The Independence:Bollywood-Sympathy-Silent-For-Sushanta-Singh-Rajput-Shahrukh-Khan-Son-Aryan-Khan-Drugs

ବେଆଇନ ଡ୍ରଗସ ସେବନ ଓ ପାଖରେ ବେଆଇନ ଡ୍ରଗସ ରଖିବା ଅପରାଧରେ ଏବେ ଗୋଟିଏ ଦିନ ଜେଲରେ ଅଛନ୍ତି ବଲିଉଡର କିଙ୍ଗ ଖାନ ଶାହାରୁଖ ଖାନଙ୍କ ନିଶାଡି ପୁଅ ଆର୍ଯ୍ୟାନ ଖାନ (Aryan Khan)। ନାକ୍ରୋଟିକସ କଂଟ୍ରୋଲ ବ୍ୟୁରୋର ଏକ ଗୁଇନ୍ଦା ଅପରେସନରେ ଆର‌୍ୟାନଙ୍କ ସମେତ ଆହୁରି ୮ ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଜେଲ ପଠାଯାଇଥିବା ବେଳେ ଆଉ ୫ଜଣଙ୍କୁ ପୋଲିସ ପଚରା ଉଚରା କରୁଛି । 

ହେଲେ ବଡ ଆଶ୍ଚର୍ଯ୍ୟ ଜନକ ଭାବରେ ବଲିଉଡର କିଛି ବଡ ଅଭିନେତା ଓ ଫିଲ୍ମ ପ୍ରଯୋଜକମାନେ କିନ୍ତୁ ଏବେ ଏହି ନିଶାଡି ଖାନଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି । ସେମାନେ ଶାହାରୁଖ (Shahrukh Khan) ଓ ତାଙ୍କ ପୁଅଙ୍କ ପାଇଁ ସେମାନଙ୍କର ଦରଦ ଢାଳିବା ସହିତ ସେମାନେ ଶାହାରୁଖଙ୍କ ପରିବାର ସହିତ ଅଛନ୍ତି ବୋଲି କହିଛନ୍ତି ।

ଗତ ବର୍ଷ ଜୁନ ମାସରେ ସନ୍ଦେହ ଜନକ ଅବସ୍ଥାରେ ବଲିଉଡର ଜଣେ ପ୍ରତିଭାବାନ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର (Sushanta Singh Rajput) ଅତ୍ୟନ୍ତ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ସେତେବେଳେ ପ୍ରଶ୍ନ ଉଠିଥିଲା ଏହା ଏକ ହତ୍ୟା ବୋଲି ଯାହାର ତଦନ୍ତ ଆଜିବି ଚାଲୁଛି । ତାଙ୍କର ମୃତ୍ୟୁ ସାରା ଦେଶରେ ଶୋକରେ ଛାୟା ଖେଳିଯାଇଥିଲା କାରଣ ସେ କେବଳ ଜଣେ ଭଲ ପ୍ରତିଭାବାନ ଅଭିନେତା ନଥିଲେ ବଂର ସେ ଜଣେ ଭଦ୍ର ଓ ଶାନ୍ତ ସ୍ୱଭାବର ସେଲିବ୍ରିଟ ଥିଲେ ଯାହା ତାଙ୍କୁ ବଲିଉଡର ଅନ୍ୟମାନଙ୍କ ଠାରୁ ଭିନ୍ନ କରିଥିଲା ।

ହେଲେ ତାଙ୍କର ମୃତ୍ୟୁରେ ବଲିଉଡର ଜଣେ ଦିଜଣଙ୍କୁ ଛାଡି ଦେଲେ ଆଉ କାହାର ଶୋକ ପ୍ରକାଶ କରିବା ଦେଖାଯାଇନଥିଲା । ବଂର ସେ ଜଣେ ତଳ ଗ୍ରେଡର ଅଭିନେତା ବୋଲି କିଛି ବଲିଉଡ ବାଲା କହିଥିଲେ ।

