛି ।