The Independence:Anti-Hindu-Hindu-Phobic-Web-Series-Advertisements-Films

ଭାରତ ହେଉଛି ବିଶ୍ୱର ଏକମାତ୍ର ଦେଶ ଯାହା ତମାମ ପ୍ରତିକୁଳ ପରିସ୍ଥିତି ସତ୍ୱେବି ତାର ପ୍ରାଚୀନ ସଂସ୍କୃତି ଓ ଧାର୍ମିକ ବିଶ୍ୱାସକୁ ରଖି ପାରିଛି । ଦୁନିଆରେ ଅନେକ ବିକଶିତ ସଭ୍ୟତା ଧ୍ୱସଂ ପାଇଗଲେ ହେଲେ ଭାରତର ହିନ୍ଦୁ ସଂସ୍କୃତି ଏବେବି ଗର୍ବରେ ରହିଛି । ଭାରତ ଉପରେ ଲଗାତାର ମୁସଲମାନ ଆକ୍ରମଣ, ଏହା ପରେ ଔପନିବେଶବାଦର ସଂସ୍କୃତିକୁ ଥୋପିବାର ପ୍ରୟାସ ସତ୍ୱେବି ଆମେ ଆମର ସଂସ୍କୃତିକୁ ନଷ୍ଟ ହେବାରେ ରୋକିପାରିଛେ ।

ଆମର ଧାର୍ମିକ ଗ୍ରନ୍ଥ, ପୁରାଣ ହେଉଛି ଆମର ପରିଚୟ । ରାମାୟଣ, ମହାଭାରତ, ଉପନିଷେଦ, ବେଦ ହେଉଛି ଆମର ସଂସ୍କୃତିର ମୁଳ ଆଧାର । ଆମ ପାଇଁ ରାମ, କୃଷ୍ଣ, ହନୁମାନ, ଦୁର୍ଗା, ଶିବ ମାନେ କେବଳ ଭଗବାନ ନୁହନ୍ତି ମାନବ ଜୀବନର ଆଦର୍ଶ ମଧ୍ୟ । 

ହେଲେ ଯେଉଁଭଳି ଭାବରେ ଅଭିବ୍ୟକ୍ତିର ସ୍ୱାଧୀନତା ନିୟମର ଫାଇଦା ନେଇ କିଛି ତଥାକଥିତ ନ୍ୟସ୍ତ ସ୍ୱାର୍ଥ୍ୟ ଗୋଷ୍ଠୀର ତତ୍ୱମାନେ କ୍ରମାଗତ ଭାବରେ ଆମର ଧାର୍ମିକ ଭାବନା ଓ ଭଗବାନଙ୍କ ଉପରେ ଆକ୍ରମଣ କରୁଛନ୍ତି ତାହା ଚିନ୍ତାଜନକ । 

ସେମାନଙ୍କ ପାଇଁ ଚଳଚ୍ଚିତ୍ର, େଓବ ସିରିଜ, ଧାରାବାହିକ ଆଦି ସେମାନଙ୍କର ବିଷ ଓଗାଳିବାର ମାଧ୍ୟମ ପାଲଟିଛି । ବାମପନ୍ଥି ବିଚାରରେ ଅନୁପ୍ରାଣୀତ ଏହି କଳାକାର, ଚଳଚ୍ଚିତ୍ର ନିର୍ମାତା ମାନେ ଚଳଚ୍ଚିତ୍ର କାହାଣୀ, ସଙ୍ଗୀତ, ବିଜ୍ଞାପନର ବାର୍ତା ଆଦିର ସାହାରା ନେଇ ଯୁବବର୍ଗମାନଙ୍କ ମନରେ ହିନ୍ଦୁ ପରମ୍ପରା, ସଂସ୍କୃତି ବିରୋଧରେ ପ୍ରତିବାଦ ସୃଷ୍ଟି କରାଉଛନ୍ତି । 

