The Independence:Assam-Hindu-Family-Complains-Land-Grab-by-Muslim-Neighbours

 ଆସାମର ଧିନ ଅଂଚଳରେ ମୁସଲିମମାନେ ହିନ୍ଦୁମାନଙ୍କର ଜମି ଉପରେ ଜୋର ଜବରଦସ୍ତି ମାଡିବସୁଥିବାର ଖବର ଆସିଛି । ଧିନ ଅଂଚଳର ଲାହୋରିଘାଟ, ମୋରିଗାଁ ଆଦି ଅଂଚଳରେ ମଧ୍ୟ ସମାନ କଥା ଦେଖିବାକୁ ମିଳୁଛି । ଆସାମରେ ଏଭଳି ମୁସଲିମମାନଙ୍କର ଜବରଦସ୍ତି ହିନ୍ଦୁମାନଙ୍କ ଜମି ଉପରେ ଜବର ଦଖଲ କରିବା, ପରବର୍ତୀ ସମୟରେ ଏହାକୁ ଡରାଇ ଧମକାଇ ନିଜ ନାଁରେ ପଂଜିକୃତ କରାଇ ଦେବା କିଛି ନୁଆ କଥା ନୁହେଁ ।

୭୦ ଦଶକରୁ ଆଜି ପର୍ଯ୍ୟନ୍ତ ଏହା ଚାଲିଆସୁଛି । ଅବଶ୍ୟ ଆସାମରେ ଯେବେଠାରୁ ବିଜେପି ସରକାର ଆସିଛି, ବିଶେଷ ଭାବରେ ହିମନ୍ତ ବିଶ୍ୱ ଶର୍ମା ଯେବେଠାରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସେବେଠାରୁ ଏହା ଉପରେ ଟିକିଏ ରୋକ ଲାଗିଛି ହେଲେ ଆସାମର ଅନେକ ଜିଲ୍ଲା ଯେଉଁଠାରେ ମୁସଲିମ ବହୁଳ ଅଛି ସେଠାରେ ଏବେବି କିଛି କିଛି ଏପରି ଘଟଣା ଦେଖିବାକୁ ମିଳୁଛି ।

ଆସାମରେ ଯେତେବେଳେ ସଦାନନ୍ଦ ଅଗ୍ରଓାଲ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ବିଭିନ୍ନ ମନ୍ଦିରର ୨୩୧ ବିଘାର ଚାଷ ଜମି ଓ ୭୬ ଏକରର ସାଧାରଣ ଜମି ଯାହା ବିଭିନ୍ନ ସ୍ଥାନରେ ମୁସଲିମମାନଙ୍କର ବେଆଇନଭାବରେ ଅକ୍ତିଆରରେ ଥିଲା ତାହାକୁ ମୁକ୍ତ କରିଥିଲେ । 

ଆସାମର ଦରାଙ୍ଗ ଜିଲ୍ଲାର ଧଲପୁର ଶିବ ମନ୍ଦିରର ୪୦ ଏକରରୁ ଅଧିକ ଜମି ଯାହାକୁ ବଙ୍ଗଳାଦେଶରୁ ଆସିଥିବା ମୁସଲିମ ଅନୁପ୍ରବେଶକାରୀମାନେ ଅବୈଧ ଭାବରେ ମାଡି ବସିଥିଲେ ତାହାକୁ ଜୁନ ୨୦୨୨ରେ ଆସାମ ସରକାର ମୁକ୍ତ କରି ପୁଣି ମନ୍ଦିରକୁ ଫେରାଇଛନ୍ତି ।

ଆସାମରେ ଲମ୍ବା ସମୟ ଧରି ଯେଉଁ ଭଳି ଭାବରେ ମୁସଲିମମାନଙ୍କର ଅନୁପ୍ରବେଶ ହୋଇଛି ଓ ତାହାର ପ୍ରଭାବରେ ଆସାମର ଡେମୋଗ୍ରାଫି ଉପରେ ଯେଉଁ ନକରାତ୍ମକ ପ୍ରଭାବ ପଡିଛି ସେଥିରୁ ଆସାମ ମୁକ୍ତ ହେବା ପାଇଁ ଏବେବି ସଂଘର୍ଷ କରୁଛି । ବେଆଇନ ଭାବରେ ଆସିଥିବା ମୁସଲିମ ଅନୁପ୍ରବେଶକାରୀମାନେ କାଳକ୍ରମେ ସେମାନେ ନିଜର କାଗଜପତ୍ର ପ୍ରସ୍ତୁତ କରିସାରିଛନ୍ତି । ଏପରିକି ହିନ୍ଦୁ ମନ୍ଦିରର ଜମି, ଜଙ୍ଗଲ ଜମି ଆଦିକୁ ସେମାନେ ନିଜ ନାଁରେ ରେକର୍ଡ କରି ଏହା ଉପରେ ଅକ୍ତିଆର କରି ରହୁଛନ୍ତି । ଏହାକୁ ମୁକ୍ତ କରିବା ପାଇଁ ହେଲେ ଶକ୍ତ ଆଇନ ଓ ଲୋକମାନଙ୍କ ଭିତରେ ଜାଗରଣ ଆଣିବା ପାଇଁ ପଡିବ । 

Author Image

Independence News

Recent Posts

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ

The Independence:China-Baloon-Spy-in-India

କ୍ଷେପଣାସ୍ତ୍ରଧାରୀ ବେଲୁନ ପାଇଁ ଚିନ୍ତା

The Independence:paribarbad-in-supreme-court

ସୁପ୍ରିମକୋର୍ଟରେ ବଂଶବାଦ

The Independence:Islamic-Terrorists-Journalism-Mukhtar-Baba

ସନ୍ତ୍ରାସବାଦୀ ସାମ୍ବାଦିକ

The Independence:TN-Pastor-Arrested-Under-POCSO-Act-For-Sexually-Assaulting-15-Year-Old-School-Girl-In-Tiruppur

