The Independence:Conversion-of-Mizoram-North-East-to-Christianity

 ୧୭୫୭ ପଲାସୀ ଯୁଦ୍ଧରେ ବ୍ରିଟେନମାନଙ୍କର ବିଜୟ ଫଳରେ ସେମାନଙ୍କ ହାତକୁ ଆଜିର ବେଙ୍ଗଳ ସମେତ ଆସାମ ଓ ଉତର ପୁର୍ବର କିଛି ଅଂଚଳର ନିୟନ୍ତ୍ରଣ ଚାଲିଗଲା । ପରେ ଚିତାତଙ୍ଗ ଅଂଚଳରେ ସେମାନଙ୍କର କବଜା ସେମାନଙ୍କର ସମୁଦ୍ରରେ ଏକ ବଡ ବନ୍ଦର କରିବାର ସୁବିଧା ହେଲା । ବନ୍ଦର ହେବା ଫଳରେ ସେଠାରେ ଧୀରେ ଧୀରେ ମିଶନାରୀମାନଙ୍କର ପ୍ରବେଶ ହେଲା । ସେହି ସମୟରେ ମିଜୋରାମ ସମେତ ପୁରା ଉତର ପୁର୍ବ ଅଂଚଳରେ ଥିବା ବିଭିନ୍ନ ଜନଜାତି ଗୋଷ୍ଠୀମାନଙ୍କର ନିଜର ଜନଜାତି ସମୁଦାୟ ମାନଙ୍କ ଭିତରେ ସୁସର୍ମ୍ପକ ରହିଥିଲା । କେବଳ ନିଜର ନୁହେ ପଡୋଶୀ ଅନ୍ୟ ବର୍ଗର ସମୁଦାୟଙ୍କ ସହିତ ମଧ୍ୟ ସୁସର୍ମ୍ପକ ରହିଥିଲା ।

ଏହାର ପରବର୍ତୀ ସମୟରେ ଆସାମ ଅଂଚଳରେ ଚାହା ବଗିଚା କରିବା କାମ ବ୍ରିଟିସ ମାନେ ଆରମ୍ଭ କରିଲେ । ସେଠାରେ କାମ କରିବା ପାଇଁ ବିଭିନ୍ନ ଅଂଚଳରୁ ଜନଜାତିମାନଙ୍କୁ ମିଶନାରୀମାନଙ୍କ ସହଯୋଗରେ ଆସାମ ଆଣିଲେ । ଏବଂ ସେହି ସମୟରେ ମଧ୍ୟ ସେମାନେ ନାଗାଲାଣ୍ଡ ହେଉ ବା ମିଜୋରାମ ହେଉ, ସେହି ଅଂଚଳରେ ଯେଉଁ ଜନଜାତିମାନେ ବ୍ରିଟିସମାନଙ୍କୁ ବିରୋଧ କରୁଥିଲେ ସେମାନଙ୍କୁ ହିଂସ୍ର, ମଣିଷ ଖିଆ ଆଦି ଭାବରେ ଚିତ୍ରଣ କରିଲେ । ପରିସ୍ଥିତି ଏପରି କରିଦେଲେ ଯେ ଅନ୍ୟ କେଉଁ ଜନଜାତି ବର୍ଗର ଲୋକ କୌଣସି କାରଣରୁ ନିଖୋଜ ହୋଇଗଲେ ସେମାନଙ୍କୁ ଖାଇ ଦେଲେ ବୋଲି ପ୍ରଚାର କରିଲେ ।

ଫଳରେ ମିଜୋରାମ ହେଉ ବା ନାଗାଲାଣ୍ଡ ହେଉ, ସେଠାରେ ଜନଜାତିମାନଙ୍କ ଭିତରେ ଆଭ୍ୟନ୍ତରୀଣ ଗଣ୍ଡଗୋଳ ଆରମ୍ଭ ହୋଇଗଲା । ବିଶେଷ ଭାବରେ ସ୍ଥାନୀୟ ଅଂଚଳରେ ପ୍ରଭାବି ଥିବା ଲୁସାଇମାନଙ୍କୁ ବ୍ରିଟିସ ମିଶନାରୀମାନେ ଚକ୍ରାନ୍ତ କରି ହଇରାଣ କରୁଥିଲେ । 

