The Independence:Indian-American-Muslim-Council-Terror-Links-Gives-Cash-Awards-To-Leftist-Journos-And-News-Portals

 ଇଣ୍ଡିଆନ ଆମେରିକାନ ମୁସଲିମ କାଉନସିଲ ହେଉଛି ଏକ ସନ୍ଦିଗ୍ଦ ସଂସ୍ଥା ଯାହା ଆମେରିକାରେ ଭାରତର ମୁସଲମାନମାନଙ୍କ ପାଇଁ କାମ କରୁଛି ବୋଲି ଦାବି କରେ । ସେମାନେ ଏବେ ଭାରତର କିଛି ସାମ୍ବାଦିକମାନଙ୍କୁ ପୁରଷ୍କାର ଦେବାରେ ଲାଗିଛନ୍ତି ଓ ସେମାନଙ୍କୁ ହାତ କରି ଭାରତରେ ମୁସଲମାନମାନେ ଅତ୍ୟାଚାର ହେଉଛନ୍ତି, ଭାରତରେ ହିନ୍ଦୁମାନେ ମୁସଲମାନମାନଙ୍କର ଅଧିକାରକୁ ଖଣ୍ଡିତ କରୁଛନ୍ତି ଏପରି ଖବର ଲେଖାଉଛନ୍ତି । 

ପୁରଷ୍କାର ତାଲିକାରେ ଯେଉଁ ଯେଉଁ ସଂସ୍ଥାମାନ ଅଛନ୍ତି ଏମାନେ ସବୁ ହେଉଛନ୍ତି ସେହି ଭଳି ଗଣମାଧ୍ୟମମାନେ ଯେଉଁମାନେ ପ୍ରତିଟି ଖବର ପାଇଁ ହିନ୍ଦୁମାନଙ୍କୁ ଭୁଲ ଦର୍ଶାନ୍ତି । ଏମିତିକି ଆତଙ୍କବାଦୀ ଆକ୍ରମଣ ଖବରକୁ ମଧ୍ୟ ଆନ୍ଦୋଳନ ଶବ୍ଦର ବ୍ୟବହାର କରିଥାଆନ୍ତି । ନ୍ୟୁଜ ଲଣ୍ଡ୍ରି, କାରଭାନ, ନ୍ୟୁଜ ମିନଟ, ସ୍କ୍ରୋଲ ଭଳି ସଂସ୍ଥାମାନଙ୍କୁ ପୁରଷ୍କାର ମିଳୁଛି । 

ଦେଶରେ ପ୍ରଚଳିତ ନିୟମାନୁସାରେ କୌଣସି ଗଣମାଧ୍ୟମ ଓ ଏହାର ସାମ୍ବାଦିକମାନେ କୌଣସି ବିଦେଶି ସଂସ୍ଥାଠାରୁ ଅର୍ଥ ଆଣିପାରିବେ ନାହିଁ । ବିଦେଶୀ ଅନୁଦାନ ନିୟନ୍ତ୍ରନ ଆଇନ ୨୦୧୦ର ଧାରା ୩(୧) ଅନୁସାରେ ଏହା ବେଆଇନ । 

ଇଣ୍ଡିଆନ ଆମେରିକାନ ମୁସଲିମ କାଉନସିଲର ଭାରତ ବିରୋଧୀ କାର୍ଯ୍ୟଧାରା ଭାରତ ସରକାରଙ୍କର ଅବଗତରେ ରହିଛି । ଆଗରୁ ଜାନୁୟାରୀ ମାସ ୨୭ ତାରିଖରେ କେନ୍ଦ୍ରୀୟ ମନ୍ତ୍ରୀ ମୁକ୍ତାର ଆବାସ ନକଭି ଇଣ୍ଡିଆନ ଆମେରିକାନ ମୁସଲିମ କାଉନସିଲର ପାକିସ୍ତାନର ଆତଙ୍କବାଦ ସଙ୍ଗଠନ ଆଇଏସଆଇ ଓ କେରଳ ପିଏଫଆଇ ସହିତ ସର୍ମ୍ପକ ରହିଛି ବୋଲି କହିଥିଲେ । ଆଗରୁ ଇଣ୍ଡିଆନ ଆମେରିକାନ ମୁସଲିମ କାଉନସିଲର ଟ୍ୱିଟର ଆକାଉଂଟରେ ମୁସଲମାନମାନଙ୍କ ଉପରେ ଆକ୍ରମଣ ହେଉଥିବାର ଅନେକ ମିଥ୍ୟା ଭିଡିଓ ସେଆର କରାଯାଇଥିଲା । ଯାହାକୁ ପରେ ଭାରତ ସରକାରଙ୍କର ଆପତି ପରେ ଏହାକୁ ଟ୍ୱିଟର ପକ୍ଷ୍ୟରୁ ହଟାଇ ଦିଆଯାଇଥିଲା । ଏବେ ଦେଖିବାକୁ ବାକି ରହିଲା ଯେ ପୁରଷ୍କାର ପାଇଥିବା ଓ ଆର୍ଥୀକ ସୁବିଧା ନେଇଥିବା ଗଣମାଧ୍ୟମର ପ୍ରତିନିଧିମାନଙ୍କ ଉପରେ ଭାରତ ସରକାରଙ୍କର ଆଭିମୁଖ୍ୟ କଣ ରହୁଛି । 