ପିକେ - ଅମିର ଖାନଙ୍କ ଅଭିନିତ ଓ ରାଜକୁମାର ହିରାନିଙ୍କ ନିର୍ଦ୍ଧେଶିତ ଫିଲ୍ମ ପିକେ ଏହି ତାଲିକାରେ ଆଗରେ ରହିବ । ଏହି ଚଳଚ୍ଚିତ୍ରରେ ହିନ୍ଦୁ ସାଧୁଙ୍କ ଚରିତ୍ରକୁ ଜଣେ ନକଲି ଓ ଭଣ୍ଡ ସାଧୁଙ୍କ ଭୂମିକାରେ ଦେଖାଇ ଯାଇଥିବା ବେଳେ ପାକିସ୍ତାନର ଜଣେ ଯୁବକ ଚରିତ୍ରକୁ ଜଣେ ସଚ୍ଚା ପ୍ରେମିକ ଭୂମିକାରେ ପଦର୍ଶିତ କରାଯାଇଛି ।

ଛପାକ – ଏହି ଚଳଚ୍ଚିତ୍ର ଏକ ସତ୍ୟ କାହାଣୀକୁ ନେଇ ହୋଇଥିଲା । ବାସ୍ତବରେ ଜଣେ ମୁସଲମାନ ଯୁବକ ପ୍ରେମରେ ବିଫଳ ହେବା ପରେ ଜଣେ ହିନ୍ଦୁ ଯୁବତୀଙ୍କୁ ଏସିଡ ମାରିଥିଲେ । କିନ୍ତୁ ଚଳଚ୍ଚିତ୍ରରେ ଏହାକୁ ପରିବର୍ତନ କରାଯାଇ ହିନ୍ଦୁ ଯୁବକ ଭାବରେ ଦେଖାଯିବାର ଯୋଜନା ହୋଇଥିଲା । ପରେ ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ପ୍ରତିବାଦ ହେବା ପରେ ପଯୋଜକ ପଛକୁ ହଟିଥିଲେ ।

ସେମି - ଆମାଜନରେ ଆସିଥିବା ଏହି େଓବ ସିରିଜ ଏକ ସତ ଘଟଣାକୁ ନେଇ ହୋଇଥିଲା । ନଓାବ ସଫାତ ଅଲ୍ଲି ଖାନ ଓ ତାଙ୍କ ପୁଅ ଅସଗର ଅଲ୍ଲି ଏକ ବାଘକୁ ମାରିଦେଇଥିଲେ । ହେଲେ ଏହି େଓବ ସିରିଜରେ ଏହାକୁ ବଦଳାଇ ହିନ୍ଦୁ ବାପ ପୁଅ ମାରିଛନ୍ତି ବୋଲି ଦେଖାଯାଇଥିଲା ।

ଘରେ ବାଇରେ ଆଜ – ୨୦୧୯ରେ ଆମାଜନରେ ଆସିଥିବା ଏହି େଓବ ସିିରିଜର ନିର୍ଦ୍ଦେଶିକା ଥିଲା ଅପର୍ଣ୍ଣା ସେନ । ନିଜର ହିନ୍ଦୁ ବିରୋଧୀ ମାନସିକତା ଓ ବାମପନ୍ଥି ବିଚାରଧାରା ପାଇଁ ଖ୍ୟାତ ଏହି ଅପର୍ଣ୍ଣା ସେନ ଏଥିରେ ହିନ୍ଦୁତ୍ୱର ସମର୍ଥିତ ସଙ୍ଗଠନମାନଙ୍କୁ ଖଳନାୟକ ଭୂମିକାରେ ଦେଖାଇଥିଲେ । ସାମ୍ବାଦିକା ଗୌରି ଲଙ୍କଶଙ୍କର ହତ୍ୟା ସହିତ କୌଣସି ହିନ୍ଦୁ ସଙ୍ଗଠନର କୌଣସିବି ସର୍ମ୍ପକ ନଥିଲା ବେଳେ କିନ୍ତୁ ଏହି େଓବ ସିରିଜରେ ଗୌରି ଲଙ୍କଶଙ୍କର ହତ୍ୟା ପାଇଁ ସେମାନଙ୍କୁ ଦାୟୀ କରଯାଇଛି ।

