The Independence:Arthashastra-Bhagavad-Gita-may-include-Indias-military-training-curriculum

ଭାରତୀୟ ସାମରିକ ପ୍ରଶିକ୍ଷଣରେ ସାମିଲ ହୋଇ ପାରେ ଭାରତର ପ୍ରାଚୀନ ସାହିତ୍ୟ । ପ୍ରତିରକ୍ଷା ଅଧିକାରୀ ମାନଙ୍କ ମଧ୍ୟରେ ନେତୃତ୍ୱ କ୍ଷମତା ବିକଶିତ କରିବା ପାଇଁ କାମ କରୁଥିବା ସିକନ୍ଦରାବାଦ ସ୍ଥିତ କଲେଜ ଅଫ ଡିଫେନ୍ସ ମ୍ୟାନେଜମେଂଟ ( College of Defence Management ) ଭାରତ ସରକାରଙ୍କୁ କିଛି ଗୁରୁତ୍ୱପୂର୍ଣ ପରାମର୍ଶ ଦେଇଛି । ଏହି ପରାମର୍ଶକୁ ( Attributes of Ancient Indian Culture, Warfare Techniques ) ସ୍ୱୀକାର କରାଗଲେ ପ୍ରତିରକ୍ଷା ବ୍ୟବସ୍ଥାର ଭାରତୀୟକରଣ କରିବାରେ ସହାୟତା ମିଳିବ । କଲେଜ ଅଫ ଡିଫେନ୍ସ ମ୍ୟାନେଜମେଂଟ ଦେଇଥିବା ପରାମର୍ଶରେ କହିଛି ଯେ ପ୍ରତିରକ୍ଷା ଅଧିକାରୀ ମାନଙ୍କୁ ଦିଆ ଯାଉଥିବା ପ୍ରଶିକ୍ଷଣ ପାଠ୍ୟକ୍ରମରେ ପ୍ରାଚୀନ ଭାରତୀୟ ସାହିତ୍ୟକୁ ସାମିଲ କରା ଯିବା ଉଚିତକୁରୁକ୍ଷେତ୍ରରେ ଭଗବାନ ଶ୍ରୀକୃଷ୍ଣଙ୍କ ମୁଖ ନିସୃତ ଭଗବତ ଗୀତା ( Bhagavat Gita ), କୌଟିଲ୍ୟଙ୍କ ରଚିତ ଅର୍ଥଶାସ୍ତ୍ର ( Arthashastra ) ଓ ତିରୁବଲ୍ଲୁବରଙ୍କ ରଚିତ ତିରୁକୁରଲ କୁ ଏହି ପାଠ୍ୟକ୍ରମରେ ସାମିଲ କରିବାକୁ ପରାମର୍ଶ ଦିଆ ଯାଇଛି । ଏହା ବ୍ୟତୀତ ଭାରତୀୟ ସଂସ୍କୃତି ଅଧ୍ୟୟନ ଫୋରମ ( Indian Cultural Study Forum ) ତିଆରି କରିବାକୁ ମଧ୍ୟ ପ୍ରସ୍ତାବ ଦିଆ ଯାଇଛି । ଏହା ସହିତ ଭାରତୀୟ ସଂସ୍କୃତି କ୍ଲବ ( Indian Culture Club ) ପ୍ରତିଷ୍ଠା କରିବାକୁ ମଧ୍ୟ ପରାମର୍ଶ ଦିଆ ଯାଇଛି । ଏହି କ୍ଲବ ଜରିଆରେ ପ୍ରାଚୀନ ଭାରତୀୟ ସାହିତ୍ୟକୁ ଉପଲବ୍ଧ କରାଇବା ସହ ଏହା ସହ ସମ୍ପର୍କିତ ରିସର୍ଚ ସାମଗ୍ରୀ ଅନଲାଇନ ଜରିଆରେ ଉପଲବ୍ଧ କରାଯାଇ ପାରିବ । ସେହିପରି ପ୍ରାସଙ୍ଗିକ ବିଷୟ ଗୁଡିକରେ ପ୍ୟାନେଲ ଡିସକସନ ଓ ଗେଷ୍ଟ ଲେକଚରର ମଧ୍ୟ ଆୟୋଜନ କରାଇବାକୁ ପ୍ରସ୍ତାବ ଦିଆ ଯାଇଛି । ଏହି ଭଗବତ ଗୀତା ଓ ଅର୍ଥ ଶାସ୍ତ୍ର ଭଳି ପ୍ରାଚୀନ ଭାରତୀୟ ସାହିତ୍ୟ ରେ ରଣନୈତିକ ବିଚାର, ଯୁଦ୍ଧ କଳା କୌଶଳ, ଯୁଦ୍ଧ ମନୋବିଜ୍ଞାନ ସମ୍ପର୍କିତ ଅନେକ ଜିନିଷ ରହିଛି । ଏହା ଆଜି ମଧ୍ୟ ପ୍ରାସଙ୍ଗିକ । ତେଣୁ ନେତୃତ୍ୱ ବିକାଶ, ଯୁଦ୍ଧ ରଣନୀତି, ରଣନୈତିକ ଚିନ୍ତନ ଆଦି ବିଷୟରେ ଏହି ପ୍ରାଚୀନ ସାହିତ୍ୟର ଉପଯୋଗ କରିବା ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ଶୁଭଙ୍କର ହେବ । ନରେନ୍ଦ୍ର ମୋଦି ସରକାର କ୍ଷମତାରେ ଆସିବା ପରେ ସେନା, ସାମରିକ ବ୍ୟବସ୍ଥାର ଭାରତୀୟକରଣ ଉପରେ ଖୁବ ଅଧିକ ଗୁରୁତ୍ୱ ଦେଉଥିବାରୁ ଖୁବ ଶୀଘ୍ର ଏହି ପ୍ରାଚୀନ ଭାରତୀୟ ସାହିତ୍ୟକୁ ପାଠ୍ୟକ୍ରମରେ ସାମିଲ କରା ଯିବା ନେଇ ଅନୁମାନ କରା ଯାଉଛି । 

Author Image

Independence News

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