The Independence:Corona-India-Tablighi-Jamaat-Article

 କରୋନାର ଗ୍ରାଫ ରେଖା ଭାରତରେ ବଢିବାରେ ଲାଗିଛି । ୨୯ ମାର୍ଚ୍ଚରେ ଦେଶରେ କରୋନା ଭାଇରସରେ ପ୍ରଭାବିତ ରୋଗୀଙ୍କ ସଂଖ୍ୟା ଥିଲା ୧୦୨୪ । ମାତ୍ର ୩ ଦିନରେ ଏପ୍ରିଲ ୧ରେ ଏହି ସଂଖ୍ୟା ଆସିକି ୧୬୩୭ରେ ପହଂଚିଲା । ମାତ୍ର ୩ ଦିନରେ ବଢିଲା ୬୧୩ । ଏପ୍ରିଲ ୫ରେ ଏହି ସଂଖ୍ୟା ଆସିକି ୩୩୭୪ରେ ପହଂଚିଛି । ଏଥିରୁ ଅଧିକାଶଂ ହେଉଛି ତବଲିଗ ଜମାତର ଲୋକ ବା ସେମାନଙ୍କ ଠାରି ସଂକ୍ରମଣ ପାଇଥିବା ଲୋକମାନେ । ଆନ୍ଧ୍ରପ୍ରଦେଶରେ ଗୋଟିଏ ଦିନରେ ୪୩ କରୋନା ପଜିଟିଭି ବାହାରିଲା ସେ ସବୁ ହେଉଛନ୍ତି ତବଲିଗ ଜମାତର । ଆସାମରେ ଗୋଟିଏ ଦିନରେ ପଜିଟିଭି ବାହାରିଥିବା ସମସ୍ତ ୫ଜଣ ହେଉଛନ୍ତି ଏହି ତବଲିଗ ଜମାତରେ । ତେଲେଙ୍ଗାନାରେ ମରିଥିବା ସମସ୍ତ ୬ ଜଣ ଯାକ ହେଉଛନ୍ତି ତବଲିଗ ଜମାତର ମରକଜରୁ ଫେରିଥିବା ଲୋକମାନେ । ଜାମ୍ମୁକାଶ୍ମୀରରୁ ୮୦୦ ଲୋକ ଦିଲ୍ଲି ଆସିଥିଲେ । ସେଥିରୁ ଏବେ ବହୁତ ଲୋକଙ୍କର ପତା ମିଳୁନି । ସେମାନେ ଏବେ ଲୁଚିକି ଅଛନ୍ତି । ଜାମ୍ମୁକାଶ୍ମୀରରେ ଯେଉଁ ଲୋକ ପ୍ରଥମେ କରୋନାରେ ମରିଲା ସେ ତବଲିଗ ଜମାତରୁ ଫେରିଥିଲା । ଏବେ ଜାମ୍ମୁକାଶ୍ମୀରିର ସ୍ଥିତି କଣ ହେବ ତାହା କହିବା ମୁସ୍କିଲ । ଆହ୍ଲାବାଦର ଏକ ମସଜିଦରେ ଇଣ୍ଡୋନେସିଆର ୭ ଜଣ ନାଗରିକ ନିଜାମ୍ମୁଦ୍ଦିନ ମରକଜରୁ ଫେରି ଲୁଚିକି ଥିଲେ । ସେମାନେ ସମସ୍ତେ କରୋନା ଆକ୍ରାନ୍ତ । କର୍ଣ୍ଣାଟକରୁ ୩୪୨ ଜଣ ଆସିଥିଲେ ନିଜାମ୍ମୁଦ୍ଦିନ ମରକଜକୁ । ଓଡିଶାକୁ ୨୭ ଜଣ ଫେରିଛନ୍ତି ସେହି ମରକଜରୁ । ସେଥିରୁ ୩ ଜଣଙ୍କର ପଜିଟିଭି ମିଳିସାରିଲାଣି । ଦିଲ୍ଲିର ୮ ମସଜିଦରୁ ୧୧୩ ତବଲିଗ ଜମାତର ଲୋକଙ୍କୁ ପୋଲିସ ଖୋଜି ଖୋଜି ବାହାର କରିଲା ସେଥିରୁ ୮୪ ହେଉଛନ୍ତି ବିଦେଶୀ । ଏମାନଙ୍କୁ ପୋଲିସ ଖୋଜି ଖୋଜି ବାହାର କଲା । ଏମାନେ ନିଜେ ସ୍ୱେଛାପ୍ରବୃତ ଭାବେ ବାହାରି ନଥିଲେ । ତବଲିଗ ଜମାତକୁ ସାରା ଦେଶରୁ ଲୋକମାନେ ଆସିଛନ୍ତି ଓ ସେମାନେ ଏବେ କରୋନାକୁ ବାଂଟୁଛନ୍ତି । 