ଅରୁନ୍ଧତି – ୨୦୧୯ରେ ରିଲିଜ ହୋଇଥିବା ଏହି ତେଲୁଗୁ ଫିଲ୍ଲରେ ହିନ୍ଦୁ ବାବାଙ୍କୁ ଭଣ୍ଡ ବାବା ଓ ଦୁଷ୍ଟ ଯାଦୁଗର ଭୂମିକାରେ ଦେଖାଇ ଯାଇଥିଲାବେଳେ ମୁସଲମାନ ପିରଙ୍କୁ ସଚ୍ଚୋଟ ଓ ସାହାଯ୍ୟକାରୀ ସାଧୁ ପୁରୁଷ ଭାବରେ ଦେଖାଇ ଯାଇଛି । 

ଆଶ୍ରମ – ୨୦୨୦ରେ ରିଲିଜ ହୋଇଥିବା ଏହି େଓବ ସିରିଜରେ ହିନ୍ଦୁ ବାବାଙ୍କର ନାରି ମାନଙ୍କ ପ୍ରତି ଆକର୍ଷଣ ରହିଛି ବୋଲି ଦେଖାଇ ଯାଇଛି ।

ସାକ୍ରେଡ ଜେମସ – ଅନୁରାଗ କାଶ୍ୟପଙ୍କ ଭଳି ନିର୍ଦ୍ଦେଶକ ରହିଲେ ଯାହା ହେବା କଥା ଏହା ହୋଇଛି ଏହି େଓବ ସିରିଜରେ । ଜଣେ ହିନ୍ଦୁ ସାଧୁଙ୍କର ଯୌନ ବିକୃତି ବିଷୟରେ ଏଥିରେ ପଦର୍ଶନ କରାଯାଇଛି । 

ଗଡମ୍ୟାନ - ଏହି େଓବ ସିରିଜର ଟ୍ରେଲରରେ ବ୍ରାହ୍ମଣ ଓ ବେଦକୁ ନେଇ ଆପତି କନକ ଟିପଣି ଥିବାରୁ ଏହାକୁ ଜି ପକ୍ଷ୍ୟରୁ ବନ୍ଦ କରିଦିଆଗଲା । 

ପଳାତକ - ଅନୁଷ୍କା ଶର୍ମାଙ୍କ ଦ୍ୱାରା ପ୍ରଜୋଜିତ ଏହି େଓବ ସିରିଜରେ ହିନ୍ଦୁ ଆତଙ୍କବାଦକୁ ଦେଖାଇ ଯାଇଛି । ସେହିପରି ସରକାରୀ ସଂସ୍ଥାମାନେ କିପରି ସାମ୍ବାଦିକମାନଙ୍କୁ ହତ୍ୟା କରିଛନ୍ତି ତାହା ପଦର୍ଶିତ ହୋଇଛି । ଏପରିକି ପାକିସ୍ତାନ ସଂସ୍ଥା ଆଇଏସଆଇର ଅଧୀକାରିମାନଙ୍କର ମାନବିକତା ରହିଛି ବୋଲି ପ୍ରମାଣିତ କରିବା ପାଇଁ ପ୍ରୟାସ ହୋଇଛି । 

