The Independence:Durga-Puja-Idol-Height-Restrictions-Odisha-Government

 ଯାହା ହେଉ ଏବେ ଓଡିଶା ସରକାର ଦୁର୍ଗା ମାଙ୍କର ଉଚ୍ଚତାକୁ ବି ମାପିଲେଣି । ଉଚ୍ଚତା ୪ ଫୁଟରୁ ଅଧିକ ହେଲେ କୁଆଡେ କୋଭିଡ ବଢିଯିବ ବୋଲି ସରକାରଙ୍କର ସଚିବ ବି ଗଣମାଧ୍ୟମରେ ବୟାନ ଦେଲେଣି । ଏନେଇ ସାମାଜିକ ଗଣମାଧ୍ୟମରେ ସାଧାରଣ ଲୋକମାନେ ନିଜର ଅସନ୍ତୋଷ ଦେଖାଉଛନ୍ତି, ସାମାଜିକ ସଙ୍ଗଠନମାନେ ରାସ୍ତାକୁ ଆସି ଆନ୍ଦୋଳନ ବି କରିଛନ୍ତି । ହେଲେ ସରକାର ଏହା ମାନିବାକୁ ନାରାଜ । ସରକାରଙ୍କର ଜିଦ ଯେ ଯାହାବି ହେଇଯାଉ କିନ୍ତୁ ଦୁର୍ଗା ମାଙ୍କର ମୁର୍ତୀ ଉଚ୍ଚତା ୪ ଫୁଟରୁ ଅଧିକ ହେବ ନାହିଁ ।

ସରକାରଙ୍କର କାମ ହେଉଛି ଆଇନ ଶୃଙ୍ଖଳା, ଶୀକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ଶିଳ୍ପ, ଅର୍ଥନୀତିକୁ ସୁଧାରିବା । ଏସବୁଥିରେ ସରକାର କେତେ ସଫଳ ତାହା ସମସ୍ତେ ଜାଣନ୍ତି, ଅଧିକ କିଛି କହିବାର ଆବଶ୍ୟକତା ନାହିଁ । ହେଲେ ସରକାର ଯଦି ଲୋକମାନଙ୍କର ଧାର୍ମୀକ ଭାବନା ଉପରେ ବାରମ୍ବାର ଆଘାତ କରନ୍ତି ଓ ନିର୍ବୋଧତାରେ ନେଇଥିବା ନିଷ୍ପତିକୁ ଠିକ ଦେଖାଇବା ପାଇଁ ଆହୁରି ନିର୍ବୋଧତା ଦେଖାନ୍ତି, କ୍ଷମତାରେ ଅଛନ୍ତି ବୋଲି ନିଜକୁ ସବୁବେଳେ ଠିକ ବୋଲି ଭାବନ୍ତି ତାହେଲେ ଏହା ଗ୍ରହଣୀୟ ହେବ କି ?

ଏମିତିରେ ସମ୍ବିଧାନ ଅନୁସାରେ ସରକାର ହେଉଛନ୍ତି ସେକୁଲାର ( ପନ୍ଥ ନିରପକ୍ଷ ) । ସେକୁଲାର ବିଚାର ଅନୁସାରେ ସରକାର କୌଣସି ଧର୍ମାନୁଷ୍ଠାନ ସହିତ ଜଡିତ ହେବେ ନାହିଁ କି କୌଣସି ଧାର୍ମିକ ପ୍ରକିୟାରେ ଭାଗ ନେବେ ନାହିଁ । ଖାଲି ସେତିକି ନୁହେଁ ରାଜ୍ୟ ସରକାଙ୍କର ସଚିବ ତାଙ୍କର ସାମ୍ବାଦିକ ସମ୍ମିଳନୀରେ କେରଳର ଓନାମ ପର୍ବ ପାଇଁ କେରଳରେ କୋଭିଡ ସଂଖ୍ୟା ବଢିଲା ବୋଲି କହିଲେ । ହେଲେ ବାସ୍ତବରେ କେରଳରେ ଇଦ ପରଠାରୁ ( ଜୁଲାଇ ମାସ ) କୋଭିଡ ସଂଖ୍ୟାରେ ବୃଦ୍ଧି ୪୦୦% ହାରରେ ବଢିଥିଲା । ହେଲେ ଓଡିଶା ସଚିବଙ୍କର ପାଟିରେ କେବଳ ଓନାମ ପର୍ବ ହିଁ ପଶିଲା । 

