The Independence:Indian-American-Muslim-Council-Terror-Links-Gives-Cash-Awards-To-Leftist-Journos-And-News-Portals

 ଇଣ୍ଡିଆନ ଆମେରିକାନ ମୁସଲିମ କାଉନସିଲ ହେଉଛି ଏକ ସନ୍ଦିଗ୍ଦ ସଂସ୍ଥା ଯାହା ଆମେରିକାରେ ଭାରତର ମୁସଲମାନମାନଙ୍କ ପାଇଁ କାମ କରୁଛି ବୋଲି ଦାବି କରେ । ସେମାନେ ଏବେ ଭାରତର କିଛି ସାମ୍ବାଦିକମାନଙ୍କୁ ପୁରଷ୍କାର ଦେବାରେ ଲାଗିଛନ୍ତି ଓ ସେମାନଙ୍କୁ ହାତ କରି ଭାରତରେ ମୁସଲମାନମାନେ ଅତ୍ୟାଚାର ହେଉଛନ୍ତି, ଭାରତରେ ହିନ୍ଦୁମାନେ ମୁସଲମାନମାନଙ୍କର ଅଧିକାରକୁ ଖଣ୍ଡିତ କରୁଛନ୍ତି ଏପରି ଖବର ଲେଖାଉଛନ୍ତି । 

ପୁରଷ୍କାର ତାଲିକାରେ ଯେଉଁ ଯେଉଁ ସଂସ୍ଥାମାନ ଅଛନ୍ତି ଏମାନେ ସବୁ ହେଉଛନ୍ତି ସେହି ଭଳି ଗଣମାଧ୍ୟମମାନେ ଯେଉଁମାନେ ପ୍ରତିଟି ଖବର ପାଇଁ ହିନ୍ଦୁମାନଙ୍କୁ ଭୁଲ ଦର୍ଶାନ୍ତି । ଏମିତିକି ଆତଙ୍କବାଦୀ ଆକ୍ରମଣ ଖବରକୁ ମଧ୍ୟ ଆନ୍ଦୋଳନ ଶବ୍ଦର ବ୍ୟବହାର କରିଥାଆନ୍ତି । ନ୍ୟୁଜ ଲଣ୍ଡ୍ରି, କାରଭାନ, ନ୍ୟୁଜ ମିନଟ, ସ୍କ୍ରୋଲ ଭଳି ସଂସ୍ଥାମାନଙ୍କୁ ପୁରଷ୍କାର ମିଳୁଛି । 

ଦେଶରେ ପ୍ରଚଳିତ ନିୟମାନୁସାରେ କୌଣସି ଗଣମାଧ୍ୟମ ଓ ଏହାର ସାମ୍ବାଦିକମାନେ କୌଣସି ବିଦେଶି ସଂସ୍ଥାଠାରୁ ଅର୍ଥ ଆଣିପାରିବେ ନାହିଁ । ବିଦେଶୀ ଅନୁଦାନ ନିୟନ୍ତ୍ରନ ଆଇନ ୨୦୧୦ର ଧାରା ୩(୧) ଅନୁସାରେ ଏହା ବେଆଇନ । 

ଇଣ୍ଡିଆନ ଆମେରିକାନ ମୁସଲିମ କାଉନସିଲର ଭାରତ ବିରୋଧୀ କାର୍ଯ୍ୟଧାରା ଭାରତ ସରକାରଙ୍କର ଅବଗତରେ ରହିଛି । ଆଗରୁ ଜାନୁୟାରୀ ମାସ ୨୭ ତାରିଖରେ କେନ୍ଦ୍ରୀୟ ମନ୍ତ୍ରୀ ମୁକ୍ତାର ଆବାସ ନକଭି ଇଣ୍ଡିଆନ ଆମେରିକାନ ମୁସଲିମ କାଉନସିଲର ପାକିସ୍ତାନର ଆତଙ୍କବାଦ ସଙ୍ଗଠନ ଆଇଏସଆଇ ଓ କେରଳ ପିଏଫଆଇ ସହିତ ସର୍ମ୍ପକ ରହିଛି ବୋଲି କହିଥିଲେ । ଆଗରୁ ଇଣ୍ଡିଆନ ଆମେରିକାନ ମୁସଲିମ କାଉନସିଲର ଟ୍ୱିଟର ଆକାଉଂଟରେ ମୁସଲମାନମାନଙ୍କ ଉପରେ ଆକ୍ରମଣ ହେଉଥିବାର ଅନେକ ମିଥ୍ୟା ଭିଡିଓ ସେଆର କରାଯାଇଥିଲା । ଯାହାକୁ ପରେ ଭାରତ ସରକାରଙ୍କର ଆପତି ପରେ ଏହାକୁ ଟ୍ୱିଟର ପକ୍ଷ୍ୟରୁ ହଟାଇ ଦିଆଯାଇଥିଲା । ଏବେ ଦେଖିବାକୁ ବାକି ରହିଲା ଯେ ପୁରଷ୍କାର ପାଇଥିବା ଓ ଆର୍ଥୀକ ସୁବିଧା ନେଇଥିବା ଗଣମାଧ୍ୟମର ପ୍ରତିନିଧିମାନଙ୍କ ଉପରେ ଭାରତ ସରକାରଙ୍କର ଆଭିମୁଖ୍ୟ କଣ ରହୁଛି । 

Author Image

Independence News

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