ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଏଭଳି ପୂବର୍ବାନୁମାନ କରାଯାଇଛି । ଏକ୍ଜିଟ୍ ପୋଲ୍ ରିପୋର୍ଟ ଅନୁଯାୟୀ ଏଭଳି ଆକଳନ କରାଯାଇଛ ।
ଉତ୍ତରପ୍ରଦେଶରେ ସରକାର ଗଢ଼ିବ ବିଜେପି
ପଞ୍ଜାବରେ ସରକାର ଗଢ଼ିବ ଆମ୍ ଆଦ୍ମୀ ପାର୍ଟି !
ଗୋଆରେ ସରକାର ଗଢ଼ିବ ବିଜେପି !