ଯିଏ ନିଜକୁ ଦୁର୍ବଳ ଭାବିବ, ଅନ୍ୟାୟ ବିରୋଧରେ ପ୍ରତିବାଦ ନକରି ଚୁପଚାପ ସହିଯିବ ତାର ଉପରି ହିଁ ସମସ୍ତେ ରାଜୁତି କରିବେ । ଏପରି ସ୍ଥିତି ହୋଇଛି ଓଡିଶାରେ ହିନ୍ଦୁମାନଙ୍କର । ରତ୍ନ ଭଣ୍ଡାର ଚାବି ହଜିବା, ବ୍ରହ୍ମ ବିଭ୍ରାଟ, ମନ୍ଦିରମାନଙ୍କର ଜମି ଲୁଟ, ସ୍ୱର୍ଗ ଦ୍ୱାର ଜମି ଲୁଟ, ଧର୍ମଶାଳାର ଜମିକୁ ହୋଟେଲ ମାଲିକଙ୍କୁ ବିକିବା, ପୁରାତନ ମଠ ଭଙ୍ଗା କଣ ନହୋଇଛି ଓଡିଶାରେ । ହେଲେ ନା କେବେ ଶକ୍ତ ପ୍ରତିବାଦ ହୋଇପାରିଛି ନା ସରକାର ଚେତିଛନ୍ତି । ବିରୋଧୀମାନେ ତ କେବଳ ସାମ୍ବାଦିକ ସମ୍ମିଳନୀ କରିବାକୁ ନିଜର ପରମ ଦାୟିତ୍ୱ ମାନିନେଇଛନ୍ତି । ଗତ ବର୍ଷ ରଥଯାତ୍ରାକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ଏକ ପ୍ରକାର ନିଷ୍ପତି ନେଇଥିଲେ । ହେଲେ ଯାହା ହେଉ ଗଜପତି ମହାରାଜ ମୁହଁ ଖୋଲିବା ପରେ, ରାଜ୍ୟ ଓ କେନ୍ଦ୍ର ସରକାର ଏନେଇ ସୁପ୍ରିମକୋର୍ଟରେ ଆବେଦନ କରିବା ପରେ ଅନୁମତି ମିଳିଥିଲା ରଥଯାତ୍ରା ପାଇଁ ।

Author Image

The Independence

RELATED NEWS

Recent Posts

The Independence:uttar-pradesh-police-pro-pakistan-slogans-t20-world-cup

ପାକିସ୍ତାନର ବିଜୟ ପରେ ଭାରତ ବିରୋଧୀ ସ୍ଲୋଗାନ ଦେଇଥିବା ସାତ ଜଣଙ୍କ ବିରୋଧରେ ମାମଲା ରୁଜୁ କଲା ଯୋଗୀଙ୍କ ପୋଲିସ

The Independence:kashmir-students-celebrate-india-loss-pakistan-booke

ପାକିସ୍ତାନର ବିଜୟ ପରେ ନାଚୁଥିବା କାଶ୍ନୀରୀ ଛାତ୍ରଙ୍କ ବିରୁଦ୍ଧରେ ଏଫଆଇଆର, ଖୁବ ଶୀଘ୍ର ବନ୍ଧା ହେବେ

The Independence:Pro-Pakiistani-ladies-teacher-loses-job

ପାକିସ୍ତାନ ପ୍ରେମୀ ଶିକ୍ଷୟତ୍ରୀ ନଫିସା ହରାଇଲେ ଚାକିରୀ, ସ୍କୁଲ କର୍ତୃପକ୍ଷ ନେଲେ କାର୍ଯାନୁଷ୍ଠାନ, ରାଜସ୍ଥାନର ଉଦୟପୁରର ଘଟଣା

The Independence:madhya-pradesh-home-minister-narottam-mishra-raised-the-question-on-naming-the-ashram

