The Independence:Corona-India-Tablighi-Jamaat-Article

 କରୋନାର ଗ୍ରାଫ ରେଖା ଭାରତରେ ବଢିବାରେ ଲାଗିଛି । ୨୯ ମାର୍ଚ୍ଚରେ ଦେଶରେ କରୋନା ଭାଇରସରେ ପ୍ରଭାବିତ ରୋଗୀଙ୍କ ସଂଖ୍ୟା ଥିଲା ୧୦୨୪ । ମାତ୍ର ୩ ଦିନରେ ଏପ୍ରିଲ ୧ରେ ଏହି ସଂଖ୍ୟା ଆସିକି ୧୬୩୭ରେ ପହଂଚିଲା । ମାତ୍ର ୩ ଦିନରେ ବଢିଲା ୬୧୩ । ଏପ୍ରିଲ ୫ରେ ଏହି ସଂଖ୍ୟା ଆସିକି ୩୩୭୪ରେ ପହଂଚିଛି । ଏଥିରୁ ଅଧିକାଶଂ ହେଉଛି ତବଲିଗ ଜମାତର ଲୋକ ବା ସେମାନଙ୍କ ଠାରି ସଂକ୍ରମଣ ପାଇଥିବା ଲୋକମାନେ । ଆନ୍ଧ୍ରପ୍ରଦେଶରେ ଗୋଟିଏ ଦିନରେ ୪୩ କରୋନା ପଜିଟିଭି ବାହାରିଲା ସେ ସବୁ ହେଉଛନ୍ତି ତବଲିଗ ଜମାତର । ଆସାମରେ ଗୋଟିଏ ଦିନରେ ପଜିଟିଭି ବାହାରିଥିବା ସମସ୍ତ ୫ଜଣ ହେଉଛନ୍ତି ଏହି ତବଲିଗ ଜମାତରେ । ତେଲେଙ୍ଗାନାରେ ମରିଥିବା ସମସ୍ତ ୬ ଜଣ ଯାକ ହେଉଛନ୍ତି ତବଲିଗ ଜମାତର ମରକଜରୁ ଫେରିଥିବା ଲୋକମାନେ । ଜାମ୍ମୁକାଶ୍ମୀରରୁ ୮୦୦ ଲୋକ ଦିଲ୍ଲି ଆସିଥିଲେ । ସେଥିରୁ ଏବେ ବହୁତ ଲୋକଙ୍କର ପତା ମିଳୁନି । ସେମାନେ ଏବେ ଲୁଚିକି ଅଛନ୍ତି । ଜାମ୍ମୁକାଶ୍ମୀରରେ ଯେଉଁ ଲୋକ ପ୍ରଥମେ କରୋନାରେ ମରିଲା ସେ ତବଲିଗ ଜମାତରୁ ଫେରିଥିଲା । ଏବେ ଜାମ୍ମୁକାଶ୍ମୀରିର ସ୍ଥିତି କଣ ହେବ ତାହା କହିବା ମୁସ୍କିଲ । ଆହ୍ଲାବାଦର ଏକ ମସଜିଦରେ ଇଣ୍ଡୋନେସିଆର ୭ ଜଣ ନାଗରିକ ନିଜାମ୍ମୁଦ୍ଦିନ ମରକଜରୁ ଫେରି ଲୁଚିକି ଥିଲେ । ସେମାନେ ସମସ୍ତେ କରୋନା ଆକ୍ରାନ୍ତ । କର୍ଣ୍ଣାଟକରୁ ୩୪୨ ଜଣ ଆସିଥିଲେ ନିଜାମ୍ମୁଦ୍ଦିନ ମରକଜକୁ । ଓଡିଶାକୁ ୨୭ ଜଣ ଫେରିଛନ୍ତି ସେହି ମରକଜରୁ । ସେଥିରୁ ୩ ଜଣଙ୍କର ପଜିଟିଭି ମିଳିସାରିଲାଣି । ଦିଲ୍ଲିର ୮ ମସଜିଦରୁ ୧୧୩ ତବଲିଗ ଜମାତର ଲୋକଙ୍କୁ ପୋଲିସ ଖୋଜି ଖୋଜି ବାହାର କରିଲା ସେଥିରୁ ୮୪ ହେଉଛନ୍ତି ବିଦେଶୀ । ଏମାନଙ୍କୁ ପୋଲିସ ଖୋଜି ଖୋଜି ବାହାର କଲା । ଏମାନେ ନିଜେ ସ୍ୱେଛାପ୍ରବୃତ ଭାବେ ବାହାରି ନଥିଲେ । ତବଲିଗ ଜମାତକୁ ସାରା ଦେଶରୁ ଲୋକମାନେ ଆସିଛନ୍ତି ଓ ସେମାନେ ଏବେ କରୋନାକୁ ବାଂଟୁଛନ୍ତି । 

