The Independence:Andolinijibi-China-Pakistan-pro-stopped-Sterlite-copper-plant

 ଦେଶରେ କିଛି ବର୍ଗର ଲୋକ ଅଛନ୍ତି ଯାହାଙ୍କୁ ଆନ୍ଦୋଳନଜିବି ବୋଲି କୁହାଯାଉଛି । ସେମାନେ ସବୁବେଳେ କିଛି ନା କିଛି ବିଷୟରେ ଆନ୍ଦୋଳନ କରିଥାଆନ୍ତି ଓ ସବୁବେଳେ ନିଜର ସ୍ୱାର୍ଥ୍ୟ ହାସଲ କରୁଥାନ୍ତି । କେତେବେଳେ ନିଜକୁ ଉଦାରବାଦୀ, କେତେବେଳେ ଧର୍ମନିରପକ୍ଷବାଦୀ, କେତେବେଳେ ପରିବେଶବିତ ଭାବରେ ଏମାନଙ୍କର ଭିନ୍ନ ଭିନ୍ନ ପରିଚୟ ଥିବା ବେଳେ ଏମାନଙ୍କର ଅସଲ ପରିଚୟ ହେଉଛି ଭାରତର କ୍ଷତି କରିବା ।

ଏମାନେ କିପରି ଭାବରେ ବିଦେଶରୁ ଅର୍ଥ ଆଣି ନିଜ ଦେଶର କ୍ଷତି କରନ୍ତି ତାହାର ଅନେକ ଉଦାହରଣ ଥିବା ବେଳେ ଏବେ ଆମେ ଗୋଟିଏ ଉଦାହରଣ ଉପରେ ନଜର ପକାଇବା ।

ଭାରତ ବିଶ୍ୱର ତମ୍ବା ରପ୍ତାନୀକାରି ଦେଶମାନଙ୍କ ତାଲିକାରେ ଦିନେ ଆଗରେ ଥିଲା । ୨୦୧୭-୧୮ରେ ଭାରତ ବିଦେଶକୁ ମୋଟ ୩,୭୮,୫୫୫ ଟନ ତମ୍ବା ରପ୍ତାନୀ କରିଥିଲା ଯେଉଁଠି ୨୦୧୮-୧୯ରେ ଏହା କମି ୪୭,୯୧୭ ଟନକୁ ଖସିଆସିଲା । ଏହାର କାରଣ ହେଉଛି ଯେ ତାମିଲନାଡୁରେ ଥିବା ଷ୍ଟେରଲାଇଟ କପର ସ୍ମେଲ୍ଟର ପ୍ଲାଂଟରେ ଉପ୍ତାଦନ ବନ୍ଦ ହୋଇଗଲା । ବଡ ଆଶ୍ଚର‌୍ୟ୍ୟ ଭାବରେ ଏହା ପରେ ପାକିସ୍ତାନ ଓ ଚାଇନାର ତମ୍ବା ରପ୍ତାନୀ ୪୦୦% ବୃଦ୍ଧି ପାଇଲା ।

ସେହି ଆନ୍ଦୋଳନଜିବି ମାନଙ୍କର ଉପରେ ସନ୍ଦେହ ହେବା ପଛରେ କାରଣ ହେଉଛି ଯେ ସେମାନେ ପରିବେଶ ସୁରକ୍ଷାର ନାଁ ନେଇ ସେହି ସ୍ମେଲ୍ଟର ପ୍ଲାଂଟକୁ ବନ୍ଦ କରିଦେଲେ । ଏହା ପଛରେ ଚାଇନାକୁ ଲାଭ ପହଂଚାଇବା ଥିଲା ସେମାନଙ୍କର ଉଦ୍ଦେଶ୍ୟ । ସେହି ସମାନ ଗୋଷ୍ଠୀର ଲୋକମାନେ ତାମିଲନାଡୁରେ ଥିବା ପରମାଣୁ ପ୍ରକଳ୍ପକୁ ମଧ୍ୟ ସେମାନେ ରୋକିବାରେ ସଫଳ ହୋଇଥୀଲେ । 