୧୫ ବର୍ଷିଆ ସ୍କୁଲ ଛାତ୍ରୀଙ୍କୁ ଯୌନ ଶୋଷଣ ଅଭିଯୋଗରେ ଗିରଫ ହେଲେ ଖ୍ରୀଷ୍ଟିଆନ ପାଷ୍ଟର

The Independence:Warangal-Police-arrested-Azmad-Ali-Abu-for-repeatedly-raping-a-minor-girl

ହିନ୍ଦୁ ନାବାଳିକାଙ୍କୁ ବଳାତ୍କାର କରିଥିବାରୁ ଅମଜାଦ ଅଲ୍ଲି ଓ ଆବୁକୁ ଗିରଫ କରିଲା ଓାରାଙ୍ଗଲ ପୋଲିସ

The Independence:Islamists-harass-Sabarimala-pilgrims-returning-to-Andhra-Pradesh-by-train

ସାବରିମାଲାରୁ ଫେରୁଥିବା ଭକ୍ତମାନଙ୍କୁ ଇସଲାମିଷ୍ଟମାନଙ୍କର ଅସଦାଚରଣ

The Independence:They-performed-Namaz-3-times-nobody-objected-Ex-Army-man-thrashed-by-pantry-car-staff-after-he-sits-down-to-chant-Mantras-case-filed

ଟ୍ରେନରେ ତିନି ଥର ନମାଜ ହେଲା, କିନ୍ତୁ ଜଣେ ଅବସରପ୍ରାପ୍ତ ସୈନିକ ତଳେ ବସି ମନ୍ତ୍ର ପାଠ କରିବାରୁ ପ୍ୟାଂଟ୍ରି କର୍ମଚାରୀ ମାରିଲେ ମାଡ

The Independence:Gandhi-Revenge-Riots-killed-8000-Brahmins

ଗାନ୍ଧିଙ୍କ ପାଇଁ ଆଠ ହଜାର ବ୍ରାହ୍ମଣ ହତ୍ୟା

The Independence:Complaint-Filed-Against-Christian-Org-For-Intoxicating-Minors-And-Converting-Them

ଛୋଟ ପିଲମାନଙ୍କୁ ପ୍ରଲୋଭନ କରି ଚର୍ଚ୍ଚ ନେଉଥିବା ଓ ଖ୍ରୀଷ୍ଟିଆନ କରାଉଥିବା ବେଳେ ଧରାପଡିଲେ ପାଦ୍ରୀ

The Independence:Guntur-Govt-Hospital-Staff-Make-Merry-Christmas-Making-Public-Wait-Behave-Rudely-When-Questioned

ରୋଗୀମାନଙ୍କ ସେବା ଛାଡି ଗୁଂଟୁର ଡାକ୍ତରଖାନାର କର୍ମଚାରୀମାନେ ଖ୍ରୀଷ୍ଟମାସ ପାଳିଲେ, ଲୋକେ ପ୍ରତିବାଦ କରିବାରୁ ଖରାପ ବ୍ୟବହାର କଲେ

The Independence:The-Guardian-Anti-Hindu

ହିନ୍ଦୀ ପାଇଁ ଗାର୍ଡିଆନର ଗାତ୍ରଦାହ

The Independence:Incidents-of-Hindu-torture-in-Bangladesh-in-November

ନଭେମ୍ବର ମାସରେ ବଙ୍ଗଳାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣ

The Independence:INDIC-DOMINATION-OF-CHINA

ଚାଇନା ଉପରେ ଭାରତର ସାଂସ୍କୃତିକ, ଧାର୍ମୀକ ପ୍ରଭାବ

The Independence:Andhra-Bible-Mission-Church-Members-Attack-SC-Man-For-Objecting-To-Encroachments

ଆନ୍ଧ୍ର ପ୍ରଦେଶ: ରାସ୍ତା ଅବରୋଧକୁ ବିରୋଧ କରିବାରୁ ଦଳିତଙ୍କ ଉପରେ ଆକ୍ରମଣ କଲେ ବାଇବେଲ ଚର୍ଚ୍ଚ ମିଶନର ଲୋକମାନେ

The Independence:Anti-India-Activities-in-Canada

କାନାଡାରେ ଭାରତ ବିରୋଧୀ

The Independence:Assam-Hindu-Family-Complains-Land-Grab-by-Muslim-Neighbours

ଆସାମରେ ହିନ୍ଦୁମାନଙ୍କ ଜମି ଉପରେ କବଜା କରୁଛନ୍ତି ମୁସଲମାନମାନେ

The Independence:Halal-Jihad-Book-Launch-Cancelled-by-Telangana-Govt

ଇସଲାମିଷ୍ଟ ଶକ୍ତିଙ୍କ ଚାପରେ ତେଲେଙ୍ଗାନା ସରକାର: ହଲାଲ ଜିହାଦ ପୁସ୍ତକର ଉନ୍ମଚୋନକୁ କଲେ ବନ୍ଦ

The Independence:ACJ-Invites-Terrorist-Convicted-For-Killing-Rajiv-Gandhi-To-Deliver-Guest-Lecture

ଆତଙ୍କବାଦୀଙ୍କୁ ଅତିଥି କରି ବିବାଦରେ ଏସିଆନ କଲେଜ ଅଫ ଜର୍ଣ୍ଣାଲିଜିମ

The Independence:ISIS-Target-Killing

ଆଇଏସ୍‌ଆଇର ଟାର୍ଗେଟ କିଲିଂ