The Independence:Javed-Akhtar-RSS-Taliban-NDTV-Interview

ଘରୋଇ ଟିଭି ଚ୍ୟାନେଲ ଏନଡିଟିଭି ଯାହା ସବୁବେଳେ କିଛି ବିଶେଷ ପ୍ରଜାତିର ଲୋକଙ୍କର ସାକ୍ଷାତକାର ନିଏ, ଏବେ ଜାଭେଦ ଅଖତାର ଚାଚାଙ୍କର ସାକ୍ଷାତକାର ନେଇଥିଲା । ଏହି ସାକ୍ଷାତକାରରେ ଜାଭେଦ ଅଖତାର ( Javed Akhtar ) ଅନେକ ବିବାଦୀୟ ବୟାନ ଦେଇ ଫସିଛନ୍ତି । ଚାଚା କହୁ କହୁ କହିଦେଲେ ଯେ ରାଷ୍ଟ୍ରୀୟ ସ୍ୱୟଂ ସେବକ ( RSS ) ଏବଂ ତାଲିବାନ ( Taliban ) ଭିତରେ ବିଶେଷ କିଛି ଫରକ ନାହିଁ । ଭାରତରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ଆଗାମୀ ଦିନରେ ତାଲିବାନର ସାହାଯ୍ୟ ବି ନେଇପାରେ ବୋଲି ଜାଭେଦ ଅଖତାର କହିଛନ୍ତି । ତାଲିବାନ ମାନେ ଦକ୍ଷିଣପନ୍ଥୀ ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ମଧ୍ୟ ଦକ୍ଷିଣପନ୍ଥୀ, ଉଭୟ ମହିଳାମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ ବୋଲି ଜାଭେଦ କହିଛନ୍ତି । 

ନାଗରିକ ସଂଶୋଧନ ଆଇନ ( Citizen Amendment Act ) ଆସିବା ପରେ ହୋଇଥିବା ଦିଲ୍ଲୀ ଦଙ୍ଗାରେ ( Delhi Riots ) ଯେତେବେଳେ ଦିଲ୍ଲୀ ପୋଲିସ ତଦନ୍ତ କରି ଦଙ୍ଗାରେ ସମ୍ପୃକ୍ତି ଥିବା ତାହିର ହୁସେନଙ୍କୁ ଅଟକ ରଖିଥିଲା, ସେତେବେଳେ ତାହିର ସପକ୍ଷରେ ବାହାରିଥିଲେ ଚାଚା ଜାଭେଦ । ଦିଲ୍ଲୀ ଦଙ୍ଗାରେ ୪୩ ଜଣ ଲୋକଙ୍କର ଜୀବନ ଯାଇଥିଲା ହେଲେ ଜାଭେଦଙ୍କୁ ତାହିର ହୁସେନଙ୍କର ( Tahir Hussain ) ଗିରଫଦାରି ଟା ବେଶି ବାଧିଲା । କାରଣ ତାହିର ଥିଲା ଜାଭେଦଙ୍କର ସମାନ ରିଲିଜିଅନର ଲୋକ । ମୁସଲମାନ ହୋଇଥିବାରୁ ତାହିରଙ୍କୁ ଗିରଫଦାରୀ କରାଗଲା ବୋଲି କହି ସାରା ଦେଶର ଲୋକଙ୍କର ସମାଲୋଚନାର ଶୀକାର ହୋଇଥିଲେ । ଖାଲି ସେତିକି ନୁହେଁ ଯେତେବେଳେ ଭାରତରେ ପାକିସ୍ତାନର ଆତଙ୍କବାଦୀ ଆକ୍ରମଣ ହୋଇଥିଲା ଓ ପାକିସ୍ତାନ କଳାକାରଙ୍କୁ ଭାରତରେ ବ୍ୟାନ କରିବା ପାଇଁ ଦାବି ଉଠିଥିଲା ସେତେବେଳେ ଜାଭେଦ ଅଖତାର ପାକିସ୍ତାନ କଳାକାରଙ୍କ ପାଇଁ ବାହାରିଥିଲେ । କଳାର ଧର୍ମ ନାହିଁ ବୋଲି ସେତେବେଳେ ସେ କହିଥିଲେ ।