ୱେବ ସିରିଜ ଶୁଟିଂକୁ ନେଇ ମଧ୍ୟ ପ୍ରଦେଶ ସରକାରଙ୍କ ବଡ ଘୋଷଣା, ରାଜ୍ୟରେ ହୋଇ ପାରିବ ନାହିଁ ୱେବ ସିରିଜ ନାମରେ ହିନ୍ଦୁ ସଂସ୍କୃତି ବିରୋଧୀ କଂଟେଂଟର ଶୁଟିଂ,ସ୍କ୍ରିପ୍ଟ ଦେଖି ସାରିବା ପରେ ହିଁ ଶୁଟିଂ ପାଇଁ ମିଳିବ ଅନୁମତି

The Independence:lady-who-opened-the-first-ever-non-halal-restaurant-in-kerala-assaulted

କେରଳରେ ପ୍ରଥମ ଅଣ ହଲାଲ ରେଷ୍ଟୁରାଣ୍ଟ ଖୋଲିଥିବା ମହିଳାଙ୍କ ଉପରେ ମରଣାନ୍ତକ ଆକ୍ରମଣ

The Independence:lpunjab-kashmiri-students-thrashed-for-cheering-for-pakistan-uttar-pradesh-bihar

ପାକିସ୍ତାନର ବିଜୟରେ ଖୁସି ମନାଉଥିଲେ କାଶ୍ମୀରୀ ଛାତ୍ର, ୟୁପି –ବିହାରର ଛାତ୍ର ମାନେ ଛେଚିଲେ, ଘଟଣାଟି ପଂଜାବର

The Independence:Odisha-Leader-of-Opposition-Pradipta-Naik-Fights-for-Mamita-Mehera

ଡାକ୍ତରଖାନାରେ ଚିକିସ୍ତ୍ରାଧୀନ ଥାଇବି ମମିତା ମେହେରଙ୍କୁ ନ୍ୟାୟ ପାଇଁ ପ୍ରୟାସ ଜାରି ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦିପ୍ତ ନାୟକ

The Independence:Pakistani-Ministers-statement

ଶୁଣନ୍ତୁ ପାକିସ୍ତାନର ମନ୍ତ୍ରୀ କିପରି କହୁଛନ୍ତି – “ଭାରତ ବିରୁଦ୍ଧରେ ବିଜୟ ଇସଲାମର ବିଜୟ, ଭାରତୀୟ ମୁସଲମାନ ମାନେ ମଧ୍ୟ ଖୁସି ”

The Independence:Fire-cracker-used-after-defeat-of-India

ଦେଖନ୍ତୁ ପାକିସ୍ତାନର ବିଜୟ ପରେ ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ କିପରି ଫୁଟିଲା ବାଣ,ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା

The Independence:hat-is-harm-in-firecrackers-on-diwali-virender-sehwag-after-cracker-burst-on-pakistan-victory-t20-world-cup-india

ପାକିସ୍ତାନର ବିଜୟ ପରେ ଭାରତରେ ବାଣ... , ସେହୱାଗ ପଚାରିଲେ ତେବେ ଦୀପାବଳୀରେ ବାଣ ଫୁଟାଇଲେ ଅସୁବିଧା କଣ, ଦୋହରା ଆଭିମୁଖ୍ୟ କାହିଁକି ?

The Independence:Bangladesh-Posters-in-Hyderabad-Muslim-Youths

ବଙ୍ଗଳାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣକୁ ନେଇ ଭାରତ ଚିନ୍ତିତ ଥିବା ବେଳେ ହାଇଦ୍ରାବାଦରେ ଲାଗିଲା ବଙ୍ଗଳାଦେଶ ୟୁଥ କ୍ଲବର ପୋଷ୍ଟର

The Independence:Pakistani-PM-Imran-khan-goes-to-Saudi-for-loan

ଏବେ ଭିକ୍ଷା ଥାଳ ଥରି ସାଉଦୀ ଆରବର ଶରଣକୁ ଗଲା ପାକିସ୍ତାନ, ତୁର୍କୀ ଠାରୁ ଅର୍ଥ ମିଳିବାର ସମ୍ଭାବନା ନ ଥିବାରୁ ତାକୁ ଛାଡିଲା

The Independence:Imran-Khan-is-more-popular-than-Modi-in-India-says-Pak-Minister-gets-trolled

