ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ ପାଇଁ ଦେଶ ସାରା ଅଭିଯାନ ଆରମ୍ଭ ହୋଇଥିବା ବେଳେ ଜାମ୍ମୁ କାଶ୍ମୀର ମଧ୍ୟ ଏଥିରୁ ବାଦ ପଡି ନାହିଁ ।
ଜାମ୍ମୁ କାଶ୍ମୀରର ଡୋଡା ଜିଲ୍ଲାରେ ଭଦ୍ରବାହର ନାଗରିକ ମାନେ ରାମ ମନ୍ଦିର ନିର୍ମାଣ ପାଇଁ ବିଶାଳ ବାଇକ ରାଲୀ କରିଛନ୍ତି ।
ସେମାନେ ଏହି ରାଲୀ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ସହ ଏହି ରାଷ୍ଚ୍ର ମନ୍ଦିର ନିର୍ମାଣ ପାଇଁ ସମସ୍ତଙ୍କର ସମର୍ପଣ ରାଶି ପାଇଁ ନିବେଦନ କରିଛନ୍ତି ।