ଧାର୍ମିକ ସ୍ୱାଧୀନତା ଓ ସ୍ୱାତନ୍ତ୍ରତାରେ ଏପରି ଦୁରୁପଯୋଗ କେବେ ଓ କେଉଁ ଦେଶରେ ହୋଇନଥିବ ଯାହା ଭାରତରେ ହୋଇଛି ଓ ଏବେ ହେଉଛି । ଦୁନିଆରେ କେଉଁ ଦେଶ ଏପରି ବିଷଭରା ଧାର୍ମିକ ବିଚାରକୁ ବରଦାସ୍ତ କରିପାରିବ ନାହିଁ । କେଉଁ ଧର୍ମ କୁହେ ନାହିଁ କି ଡାକ୍ତରଙ୍କ କଥା ଶୁଣ ନାହିଁ, କେଉଁ ଧର୍ମ କହେ ନାହିଁ କି ବାକି ଧର୍ମର ଲୋକମାନଙ୍କ ଜୀବନକୁ ବିପଦରେ ପକାଅ । କେଉଁ ଧର୍ମ କୁହେନାହିଁ କି ସମସ୍ତ ପାଇଁ ଲାଗୁ ହୋଇଥିବା ନିୟମକୁ ମାନନାହିଁ  ଯାହା ଏବେ ତବଲିଗ ଜମାତର ଲୋକମାନେ କରୁଛନ୍ତି । ଦେଶର ଏକ ନିର୍ବାଚିତ ସରକାରଙ୍କର କଣ ଆବଶ୍ୟକତା ଅଛି । ଦେଶରେ ସୁପ୍ରିକକୋର୍ଟଙ୍କର କଣ ଆବଶ୍ୟକତା ଅଛି । ଯଦି ସବୁକିଛି ଆଗରେ ନିଜ ଧର୍ମ ବଡ ହୋଇଯିବ । ସବୁ କିଛିକୁ ଯଦି ଧର୍ମ ଆଧାରରେ ଦେଖାଯିବ ତାହେଲେ ଦେଶରେ ଶାସନ ବ୍ୟବସ୍ଥା ରହିଛି କଣ ପାଇଁ । ଏମାନଙ୍କର ମନରେ ଦେଶ ବିରୋଧରେ, ଦେଶର ଜନତାଙ୍କର ବିରୋଧରେ, ଦେଶର ସରକାରଙ୍କର ବିରୋଧରେ କେମିତି ବିଷ ଭରିକି ରହିଛି ତାହା ଏବେ ବୁଝାପଡୁଛି । ଉତର ରେଲେଓର ମୁଖପାତ୍ର ଦିପକ କୁମାରଙ୍କର ବୟାନ ଅତ୍ୟନ୍ତ ଆଶ୍ଚର୍ଯ୍ୟ, ନୈରାଶଜନକ ଓ ଏଠାରେ ପ୍ରଣିଧାନ ଯୋଗ୍ୟ । ସେ କହିଛନ୍ତି ଯେ ତୁଗଲକାବାଦରେ କ୍ୱାରଟାଂଇନ ସେଂଟରରେ ରହୁଥିବା ତବଲିଗ ଜମାତର ଲୋକମାନେ ସ୍ୱାସ୍ଥ୍ୟ କର୍ମଚାରିମାନଙ୍କୁ ଅଶ୍ଳିଳ ବ୍ୟବହାର କରିବା ସହିତ ଟ୍ରାଉଜର କାଢି ବୁଲୁଛନ୍ତି । ଚିକିସ୍ତ୍ରା କରୁଥିବା ଡାକ୍ତରଙ୍କ ଉପରେ ଛେପ ପକାଉଛନ୍ତି । ଜାଣିଶୁଣି ବିଭିନ୍ନ ସ୍ଥାନରେ ଛେପ ପକାଉଛନ୍ତି । ଏମାନେ ଏହି ଭାଇରସ ସବୁଆଡେ ବ୍ୟାପୁ ଏକଥା ସେମାନେ ଚାହୁଁଛନ୍ତି ଓ ଜାଣିଛନ୍ତି କି ଛେପ ପକାଇଲେ ହିଁ ଏହି ଭାଇରସ ସବୁଆଡେ ବ୍ୟାପିବ । କେଉଁ ମୌଲାନା ଏମାନଙ୍କୁ ଏହି ବିଷଭରା ବୁଦ୍ଧି ଦେଇଛି କି ଡାକ୍ତରଙ୍କ ଉପରେ ଛେପ ପକାଅ । ସରକାର ଏମାନଙ୍କୁ କରୋନାରୁ ବଂଚାଉଛନ୍ତି । ହେଲେ ଏମାନେ ସରକାରଙ୍କର ସାଙ୍ଗରେ ତ ରହୁ ନାହାନ୍ତି ବଂର ଓଲଟି ଜୀବନ ବଂଚାଉଥିବା ଡାକ୍ତରଙ୍କ ଜିବନକୁ ବି ବିପଦରେ ପକାଇବା ପାଇଁ ଷଡଯନ୍ତ୍ର କରୁଛନ୍ତି ।

ଅନିଲ କୁମାର ବିଶ୍ୱାଳ

Author Image

Independence News

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