Author Image

Independence News

Recent Posts

The Independence:vegetarian-in-world

ବିଶ୍ୱରେ ଶାକାହାର

The Independence:Rajasthan-Shakeel-Nasir-among-3-arrested-for-beating-a-tribal-man-to-death-over-drawing-water-from-a-tube-well-booked-under-SCST-Act

ରାଜସ୍ଥାନ: ଟ୍ୟ।ପରୁ ପାଣି ନେବାରୁ ଜଣେ ଆଦିବାସୀଙ୍କୁ ପିଟି ପିଟି ହତ୍ୟା କଲେ ସକିଲ, ନାସିର

The Independence:Dhamanagar-Byeelection-Odisha-Politics

ଧାମନଗର ଉପନର୍ବାଚନର ସନ୍ଦେଶ

The Independence:Hyderabad-FIR-Registered-Against-Christian-Family-Who-Had-Abused-Hindus-For-Making-Rangoli-On-Diwali

ଦିପାବଳୀ ରଙ୍ଗୋଲି କରିବାରୁ ହିନ୍ଦୁ ପରିବାରଙ୍କୁ ଆକ୍ରମଣ କରିଥିବା ଖ୍ରୀଷ୍ଟିଆନଙ୍କ ଉପରେ ପୋଲିସରେ ମୋକଦ୍ଦମା

The Independence:Delhi-Bajrang-Dal-worker-Nitesh-dies-after-he-was-beaten-by-Ufiza-Adnan-and-Abbas-3-days-ago-police-deny-communal-angle

ଦିଲ୍ଲୀ : ବଜରଙ୍ଗ ଦଳରେ କାମ କରୁଥିବାରୁ ନିତେଶଙ୍କୁ ହତ୍ୟା କରିଲେ ୟୁଫିଜା, ଆଦନାନ ଓ ଆବାସ, ହତ୍ୟାକାରୀଙ୍କୁ ଗିରଫ କରୁନାହିଁ ପୋଲିସ

The Independence:The-News-Bangla-editor-Manab-Guha-arrested-by-Kolkata-police-after-he-covered-Mominpur-anti-Hindu-pogrom

ପଶ୍ଚିମବଙ୍ଗ: ହିନ୍ଦୁମାନଙ୍କ ଉପରେ ଆକ୍ରମଣର ଖବର ପ୍ରକାଶିତ କରିବାରୁ ସାମ୍ବାଦିକଙ୍କୁ ଗିରଫ କରିଲା ପୋଲିସ

The Independence:DMK-Doesnt-Wish-For-Deepavali-Old-Video-Of-DMK-MP-A-Raja-Derogating-Hindu-Festival-Resurfaces

ତାମିଲନାଡୁ: କାହିଁକି ଡିଏମକେ ଚାହେଁନି ଦିପାବଳୀ ପାଳନ, ସାଂସଦ ଏ ରାଜାଙ୍କର ପୁରୁଣା ଭିଡିଓ ଭାଇରାଲ

The Independence:Battle-of-Haifa-in-the-First-World-War-and-the-bravery-of-Indian-soldiers

ପ୍ରଥମ ବିଶ୍ୱଯୁଦ୍ଧର ହାଇଫା ଯୁଦ୍ଧ ଯେଉଁଥିରେ ଭାରତୀୟ ସୈନିକ ଦେଖାଇଥିଲେ ବିରତ୍ୱ

The Independence:Dhamanagar-Bye-Election

ଧାମନଗର ଉପନର୍ବାଚନର ପାଣିପାଗ

The Independence:Aam-Adami-Party-Anti-Hindu-Agenda

ଆମ ଆଦମି ପାର୍ଟିର ହିନ୍ଦୁ ବିରୋଧୀ ଏଜେଣ୍ଡା

The Independence:India-Foreign-Policy

ସମରକନ୍ଦର ସନ୍ଦେଶ

The Independence:Pollution-in-Space-Opinion

ମହାକାଶରେ ମଇଳା

The Independence:Love-jihad-in-West-Bengal-Seikh-Raja-raped-murdered-girlfriend-Rubi-Kumari