ନାଗରିକ ସଂଶୋଧନ ଆଇନ ବିରୋଧରେ ମୁମ୍ବାଇରେ ହେଉଥିବା ବିରୋଧ ପଦର୍ଶନରେ ଜାଭେଦ ଅଖତାରଙ୍କ ପୁଅ ଫରାହନ ଅଖତାର ( Farhan Akhtar ) ଭାଗ ନେଇଥିଲେ । ଯେତେବେଳେ ସେହି ଆଇନରେ କଣ ଅଛି ବୋଲି ଗଣମାଧ୍ୟମର ପ୍ରତିନିଧିମାନେ ଫରାହନଙ୍କୁ ପଚାରିଥିଲେ, ବାବୁ ଫରହାନ କହିଥିଲେ, “ସମସ୍ତେ ଆସିଛନ୍ତି ବୋଲି ସେ ଆସିଛନ୍ତି । ସେ ଆଇନ ବିଷୟରେ କିଛି ଜାଣିନାହାନ୍ତି । ସେ କେବଳ ଏତିକି ଜାଣିଛନ୍ତି ମୁସଲମାନଙ୍କ ବିରୋଧରେ ଏହି ଆଇନ ଆସିଛି ।” ତେଣୁ ଏହି ବାପ ପୁଅଙ୍କର ମାନସିକତାକୁ ତର୍ଜମା କରିବାର ଆବଶ୍ୟକତା ରହିଛି ।

ଜାଭେଦ ଅଖତାର ଜାଣିନାହାନ୍ତି ଯେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ସାରା ଦେଶରେ କିପରି ସେବା କାମ କରେ । କିପରି ବନ୍ୟା, ବାତ୍ୟା, ଭୁମିକମ୍ପ ବେଳେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ସ୍ୱଂୟ ସେବକ ମାନେ ଲୋକମାନଙ୍କ ପାଖରେ ଠିଆ ହୁଅନ୍ତି । ସେତେବେଳେ ସେମାନେ ନା ଲୋକଙ୍କର ଧର୍ମ ଦେଖନ୍ତି ନା ଜାତି ଦେଖନ୍ତି । ରାଷ୍ଟ୍ରୀୟ ସ୍ୱୟଂ ସେବକର ଆଦର୍ଶରେ ଅନୁପ୍ରାଣିତ ହୋଇ ସାରା ଦେଶରେ ଲକ୍ଷ ଲକ୍ଷ ସ୍ୱଂୟ ସେବକ ମାନେ ବିଭିନ୍ନ କ୍ଷେତ୍ରରେ ନିଜ ଜୀବନକୁ ଦେଶ ଓ ସମାଜ ପାଇଁ ସମର୍ପି ଦେଇଛନ୍ତି । କିନ୍ତୁ ଅପରପକ୍ଷରେ ତାଲିବାନମାନେ ବନ୍ଧୁକ ମୁନରେ, ସେହି ନିଜ ଧର୍ମର ଲୋକଙ୍କୁ ମାରି, ନିଜ ଦେଶର ନାଗରିକଙ୍କୁ ମାରି ଶାସନକୁ ଆସିଛନ୍ତି । ସେମାନଙ୍କର ଲକ୍ଷ୍ୟ କେବଳ ଗୋଟିଏ ତାହା ହେଉଛି ଆଲ୍ଲାଙ୍କ ସରିଆ ଆଇନର ସ୍ଥାପନା କରିବା, ମହିଳାମାନଙ୍କୁ ଉପଭୋଗ କରିବା ଇତ୍ୟାଦି । କିନ୍ତୁ ଜାଭେଦ ଚାଚା ସେସବୁର ଅନ୍ତରକୁ ବୁଝୁନାହାନ୍ତି, କାରଣ ଚାଚାଙ୍କର ଚଷମା ସବୁବେଳେ ନେଳିଆ ।