ତନିଷ୍କ – ଦେଶରେ ଲଭ ଜିହାଦର ଘଟଣା ପ୍ରତିଦିନ ସାମନାକୁ ଆସୁଥିବା ବେଳେ ସୁନା ବ୍ୟବସାୟୀ ବ୍ରାଣ୍ଡ ତନିଷ୍କ କିନ୍ତୁ ତାର ବିଜ୍ଞାପନରେ ଜଣେ ହିନ୍ଦୁ ଝିଅ କିପରି ମୁସଲମାନକୁ ବାହା ହୋଇ ଖୁସିରେ ଅଛି ତାହା ଦେଖାଇଛି । ବାସ୍ତବରେ କିନ୍ତୁ ପ୍ରାୟ ଅଧିକାଂଶ ଘଟଣାରେ ଯେଉଁଠି ହିନ୍ଦୁ ଝିଅ ମୁସଲମାନକୁ ବାହା ହୋଇଛନ୍ତି ସେମାନେ ପରେ ହତ୍ୟା ହୋଇଛନ୍ତି ନହେଲେ ଛାଡପତ୍ର ପାଇ ଦୟନିୟ ଜୀବନ ବଂଚିଛନ୍ତି ।

ଫାବ ଇଣ୍ଡିଆ - ଫାବ ଇଣ୍ଡିଆ ଏହାର ଦିପାବଳି ବିଜ୍ଞାପନରେ ହିନ୍ଦୁଙ୍କୁ ନିଚ୍ଚା ଦେଖାଇବା ସହିତ ଏକ ବିଶେଷ ଧର୍ମକୁ ବେଶ ଗୌରବକରି ଦେଖାଇଥିଲା । 

ହିନ୍ଦୁସ୍ତାନ ୟୁନିଲିଭର – ହିନ୍ଦୁସ୍ତାନ ୟୁନିଲିଭର ଏହାର ବିଜ୍ଞାପନରେ ଦେଖାଇଥିଲା ଯେ କୁମ୍ଭ ମେଳାରେ ହିନ୍ଦୁ ପୁଅମାନେ ସେମାନଙ୍କର ବୁଢା ବାପାମାଙ୍କୁ କୁମ୍ଭ ମେଳା ଦେଖାଇବାକୁ ଆଣି ସେଠାରେ ଛାଡି ପଳାନ୍ତି । ଏହି ବିଜ୍ଞାପନ ଦ୍ୱାରା କେବଳ କୁମ୍ଭମେଳାର ବଦନାମ ହେଉନଥିଲା ବଂର ସମଗ୍ର ହିନ୍ଦୁ ସମାଜର ବଦନାମ ହେଉଥିଲା ।

ସିଏଟ ଟାୟାର – ଏବେ ଦିପାବଳିରେ ଏହି ସିଏଟ ଟାୟାରର ବିଜ୍ଞାପନ ଆସିଥିଲା ଯେଉଁଥିରେ ରାସ୍ତାରେ ବାଣ ଫୁଟାଇବା କଥା ଦେଖାଇ ଦିପାବଳିର ସମାଲୋଚନା କରିଥିଲା ସିଏଟ କମ୍ପାନୀ । ଲୋକେ ସାମାଜିକ ଗଣମାଧ୍ୟମରେ ରାସ୍ତାରେ ନମାଜ ପଢିବାକୁ ନେଇ ପ୍ରଶ୍ନ ଉଠାଇଥିଲେ । 

ନିଆଜ ହୋଟେଲ – ଏହି ହୋଟେଲର ବିଜ୍ଞାପନରେ ଜଣେ ହିନ୍ଦୁ ସାଧୁ ବିରିୟାନି ଖାଇବା ପରେ ଅହଂ ବ୍ରହ୍ମାସ୍ମୀ କହୁଥିବାର ଦେଖାଇଥିଲେ ଏହି ମୁସଲିମ ହୋଟେଲ ମାଲିକ ।

Author Image

The Independence

RELATED NEWS

Recent Posts

The Independence:araria-court-bihar-sentenced-mohammed-major-to-death-for-raping-6-year-old-minor

ଘର ନିକଟରେ ଖେଳୁଥିଲା 6 ବର୍ଷର ବାଳିକା, 48 ବର୍ଷୀୟ ମୋହମ୍ମଦ ମେଜର କଲା ଦୁଷ୍କର୍ମ, ବିହାରର ଫାଷ୍ଟ ଟ୍ରାକ କୋର୍ଟ ଶୁଣାଇଲେ ଫାସୀ ଦଣ୍ଡ