ଧାର୍ମିକ ସ୍ୱାଧୀନତା ଓ ସ୍ୱାତନ୍ତ୍ରତାରେ ଏପରି ଦୁରୁପଯୋଗ କେବେ ଓ କେଉଁ ଦେଶରେ ହୋଇନଥିବ ଯାହା ଭାରତରେ ହୋଇଛି ଓ ଏବେ ହେଉଛି । ଦୁନିଆରେ କେଉଁ ଦେଶ ଏପରି ବିଷଭରା ଧାର୍ମିକ ବିଚାରକୁ ବରଦାସ୍ତ କରିପାରିବ ନାହିଁ । କେଉଁ ଧର୍ମ କୁହେ ନାହିଁ କି ଡାକ୍ତରଙ୍କ କଥା ଶୁଣ ନାହିଁ, କେଉଁ ଧର୍ମ କହେ ନାହିଁ କି ବାକି ଧର୍ମର ଲୋକମାନଙ୍କ ଜୀବନକୁ ବିପଦରେ ପକାଅ । କେଉଁ ଧର୍ମ କୁହେନାହିଁ କି ସମସ୍ତ ପାଇଁ ଲାଗୁ ହୋଇଥିବା ନିୟମକୁ ମାନନାହିଁ  ଯାହା ଏବେ ତବଲିଗ ଜମାତର ଲୋକମାନେ କରୁଛନ୍ତି । ଦେଶର ଏକ ନିର୍ବାଚିତ ସରକାରଙ୍କର କଣ ଆବଶ୍ୟକତା ଅଛି । ଦେଶରେ ସୁପ୍ରିକକୋର୍ଟଙ୍କର କଣ ଆବଶ୍ୟକତା ଅଛି । ଯଦି ସବୁକିଛି ଆଗରେ ନିଜ ଧର୍ମ ବଡ ହୋଇଯିବ । ସବୁ କିଛିକୁ ଯଦି ଧର୍ମ ଆଧାରରେ ଦେଖାଯିବ ତାହେଲେ ଦେଶରେ ଶାସନ ବ୍ୟବସ୍ଥା ରହିଛି କଣ ପାଇଁ । ଏମାନଙ୍କର ମନରେ ଦେଶ ବିରୋଧରେ, ଦେଶର ଜନତାଙ୍କର ବିରୋଧରେ, ଦେଶର ସରକାରଙ୍କର ବିରୋଧରେ କେମିତି ବିଷ ଭରିକି ରହିଛି ତାହା ଏବେ ବୁଝାପଡୁଛି । ଉତର ରେଲେଓର ମୁଖପାତ୍ର ଦିପକ କୁମାରଙ୍କର ବୟାନ ଅତ୍ୟନ୍ତ ଆଶ୍ଚର୍ଯ୍ୟ, ନୈରାଶଜନକ ଓ ଏଠାରେ ପ୍ରଣିଧାନ ଯୋଗ୍ୟ । ସେ କହିଛନ୍ତି ଯେ ତୁଗଲକାବାଦରେ କ୍ୱାରଟାଂଇନ ସେଂଟରରେ ରହୁଥିବା ତବଲିଗ ଜମାତର ଲୋକମାନେ ସ୍ୱାସ୍ଥ୍ୟ କର୍ମଚାରିମାନଙ୍କୁ ଅଶ୍ଳିଳ ବ୍ୟବହାର କରିବା ସହିତ ଟ୍ରାଉଜର କାଢି ବୁଲୁଛନ୍ତି । ଚିକିସ୍ତ୍ରା କରୁଥିବା ଡାକ୍ତରଙ୍କ ଉପରେ ଛେପ ପକାଉଛନ୍ତି । ଜାଣିଶୁଣି ବିଭିନ୍ନ ସ୍ଥାନରେ ଛେପ ପକାଉଛନ୍ତି । ଏମାନେ ଏହି ଭାଇରସ ସବୁଆଡେ ବ୍ୟାପୁ ଏକଥା ସେମାନେ ଚାହୁଁଛନ୍ତି ଓ ଜାଣିଛନ୍ତି କି ଛେପ ପକାଇଲେ ହିଁ ଏହି ଭାଇରସ ସବୁଆଡେ ବ୍ୟାପିବ । କେଉଁ ମୌଲାନା ଏମାନଙ୍କୁ ଏହି ବିଷଭରା ବୁଦ୍ଧି ଦେଇଛି କି ଡାକ୍ତରଙ୍କ ଉପରେ ଛେପ ପକାଅ । ସରକାର ଏମାନଙ୍କୁ କରୋନାରୁ ବଂଚାଉଛନ୍ତି । ହେଲେ ଏମାନେ ସରକାରଙ୍କର ସାଙ୍ଗରେ ତ ରହୁ ନାହାନ୍ତି ବଂର ଓଲଟି ଜୀବନ ବଂଚାଉଥିବା ଡାକ୍ତରଙ୍କ ଜିବନକୁ ବି ବିପଦରେ ପକାଇବା ପାଇଁ ଷଡଯନ୍ତ୍ର କରୁଛନ୍ତି ।

