କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଇଟାଲୀରୁ ଫେରିବା ପରେ ତାମିଲନାଡୁ ଯିବା ବେଳର ଫଟୋକୁ ସୋସିଆଲ ମିଡିଆରେ ପକାଇ ତାଙ୍କୁ ସିଂହ କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମେଣ୍ଢା ବୋଲି ସମ୍ବୋଧନ କରି ଲେଖିଛନ୍ତି “When the tiger arrives, the lamb must give away! ” ଏପରି ଲେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ମାନଙ୍କ ଦ୍ବାରା ହଟହଟା ହୋଇଛନ୍ତି କଂଗ୍ରେସ ନେତା ସଲମାନ ନିଆଜି । ଏହି ପୋଷ୍ଟର ଉତ୍ତରରେ ସାଧାରଣ ଲୋକ ମାନେ ତାଙ୍କୁ ବ୍ୟଙ୍ଗ କରି ଅନେକ କଥା ଲେଖିଛନ୍ତି ।
ଏବେ ନଜର ପକାଇବା ଲୋକ ମାନଙ୍କ ଦ୍ବାରା ତାଙ୍କର ପୋଷ୍ଟର ଉତ୍ତରରେ ଲେଖିଥିବା କିଛି କଥାକୁ ।