The Independence:Bollywood-Sympathy-Silent-For-Sushanta-Singh-Rajput-Shahrukh-Khan-Son-Aryan-Khan-Drugs

ବେଆଇନ ଡ୍ରଗସ ସେବନ ଓ ପାଖରେ ବେଆଇନ ଡ୍ରଗସ ରଖିବା ଅପରାଧରେ ଏବେ ଗୋଟିଏ ଦିନ ଜେଲରେ ଅଛନ୍ତି ବଲିଉଡର କିଙ୍ଗ ଖାନ ଶାହାରୁଖ ଖାନଙ୍କ ନିଶାଡି ପୁଅ ଆର୍ଯ୍ୟାନ ଖାନ (Aryan Khan)। ନାକ୍ରୋଟିକସ କଂଟ୍ରୋଲ ବ୍ୟୁରୋର ଏକ ଗୁଇନ୍ଦା ଅପରେସନରେ ଆର‌୍ୟାନଙ୍କ ସମେତ ଆହୁରି ୮ ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଜେଲ ପଠାଯାଇଥିବା ବେଳେ ଆଉ ୫ଜଣଙ୍କୁ ପୋଲିସ ପଚରା ଉଚରା କରୁଛି । 

ହେଲେ ବଡ ଆଶ୍ଚର୍ଯ୍ୟ ଜନକ ଭାବରେ ବଲିଉଡର କିଛି ବଡ ଅଭିନେତା ଓ ଫିଲ୍ମ ପ୍ରଯୋଜକମାନେ କିନ୍ତୁ ଏବେ ଏହି ନିଶାଡି ଖାନଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି । ସେମାନେ ଶାହାରୁଖ (Shahrukh Khan) ଓ ତାଙ୍କ ପୁଅଙ୍କ ପାଇଁ ସେମାନଙ୍କର ଦରଦ ଢାଳିବା ସହିତ ସେମାନେ ଶାହାରୁଖଙ୍କ ପରିବାର ସହିତ ଅଛନ୍ତି ବୋଲି କହିଛନ୍ତି ।

ଗତ ବର୍ଷ ଜୁନ ମାସରେ ସନ୍ଦେହ ଜନକ ଅବସ୍ଥାରେ ବଲିଉଡର ଜଣେ ପ୍ରତିଭାବାନ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର (Sushanta Singh Rajput) ଅତ୍ୟନ୍ତ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ସେତେବେଳେ ପ୍ରଶ୍ନ ଉଠିଥିଲା ଏହା ଏକ ହତ୍ୟା ବୋଲି ଯାହାର ତଦନ୍ତ ଆଜିବି ଚାଲୁଛି । ତାଙ୍କର ମୃତ୍ୟୁ ସାରା ଦେଶରେ ଶୋକରେ ଛାୟା ଖେଳିଯାଇଥିଲା କାରଣ ସେ କେବଳ ଜଣେ ଭଲ ପ୍ରତିଭାବାନ ଅଭିନେତା ନଥିଲେ ବଂର ସେ ଜଣେ ଭଦ୍ର ଓ ଶାନ୍ତ ସ୍ୱଭାବର ସେଲିବ୍ରିଟ ଥିଲେ ଯାହା ତାଙ୍କୁ ବଲିଉଡର ଅନ୍ୟମାନଙ୍କ ଠାରୁ ଭିନ୍ନ କରିଥିଲା ।

ହେଲେ ତାଙ୍କର ମୃତ୍ୟୁରେ ବଲିଉଡର ଜଣେ ଦିଜଣଙ୍କୁ ଛାଡି ଦେଲେ ଆଉ କାହାର ଶୋକ ପ୍ରକାଶ କରିବା ଦେଖାଯାଇନଥିଲା । ବଂର ସେ ଜଣେ ତଳ ଗ୍ରେଡର ଅଭିନେତା ବୋଲି କିଛି ବଲିଉଡ ବାଲା କହିଥିଲେ ।

ଏବେ ଆସିବା କେଉଁ କେଉଁ ମାନେ ଶାହାରୁଖଙ୍କ ପୁଅଙ୍କ ପାଇଁ ଲୁହ ଢାଳୁଛନ୍ତି ।

ପ୍ରଥମରେ ଅଛନ୍ତି ଦବଙ୍ଗ ଖାନ ସଲମାନ ଖାନ (Salman Khan)। ନିଜର ଖାନ କୁଟୁମ୍ବଙ୍କ ପାଇଁ ସେ କେମିତି ଚୁପ ବସିଥାନ୍ତେ ଯେ । ସେ ସଂଧ୍ୟାରେ ଶାହାରୁଖ ଖାନଙ୍କ ଘରେ ପହଂଚିଛନ୍ତି ।

ସୁନିଲ ସେଟ୍ଟି କହିଛନ୍ତି ଆର୍ଯ୍ୟାନ ହେଉଛି ଛୋଟ ପିଲା । ତାକୁ ସେଭଳି ନଜରରେ ଦେଖିବା ଭଲ ନୁହେଁ ।

ଏହି ମାମଲାରେ ଦୁଇ ପାଦ ଆଗକୁ ଯାଇଛନ୍ତି ସୁଚେତା କ୍ରିଷ୍ଣାମୁର୍ତୀ । ସେ କହିଛନ୍ତି ଏନସିବିର ଏପରି ଚଢଉ ସବୁବେଳେ ବଲିଡଉର ଷ୍ଟାର ମାନଙ୍କ ଉପରେ କାହିଁକ ? ଏହା ହେଉଛି କେବଳ ଏକ ତମାଶା । କେତେବଳେ ବି ନାକ୍ରୋଟିକସ କଂଟ୍ରୋଲ ବ୍ୟୁରୋ କେବେ କାହାକୁ ଦୋଷି ସାବ୍ୟସ୍ତ କରିପାରେ ନାହିଁ । ସେ କହିଛନ୍ତି ଯେ ଏହି ଦୁଃଖ ସମୟରେ ସେ ଶାହାରୁଖ ଖାନଙ୍କ ସହିତ ଅଛନ୍ତି ।

ଅନ୍ୟତମ ଅଭିନେତ୍ରୀ ତଥା ମହେଶ ଭଟ୍ଟଙ୍କର ଝିଅ ପୁଜା ଭଟ୍ଟ କହିଛନ୍ତି ଯେ ସେ ଶାହାରୁଖ ଖାନଙ୍କର ପରିବାର ସହିତ ଅଛନ୍ତି । ତାଙ୍କର ଉପସ୍ଥିତି ଶାହାରୁଖଙ୍କ ପାଇଁ ଆବଶ୍ୟକତା ନଥାଇ ପାରେ କିନ୍ତୁ ସେ ଶାହାରୁଖଙ୍କ ସହିତ ଅଛନ୍ତି ଓ ରହିବେ ।

Author Image

Independence News

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