Author Image

The Independence

RELATED NEWS

0 Comments

leave a comment




Recent Posts

The Independence:Chhattisgarh-Raipur-municipality-Ganesh-Idols-in-garbage-truck-for-visarjan

ରାୟପୁରରେ ବର୍ଜ୍ୟବସ୍ତୁ ବାହନରେ ବୁହା ହେଲେ ଗଣେଶ, ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ

The Independence:Situation-of-Afghanistan-After-Taliban-capture-Drinking-Water-one-litre-three-thousands

ତାଲିବାନ ଅଧିକାରର ମାସକ ପରେ କଣ ରହିଛି ଆଫଗାନିସ୍ତାନର ସ୍ଥିତି ? ପାଣି ବୋତଲର ଦାମ ହେଲାଣି ତିନି ହଜାର ଟଙ୍କା, ଶାଗ ମାଛ ଦରରେ ଘର ଜିନିଷ ବିକୁଛନ୍ତି ଆଫଗାନୀ

The Independence:

ଯେଉଁ ଜାତି ନିଜ ଇତିହାସ ଓ ପରମ୍ପରାକୁ ଭୁଲି ଯାଏ, ସେହି ଜାତି ନିଜର ଭୂଗୋଳକୁ ରକ୍ଷା କରି ପାରି ନ ଥାଏ – ଯୋଗୀ ଆଦିତ୍ୟନାଥ

The Independence:Mob-Lynching-Deadly-attack-on-Dalit-Hindu-Youth-by-Minority-Violent-Mobs-in-Rajsthan

ରାଜସ୍ଥାନରେ ଦଳିତ ଯୁବକଙ୍କୁ ବିଶେଷ ସଂପ୍ରଦାୟ ଲୋକଙ୍କ ଦ୍ୱାରା ମବ ଲିଂଚି, ତିନି ଦିନ ପରେ ଶେଷରେ ଆଖି ବୁଜିଲା ଯୋଗେଶ

The Independence:Bangladesh-Islamists-destroy-Durga-Maa-Idols-Islamists-Fundamentalist-Attack-Hindu

ବଙ୍ଗଳାଦେଶରେ ପୁଣି ଥରେ ଇସଲାମୀ ଶକ୍ତିଙ୍କ ଆକ୍ରମଣ, ଦୂର୍ଗାପୁଜା ପାଇଁ ନିର୍ମାଣାଧୀନ ମା ଦୁର୍ଗାଙ୍କ ମୂର୍ତିକୁ ଭାଙ୍ଗିଲେ, ଭୟର ବାତାବରଣରେ ବଙ୍ଗଳାଦେଶୀ ହିନ୍ଦୁ

The Independence:Idols-constructed-for-Durga-Puja-vandalized-in-Bangladesh-Every-year-happening

Idols of Maa Durga constructed for Durga Puja vandalized in Bangladesh, every year repeats

The Independence:

ଘର ଭିତରେ ଚୀନ ରାଷ୍ଟ୍ରପତି ଜିନ ପିଙ୍ଗ, ୬୦୦ ଦିନ ମଧ୍ୟରେ କରି ନାହାନ୍ତି କୌଣସି ଯାତ୍ରା, କାରଣ କଣ ?