The Independence:bangladeshi-woman-roni-begum-hindu-identity-payal-ghosh-fake-adhaar-arrested-in-karnataka

ବାଂଲାଦେଶୀ ଅନୁପ୍ରବେଶକାରୀ ରୋନୀ ବେଗମ 15 ବର୍ଷ ଧରି ପାୟଲ ଘୋଷ ନାମରେ ରହୁଥିଲା, ଧରିଲା କର୍ଣାଟକ ପୋଲିସ

The Independence:Encounter-at-India-Pakistan-Border-in-Punjab

ଭାରତ-ପାକ୍ ସୀମାରେ ଚୋରାଚାଲାଣକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଂଟର, ଜଣେ ଜବାନ ଆହତ, ସର୍ଚ୍ଚ ଅପରେସନରେ ହେରୋଇନ ଏବଂ ଅସ୍ତ୍ରଶସ୍ତ୍ର ଜବତ

The Independence:PM-tribute-to-Lajpat-Rai-on-his-n

ଲାଲା ଲାଜପତ ରାୟଙ୍କୁ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

The Independence:hamid-ansari-criticize-indian-democracy-expresses-concern-regarding-rise-of-hindu-nationalism

‘ଭାରତରେ ବଢୁଛି ଅସହିଷ୍ଣୁତା, ଗଣତନ୍ତ୍ର ବିପଦରେ, ଆଇଏସଆଇ ସହ ଜଡିତ ସଂସ୍ଥାର କାର୍ଯ୍ୟକ୍ରମରେ ସାମିଲ ହୋଇ କହିଲେ ପୂର୍ବତନ ଉପରାଷ୍ଟ୍ରପତି ହମିଦ ଆନସାରୀ,ବିବାଦରେ ହମିଦ ଆନସାରୀ,

The Independence:Hindu-Yuva-Vahinis-resolution

ରେକର୍ଡ ଭୋଟରେ ଗୋରଖପୁରରୁ ଯୋଗୀ ଆଦିତ୍ୟନାଥଙ୍କୁ ଜିତାଇବାକୁ ହିନ୍ଦୁ ଯୁବ ବାହିନୀର ସଦସ୍ୟ ମାନେ ନେଲେ ସଂକଳ୍ପ

The Independence:Again-Hindu-Temple-attacked-in-Pakistan

ପାକିସ୍ତାନର ପ୍ରସିଦ୍ଧ ଶକ୍ତିପୀଠ ହିଂଗଲାଜ ମା ମନ୍ଦିର ଉପରେ ମୁସଲମାନ କଟ୍ଟରପନ୍ଥୀଙ୍କ ଆକ୍ରମଣ, ଗତ 22 ମାସରେ ହିନ୍ଦୁ ମନ୍ଦିର ଉପରେ ହେଲାଣି 11 ଥର ଆକ୍ରମଣ

The Independence:IAS-Cadre-Revise-Odisha-Govt-Opposed

ପାଣ୍ଡିଆନଙ୍କୁ ନେଇ ନବୀନ ଚିନ୍ତାରେ କି? ଆଇଏସ କ୍ୟାଡର ସଂଶୋଧନ ହେଲେ କେନ୍ଦ୍ର ଡେପୁଟେସନରେ ନେଇଯିବନି ତ?