ଷ୍ଟେରଲାଇଟ କପର ସ୍ମେଲ୍ଟର ପ୍ଲାଂଟକୁ ବନ୍ଦ ପାଇଁ ଆନ୍ଦୋଳନ ହେଉ ବା ପରମାଣୁ ପ୍ରକଳ୍ପ ବନ୍ଦ ପାଇଁ ହେଉ ହେଉଥିବା ଆନ୍ଦୋଳନ ପଛରେ ସେହି ଗୋଟିଏ ଗୋଷ୍ଠୀର ଲୋକମାନେ ଥିଲେ ଯେଉଁମାନଙ୍କୁ ଦାନ କିଛି ନିର୍ଦ୍ଧିଷ୍ଟ ଅନୁଷ୍ଠାନରୁ ଆସୁଥିଲା । ସେହି ଅନୁଷ୍ଠାନମାନଙ୍କର ଲିଙ୍କ ଚାଇନିଜ ବ୍ୟବସାୟୀ ଅନୁଷ୍ଠାନମାନଙ୍କ ସହିତ ରହିଛି ।

Author Image

Independence News

Recent Posts

The Independence:Zameen-Jihad-Tamil-Nadu-Waqf-Board-claims-ownership-of-a-Hindu-majority-village-registrar-asks-villagers-to-obtain-NOC-from-the-board-to-sell-their-own-land

Zameen Jihad: ତାମିଲନାଡୁରେ ଏକ ହିନ୍ଦୁ ବହୁଳ ଗାଁ ଓ ମନ୍ଦିରର ସମ୍ପତିକୁ ନିଜର ବୋଲି ଦାବି କଲା ଓାକଫ ବୋର୍ଡ

The Independence:Dawood-Ibrahim-Return-Mumbai-Gangster

ଫେରୁଛି ଦାଉଦର ଦାଦାଗିରି

The Independence:S-Jaishankar-embarks-South-America-Latin-America

ଲାଟିନ ଆମେରିକାରେ ଜୟଶଙ୍କର

The Independence:INS-Vikrant-Indias-First-Indigenous-Aircraft-Carrier

ବିମାନବାହୀ ଯୁଦ୍ଧପୋତ: ବିରାଟରୁ ବିକ୍ରାନ୍ତ

The Independence:ED-CBI-In-Corruption

ବଢୁଛି ଇଡିର ଶିଢି

The Independence:Britain-Slogan-Get-Out-Pakistani

ବ୍ରିଟେନରେ ‘ଗେଟ୍ ଆଉଟ ପାକିସ୍ଥାନୀ’

The Independence:Modi-Tops-Global-Leader-World-Ranking

ଲୋକପ୍ରିୟ ନେତୃତ୍ୱ ଶୀର୍ଷରେ ମୋଦି

The Independence:Pakistan-Agenda-on-Akshardeep-Singh-Pakistan-India-Cricket-Match

ଆଇଏସଆଇର ଇନଫର୍ମେସନ ଜିହାଦ

The Independence:Odisha-Flood-2022-Mismanagement-Man-made

ବନ୍ୟାକୁ ରୋକାଯାଇ ପାରିନଥାନ୍ତା କି?

The Independence:Conversion-of-Mizoram-North-East-to-Christianity

ମିଜୋରାମରେ ସଂସ୍କୃତି ସମ୍ପନ୍ନ ଅଧିବାସିମାନଙ୍କୁ କେମିତି କରାଗଲା ଖ୍ରୀଷ୍ଟିଆନ ? ପଢନ୍ତୁ ଜାଣିବେ

The Independence:Boycott-Bollywood-Independence-News-Lal-Singh-Chhaddha

ସଙ୍କଟରେ ବଲିଉଡ

The Independence:Al-Shabbab-militants-in-Africa

ଆଫ୍ରିକାର ଚିନ୍ତା ଅଲ୍‌-ଶବାବ

The Independence:INS-VIKRANT-TO-BE-INDUCTED-IN-INDIAN-NAVY

ଆଇଏନଏସ ବିକ୍ରାନ୍ତ ସାମିଲ ହେବା ଯୋଗୁ ବହୁଗୁଣିତ ହେବ ଭାରତୀୟ ନୌସେନାର କ୍ଷମତା

The Independence:jammu-kashmir-high-court-reopens-2003-nadimarg-hindu-massacre-24-kashmiri-pandits-killed-by-terrorists-in-200