ଅନିଲ କୁମାର ବିଶ୍ୱାଳ

Author Image

The Independence

RELATED NEWS

0 Comments

leave a comment




Recent Posts

The Independence:Chhattisgarh-Raipur-municipality-Ganesh-Idols-in-garbage-truck-for-visarjan

ରାୟପୁରରେ ବର୍ଜ୍ୟବସ୍ତୁ ବାହନରେ ବୁହା ହେଲେ ଗଣେଶ, ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ

The Independence:Situation-of-Afghanistan-After-Taliban-capture-Drinking-Water-one-litre-three-thousands

ତାଲିବାନ ଅଧିକାରର ମାସକ ପରେ କଣ ରହିଛି ଆଫଗାନିସ୍ତାନର ସ୍ଥିତି ? ପାଣି ବୋତଲର ଦାମ ହେଲାଣି ତିନି ହଜାର ଟଙ୍କା, ଶାଗ ମାଛ ଦରରେ ଘର ଜିନିଷ ବିକୁଛନ୍ତି ଆଫଗାନୀ

The Independence:

ଯେଉଁ ଜାତି ନିଜ ଇତିହାସ ଓ ପରମ୍ପରାକୁ ଭୁଲି ଯାଏ, ସେହି ଜାତି ନିଜର ଭୂଗୋଳକୁ ରକ୍ଷା କରି ପାରି ନ ଥାଏ – ଯୋଗୀ ଆଦିତ୍ୟନାଥ

The Independence:Mob-Lynching-Deadly-attack-on-Dalit-Hindu-Youth-by-Minority-Violent-Mobs-in-Rajsthan

ରାଜସ୍ଥାନରେ ଦଳିତ ଯୁବକଙ୍କୁ ବିଶେଷ ସଂପ୍ରଦାୟ ଲୋକଙ୍କ ଦ୍ୱାରା ମବ ଲିଂଚି, ତିନି ଦିନ ପରେ ଶେଷରେ ଆଖି ବୁଜିଲା ଯୋଗେଶ

The Independence:Bangladesh-Islamists-destroy-Durga-Maa-Idols-Islamists-Fundamentalist-Attack-Hindu

ବଙ୍ଗଳାଦେଶରେ ପୁଣି ଥରେ ଇସଲାମୀ ଶକ୍ତିଙ୍କ ଆକ୍ରମଣ, ଦୂର୍ଗାପୁଜା ପାଇଁ ନିର୍ମାଣାଧୀନ ମା ଦୁର୍ଗାଙ୍କ ମୂର୍ତିକୁ ଭାଙ୍ଗିଲେ, ଭୟର ବାତାବରଣରେ ବଙ୍ଗଳାଦେଶୀ ହିନ୍ଦୁ

The Independence:Idols-constructed-for-Durga-Puja-vandalized-in-Bangladesh-Every-year-happening

Idols of Maa Durga constructed for Durga Puja vandalized in Bangladesh, every year repeats

The Independence:

ଘର ଭିତରେ ଚୀନ ରାଷ୍ଟ୍ରପତି ଜିନ ପିଙ୍ଗ, ୬୦୦ ଦିନ ମଧ୍ୟରେ କରି ନାହାନ୍ତି କୌଣସି ଯାତ୍ରା, କାରଣ କଣ ?