The Independence:hamid-ansari-swara-bhaskar-to-attend-event-of-dubious-organisation-iamc-pakistan-terrorist-connection

ଭାରତ ବିରୋଧୀ ସଂସ୍ଥା ଆଇଏଏମସିର କାର୍ଯ୍ୟକ୍ରମରେ ସାମିଲ ହେବେ ହମିଦ ଆନସାରୀ ଓ ସ୍ବରା ଭାସ୍କର, ସଂସ୍ଥାର ରହିଛି ଆତଙ୍କବାଦୀ କନେକ୍ସନ, ଭାରତରେ ହିଂସା ପଛରେ ମଧ୍ୟ ରହିଛି ଭୂମିକା

The Independence:adheshyam-khemka-life-dedicated-to-gitapress-padma-vibhushan-2022

ସବୁବେଳେ ପତ୍ରରେ ଖାଉଥିଲେ, ଗୀତା ପ୍ରେସ ସହ ଥିଲେ ଜଡିତ, ମୋଦୀ ସରକାର ଦେଲେ ପଦ୍ମବିଭୂଷଣ ସମ୍ମାନ, ତାଙ୍କ ବିଷୟରେ ଜାଣନ୍ତୁ

The Independence:kerala-minister-ahammad-devarkovil-unfurls-national-flag-upside-down-in-kasaragod

କେରଳର ମନ୍ତ୍ରୀ ଅହମଦ ଓଲଟା ଜାତୀୟ ପତାକା ଉତୋଳନ କଲେ, ବିବାଦ ହେବା ପରେ ପୁଣି ହେଲା କାର୍ଯ୍ୟକ୍ରମ

The Independence:Keshav-Maharaja-Jai-Sriram-South-African-Cricketer-Hindu

IND Vs SA Cricket ସାଉଥ ଆଫ୍ରିକାନ ବୋଲର କେଶବ ମହାରାଜା ମ୍ୟାଚ ଜିତିଲା ପରେ ଲେଖିଲେ ଜୟ ଶ୍ରୀରାମ, ଜାଣନ୍ତୁ ତାଙ୍କର ଭାରତ ସହିତ ସର୍ମ୍ପକ କଣ?

The Independence:Kanika-King-Daughter-in-Law-Murderd-by-Son-killed-mother-in-cuttack

କନିକା ରାଜାଙ୍କ ନାତୁଣୀ ବୋହୂ ପରେଶ କୁମାରୀ ଭଞ୍ଜଦେଓଙ୍କୁ କଟୁରିରେ ହାଣି ଦେଲା ପୁଅ

The Independence:Jonty-Rhodes-Chris-Gayle-Narendra-Modi-Republic-Day-Wishes

କ୍ରିକେଟର ଜଣ୍ଟି ରୋଡସ, କ୍ରିସ ଗାଏଲ ଜଣାଇଲେ ଭାରତକୁ ସାଧାରଣତନ୍ତ୍ର ଦିସବର ଶୁଭେଛା, ପ୍ରଧାନମନ୍ତ୍ରୀଙ୍କ ଚିଠି ପାଇଁ ଦେଲେ ଧନ୍ୟବାଦ

The Independence:Punjab-Election-Politics-Amarindar-Singh-Navjot-Siddhu-Imran-Khan

Punjab Politics: କ୍ୟାପଟେନଙ୍କ ବଡ଼ ଖୁଲାସା, ସିଦ୍ଧୁଙ୍କୁ କ୍ୟାବିନେଟରେ ନେବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ କରିଥିଲେ ଅନୁରୋଧ

The Independence:Prasad-Harichandan-May-Leave-Congress-will-join-bjd-or-bjp-may-fight-puri-loksabha-satyabadi-bidhansabha

ପ୍ରସାଦଙ୍କୁ ନେଇ କଳ୍ପନା ଜଳ୍ପନା : ବିଜେଡିରୁ ଲୋକସଭା ନା ବିଜେପିରୁ ବିଧାନସଭା? ବ୍ରହ୍ମଗିରିରେ ପାର୍ଥୀ ବଦଳାଇବକି ବିଜେଡି?