The Independence:Yogi-Adityanath-Cow-Slaughter-Cow-Protections

ଯୋଗୀ ସରକାରରେ ଗୋହତ୍ୟାକାରୀଙ୍କୁ କ୍ଷମା ନାହିଁ, ୧୭ ହଜାରରୁ ଉର୍ଧ ଗୋହତ୍ୟାକାରୀଙ୍କୁ ପଠାଗଲାଣି ଜେଲ, ଗୋଚାଳାଣକାରୀ ଥରହର

The Independence:Time-will-come-when-Article-370-35A-will-be-reinstated-Jammu-Kashmir-Mehbooba-Mufti

ପୁଣି ମେହବୁବା ମୁଫତି ଦେଖିଲେ ଦିବାସ୍ୱପ୍ନ, ଭବିଷ୍ୟତରେ ନିଶ୍ଚିତ ଭାବେ କାଶ୍ମୀରରେ ଲାଗୁହେବ ଅନୁଚ୍ଛେଦ ୩୭୦

The Independence:Rohingya-Jihadi-network-in-Assam-arrest-of-Indian-handlers-of-Rohingya-Case-transferred-to-NIA

ଦେଶରେ ରୋହିଙ୍ଗିଆ ନେଟବର୍କ ତିଆରି ପାଇଁ ବଡ ଷଡଯନ୍ତ୍ର, ରୋହିଙ୍ଗିଆଙ୍କ ପାଇଁ କାମ କରୁଥିବା ଲୋକ ଆସାମରେ ଗିରଫ ପରେ ବଡ ଖୁଲାସା, ମାମଲାର ତଦନ୍ତ ଭାର ଏନଆଇଏକୁ ଦିଆଗଲା

The Independence:Wasif-Jaffer-Stands-for-Pakistan-Cricket-Team-criticizes-England-Cricket-Board

ପୁଣି ବିବାଦ ଘେରରେ ଓଡିଶା କ୍ରିକେଟ ଟିମର କୋଚ ବାସିମ ଜାଫର, ପାକିସ୍ତାନ କ୍ରିକେଟ ବୋର୍ଡର ସମର୍ଥନରେ ଦେଲେ ବକ୍ତବ୍ୟ, ଇଂଲଣ୍ଡ କ୍ରିକେଟ ବୋର୍ଡକୁ ସମାଲୋଚନା

The Independence:Narcotics-Jihad-Odisha-Brown-Sugar

ଓଡିଶାରେ ହେଉଛି କି ନାକ୍ରୋଟିକସ ଜିହାଦ?

The Independence:Rashtra-Sevika-Samiti-Durga-Bahini

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ହିନ୍ଦୁତ୍ୱ ବିଚାରରେ ଅନୁପ୍ରାଣୀତ ମହିଳା ସଙ୍ଗଠନଙ୍କର ସେବା କାମ

The Independence:Why-How-Rahul-Gandhi-Choose-Navjot-Singh-Siddhu-Over-Captain-Amarinder-Singh

ପୁରୁଣା କ୍ୟାପଟେନଙ୍କ ଅପେକ୍ଷା ନୁଆ ଓପନର ସିଦ୍ଧୁ କାହିଁକି ରାହୁଲଙ୍କ ଗୁଡବୁକରେ? ଭାରତୀୟ ସେନା ପ୍ରତି ସମର୍ଥନ, ପାକିସ୍ତାନ ପ୍ରତି କଡା ବିରୋଧ ଅମରିନ୍ଦରଙ୍କୁ ପଡିଲାକି ମହଙ୍ଗା ?

The Independence:Kerala-Muslims-Protests-Narcotics-Jihad-Bishop

ବିଶପଙ୍କ ନାର୍କୋଟିକ୍ସ ଜିହାଦ ବକ୍ତବ୍ୟକୁ ଇସଲାମୀ ସଂସ୍ଥାର ବିରୋଧ, ଘର ସାମନାରେ ବିରୋଧ ପ୍ରଦର୍ଶନ, ବିଶପଙ୍କ ସମର୍ଥନରେ ଖ୍ରିଷ୍ଟିଆନ ଓହ୍ଲାଇଲେ ରାସ୍ତାକୁ

The Independence:Why-Dismantling-Hindutva-Organised-during-Taliban-Terrorism

ସାରା ବିଶ୍ୱ ତାଲିବାନର ଇସଲାମ ଆତଙ୍କବାଦକୁ ସମାଲୋଚନା କରୁଥିଲା ବେଳେ କାହିଁକି କରାଗଲା “ ଡିସମେଂଟଲାଙ୍ଗି ଗ୍ଲୋବାଲ ହିନ୍ଦୁତ୍ୱ”?

