The Independence:Anti-Hindu-Hindu-Phobic-Web-Series-Advertisements-Films

ଭାରତ ହେଉଛି ବିଶ୍ୱର ଏକମାତ୍ର ଦେଶ ଯାହା ତମାମ ପ୍ରତିକୁଳ ପରିସ୍ଥିତି ସତ୍ୱେବି ତାର ପ୍ରାଚୀନ ସଂସ୍କୃତି ଓ ଧାର୍ମିକ ବିଶ୍ୱାସକୁ ରଖି ପାରିଛି । ଦୁନିଆରେ ଅନେକ ବିକଶିତ ସଭ୍ୟତା ଧ୍ୱସଂ ପାଇଗଲେ ହେଲେ ଭାରତର ହିନ୍ଦୁ ସଂସ୍କୃତି ଏବେବି ଗର୍ବରେ ରହିଛି । ଭାରତ ଉପରେ ଲଗାତାର ମୁସଲମାନ ଆକ୍ରମଣ, ଏହା ପରେ ଔପନିବେଶବାଦର ସଂସ୍କୃତିକୁ ଥୋପିବାର ପ୍ରୟାସ ସତ୍ୱେବି ଆମେ ଆମର ସଂସ୍କୃତିକୁ ନଷ୍ଟ ହେବାରେ ରୋକିପାରିଛେ ।

ଆମର ଧାର୍ମିକ ଗ୍ରନ୍ଥ, ପୁରାଣ ହେଉଛି ଆମର ପରିଚୟ । ରାମାୟଣ, ମହାଭାରତ, ଉପନିଷେଦ, ବେଦ ହେଉଛି ଆମର ସଂସ୍କୃତିର ମୁଳ ଆଧାର । ଆମ ପାଇଁ ରାମ, କୃଷ୍ଣ, ହନୁମାନ, ଦୁର୍ଗା, ଶିବ ମାନେ କେବଳ ଭଗବାନ ନୁହନ୍ତି ମାନବ ଜୀବନର ଆଦର୍ଶ ମଧ୍ୟ । 

ହେଲେ ଯେଉଁଭଳି ଭାବରେ ଅଭିବ୍ୟକ୍ତିର ସ୍ୱାଧୀନତା ନିୟମର ଫାଇଦା ନେଇ କିଛି ତଥାକଥିତ ନ୍ୟସ୍ତ ସ୍ୱାର୍ଥ୍ୟ ଗୋଷ୍ଠୀର ତତ୍ୱମାନେ କ୍ରମାଗତ ଭାବରେ ଆମର ଧାର୍ମିକ ଭାବନା ଓ ଭଗବାନଙ୍କ ଉପରେ ଆକ୍ରମଣ କରୁଛନ୍ତି ତାହା ଚିନ୍ତାଜନକ । 

ସେମାନଙ୍କ ପାଇଁ ଚଳଚ୍ଚିତ୍ର, େଓବ ସିରିଜ, ଧାରାବାହିକ ଆଦି ସେମାନଙ୍କର ବିଷ ଓଗାଳିବାର ମାଧ୍ୟମ ପାଲଟିଛି । ବାମପନ୍ଥି ବିଚାରରେ ଅନୁପ୍ରାଣୀତ ଏହି କଳାକାର, ଚଳଚ୍ଚିତ୍ର ନିର୍ମାତା ମାନେ ଚଳଚ୍ଚିତ୍ର କାହାଣୀ, ସଙ୍ଗୀତ, ବିଜ୍ଞାପନର ବାର୍ତା ଆଦିର ସାହାରା ନେଇ ଯୁବବର୍ଗମାନଙ୍କ ମନରେ ହିନ୍ଦୁ ପରମ୍ପରା, ସଂସ୍କୃତି ବିରୋଧରେ ପ୍ରତିବାଦ ସୃଷ୍ଟି କରାଉଛନ୍ତି । 

ପିକେ - ଅମିର ଖାନଙ୍କ ଅଭିନିତ ଓ ରାଜକୁମାର ହିରାନିଙ୍କ ନିର୍ଦ୍ଧେଶିତ ଫିଲ୍ମ ପିକେ ଏହି ତାଲିକାରେ ଆଗରେ ରହିବ । ଏହି ଚଳଚ୍ଚିତ୍ରରେ ହିନ୍ଦୁ ସାଧୁଙ୍କ ଚରିତ୍ରକୁ ଜଣେ ନକଲି ଓ ଭଣ୍ଡ ସାଧୁଙ୍କ ଭୂମିକାରେ ଦେଖାଇ ଯାଇଥିବା ବେଳେ ପାକିସ୍ତାନର ଜଣେ ଯୁବକ ଚରିତ୍ରକୁ ଜଣେ ସଚ୍ଚା ପ୍ରେମିକ ଭୂମିକାରେ ପଦର୍ଶିତ କରାଯାଇଛି ।