The Independence:pakistan-is-not-real-enemy-of-india-says-akhilesh-yadav-bjp-says-he-loves-jinnah

ଅଖିଲେଶଙ୍କ ବିବାଦୀୟ ବକ୍ତବ୍ୟ, କହିଲେ ଭାରତର ଅସଲ ଶତ୍ରୁ ପାକିସ୍ତାନ ନୁହେଁ, ବିଜେପି କଲା ଟାର୍ଗେଟ

The Independence:netaji-subhash-chandra-boses-daughter-anita-bose-said-congress-did-injustice-to-her-father

କଂଗ୍ରେସ ନେତାଜୀଙ୍କ ପ୍ରତି ଅନ୍ୟାୟ କରିଛି, କହିଲେ ନେତାଜୀଙ୍କ ଝିଅ ଅନିତା, ନେତାଜୀଙ୍କୁ କାବୁ କରି ପାରୁ ନଥିଲେ ଗାନ୍ଧୀ, ନେହେରୁଙ୍କ ପକ୍ଷ ନେଲେ

The Independence:Pakistans-new-National-Security-Policy

ପାକିସ୍ତାନର ନୂଆ ରାଷ୍ଟ୍ରୀୟ ସୁରକ୍ଷା ନୀତିରେ ଜାମ୍ମୁ କାଶ୍ମୀରର ସେହି ପୁରୁଣା ରାଗ

The Independence:Veer-Bal-Diwas

ବୀର ବାଳ ଦିବସ ପାଳନ ଘୋଷଣାର ଔଚିତ୍ୟ

The Independence:terrorists-count-in-jammu-kashmir-is-less-than-200-army-commander-yk-joshi-called-2021-historic-year

ଜାମ୍ମୁ କାଶ୍ମୀରରେ ଏବେ ଆତଙ୍କବାଦୀଙ୍କ ସଂଖ୍ୟା 200ରୁ କମ, କେବଳ 2021ରେ 182 ଆତଙ୍କବାଦୀ ହୋଇଛନ୍ତି ନିପାତ

The Independence:tamil-nadu-girl-ends-life-after-school-pressurised-her-to-convert-to-christianity

‘ସ୍କୁଲରେ ପଢିବାର ଅଛି ତ ଖ୍ରୀଷ୍ଟିଆନ ହେବାକୁ ପଡିବ’, ତାମିଲନାଡୁରେ ମିଶନାରୀ ସ୍କୁଲର ନିର୍ଯ୍ୟାତନା ସହି ନ ପାରି ଛାତ୍ରୀଙ୍କ ଆତ୍ମହତ୍ୟା, ସୀମା ପାର କଲାଣି ମିଶନାରୀଙ୍କ କାର୍ଯ୍ୟକଳାପ

The Independence:ib-ministry-block-pakistan-youtube-facebook-twitter-anti-india

ପାକିସ୍ତାନରୁ ଚାଲୁଥିବା ଓ ଭାରତ ବିରୋଧୀ ଅପପ୍ରଚାର ଚଳାଉଥିବା 35ଟି ୟୁ ଟ୍ୟୁବ ଚାନେଲକୁ ବ୍ଲକ କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

The Independence:up-crime-husband-murdered-wife-in-front-of-three-year-old-daughter-in-lucknow

ଯେଉଁ ୟାସିନର ଦ୍ୱିତୀୟ ସ୍ତ୍ରୀ ହେବାକୁ ଶିବାରୁ ହେଲେ ଜାରା, ସେହି ୟାସିନ ତଂଟି ଚିପି କଲା ହତ୍ୟା, 3 ବର୍ଷର ଝିଅକୁ ଛାଡି ହେଲା ଫେରାର

The Independence:chennai-police-summons-actor-siddharth-suryanarayan-for-his-crass-sexual-comments-on-saina-nehwal

ସାଇନା ନେହୱାଲଙ୍କ ଉପରେ ସେକ୍ସୁଆଲ କମେଂଟ କରି କ୍ଷମା ମାଗିବା ପରେ ମଧ୍ୟ କମ୍ ହେଉନି ସିଦ୍ଧାର୍ଥଙ୍କ ସମସ୍ୟା, ଚେନ୍ନାଇ ପୋଲିସ ପଚରା ଉଚୁରା ପାଇଁ ଡାକିଲା