ଆସାମର ଗୌହାଟିରେ ଏକ ଭୟଙ୍କର ଦୁଃଖଦ ଘଟଣା ଘଟିଛି । ବିବାହ ପାଇଁ ମନା କରିଦେବାରୁ ଗୌହାଟିରେ ଅଂଜଳି ବିଶ୍ୱାସ ନାମକ ଜଣେ ହିନ୍ଦୁ ଛାତ୍ରୀଙ୍କୁ ଛୁରା ମାରି ହତ୍ୟା ଉଦ୍ୟମ କରିଛନ୍ତି ରଫିକ ଅଲ୍ଲି ନାମକ ଜଣେ ମୁସଲମାନ ଯୁବକ ।
ଦେଶରେ ବିଭିନ୍ନ ଅଂଚଳରୁ ଏମତି ମୁସଲମାନ ଯୁବକମାନେ ଛୁରା ମାରି ହିନ୍ଦୁ ଝିଅଙ୍କୁ ହତ୍ୟା କରୁଥିବାର ଖବର ବାରମ୍ବାର ଆସୁଥିବା ବେଳେ ସେମାନେ ମୁସଲମାନ ଝିଅଙ୍କୁ ଏଭଳି ହତ୍ୟା କରୁଥିବାର ଖବର ଆସୁନାହିଁ ।
ଯାହା ବୁଝାପଡୁଛି ଏହା ପଛରେ ସେହି କାଫିରଙ୍କୁ ହତ୍ୟା କରିବାର ମାନସିକତା ହିଁ ଏକମାତ୍ର କାରଣ । ଜଣେ ମୁସଲମାନ ଚାହିଁଲେ ଯେକୌଣସି କାଫିର ଝିଅକୁ ବାହା ହୋଇପାରିବ ଏହା ସେମାନଙ୍କର ଧାର୍ମୀକ ଅଧୀକାର ବୋଲି କିଛି ମୁସଲିମ ଯୁବକ ଏବେ ବି ଭାବୁଛନ୍ତି ।
ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଅଂଜଳି ନିଜ ଘରକୁ ଫେରୁଥିବା ବେଳେ ରଫିକ ତାଙ୍କୁ ଜୋର ଜବରଦସ୍ତି ନିଜ ସାଥୀରେ ନେଇଯିବା ପାଇଁ ଚାହିଁଥିଲା । ଅଂଜଳି ଜୋରରେ ପାଟି କରିବାରୁ ରଫିକ ସାଥିରେ ଆଣିଥିବା ଛୁରୀରେ ଅଂଜଳିଙ୍କର ହତ୍ୟା କରିଥିଲା ।
ଅଂଜଳି ଏବେ ଗୌହାଟି ମେଡିକାଲ କଲେଜରେ ଚିକିସ୍ତ୍ରିତ ହେଉଛନ୍ତି । ତାଙ୍କର ଛାତି, ବେକ, ଆଖି, ପେଟ ସବୁ ସ୍ଥାନରେ ଛୁରୀ ମାଡ ହୋଇଥିବାରୁ ଅବସ୍ଥା ଅତି ସଙ୍କଟାପର୍ଣ୍ଣ ରହିଛି ।