ପଶ୍ଚିମ ବଙ୍ଗକୁ ପ୍ରତିଦିନ ଗୋ ଚାଲାଣ ହେଉଥିବା ଅଭିଯୋଗ ମଧ୍ୟରେ ବଜରଙ୍ଗ ଦଳ ଓ ଗୋ ସୁରକ୍ଷା ବାହିନୀ ଦ୍ୱାରା ଆଜି ଶତାଧିକ ଗୋ ମାତା ଗାନ୍ଧୀ ଛକ ପାଖରୁ ଉଦ୍ଧାର ହୋଇଛନ୍ତି । ଏ ସମ୍ପର୍କରେ ସୋମନାଥ ନାମକ ଜଣେ କେନ୍ଦୁଝରର ବ୍ୟକ୍ତି ସୂଚନା ଦେବା ସହ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।
ସେ ଲେଖିଛନ୍ତି ଯେ - #କେନ୍ଦୁଝର_ବଜରଙ୍ଗ ଦଳ ତଥା #ଗୋ_ସୁରକ୍ଷା_ବାହିନୀ ଦ୍ଵାରା ଆଜି ଶତାଧିକ ଗୋ ମାତା ଗାନ୍ଧୀ ଛକ ପାଖରୁ ଉଦ୍ଧାର l ଏ ସମସ୍ତ ଗୋ ମାତା ଅନୁଗୁଳ ରୁ ପଶ୍ଚିମବଙ୍ଗ କୁ ଚାଲାଣ ହେଉଥିଲା l
https://www.facebook.com/100010623036618/videos/1314631682234254/