The Independence:Yogi-Adityanath-Cow-Slaughter-Cow-Protections

ଯୋଗୀ ସରକାରରେ ଗୋହତ୍ୟାକାରୀଙ୍କୁ କ୍ଷମା ନାହିଁ, ୧୭ ହଜାରରୁ ଉର୍ଧ ଗୋହତ୍ୟାକାରୀଙ୍କୁ ପଠାଗଲାଣି ଜେଲ, ଗୋଚାଳାଣକାରୀ ଥରହର

The Independence:Time-will-come-when-Article-370-35A-will-be-reinstated-Jammu-Kashmir-Mehbooba-Mufti

ପୁଣି ମେହବୁବା ମୁଫତି ଦେଖିଲେ ଦିବାସ୍ୱପ୍ନ, ଭବିଷ୍ୟତରେ ନିଶ୍ଚିତ ଭାବେ କାଶ୍ମୀରରେ ଲାଗୁହେବ ଅନୁଚ୍ଛେଦ ୩୭୦

The Independence:Rohingya-Jihadi-network-in-Assam-arrest-of-Indian-handlers-of-Rohingya-Case-transferred-to-NIA

ଦେଶରେ ରୋହିଙ୍ଗିଆ ନେଟବର୍କ ତିଆରି ପାଇଁ ବଡ ଷଡଯନ୍ତ୍ର, ରୋହିଙ୍ଗିଆଙ୍କ ପାଇଁ କାମ କରୁଥିବା ଲୋକ ଆସାମରେ ଗିରଫ ପରେ ବଡ ଖୁଲାସା, ମାମଲାର ତଦନ୍ତ ଭାର ଏନଆଇଏକୁ ଦିଆଗଲା

The Independence:Wasif-Jaffer-Stands-for-Pakistan-Cricket-Team-criticizes-England-Cricket-Board

ପୁଣି ବିବାଦ ଘେରରେ ଓଡିଶା କ୍ରିକେଟ ଟିମର କୋଚ ବାସିମ ଜାଫର, ପାକିସ୍ତାନ କ୍ରିକେଟ ବୋର୍ଡର ସମର୍ଥନରେ ଦେଲେ ବକ୍ତବ୍ୟ, ଇଂଲଣ୍ଡ କ୍ରିକେଟ ବୋର୍ଡକୁ ସମାଲୋଚନା

The Independence:Narcotics-Jihad-Odisha-Brown-Sugar

ଓଡିଶାରେ ହେଉଛି କି ନାକ୍ରୋଟିକସ ଜିହାଦ?

The Independence:Rashtra-Sevika-Samiti-Durga-Bahini

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ହିନ୍ଦୁତ୍ୱ ବିଚାରରେ ଅନୁପ୍ରାଣୀତ ମହିଳା ସଙ୍ଗଠନଙ୍କର ସେବା କାମ

The Independence:Why-How-Rahul-Gandhi-Choose-Navjot-Singh-Siddhu-Over-Captain-Amarinder-Singh

ପୁରୁଣା କ୍ୟାପଟେନଙ୍କ ଅପେକ୍ଷା ନୁଆ ଓପନର ସିଦ୍ଧୁ କାହିଁକି ରାହୁଲଙ୍କ ଗୁଡବୁକରେ? ଭାରତୀୟ ସେନା ପ୍ରତି ସମର୍ଥନ, ପାକିସ୍ତାନ ପ୍ରତି କଡା ବିରୋଧ ଅମରିନ୍ଦରଙ୍କୁ ପଡିଲାକି ମହଙ୍ଗା ?