ଏବେ ଆସିବା କେଉଁ କେଉଁ ମାନେ ଶାହାରୁଖଙ୍କ ପୁଅଙ୍କ ପାଇଁ ଲୁହ ଢାଳୁଛନ୍ତି ।

ପ୍ରଥମରେ ଅଛନ୍ତି ଦବଙ୍ଗ ଖାନ ସଲମାନ ଖାନ (Salman Khan)। ନିଜର ଖାନ କୁଟୁମ୍ବଙ୍କ ପାଇଁ ସେ କେମିତି ଚୁପ ବସିଥାନ୍ତେ ଯେ । ସେ ସଂଧ୍ୟାରେ ଶାହାରୁଖ ଖାନଙ୍କ ଘରେ ପହଂଚିଛନ୍ତି ।

ସୁନିଲ ସେଟ୍ଟି କହିଛନ୍ତି ଆର୍ଯ୍ୟାନ ହେଉଛି ଛୋଟ ପିଲା । ତାକୁ ସେଭଳି ନଜରରେ ଦେଖିବା ଭଲ ନୁହେଁ ।

ଏହି ମାମଲାରେ ଦୁଇ ପାଦ ଆଗକୁ ଯାଇଛନ୍ତି ସୁଚେତା କ୍ରିଷ୍ଣାମୁର୍ତୀ । ସେ କହିଛନ୍ତି ଏନସିବିର ଏପରି ଚଢଉ ସବୁବେଳେ ବଲିଡଉର ଷ୍ଟାର ମାନଙ୍କ ଉପରେ କାହିଁକ ? ଏହା ହେଉଛି କେବଳ ଏକ ତମାଶା । କେତେବଳେ ବି ନାକ୍ରୋଟିକସ କଂଟ୍ରୋଲ ବ୍ୟୁରୋ କେବେ କାହାକୁ ଦୋଷି ସାବ୍ୟସ୍ତ କରିପାରେ ନାହିଁ । ସେ କହିଛନ୍ତି ଯେ ଏହି ଦୁଃଖ ସମୟରେ ସେ ଶାହାରୁଖ ଖାନଙ୍କ ସହିତ ଅଛନ୍ତି ।

ଅନ୍ୟତମ ଅଭିନେତ୍ରୀ ତଥା ମହେଶ ଭଟ୍ଟଙ୍କର ଝିଅ ପୁଜା ଭଟ୍ଟ କହିଛନ୍ତି ଯେ ସେ ଶାହାରୁଖ ଖାନଙ୍କର ପରିବାର ସହିତ ଅଛନ୍ତି । ତାଙ୍କର ଉପସ୍ଥିତି ଶାହାରୁଖଙ୍କ ପାଇଁ ଆବଶ୍ୟକତା ନଥାଇ ପାରେ କିନ୍ତୁ ସେ ଶାହାରୁଖଙ୍କ ସହିତ ଅଛନ୍ତି ଓ ରହିବେ ।

Author Image

The Independence

RELATED NEWS

Recent Posts

The Independence:Chhattisgarh-Bastar-Illegal-Conversion-Fighter-Mahesh-Kashyap

ଛତିଶଗଡ ବସ୍ତରରେ ଧର୍ମାନ୍ତିକରଣ ବିରୋଧରେ ଲଢୁଛନ୍ତି ମହେଶ କାଶ୍ୟପ, ଶୁଣନ୍ତୁ ଆଦିବାସୀ ସଂସ୍କୃତିକୁ ନଷ୍ଟ କରିବାକୁ ଆସୁଥିବା ବିଦେଶୀ ଶକ୍ତିଙ୍କ ବିରୋଧରେ ତାଙ୍କର ସଂଘର୍ଷର କାହାଣୀ

The Independence:Anti-Hindu-Hindu-Phobic-Web-Series-Advertisements-Films

ହିନ୍ଦୁ ବିଶ୍ୱାସ ଓ ହିନ୍ଦୁ ଭାବନାକୁ ଅପମାନ ଓ ଆଘାତ ଦେବାରେ ବଡ ଭୂମିକାରେ ଫିଲ୍ମ, ଧାରାବାହିକ ଓ ଓବ ସିରିଜ