ଇମ୍ରାନ ଦିଲ୍ଲୀରେ ରାଲୀ କଲେ ମୋଦୀଙ୍କ ଠାରୁ ବେଶୀ ଲୋକ ହେବେ ବୋଲି କହିଲେ ପାକିସ୍ତାନୀ ମନ୍ତ୍ରୀ, ଶୁଣନ୍ତୁ, ମୋଦୀଙ୍କ କାରଣରୁ ସୁଧୁରୁନି ଭାରତ – ପାକ ସମ୍ପର୍କ. ଏପରି ବକ୍ତବ୍ୟ ଦେଇ ସୋସିଆଲ ମିଡିଆରେ ହେଲେ ହଟହଟା

The Independence:ravi-nimbargi-murder-in-vijayapura-for-relationship-with-muslim-woman-karnataka

ମୁସଲିମ ଝିଅକୁ ଭଲ ପାଉଥିଲେ ରବି, ତାଙ୍କର ଶବ କୂଅରୁ ମିଳିଲା, ପ୍ରେମିକାର ଭାଇ ଓ ମାମୁଁ ହତ୍ୟା କରିଥିବା କଥା ସ୍ୱୀକାର କଲେ

The Independence:bollywood-website-koimoi-hitjob-wife-kranti-redkar-wankhede-ncb-sameer-wankhede-aryan-khan-arrest

ଡ୍ରଗ୍ସ ମାମଲାରେ କାର୍ଯାନୁଷ୍ଠାନ କରୁଥିବା ଅଧିକାରୀ ସମୀର ୱାନଖାଡେଙ୍କ ପଛରେ ପଡିଲା ବଲିଉଡର ଶକ୍ତିଶାଳୀ ଲବି, ଭାବମୂର୍ତି ଖରାପ କରିବାକୁ ଲଗାତାର ଅପପ୍ରୟାସ, ତାଙ୍କ ସ୍ତ୍ରୀଙ୍କ ସମ୍ପର୍କରେ ଭ୍ରମାତ୍ମକ ଖବର ଜାରୀ କଲା ବଲିଉଡ ୱେବସାଇଟ, ୱାନଖାଡେଙ୍କ ସ୍ତ୍ରୀ ଦେଲେ କଡା ଜବାବ

The Independence:ara-ali-khan-wishes-amit-shah-on-his-birthday-gets-trolled-by-leftists-fake-account

ଅମିତ ଶାହଙ୍କ ଜନ୍ମ ଦିନରେ ଲେଫ୍ଟ-ଲିବେରାଲ ମାନେ ପୁଣି ଦେଖାଇଲେ ପ୍ରବଳ ଘୃଣା ଭାବ,ଅମିତ ଶାହଙ୍କୁ ଜନ୍ମ ଦିନର ଅଭିନନ୍ଦନ ଜଣାଇବା ପରେ ସାରା ଅଲି ଖାନଙ୍କ ଉପରେ କଲେ ପ୍ରଚଣ୍ଡ ଆକ୍ରମଣ , ସାରାଙ୍କୁ କହିଲେ ଭୀରୁ

The Independence:indonesia-first-president-daughter-sukmawati-soekarnoputri-islam-to-hindu-conversion

ହିନ୍ଦୁ ଧର୍ମକୁ ଘର ବାହୁଡା କରିବେ ଇଣ୍ଡୋନେସିଆର ପ୍ରଥମ ରାଷ୍ଟ୍ରପତିଙ୍କ ଝିଅ ସୁକମାବତୀ, ଛାଡିବେ ଇସଲାମ, ଶୁଦ୍ଧି ବଦାନୀ ରୀତି ସମ୍ପନ୍ନ ପାଇଁ ଚାଲିଛି ପ୍ରସ୍ତୁତି

The Independence:jatan-saha-killed-by-bangladeshi-muslims-durga-puja-violence-against-hindus

‘ବାପା କେବେ ଆସିବେ, କୁହ ନା ମାଆ ‘, ଚାରି ବର୍ଷର ନିଷ୍ପାପ ଶିଶୁ ପ୍ରତିଦିନ ପଚାରୁଛି ପ୍ରଶ୍ନ, ବଙ୍ଗଳାଦେଶରେ ଇସଲାମୀ କଟ୍ଟରପନ୍ଥୀ ମାନେ ପିଟି ପିଟି ମାରି ଦେଇଥିଲେ

