The Independence:Battle-of-Haifa-in-the-First-World-War-and-the-bravery-of-Indian-soldiers

 ଆଧୁନିକ ଇତିହାସରେ ସବୁଠାରୁ ଭଲ ଘୋଡାବାହିନୀର ଯୁଦ୍ଧ ଭାବରେ ଯାହାକୁ ମାନ୍ୟତା ଦିଆଯାଇଛି ତାହା ହେଉଛି ପ୍ରଥମ ବିଶ୍ୱ ଯୁଦ୍ଧରେ ହୋଇଥିବା ହାଇଫା ଯୁଦ୍ଧ । ସେହି ଯୁଦ୍ଧରେ ବ୍ରିଟିସ ଓ ଭାରତୀୟ ସେନାଙ୍କର ମିଳିତ ବାହିନୀ ଇସ୍ରାଏଲର ହାଇଫା ସହରକୁ ଓଟମାନ ସାମ୍ରାଜ୍ୟଠାରୁ ଛଡାଇ ଆଣିଥିଲେ । ସେହି ଯୁଦ୍ଧରେ ବିଜୟ ଲାଭ କରିବାକୁ କୁହାଯାଏ ପ୍ରଥମ ବିଶ୍ୱ ଯୁଦ୍ଧ ବନ୍ଦ ହେବାର କାରଣ । ଓଟମାନ ସାମ୍ରାଜ୍ୟର ହାଇଫାରେ ହାରିବା ହିଁ ପ୍ରଥମ ବିଶ୍ୱ ଯୁଦ୍ଧ ଶେଷ ହେବାର କାରଣ ଥିଲା ।

ସେହି ଯୁଦ୍ଧରେ ମହିଶୂର ଓ ଯୋଧପୁରର ଘୋଡା ବାହିନୀ ହିଁ ଏହି ଯୁଦ୍ଧରେ ବଡ ଭୂମିକା ନେଇଥିଲା । ସେମାନଙ୍କ ପାଇଁ ହିଁ ଭୟଙ୍କର ଓଟମାନ ସାମ୍ରାଜ୍ୟର ପରାଜୟ ହୋଇଥିଲା । ମହିଶୁର ଘୋଡା ବାହିନୀ ଅଷ୍ଟ୍ରିଆ ସେନା ଉପରେ ଆକ୍ରମଣ କରି ସେମାନଙ୍କୁ ସମର୍ପଣ କରିବା ପାଇଁ ବାଧ୍ୟ କରିଥିଲା । ଅଷ୍ଟ୍ରିଆ ସେନାର ସ୍ୱୟଂଚାଳିତ ବନ୍ଧୁକ ମଧ୍ୟ ସେହି ଘୋଡା ବାହିନୀର କୌଣସି କ୍ଷତି କରିପାରିନଥୀଲା ।

ସେହିଭଳି ଯୋଧପୁର ଲାନସର ନିଜର ଘୋଡାବାହିନୀ ଓ ବନ୍ଧୁକର ସାହାଯ୍ୟରେ ବାହିନୀ ତୁର୍କର ସେନାଙ୍କୁ ପରାଜିତ କରିଥିଲେ । ଯୋଧପୁର ସେନାର ଏହି ବିଜୟ ଫଳରେ ଇସ୍ରାଏଲ ଉପରେ ତୁର୍କୀର ଓଟମାନ ସାମ୍ରାଜ୍ୟର ୪୦୦ ବର୍ଷର ଶାସନର ପରିସମାପ୍ତି ଘଟିଥିଲା । 

ଆଜି ପର୍ଯ୍ୟନ୍ତ ଆଧୁନିକ ବିଶ୍ୱର ଇତିହାସରେ ଏତେ ସଂଖ୍ୟାରେ ଘୋଡା କୌଣସି ଯୁଦ୍ଧରେ ଭାଗ ନେଇନଥିଲେ ଯେତିକି ଅଶ୍ୱ ସେହି ହାଇଫା ଯୁଦ୍ଧରେ ଭାଗ ନେଇଥିଲେ । ବ୍ରିଟିସର ଆର୍ମି ଅଫିସର କ୍ଲାଉଡଙ୍କ ଭାଷାରେ ପ୍ରଥମ ବିଶ୍ୱଯୁଦ୍ଧରେ ବ୍ରିଟିସରମାନଙ୍କ ବିଜୟର ଶ୍ରେୟ ହେଉଛି ଭାରତୀୟମାନଙ୍କର ।

ଦେଶ ସ୍ୱାଧୀନ ହେବା ପରେ ମହିଶୂର ଲାନସରକୁ ଭାରତୀୟ ସେନାରେ ବିଲୟ କରାଯାଇଥିଲା । ଆଜିବି ମହିଶୂର ଲାନସର ସେହି ବିଜୟକୁ ଭାରତୀୟ ସେନା ମନେ ପକାଏ ।

ପ୍ରଥମ ବିଶ୍ୱଯୁଦ୍ଧରେ ବ୍ରିଟିସ ଇଣ୍ଡିଆନ ଆର୍ମୀ ସେତେବେଳେ ଜର୍ମାନୀ, ଆଷ୍ଟ୍ରୋ ହଙ୍ଗେରିଆନ, ଓଟମାନ ସାମ୍ରାଜ୍ୟକୁ ହରାଇଥିଲା । ହେଲେ ଇତିହାସକାର ପ୍ରଥମ ବିଶ୍ୱଯୁଦ୍ଧରେ ସଫଳତାର ସେହି ଶ୍ରେୟକୁ ଭାରତୀୟମାନଙ୍କୁ ଦିଅନ୍ତି ନାହିଁ । ସେହି ସମୟରେ ଭାରତର ଦଶ ଲକ୍ଷ ସୈନିକ ସେହି ଯୁଦ୍ଧରେ ଭାଗ ନେଇଥିଲେ । ହେଲେ ବ୍ରିଟିସରମାନେ କିନ୍ତୁ ଭାରତୀୟ ସୈନ୍ୟମାନଙ୍କର ସେହି ଅବଦାନର କୌଣସି ସମ୍ମାନ ଦେଇନଥିଲେ । ଓଲଟା ସେମାନେ ଭାରତୀୟମାନଙ୍କ ଉପରେ ଟିକସ ବୋଝ ଲଦି ଦେଇଥିଲେ । ଭାରତରେ ଟିକସ ପରିମାଣ ବଢାଇ ଦିଆଗଲା ବ୍ରିଟିସରମାନଙ୍କର ନିଜର କ୍ଷତିକୁ ଭରଣା କରିବା ପାଇଁ । ଭାରତରେ ମରୁଡି ପଡିଥିବା ବେଳେ ସେମାନେ ଭାରତରୁ ଖାଦ୍ୟଶସ୍ୟକୁ ବାହାରକୁ ରପ୍ତାନୀ କରିଦେଉଥିଲେ ।

Author Image

Independence News

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