ପଶ୍ଚିମବଙ୍ଗରେ ଲଭ ଜିହାଦ ରୁବି କୁମାରୀଙ୍କୁ ବଳାତ୍କାର ପରେ ହତ୍ୟା କଲା ପ୍ରମିକ ଶେଖ ରାଜା

The Independence:Pakistan-Jindabad-Slogan-Odisha-Bhubaneswar

ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଉଠିଲା ପାକିସ୍ତାନ ଜିନ୍ଦାବାଦ ନାରା, ପୋଲିସରେ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ, ଅଭିଯୋଗ ଉଠାଇବା ପାଇଁ ଓଲଟା ଧମକ

The Independence:Unhealthy-India

ଅସୁସ୍ଥ ଭାରତର ଭବିଷ୍ୟତ

The Independence:Hyderabad-2-burqa-clad-women-held-for-vandalizing-Goddess-Durga-idol-in-Durga-Puja-Pandal

ହାଇଦ୍ରାବାଦ ବୁର୍ଖା ପିନ୍ଧା ମହିଳାଙ୍କ ଘୃଣ୍ୟ କାମ, ମେରି ଖ୍ରୀଷ୍ଟଙ୍କ ମୃତି ଭାଙ୍ଗିଲା ପରେ ଦୁର୍ଗାଙ୍କ ମୃତି ଭାଙ୍ଗିବା ପାଇଁ ଆସି ଧରାପଡିଲେ

The Independence:Assam-Anjali-Biswas-was-brutally-stabbed-by-Rafiq-Ali-for-refusing-marriage-proposal

ଆସାମ: ବିବାହ କରିବା ପାଇଁ ମନା କରିଦେବାରୁ ଅଂଜଳି ବିଶ୍ୱାସଙ୍କୁ ଛୁରି ମାରିଲା ରଫିକ ଅଲ୍ଲି

The Independence:Rise-of-Nationalism-in-Europe-Stop-Islamisation

ଦୋ’ଛକିରେ ୟୁରୋପ

The Independence:Nexus-and-Minority-appeasement-Waqf-and-Congress

କଂଗ୍ରେସ ଓ ଓାକଫ ବୋର୍ଡର ନାପାକ ଯୁଗଳ ବନ୍ଦୀ

The Independence:National-Logistics-Policy-of-India-Shaping-Logistics-of-Future

ରାଷ୍ଟ୍ରୀୟ ବସ୍ତୁ ପରିବହନ ନୀତି

The Independence:Justice-For-Aditya-15-year-old-Aditya-Tiwari-stabbed-to-death-Taif-Khan-absconding-Bihar-News

ଯେଉଁ ଖବରରେ ଲିବେରାଲ ଲୁହ ବୁହାନ୍ତି ନାହିଁ କି ଗଣମାଧ୍ୟମ ଦେଖାଏ ନାହିଁ, ୧୫ ବର୍ଷର ଆଦିତ୍ୟ ତିଓାରିକୁ ଛୁରି ମାରି ହତ୍ୟା, ହତ୍ୟାକାରୀ ତୈଫ ଖାନ ଫେରାର

The Independence:British-Hindus-protest-The-Guardians-fake-news-against-India--Hindus

ଦି ଗାର୍ଜିଆନର ହିନ୍ଦୁ ବିରୋଧୀ ନୀତି ବିରୋଧରେ ଲଣ୍ଡନରେ ବିକ୍ଷୋଭ

The Independence:Navratri-Dharmic-festival-not-a-cultural-one-so-if-idol-worship-for-you-is-a-sin-maybe-dont-insist-in-coming-for-garba

ନବରାତ୍ରୀ ଏକ ଧାର୍ମୀକ ଉସ୍ତ୍ରବ, ଯେଉଁମାନେ କେବଳ ଗରବାକୁ ନାଚିବା, ମୌଜ, ମସ୍ତି ପାଇଁ ଯାଉଛନ୍ତି, ଦେବୀଙ୍କୁ ପୂଜା କରୁନାହାନ୍ତି କି ପ୍ରସାଦ ଖାଉନାହାନ୍ତି ସେମାନେ ନଗଲେ ଭଲ

The Independence:Unveiled-and-rising-up-How-protests-in-Iran-cut-to-the-heart-of-national-identity

ହିଜାବର ହୋଲି

The Independence:Operation-Octopus-NIA-Raids-Banned-PFI

ଅପରେସନ ଅକ୍ଟୋପସ