ଛପାକ – ଏହି ଚଳଚ୍ଚିତ୍ର ଏକ ସତ୍ୟ କାହାଣୀକୁ ନେଇ ହୋଇଥିଲା । ବାସ୍ତବରେ ଜଣେ ମୁସଲମାନ ଯୁବକ ପ୍ରେମରେ ବିଫଳ ହେବା ପରେ ଜଣେ ହିନ୍ଦୁ ଯୁବତୀଙ୍କୁ ଏସିଡ ମାରିଥିଲେ । କିନ୍ତୁ ଚଳଚ୍ଚିତ୍ରରେ ଏହାକୁ ପରିବର୍ତନ କରାଯାଇ ହିନ୍ଦୁ ଯୁବକ ଭାବରେ ଦେଖାଯିବାର ଯୋଜନା ହୋଇଥିଲା । ପରେ ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ପ୍ରତିବାଦ ହେବା ପରେ ପଯୋଜକ ପଛକୁ ହଟିଥିଲେ ।

ସେମି - ଆମାଜନରେ ଆସିଥିବା ଏହି େଓବ ସିରିଜ ଏକ ସତ ଘଟଣାକୁ ନେଇ ହୋଇଥିଲା । ନଓାବ ସଫାତ ଅଲ୍ଲି ଖାନ ଓ ତାଙ୍କ ପୁଅ ଅସଗର ଅଲ୍ଲି ଏକ ବାଘକୁ ମାରିଦେଇଥିଲେ । ହେଲେ ଏହି େଓବ ସିରିଜରେ ଏହାକୁ ବଦଳାଇ ହିନ୍ଦୁ ବାପ ପୁଅ ମାରିଛନ୍ତି ବୋଲି ଦେଖାଯାଇଥିଲା ।

ଘରେ ବାଇରେ ଆଜ – ୨୦୧୯ରେ ଆମାଜନରେ ଆସିଥିବା ଏହି େଓବ ସିିରିଜର ନିର୍ଦ୍ଦେଶିକା ଥିଲା ଅପର୍ଣ୍ଣା ସେନ । ନିଜର ହିନ୍ଦୁ ବିରୋଧୀ ମାନସିକତା ଓ ବାମପନ୍ଥି ବିଚାରଧାରା ପାଇଁ ଖ୍ୟାତ ଏହି ଅପର୍ଣ୍ଣା ସେନ ଏଥିରେ ହିନ୍ଦୁତ୍ୱର ସମର୍ଥିତ ସଙ୍ଗଠନମାନଙ୍କୁ ଖଳନାୟକ ଭୂମିକାରେ ଦେଖାଇଥିଲେ । ସାମ୍ବାଦିକା ଗୌରି ଲଙ୍କଶଙ୍କର ହତ୍ୟା ସହିତ କୌଣସି ହିନ୍ଦୁ ସଙ୍ଗଠନର କୌଣସିବି ସର୍ମ୍ପକ ନଥିଲା ବେଳେ କିନ୍ତୁ ଏହି େଓବ ସିରିଜରେ ଗୌରି ଲଙ୍କଶଙ୍କର ହତ୍ୟା ପାଇଁ ସେମାନଙ୍କୁ ଦାୟୀ କରଯାଇଛି ।

ଅରୁନ୍ଧତି – ୨୦୧୯ରେ ରିଲିଜ ହୋଇଥିବା ଏହି ତେଲୁଗୁ ଫିଲ୍ଲରେ ହିନ୍ଦୁ ବାବାଙ୍କୁ ଭଣ୍ଡ ବାବା ଓ ଦୁଷ୍ଟ ଯାଦୁଗର ଭୂମିକାରେ ଦେଖାଇ ଯାଇଥିଲାବେଳେ ମୁସଲମାନ ପିରଙ୍କୁ ସଚ୍ଚୋଟ ଓ ସାହାଯ୍ୟକାରୀ ସାଧୁ ପୁରୁଷ ଭାବରେ ଦେଖାଇ ଯାଇଛି । 

ଆଶ୍ରମ – ୨୦୨୦ରେ ରିଲିଜ ହୋଇଥିବା ଏହି େଓବ ସିରିଜରେ ହିନ୍ଦୁ ବାବାଙ୍କର ନାରି ମାନଙ୍କ ପ୍ରତି ଆକର୍ଷଣ ରହିଛି ବୋଲି ଦେଖାଇ ଯାଇଛି ।

ସାକ୍ରେଡ ଜେମସ – ଅନୁରାଗ କାଶ୍ୟପଙ୍କ ଭଳି ନିର୍ଦ୍ଦେଶକ ରହିଲେ ଯାହା ହେବା କଥା ଏହା ହୋଇଛି ଏହି େଓବ ସିରିଜରେ । ଜଣେ ହିନ୍ଦୁ ସାଧୁଙ୍କର ଯୌନ ବିକୃତି ବିଷୟରେ ଏଥିରେ ପଦର୍ଶନ କରାଯାଇଛି । 

ଗଡମ୍ୟାନ - ଏହି େଓବ ସିରିଜର ଟ୍ରେଲରରେ ବ୍ରାହ୍ମଣ ଓ ବେଦକୁ ନେଇ ଆପତି କନକ ଟିପଣି ଥିବାରୁ ଏହାକୁ ଜି ପକ୍ଷ୍ୟରୁ ବନ୍ଦ କରିଦିଆଗଲା । 