The Independence:Major-Somnath-Sharma-Balidan-Story

ମେଜର ସୋମନାଥ ଶର୍ମାଙ୍କ ବଳିଦାନର କାହାଣୀ,ହେଡକ୍ବାଟରର ପରାମର୍ଶ ସତ୍ୱେ ପଛକୁ ହଟି ନ ଥିଲେ ସୋମନାଥ ପଛକୁ ହଟିଥିଲେ ଶତ୍ରୁ ସୈନ୍ୟ ଶ୍ରୀନଗର ଯାଏ ସହଜରେ ପହଂଚି ଯାଇଥାନ୍ତା

The Independence:China-to-lose-crores-of-Rupees

ଦୀପାବଳୀରେ ଡ୍ରାଗନକୁ ଲାଗିବ ବଡ ଝଟକା, ଚୀନ ବିରୁଦ୍ଧରେ ବ୍ୟବସାୟୀ ସଂଗଠନର ବଡ ନିଷ୍ପତି, ଚୀନର ରପ୍ତାନୀକୁ ହେବ 50 ହଜାର କୋଟି ଟଙ୍କାର କ୍ଷତି

The Independence:Fire-Crackers-Haram-in-Islam

ଆମେ ବାଣ ବିକିବୁ କିନ୍ତୁ ବାଣ ଫୁଟାଇବା ନାହିଁ କାରଣ ଏହା ଇସଲାମରେ ହାରାମ

The Independence:cm-yogi-adityanath-called-it-akhilesh-yadav-jinnah-remark-shameful

ଉଛୁଳିଲା ଅଖିଳେଶ ଯାଦବଙ୍କ ଜିନ୍ନା ପ୍ରେମ,ଯୋଗୀ ଆଦିତ୍ୟନାଥଙ୍କ ଅଖିଲେଶଙ୍କ ଉପରେ କଡା ଆକ୍ରମଣ , କହିଲେ ଏହା ହେଉଛି ତାଲିବାନୀ ମାନସିକତା

The Independence:Captain-Dibya-Shankar-Mishra-Mamita-Meher-Murder-Case-Link

ଦିବ୍ୟଶଙ୍କରଙ୍କ ଗଣମାଧ୍ୟମକୁ ନାଲିଆଖି, ଯଦି ମାନହାନି ହୋଇଛି ତାହେଲେ ମମିତାଙ୍କ ପରିବାର, କଲେଜର ଛାତ୍ର, ବିଜୟ ମହାପାତ୍ର, ପ୍ରଦିପ୍ତ ନାୟକ, ଭକ୍ତ ଦାସ, ନରସିଂହଙ୍କ ବିରୋଧରେ କରିବେ ପାରିବେକି ମାନହାନି ମୋକଦ୍ଦମା?

The Independence:No-memorial-of-Sardar-patel-in-Delhi

ଦିଲ୍ଲୀରେ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ନା କୌଣସି ଘର ଅଛି, ନା ତାଙ୍କ ନାମରେ କୌଣସି ସ୍ମାରକ ତିଆରି ହୋଇଛି, ଜାଣନ୍ତୁ କାହିଁକି ...

The Independence:Digvijay-Singh-attacks-Kejriwal-and-Prashant-Kishore

ଦିଗବିଜୟ ସିଂହଙ୍କ ଟାର୍ଗେଟରେ ପ୍ରଶାନ୍ତ କିଶୋର, କେଜରିୱାଲ ଓ ଅନ୍ୟ ନେତା,ମୋଦିଙ୍କ ସମ୍ପର୍କରେ ବାସ୍ତବିକତା ଓ ରାହୁଲ ଗାନ୍ଧୀଙ୍କ ଅପରିପକ୍ୱତାକୁ ନେଇ ଆଇନା ଦେଖାଇଥିବାରୁ ପ୍ରଶାନ୍ତ କିଶୋରଙ୍କ ଉପରେ ଦିଗବିଜୟଙ୍କ ଆକ୍ରମଣ

