The Independence:Durga-Puja-Idol-Height-Restrictions-Odisha-Government

 ଯାହା ହେଉ ଏବେ ଓଡିଶା ସରକାର ଦୁର୍ଗା ମାଙ୍କର ଉଚ୍ଚତାକୁ ବି ମାପିଲେଣି । ଉଚ୍ଚତା ୪ ଫୁଟରୁ ଅଧିକ ହେଲେ କୁଆଡେ କୋଭିଡ ବଢିଯିବ ବୋଲି ସରକାରଙ୍କର ସଚିବ ବି ଗଣମାଧ୍ୟମରେ ବୟାନ ଦେଲେଣି । ଏନେଇ ସାମାଜିକ ଗଣମାଧ୍ୟମରେ ସାଧାରଣ ଲୋକମାନେ ନିଜର ଅସନ୍ତୋଷ ଦେଖାଉଛନ୍ତି, ସାମାଜିକ ସଙ୍ଗଠନମାନେ ରାସ୍ତାକୁ ଆସି ଆନ୍ଦୋଳନ ବି କରିଛନ୍ତି । ହେଲେ ସରକାର ଏହା ମାନିବାକୁ ନାରାଜ । ସରକାରଙ୍କର ଜିଦ ଯେ ଯାହାବି ହେଇଯାଉ କିନ୍ତୁ ଦୁର୍ଗା ମାଙ୍କର ମୁର୍ତୀ ଉଚ୍ଚତା ୪ ଫୁଟରୁ ଅଧିକ ହେବ ନାହିଁ ।

ସରକାରଙ୍କର କାମ ହେଉଛି ଆଇନ ଶୃଙ୍ଖଳା, ଶୀକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ଶିଳ୍ପ, ଅର୍ଥନୀତିକୁ ସୁଧାରିବା । ଏସବୁଥିରେ ସରକାର କେତେ ସଫଳ ତାହା ସମସ୍ତେ ଜାଣନ୍ତି, ଅଧିକ କିଛି କହିବାର ଆବଶ୍ୟକତା ନାହିଁ । ହେଲେ ସରକାର ଯଦି ଲୋକମାନଙ୍କର ଧାର୍ମୀକ ଭାବନା ଉପରେ ବାରମ୍ବାର ଆଘାତ କରନ୍ତି ଓ ନିର୍ବୋଧତାରେ ନେଇଥିବା ନିଷ୍ପତିକୁ ଠିକ ଦେଖାଇବା ପାଇଁ ଆହୁରି ନିର୍ବୋଧତା ଦେଖାନ୍ତି, କ୍ଷମତାରେ ଅଛନ୍ତି ବୋଲି ନିଜକୁ ସବୁବେଳେ ଠିକ ବୋଲି ଭାବନ୍ତି ତାହେଲେ ଏହା ଗ୍ରହଣୀୟ ହେବ କି ?

ଏମିତିରେ ସମ୍ବିଧାନ ଅନୁସାରେ ସରକାର ହେଉଛନ୍ତି ସେକୁଲାର ( ପନ୍ଥ ନିରପକ୍ଷ ) । ସେକୁଲାର ବିଚାର ଅନୁସାରେ ସରକାର କୌଣସି ଧର୍ମାନୁଷ୍ଠାନ ସହିତ ଜଡିତ ହେବେ ନାହିଁ କି କୌଣସି ଧାର୍ମିକ ପ୍ରକିୟାରେ ଭାଗ ନେବେ ନାହିଁ । ଖାଲି ସେତିକି ନୁହେଁ ରାଜ୍ୟ ସରକାଙ୍କର ସଚିବ ତାଙ୍କର ସାମ୍ବାଦିକ ସମ୍ମିଳନୀରେ କେରଳର ଓନାମ ପର୍ବ ପାଇଁ କେରଳରେ କୋଭିଡ ସଂଖ୍ୟା ବଢିଲା ବୋଲି କହିଲେ । ହେଲେ ବାସ୍ତବରେ କେରଳରେ ଇଦ ପରଠାରୁ ( ଜୁଲାଇ ମାସ ) କୋଭିଡ ସଂଖ୍ୟାରେ ବୃଦ୍ଧି ୪୦୦% ହାରରେ ବଢିଥିଲା । ହେଲେ ଓଡିଶା ସଚିବଙ୍କର ପାଟିରେ କେବଳ ଓନାମ ପର୍ବ ହିଁ ପଶିଲା । 

ଯିଏ ନିଜକୁ ଦୁର୍ବଳ ଭାବିବ, ଅନ୍ୟାୟ ବିରୋଧରେ ପ୍ରତିବାଦ ନକରି ଚୁପଚାପ ସହିଯିବ ତାର ଉପରି ହିଁ ସମସ୍ତେ ରାଜୁତି କରିବେ । ଏପରି ସ୍ଥିତି ହୋଇଛି ଓଡିଶାରେ ହିନ୍ଦୁମାନଙ୍କର । ରତ୍ନ ଭଣ୍ଡାର ଚାବି ହଜିବା, ବ୍ରହ୍ମ ବିଭ୍ରାଟ, ମନ୍ଦିରମାନଙ୍କର ଜମି ଲୁଟ, ସ୍ୱର୍ଗ ଦ୍ୱାର ଜମି ଲୁଟ, ଧର୍ମଶାଳାର ଜମିକୁ ହୋଟେଲ ମାଲିକଙ୍କୁ ବିକିବା, ପୁରାତନ ମଠ ଭଙ୍ଗା କଣ ନହୋଇଛି ଓଡିଶାରେ । ହେଲେ ନା କେବେ ଶକ୍ତ ପ୍ରତିବାଦ ହୋଇପାରିଛି ନା ସରକାର ଚେତିଛନ୍ତି । ବିରୋଧୀମାନେ ତ କେବଳ ସାମ୍ବାଦିକ ସମ୍ମିଳନୀ କରିବାକୁ ନିଜର ପରମ ଦାୟିତ୍ୱ ମାନିନେଇଛନ୍ତି । ଗତ ବର୍ଷ ରଥଯାତ୍ରାକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ଏକ ପ୍ରକାର ନିଷ୍ପତି ନେଇଥିଲେ । ହେଲେ ଯାହା ହେଉ ଗଜପତି ମହାରାଜ ମୁହଁ ଖୋଲିବା ପରେ, ରାଜ୍ୟ ଓ କେନ୍ଦ୍ର ସରକାର ଏନେଇ ସୁପ୍ରିମକୋର୍ଟରେ ଆବେଦନ କରିବା ପରେ ଅନୁମତି ମିଳିଥିଲା ରଥଯାତ୍ରା ପାଇଁ ।

Author Image

Independence News

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