“ଏମଏସପି ଥିଲା, ଏମଏସପି ଅଛି ଓ ଏମଏସପି ରହିବ ,ଦୟାକରି ଲୋକଙ୍କୁ ଭ୍ରମିତ କରନ୍ତୁ ନାହିଁ ”– ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ
ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ନେଇ ବିରୋଧୀ ଦଳ ଓ ଅନ୍ୟ ସଂଗଠନ ମାନଙ୍କ ପକ୍ଷରୁ ବାରମ୍ବାର ଲୋକଙ୍କୁ ଭ୍ରମିତ କରା ଯାଉଥିବାରୁ ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ।
PM reitertes in Rajya Sabha 'MSP tha, MSP hai aur MSP rahega.'He is replying in the House to the Motion of Thanks on
The Independence
Feb 08, 2021