The Independence:Kerala-Muslims-Protests-Narcotics-Jihad-Bishop

ବିଶପଙ୍କ ନାର୍କୋଟିକ୍ସ ଜିହାଦ ବକ୍ତବ୍ୟକୁ ଇସଲାମୀ ସଂସ୍ଥାର ବିରୋଧ, ଘର ସାମନାରେ ବିରୋଧ ପ୍ରଦର୍ଶନ, ବିଶପଙ୍କ ସମର୍ଥନରେ ଖ୍ରିଷ୍ଟିଆନ ଓହ୍ଲାଇଲେ ରାସ୍ତାକୁ

The Independence:Why-Dismantling-Hindutva-Organised-during-Taliban-Terrorism

ସାରା ବିଶ୍ୱ ତାଲିବାନର ଇସଲାମ ଆତଙ୍କବାଦକୁ ସମାଲୋଚନା କରୁଥିଲା ବେଳେ କାହିଁକି କରାଗଲା “ ଡିସମେଂଟଲାଙ୍ଗି ଗ୍ଲୋବାଲ ହିନ୍ଦୁତ୍ୱ”?

The Independence:Durga-Puja-Idol-Height-Restrictions-Odisha-Government

ଦୁର୍ଗା ମାଙ୍କର ଉଚ୍ଚତା ମାପିବେ ସରକାର?

The Independence:Rahul-Gandhi-Yogi-Adityanath-UP-Election-Fight-BJP-Congress

ରାହୁଲ ଗାନ୍ଧୀଙ୍କ ଫୁଲ ଟସରେ ଯୋଗୀ ଆଦିତ୍ୟ ନାଥ ମାରିଲେ ଛକା, କହିଲେ, “ଅପରାଧୀଙ୍କ ସାମ୍ରାଜ୍ୟ ଉପରେ ବୁଲଡୋଜର ଚଳାଇବା ଅନବରତ ଜାରୀ ରହିବ”

The Independence:Periyar--Dravida-Nadu-Separate-Country-Tamilnadu-Freedom-Fighter-Controversial

ସ୍ୱାଧୀନତା ଦିବସକୁ କଳା ଦିବସ କହୁଥିବା, ଅଲଗା ଦ୍ରାବିଡ ଦେଶ ଦାବି କରୁଥିବା ପେରିୟାରଙ୍କ ନାଁ ସ୍ୱାଧୀନତା ସଂଗ୍ରାମୀ ତାଲିକାରେ

The Independence:Yogi-Adityanath-Ram-Mandir-Taliban-Fired-on-Kara-sevak-UP-Election

ରାମ ଭକ୍ତଙ୍କ ଉପରେ ଗୁଳି ଚଳାଇବା ତାଲିବାନୀ ମାନସିକତା : ତୁଷ୍ଚିକରଣ ରାଜନୀତି ଉପରେ ଯୋଗୀ ଆଦିତ୍ୟନାଥଙ୍କ କଡା ପ୍ରହାର

The Independence:Yogi-Aditya-Nath-Azam-Khan

ବିବାଦୀୟ ନେତା ଆଜମ ଖାନକୁ ଯୋଗୀ ସରକାରଙ୍କ ବଡ ଝଟକା

The Independence:Seva-Bharati-hands-over-newly-constructed-houses-to-Bhiansa-victims

ତେଲେଙ୍ଗାନା ଭାଇସ୍ନା ଦଙ୍ଗାରେ ବାସହରା ହୋଇଥିବା ପରିବାରଙ୍କର ଘର ନିର୍ମାଣ କରିଲା ସେବା ଭାରତୀ

The Independence:Uttar-Pradesh-Government-declares-10-sq-km-area-Mathura-Vrindavan-teerth-sthal

ଯୋଗୀ ସରକାରଙ୍କ ବଡ ନିଷ୍ପତି, ମଥୁରା- ବୃନ୍ଦାବନର ଶ୍ରୀକୃଷ୍ଣ ଜନ୍ମସ୍ଥଳୀର ୧୦ ବର୍ଗ କିମିକୁ ତୀର୍ଥ କ୍ଷେତ୍ର ଘୋଷଣା

The Independence:Kerala-bishop-claims-Muslims-have-launched-narcotics-jihad

ଲଭ ଜେହାଦ ସହ ଏବେ ନାର୍କୋଟିକ୍ସ ଜେହାଦ, କେରଳରେ ଅଣ ମୁସଲମାନ ଯୁବକ-ଯୁବତୀଙ୍କୁ କରାଯାଉଛି ଟାର୍ଗେଟ

The Independence:Know-About-Some-Unique-Idols-of-Lord-Ganseh

Know About Some Unique Idols of Lord Ganseh