ଏହାପରେ ମିଶନାରୀମାନେ ସେମାନଙ୍କର ଅସଲ କାମ ଆରମ୍ଭ କରିଲେ । ଚର୍ଚ୍ଚ ସ୍ଥାପନା କରି ଅନ୍ୟମାନଙ୍କୁ ଏହି ହିଂସ୍ର ଜନଜାତିମାନଙ୍କ ଠାରୁ ସୁରକ୍ଷା ଦେବାର ମିଛ ବାହାନ କରିଲେ ଯାହାର ଆଧାର ସମ୍ପୃର୍ଣ୍ଣ ଭାବରେ ନିରାଧାର ଥିଲା । ମିଶନାରୀମାନେ ପ୍ରଥମେ କମ ଜନସଂଖ୍ୟା ବିଶିଷ୍ଟ ଜନଜାତିମାନଙ୍କୁ ଧର୍ମାନ୍ତରିକରଣ କରାଇଲେ । ଧୀରେ ଧୀରେ ସେମାନଙ୍କର ପ୍ରାଚୀନ ପରମ୍ପରାକୁ ବିଲୋପ କରାଇ ଖ୍ରୀଷ୍ଟିଆନ ବ୍ୟବସ୍ଥା ଆରମ୍ଭ କରିଲେ ।କିନ୍ତୁ ସେମାନେ ଜାଣିଶୁଣି କେବଳ ସଙ୍ଗୀତ ଓ ନାଚ ଉପରେ କୌଣସି ହସ୍ତକ୍ଷେପ କରିଲେ ନାହିଁ କାରଣ ସେମାନେ ଜାଣିଛନ୍ତି ଏହା କରିଲେ ଜନଜାତିମାନେ ଆଉ ମିଶନାରୀଙ୍କ କଥା ଶୁଣିବେ ନାହିଁ । ଯଦି କିଏ ବି କୌଣସି କାରଣରୁ ମିଶନାରୀଙ୍କୁ ବିରୋଧ କରିଲା ତାକୁ ବ୍ରିଟିସରମାନେ ଜେଲରେ ପୁରାଇଲେ । 

ଏବେ ମିଜୋରାମରେ ୮୭ ଲୋକ ହେଉଛନ୍ତି ଖ୍ରୀଷ୍ଟିଆନ ।

Author Image

Independence News

Recent Posts

The Independence:vegetarian-in-world

ବିଶ୍ୱରେ ଶାକାହାର

The Independence:Rajasthan-Shakeel-Nasir-among-3-arrested-for-beating-a-tribal-man-to-death-over-drawing-water-from-a-tube-well-booked-under-SCST-Act

ରାଜସ୍ଥାନ: ଟ୍ୟ।ପରୁ ପାଣି ନେବାରୁ ଜଣେ ଆଦିବାସୀଙ୍କୁ ପିଟି ପିଟି ହତ୍ୟା କଲେ ସକିଲ, ନାସିର

The Independence:Dhamanagar-Byeelection-Odisha-Politics

ଧାମନଗର ଉପନର୍ବାଚନର ସନ୍ଦେଶ

The Independence:Hyderabad-FIR-Registered-Against-Christian-Family-Who-Had-Abused-Hindus-For-Making-Rangoli-On-Diwali

ଦିପାବଳୀ ରଙ୍ଗୋଲି କରିବାରୁ ହିନ୍ଦୁ ପରିବାରଙ୍କୁ ଆକ୍ରମଣ କରିଥିବା ଖ୍ରୀଷ୍ଟିଆନଙ୍କ ଉପରେ ପୋଲିସରେ ମୋକଦ୍ଦମା

The Independence:Delhi-Bajrang-Dal-worker-Nitesh-dies-after-he-was-beaten-by-Ufiza-Adnan-and-Abbas-3-days-ago-police-deny-communal-angle

ଦିଲ୍ଲୀ : ବଜରଙ୍ଗ ଦଳରେ କାମ କରୁଥିବାରୁ ନିତେଶଙ୍କୁ ହତ୍ୟା କରିଲେ ୟୁଫିଜା, ଆଦନାନ ଓ ଆବାସ, ହତ୍ୟାକାରୀଙ୍କୁ ଗିରଫ କରୁନାହିଁ ପୋଲିସ

The Independence:The-News-Bangla-editor-Manab-Guha-arrested-by-Kolkata-police-after-he-covered-Mominpur-anti-Hindu-pogrom

ପଶ୍ଚିମବଙ୍ଗ: ହିନ୍ଦୁମାନଙ୍କ ଉପରେ ଆକ୍ରମଣର ଖବର ପ୍ରକାଶିତ କରିବାରୁ ସାମ୍ବାଦିକଙ୍କୁ ଗିରଫ କରିଲା ପୋଲିସ

The Independence:DMK-Doesnt-Wish-For-Deepavali-Old-Video-Of-DMK-MP-A-Raja-Derogating-Hindu-Festival-Resurfaces

ତାମିଲନାଡୁ: କାହିଁକି ଡିଏମକେ ଚାହେଁନି ଦିପାବଳୀ ପାଳନ, ସାଂସଦ ଏ ରାଜାଙ୍କର ପୁରୁଣା ଭିଡିଓ ଭାଇରାଲ

The Independence:Battle-of-Haifa-in-the-First-World-War-and-the-bravery-of-Indian-soldiers