The Independence:madrasas-mosques-on-india-nepal-border-increased-4-times-in-20-years-intelligence-agencies-alert

ଭାରତ- ନେପାଳ ସୀମାରେ ଗତ 20 ବର୍ଷରେ ମସଜିଦ- ମଦ୍ରାସାର ସଂଖ୍ୟା 4 ଗୁଣ ବଢିଲା, ଉପସାଗରୀୟ ଦେଶରୁ ଫଣ୍ଡିଂ ଆଶଙ୍କା, ଗୁଇନ୍ଦା ଏଜେନ୍ସି ଗୁଡିକ ଆଲର୍ଟରେ

The Independence:jaunpur-police-arrested-naseem-resident-of-machhalishahar-in-case-of-anti-india-speech

ମୋହମ୍ମଦ ନସିମ ପ୍ରଥମେ ଭାରତକୁ ଦେଲା ଗାଳି, ଯୋଗୀଙ୍କ ପୋଲିସ ଗିରଫ କରିବା ପରେ କହିଲା – ‘ମୁଁ ଭାରତର ଲୁଣ ଖାଉଛି, ମୋତେ କ୍ଷମା କରି ଦିଅ ’ ଦେଖନ୍ତୁ ଭିଡିଓ

The Independence:Mamita-Meher-Murder-Political-Links-Accused-Govinda-Sahu

ପାଓାର କରିଡରରୁ ନେଇ କଳାହାଣ୍ଡିରେ ଚର୍ଚ୍ଚା: କ୍ୟାପଟେନଙ୍କୁ କାଢିଲେ ଖୋଲିଦେବେ ସମସ୍ତଙ୍କ ମଉଜର ଗୁମର

The Independence:afghanistan-helpless-mother-sells-newborn-for-rs-37000-to-feed-her-other-children

ଆଫଗାନୀ ମହିଳା ଖାଦ୍ୟ ପାଇଁ ନବଜାତ ବାଳିକାକୁ 37 ହଜାର ଟଙ୍କାରେ ବିକ୍ରି କଲେ, ତାଲିବାନ ଶାସନରେ 2.28 ଲୋକ ପୁଷ୍ଟିହୀନତାର ଶୀକାର

The Independence:uttar-pradesh-police-pro-pakistan-slogans-t20-world-cup

ପାକିସ୍ତାନର ବିଜୟ ପରେ ଭାରତ ବିରୋଧୀ ସ୍ଲୋଗାନ ଦେଇଥିବା ସାତ ଜଣଙ୍କ ବିରୋଧରେ ମାମଲା ରୁଜୁ କଲା ଯୋଗୀଙ୍କ ପୋଲିସ

The Independence:kashmir-students-celebrate-india-loss-pakistan-booke

ପାକିସ୍ତାନର ବିଜୟ ପରେ ନାଚୁଥିବା କାଶ୍ନୀରୀ ଛାତ୍ରଙ୍କ ବିରୁଦ୍ଧରେ ଏଫଆଇଆର, ଖୁବ ଶୀଘ୍ର ବନ୍ଧା ହେବେ

The Independence:Pro-Pakiistani-ladies-teacher-loses-job

ପାକିସ୍ତାନ ପ୍ରେମୀ ଶିକ୍ଷୟତ୍ରୀ ନଫିସା ହରାଇଲେ ଚାକିରୀ, ସ୍କୁଲ କର୍ତୃପକ୍ଷ ନେଲେ କାର୍ଯାନୁଷ୍ଠାନ, ରାଜସ୍ଥାନର ଉଦୟପୁରର ଘଟଣା

The Independence:madhya-pradesh-home-minister-narottam-mishra-raised-the-question-on-naming-the-ashram