The Independence:Durga-Puja-Idol-Height-Restrictions-Odisha-Government

ଦୁର୍ଗା ମାଙ୍କର ଉଚ୍ଚତା ମାପିବେ ସରକାର?

The Independence:Rahul-Gandhi-Yogi-Adityanath-UP-Election-Fight-BJP-Congress

ରାହୁଲ ଗାନ୍ଧୀଙ୍କ ଫୁଲ ଟସରେ ଯୋଗୀ ଆଦିତ୍ୟ ନାଥ ମାରିଲେ ଛକା, କହିଲେ, “ଅପରାଧୀଙ୍କ ସାମ୍ରାଜ୍ୟ ଉପରେ ବୁଲଡୋଜର ଚଳାଇବା ଅନବରତ ଜାରୀ ରହିବ”

The Independence:Periyar--Dravida-Nadu-Separate-Country-Tamilnadu-Freedom-Fighter-Controversial

ସ୍ୱାଧୀନତା ଦିବସକୁ କଳା ଦିବସ କହୁଥିବା, ଅଲଗା ଦ୍ରାବିଡ ଦେଶ ଦାବି କରୁଥିବା ପେରିୟାରଙ୍କ ନାଁ ସ୍ୱାଧୀନତା ସଂଗ୍ରାମୀ ତାଲିକାରେ

The Independence:Yogi-Adityanath-Ram-Mandir-Taliban-Fired-on-Kara-sevak-UP-Election

ରାମ ଭକ୍ତଙ୍କ ଉପରେ ଗୁଳି ଚଳାଇବା ତାଲିବାନୀ ମାନସିକତା : ତୁଷ୍ଚିକରଣ ରାଜନୀତି ଉପରେ ଯୋଗୀ ଆଦିତ୍ୟନାଥଙ୍କ କଡା ପ୍ରହାର

The Independence:Yogi-Aditya-Nath-Azam-Khan

ବିବାଦୀୟ ନେତା ଆଜମ ଖାନକୁ ଯୋଗୀ ସରକାରଙ୍କ ବଡ ଝଟକା

The Independence:Seva-Bharati-hands-over-newly-constructed-houses-to-Bhiansa-victims

ତେଲେଙ୍ଗାନା ଭାଇସ୍ନା ଦଙ୍ଗାରେ ବାସହରା ହୋଇଥିବା ପରିବାରଙ୍କର ଘର ନିର୍ମାଣ କରିଲା ସେବା ଭାରତୀ

The Independence:Uttar-Pradesh-Government-declares-10-sq-km-area-Mathura-Vrindavan-teerth-sthal

ଯୋଗୀ ସରକାରଙ୍କ ବଡ ନିଷ୍ପତି, ମଥୁରା- ବୃନ୍ଦାବନର ଶ୍ରୀକୃଷ୍ଣ ଜନ୍ମସ୍ଥଳୀର ୧୦ ବର୍ଗ କିମିକୁ ତୀର୍ଥ କ୍ଷେତ୍ର ଘୋଷଣା

The Independence:Kerala-bishop-claims-Muslims-have-launched-narcotics-jihad

ଲଭ ଜେହାଦ ସହ ଏବେ ନାର୍କୋଟିକ୍ସ ଜେହାଦ, କେରଳରେ ଅଣ ମୁସଲମାନ ଯୁବକ-ଯୁବତୀଙ୍କୁ କରାଯାଉଛି ଟାର୍ଗେଟ

The Independence:Know-About-Some-Unique-Idols-of-Lord-Ganseh

Know About Some Unique Idols of Lord Ganseh