The Independence:Unending-violence-agaist-Hindus-in-Bangladesh

ବଙ୍ଗଳାଦେଶରେ ଜାରୀ ରହିଛି ହିନ୍ଦୁ, ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ,ନୋଆଖାଲୀ ପରେ ଏବେ ଫେଣିରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କଲେ ଇସଲାମୀ ଭୀଡ ହିନ୍ଦୁଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ବଙ୍ଗଳାଦେଶରେ ବିଭିନ୍ନ ସ୍ଥାନରେ ହିନ୍ଦୁ ମାନଙ୍କର ବିରୋଧ ପ୍ରଦର୍ଶନ

The Independence:soyeb-aftab-aiims-delhi-make-mockery-of-ramayan-video-neet

ରାଉରକେଲାର ଶୋଏବ ଅଫତାବଙ୍କ କୁତ୍ସିତ ମାନସିକତା, ଓଡିଶାକୁ କଲେ ଲଜ୍ଜିତ,ରାମାୟଣ ଉପରେ ସ୍ତରହୀନ ଶୋ ଜରିଆରେ ଧାର୍ମିକ ଭାବନା ଉପରେ କୁଠାରାଘାତ, ବିବାଦ ଘନେଇବା ପରେ କ୍ଷମା ମାଗିଲା ଏମ୍ସ ଛାତ୍ର ସଂଘ

The Independence:LARGE-SCALE-VIOLENCE-AGAINST-HINDUS-IN-BANGLADESH

ବଙ୍ଗଳାଦେଶରେ ଦୁର୍ଗାପୁଜା ଅବସରରେ ହିନ୍ଦୁ ମାନଙ୍କ ବିରୁଦ୍ଧରେ ସଂଗଠିତ ଆକ୍ରମଣ, ଦେଖନ୍ତୁ ଭିଡିଓ ଓ ଫଟୋ, ମାନବିକ ଅଧିକାରର ଠିକାଦାର ମାନେ ନିଗୋଢ ନିଦରେ

The Independence:bangladesh-muslim-mob-sabotage-durga-puja-navaratri-pandal-in-comilla-nanua-dighi-quran-insult-rumour

ମିଥ୍ୟା ପ୍ରଚାର ପରେ ବଙ୍ଗଳାଦେଶରେ ମୁସଲମାନ ଭୀଡ କଲା ଦୂର୍ଗା ପୂଜା ମଣ୍ଡପ ଉପରେ ଆକ୍ରମଣ, ଭାଙ୍ଗିଲେ ମା ଦୁର୍ଗାଙ୍କ ମୂର୍ତି

The Independence:two-daughters-and-two-young-sisters-shyam-sunder-nishad-family-broken-lakhimpur-kheri-violence

ଦୁଇ ଛୋଟ ଝିଅ ବାପା-ବାପା କହି କାନ୍ଦୁଛନ୍ତି, ବୃଦ୍ଧ ପିତାଙ୍କ ଲୁହ ବନ୍ଦ ହେଉ ନାହିଁ, ବିଜେପି କର୍ମୀ ଶ୍ୟାମ ସୁନ୍ଦର ନିଷାଦଙ୍କ ପରିବାରର କଥା, ଚାଷୀ ଆନ୍ଦୋଳନକାରୀ ମାନେ ପିଟି ପିଟି ମାରି ଦେଇଥିଲେ ଶ୍ୟାମସୁନ୍ଦରଙ୍କୁ

The Independence:Odisha-Government-Decision-to-auction-cow-from-Gosala

ଗାଈ କଣ ଭଙ୍ଗା ବସ ନା ପୁରୁଣା ଲୁହା ଯେ ସରକାର ଏହାକୁ ନିଲାମ କରିବେ? ଗାଈ କେବଳ ଏକ ପଶୁ ନୁହେଁ ବଂର ଏହା ହେଉଛି କୋଟି କୋଟି ହିନ୍ଦୁମାନଙ୍କର ପୁଜ୍ୟ

The Independence:Our-aim-is-to-convert-the-whole-world-in-to-Islam-says-Lal-Masjids-maulana

ସମ୍ପୂର୍ଣ ବିଶ୍ୱକୁ ଇସଲାମରେ ମତାନ୍ତରିତ କରିବା ମୋର ଲକ୍ଷ୍ୟ – ଲାଲ ମସଜିଦର ମୌଲାନା ଅବଦୁଲ ଅଜିଜ