ପଳାତକ - ଅନୁଷ୍କା ଶର୍ମାଙ୍କ ଦ୍ୱାରା ପ୍ରଜୋଜିତ ଏହି େଓବ ସିରିଜରେ ହିନ୍ଦୁ ଆତଙ୍କବାଦକୁ ଦେଖାଇ ଯାଇଛି । ସେହିପରି ସରକାରୀ ସଂସ୍ଥାମାନେ କିପରି ସାମ୍ବାଦିକମାନଙ୍କୁ ହତ୍ୟା କରିଛନ୍ତି ତାହା ପଦର୍ଶିତ ହୋଇଛି । ଏପରିକି ପାକିସ୍ତାନ ସଂସ୍ଥା ଆଇଏସଆଇର ଅଧୀକାରିମାନଙ୍କର ମାନବିକତା ରହିଛି ବୋଲି ପ୍ରମାଣିତ କରିବା ପାଇଁ ପ୍ରୟାସ ହୋଇଛି । 

ତନିଷ୍କ – ଦେଶରେ ଲଭ ଜିହାଦର ଘଟଣା ପ୍ରତିଦିନ ସାମନାକୁ ଆସୁଥିବା ବେଳେ ସୁନା ବ୍ୟବସାୟୀ ବ୍ରାଣ୍ଡ ତନିଷ୍କ କିନ୍ତୁ ତାର ବିଜ୍ଞାପନରେ ଜଣେ ହିନ୍ଦୁ ଝିଅ କିପରି ମୁସଲମାନକୁ ବାହା ହୋଇ ଖୁସିରେ ଅଛି ତାହା ଦେଖାଇଛି । ବାସ୍ତବରେ କିନ୍ତୁ ପ୍ରାୟ ଅଧିକାଂଶ ଘଟଣାରେ ଯେଉଁଠି ହିନ୍ଦୁ ଝିଅ ମୁସଲମାନକୁ ବାହା ହୋଇଛନ୍ତି ସେମାନେ ପରେ ହତ୍ୟା ହୋଇଛନ୍ତି ନହେଲେ ଛାଡପତ୍ର ପାଇ ଦୟନିୟ ଜୀବନ ବଂଚିଛନ୍ତି ।

ଫାବ ଇଣ୍ଡିଆ - ଫାବ ଇଣ୍ଡିଆ ଏହାର ଦିପାବଳି ବିଜ୍ଞାପନରେ ହିନ୍ଦୁଙ୍କୁ ନିଚ୍ଚା ଦେଖାଇବା ସହିତ ଏକ ବିଶେଷ ଧର୍ମକୁ ବେଶ ଗୌରବକରି ଦେଖାଇଥିଲା । 

ହିନ୍ଦୁସ୍ତାନ ୟୁନିଲିଭର – ହିନ୍ଦୁସ୍ତାନ ୟୁନିଲିଭର ଏହାର ବିଜ୍ଞାପନରେ ଦେଖାଇଥିଲା ଯେ କୁମ୍ଭ ମେଳାରେ ହିନ୍ଦୁ ପୁଅମାନେ ସେମାନଙ୍କର ବୁଢା ବାପାମାଙ୍କୁ କୁମ୍ଭ ମେଳା ଦେଖାଇବାକୁ ଆଣି ସେଠାରେ ଛାଡି ପଳାନ୍ତି । ଏହି ବିଜ୍ଞାପନ ଦ୍ୱାରା କେବଳ କୁମ୍ଭମେଳାର ବଦନାମ ହେଉନଥିଲା ବଂର ସମଗ୍ର ହିନ୍ଦୁ ସମାଜର ବଦନାମ ହେଉଥିଲା ।

ସିଏଟ ଟାୟାର – ଏବେ ଦିପାବଳିରେ ଏହି ସିଏଟ ଟାୟାରର ବିଜ୍ଞାପନ ଆସିଥିଲା ଯେଉଁଥିରେ ରାସ୍ତାରେ ବାଣ ଫୁଟାଇବା କଥା ଦେଖାଇ ଦିପାବଳିର ସମାଲୋଚନା କରିଥିଲା ସିଏଟ କମ୍ପାନୀ । ଲୋକେ ସାମାଜିକ ଗଣମାଧ୍ୟମରେ ରାସ୍ତାରେ ନମାଜ ପଢିବାକୁ ନେଇ ପ୍ରଶ୍ନ ଉଠାଇଥିଲେ । 

ନିଆଜ ହୋଟେଲ – ଏହି ହୋଟେଲର ବିଜ୍ଞାପନରେ ଜଣେ ହିନ୍ଦୁ ସାଧୁ ବିରିୟାନି ଖାଇବା ପରେ ଅହଂ ବ୍ରହ୍ମାସ୍ମୀ କହୁଥିବାର ଦେଖାଇଥିଲେ ଏହି ମୁସଲିମ ହୋଟେଲ ମାଲିକ ।

Author Image

Independence News

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