ୱେବ ସିରିଜ ଶୁଟିଂକୁ ନେଇ ମଧ୍ୟ ପ୍ରଦେଶ ସରକାରଙ୍କ ବଡ ଘୋଷଣା, ରାଜ୍ୟରେ ହୋଇ ପାରିବ ନାହିଁ ୱେବ ସିରିଜ ନାମରେ ହିନ୍ଦୁ ସଂସ୍କୃତି ବିରୋଧୀ କଂଟେଂଟର ଶୁଟିଂ,ସ୍କ୍ରିପ୍ଟ ଦେଖି ସାରିବା ପରେ ହିଁ ଶୁଟିଂ ପାଇଁ ମିଳିବ ଅନୁମତି

The Independence:lady-who-opened-the-first-ever-non-halal-restaurant-in-kerala-assaulted

କେରଳରେ ପ୍ରଥମ ଅଣ ହଲାଲ ରେଷ୍ଟୁରାଣ୍ଟ ଖୋଲିଥିବା ମହିଳାଙ୍କ ଉପରେ ମରଣାନ୍ତକ ଆକ୍ରମଣ

The Independence:lpunjab-kashmiri-students-thrashed-for-cheering-for-pakistan-uttar-pradesh-bihar

ପାକିସ୍ତାନର ବିଜୟରେ ଖୁସି ମନାଉଥିଲେ କାଶ୍ମୀରୀ ଛାତ୍ର, ୟୁପି –ବିହାରର ଛାତ୍ର ମାନେ ଛେଚିଲେ, ଘଟଣାଟି ପଂଜାବର

The Independence:Odisha-Leader-of-Opposition-Pradipta-Naik-Fights-for-Mamita-Mehera

ଡାକ୍ତରଖାନାରେ ଚିକିସ୍ତ୍ରାଧୀନ ଥାଇବି ମମିତା ମେହେରଙ୍କୁ ନ୍ୟାୟ ପାଇଁ ପ୍ରୟାସ ଜାରି ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦିପ୍ତ ନାୟକ

The Independence:Pakistani-Ministers-statement

ଶୁଣନ୍ତୁ ପାକିସ୍ତାନର ମନ୍ତ୍ରୀ କିପରି କହୁଛନ୍ତି – “ଭାରତ ବିରୁଦ୍ଧରେ ବିଜୟ ଇସଲାମର ବିଜୟ, ଭାରତୀୟ ମୁସଲମାନ ମାନେ ମଧ୍ୟ ଖୁସି ”

The Independence:Fire-cracker-used-after-defeat-of-India

ଦେଖନ୍ତୁ ପାକିସ୍ତାନର ବିଜୟ ପରେ ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ କିପରି ଫୁଟିଲା ବାଣ,ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା

The Independence:hat-is-harm-in-firecrackers-on-diwali-virender-sehwag-after-cracker-burst-on-pakistan-victory-t20-world-cup-india

ପାକିସ୍ତାନର ବିଜୟ ପରେ ଭାରତରେ ବାଣ... , ସେହୱାଗ ପଚାରିଲେ ତେବେ ଦୀପାବଳୀରେ ବାଣ ଫୁଟାଇଲେ ଅସୁବିଧା କଣ, ଦୋହରା ଆଭିମୁଖ୍ୟ କାହିଁକି ?

The Independence:Bangladesh-Posters-in-Hyderabad-Muslim-Youths

ବଙ୍ଗଳାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣକୁ ନେଇ ଭାରତ ଚିନ୍ତିତ ଥିବା ବେଳେ ହାଇଦ୍ରାବାଦରେ ଲାଗିଲା ବଙ୍ଗଳାଦେଶ ୟୁଥ କ୍ଲବର ପୋଷ୍ଟର

The Independence:Pakistani-PM-Imran-khan-goes-to-Saudi-for-loan

ଏବେ ଭିକ୍ଷା ଥାଳ ଥରି ସାଉଦୀ ଆରବର ଶରଣକୁ ଗଲା ପାକିସ୍ତାନ, ତୁର୍କୀ ଠାରୁ ଅର୍ଥ ମିଳିବାର ସମ୍ଭାବନା ନ ଥିବାରୁ ତାକୁ ଛାଡିଲା