ଜାଣନ୍ତୁ କଣ ଥିଲା 2003ର ନଦୀମର୍ଗ କାଶ୍ମୀରୀ ହିନ୍ଦୁ ନରସଂହାର, ଯେତେବେଳେ 24 ହିନ୍ଦୁଙ୍କୁ ହତ୍ୟା କରାଯାଇଥିଲା

The Independence:Nitish-Kumars-appeasement-reaches-its-peak

ଅଣହିନ୍ଦୁଙ୍କ ପ୍ରବେଶ ମନା ଥିବା ମନ୍ଦିରରେ ନୀତିଶ ତାଙ୍କ ମୁସଲମାନ ମନ୍ତ୍ରୀଙ୍କୁ ପ୍ରବେଶ କରାଇଲେ

The Independence:Village-culture

ଗାଁରେ ଅପସଂସ୍କୃତିର ଅନୁପ୍ରବେଶ

The Independence:Lesson-from-Direct-Action-Day

ଡାଇରେକ୍ଟ ଆକ୍ସନ ଡେ’ ରୁ ଶିକ୍ଷା

The Independence:terror-funding-delhi-mohammad-yaseen-arrested-delhi-jammu-kashmir-terrorists

ଆତଙ୍କବାଦୀଙ୍କ ପାଇଁ ଫଣ୍ଡ ମ୍ୟାନେଜ କରୁଥିଲା କପଡା ବ୍ୟବସାୟୀ ମୋହମ୍ମଦ ୟାସିନ, ଦିଲ୍ଲୀରୁ ଧରା ପଡିଲା

The Independence:Conspirators-against-India

ଭାରତ ବିରୋଧୀ ଷଡଯନ୍ତ୍ରକାରୀ

The Independence:Rights-of-Transgenders

ସେମାନଙ୍କର ମଧ୍ୟ ସମାନ ଅଧିକାର

The Independence:Drug-addiction-society-and-development

ନିଶା, ସମାଜ ଏବଂ ବିକାଶ

The Independence:krk-slams-arjun-kapoor-bollywood-film-boycott

‘ଯେଉଁ ଆକ୍ଟରର ଫିଲ୍ମକୁ କୁକୁର ଦେଖିବାକୁ ଯାଏ ନାହିଁ ତାକୁ କିଏ ବା କାହିଁକି କରିବ ବୟକଟ’ ଅର୍ଜୁନ କପୁରଙ୍କୁ କହିଲେ କେଆରକେ

The Independence:the-satanic-verses-salman-rushdie-sales-incresead-similar-happened-in-india-after-ban

ପୁସ୍ତକ ସାଟାନିକ ଭର୍ସେସର ବିକ୍ରୀରେ ଭାରୀ ବୃଦ୍ଧି, ସଲମାନ ରୁସଦୀଙ୍କ ଉପରେ ହୋଇଛି ଆକ୍ରମଣ

The Independence:hristian-principal-refuses-to-salute-the-tricolor-says-we-will-only-salute-our-god

‘ମୁଁ ଖ୍ରୀଷ୍ଟିଆନ, ତେଣୁ ଜାତୀୟ ପତାକାକୁ କରିବି ନାହିଁ ସାଲ୍ୟୁଟ.. ’ :ସ୍ବାଧୀନତା ଦିବସରେ ସରକାରୀ ସ୍କୁଲର ଖ୍ରିଷ୍ଟିଆନ ପ୍ରଧାନ ଶିକ୍ଷିକା କହିଲେ

The Independence:ihar-politics-72-percent-ministers-in-cm-nitish-mahagathbandhan-government-tainted-serious-criminal-cases-registered-against-17-

ସୁଶାସନ ବାବୁ ନୀତିଶଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଭରପୁର ଦାଗୀ ମନ୍ତ୍ରୀ ,ମନ୍ତ୍ରିମଣ୍ଡଳର 72 ପ୍ରତିଶତ ସଦସ୍ୟ ଦାଗୀ