ଭାରତର ସାଧାରଣତନ୍ତ୍ର ଦିବସ ଅବସରରେ ଶୁଭେଛା ଜଣାଇଛନ୍ତି ପ୍ରସିଦ୍ଧ କ୍ରିକେଟର ଜଣ୍ଟି ରୋଡସ, କ୍ରିସ ଗାଏଲ । ପ୍ରଧାନମନ୍ତ୍ରୀ ସେମାନଙ୍କୁ ଲେଖିଥିବା ଚିଠିରେ ଧନ୍ୟବାଦ ଜଣାଇ ସେମାନେ ଭାରତକୁ ସେମାନଙ୍କର ପ୍ରିୟ ଦେଶ ବୋଲି କହିଛନ୍ତି । ଭାରତୀୟମାନଙ୍କ ଭଲ ପାଇବା ସେମାନଙ୍କ ପାଇଁ ସବୁବେଳେ ସ୍ୱତନ୍ତ୍ର ବୋଲି ସେମାନେ କହିଛନ୍ତି ।