ପ୍ରଥମ ବିଶ୍ୱଯୁଦ୍ଧର ହାଇଫା ଯୁଦ୍ଧ ଯେଉଁଥିରେ ଭାରତୀୟ ସୈନିକ ଦେଖାଇଥିଲେ ବିରତ୍ୱ

The Independence:Dhamanagar-Bye-Election

ଧାମନଗର ଉପନର୍ବାଚନର ପାଣିପାଗ

The Independence:Aam-Adami-Party-Anti-Hindu-Agenda

ଆମ ଆଦମି ପାର୍ଟିର ହିନ୍ଦୁ ବିରୋଧୀ ଏଜେଣ୍ଡା

The Independence:India-Foreign-Policy

ସମରକନ୍ଦର ସନ୍ଦେଶ

The Independence:Pollution-in-Space-Opinion

ମହାକାଶରେ ମଇଳା

The Independence:Love-jihad-in-West-Bengal-Seikh-Raja-raped-murdered-girlfriend-Rubi-Kumari

ପଶ୍ଚିମବଙ୍ଗରେ ଲଭ ଜିହାଦ ରୁବି କୁମାରୀଙ୍କୁ ବଳାତ୍କାର ପରେ ହତ୍ୟା କଲା ପ୍ରମିକ ଶେଖ ରାଜା

The Independence:Pakistan-Jindabad-Slogan-Odisha-Bhubaneswar

ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଉଠିଲା ପାକିସ୍ତାନ ଜିନ୍ଦାବାଦ ନାରା, ପୋଲିସରେ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ, ଅଭିଯୋଗ ଉଠାଇବା ପାଇଁ ଓଲଟା ଧମକ

The Independence:Unhealthy-India

ଅସୁସ୍ଥ ଭାରତର ଭବିଷ୍ୟତ

The Independence:Hyderabad-2-burqa-clad-women-held-for-vandalizing-Goddess-Durga-idol-in-Durga-Puja-Pandal

ହାଇଦ୍ରାବାଦ ବୁର୍ଖା ପିନ୍ଧା ମହିଳାଙ୍କ ଘୃଣ୍ୟ କାମ, ମେରି ଖ୍ରୀଷ୍ଟଙ୍କ ମୃତି ଭାଙ୍ଗିଲା ପରେ ଦୁର୍ଗାଙ୍କ ମୃତି ଭାଙ୍ଗିବା ପାଇଁ ଆସି ଧରାପଡିଲେ

The Independence:Assam-Anjali-Biswas-was-brutally-stabbed-by-Rafiq-Ali-for-refusing-marriage-proposal

ଆସାମ: ବିବାହ କରିବା ପାଇଁ ମନା କରିଦେବାରୁ ଅଂଜଳି ବିଶ୍ୱାସଙ୍କୁ ଛୁରି ମାରିଲା ରଫିକ ଅଲ୍ଲି

The Independence:Rise-of-Nationalism-in-Europe-Stop-Islamisation

ଦୋ’ଛକିରେ ୟୁରୋପ

The Independence:Nexus-and-Minority-appeasement-Waqf-and-Congress

କଂଗ୍ରେସ ଓ ଓାକଫ ବୋର୍ଡର ନାପାକ ଯୁଗଳ ବନ୍ଦୀ

The Independence:National-Logistics-Policy-of-India-Shaping-Logistics-of-Future

ରାଷ୍ଟ୍ରୀୟ ବସ୍ତୁ ପରିବହନ ନୀତି

The Independence:Justice-For-Aditya-15-year-old-Aditya-Tiwari-stabbed-to-death-Taif-Khan-absconding-Bihar-News

ଯେଉଁ ଖବରରେ ଲିବେରାଲ ଲୁହ ବୁହାନ୍ତି ନାହିଁ କି ଗଣମାଧ୍ୟମ ଦେଖାଏ ନାହିଁ, ୧୫ ବର୍ଷର ଆଦିତ୍ୟ ତିଓାରିକୁ ଛୁରି ମାରି ହତ୍ୟା, ହତ୍ୟାକାରୀ ତୈଫ ଖାନ ଫେରାର

The Independence:British-Hindus-protest-The-Guardians-fake-news-against-India--Hindus

ଦି ଗାର୍ଜିଆନର ହିନ୍ଦୁ ବିରୋଧୀ ନୀତି ବିରୋଧରେ ଲଣ୍ଡନରେ ବିକ୍ଷୋଭ

The Independence:Navratri-Dharmic-festival-not-a-cultural-one-so-if-idol-worship-for-you-is-a-sin-maybe-dont-insist-in-coming-for-garba

ନବରାତ୍ରୀ ଏକ ଧାର୍ମୀକ ଉସ୍ତ୍ରବ, ଯେଉଁମାନେ କେବଳ ଗରବାକୁ ନାଚିବା, ମୌଜ, ମସ୍ତି ପାଇଁ ଯାଉଛନ୍ତି, ଦେବୀଙ୍କୁ ପୂଜା କରୁନାହାନ୍ତି କି ପ୍ରସାଦ ଖାଉନାହାନ୍ତି ସେମାନେ ନଗଲେ ଭଲ

The Independence:Unveiled-and-rising-up-How-protests-in-Iran-cut-to-the-heart-of-national-identity

ହିଜାବର ହୋଲି

The Independence:Operation-Octopus-NIA-Raids-Banned-PFI

ଅପରେସନ ଅକ୍ଟୋପସ