The Independence:LARGE-SCALE-VIOLENCE-AGAINST-HINDUS-IN-BANGLADESH

ଦଶହରା ଓ ଦୂର୍ଗାପୁଜା ଦିନ ବଙ୍ଗଳାଦେଶର ନୋଆଖାଲୀ ଠାରେ ମୁସଲମାନ ମାନେ ଇସ୍କନ ମନ୍ଦିର ଉପରେ ଆକ୍ରମଣ କରି ମନ୍ଦିର ଭିତରେ ଥିବା ମୂର୍ତି ଗୁଡିକୁ ଭାଙ୍ଗି ଦେଇଛନ୍ତି ।

କୁହା ଯାଉଛି ଯେ ଶୁକ୍ରବାର ନମାଜ ପରେ ହଠାତ ପାଂଚ ଶହରୁ ଉର୍ଧ ମୁସଲମାନ ମାନେ ସେଠାରେ ପହଂଚିଥିଲେ ଓ ମନ୍ଦିର ଉପରେ ଆକ୍ରମଣ କରିଥିଲେ । ସେଠାରେ ଥିବା  ମନ୍ଦିରର ମୂର୍ତିକୁ ଭାଙ୍ଗିବା ସହ ଭକ୍ତ ମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ ।
ଇସ୍କନର ଉପାଧ୍ୟକ୍ଷ ତଥା ମୁଖପାତ୍ର ରାଧାରମଣ ଦାସ କହିଛନ୍ତି ଯେ -
ଇସ୍କନର ସାଧୁ ଓ ଭକ୍ତମାନେ ବୀରତ୍ବର ସହ ସେମାନଙ୍କର ପ୍ରତିରୋଧ କରିଥିଲେ । ଏଥିରେ ବର୍ତମାନ ସୁଦ୍ଧା ଇସ୍କନର ଦୁଇ ଜଣ   ବଳିଦାନ ଦେଇଛନ୍ତି ।  ଜଣେ 25 ବର୍ଷୀୟ ଭକ୍ତଙ୍କର ମର ଶରୀର ଶନିବାର ସକାଳୁ ନିକଟରେ ଥିବା ପୋଖରୀରୁ ମିଳିଛି । ସେ ଶୁକ୍ରବାର ଠାରୁ  ନିଖୋଜ ଥିଲେ ଷ ତାଙ୍କୁ ଏହି ଇସଲାମୀ ଆକ୍ରମଣକାରୀ ମାନେ ଅତ୍ୟନ୍ତ ବର୍ବରତାର ସହ ହତ୍ୟା କରିଛନ୍ତି । ତାଙ୍କ ଶରୀରର ଅନେକ ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ କାଟି ଦିଆଯାଇଛି ।
ଅନ୍ୟ ପକ୍ଷରେ ବଙ୍ଗଳାଦେଶର ସଂଖ୍ୟାଲଘୁ ମାନଙ୍କର ସଂଗଠନ କହିଛି ଯେ ଏହି ମୁସଲମାନ ମାନଙ୍କର ଭୀଡ ଦିନ 2ଟାରୁ 5ଟା ଯାଏ ଇସ୍କନ ମନ୍ଦିର ସମେତ ନୂଆଖାଲୀର ଅନ୍ୟ ମା ଦୁର୍ଗା ପୂଜା ମଣ୍ଡପ ଉପରେ ଆକ୍ରମଣ କରିଥିଲା । ତିନି ଘଂଟା ଧରି ସେମାନେ ଏହି କାମ କରି ଚାଲିଥିଲେ ।
ଏହି ଇସଲାମୀ ଆକ୍ରମଣକାରୀ ମାନେ ଇସ୍କନର ପ୍ରତିଷ୍ଠାତା ପ୍ରଭୁପାଦ ଭକ୍ତିବେଦାନ୍ତଙ୍କ ପ୍ରତିମୂର୍ତିକୁ ମଧ୍ୟ ଜାଳି ଦେଇଛନ୍ତି।
ନୋଆଖାଲୀ ଠାରେ 1946 ମସିହାରେ ମଧ୍ୟ ହିନ୍ଦୁ ମାନଙ୍କ ସହ ବର୍ବରତା କରାଯାଉଥିଲା ଓ 2021 ମସିହାରେ ମଧ୍ୟ ସେହି ସମାନ ସ୍ଥିତି ଲାଗି ରହିଛି ବୋଲି କହିଛି ରାଧାରମଣ ଦାସ ।

କେବଳ ଯେ ଦଶହରା ଦିନ ନୋଆଖାଲୀ ଠାରେ ହିଁ ପୂଜା ମେଢ ଓ ଇସ୍କନ ମନ୍ଦିର ଉପରେ ଆକ୍ରମଣ ହୋଇଛି ତା ନୁହେଁ । ଭାରତରେ ଯେତେବେଳେ ହିନ୍ଦୁ  ମାନେ ନବରାତ୍ରୀ ଓ  ମା ଦୁର୍ଗାଙ୍କ ପୂଜା ଓ ଆରାଧନାରେ ବ୍ୟସ୍ତ ଥିଲେ  ଠିକ ସେତିକି ବେଳେ ଦଶ ଦିନ ଧରି  ବଙ୍ଗଳାଦେଶର  ବିଭିନ୍ନ ଅଂଚଳରେ ହିନ୍ଦୁ ମାନଙ୍କ ପୂଜା ମେଢ, ମନ୍ଦିର ଉପରେ ଆକ୍ରମଣ, ଲୋକଙ୍କୁ ହତ୍ୟା ଆଦି ଘଟଣା ମାନ ଜାରୀ ରହିଥିଲା ।
ବଙ୍ଗଳାଦେଶର ଚାନ୍ଦପୁରର ହାଜିଗଂଜ ସ୍ଥିତ ରାମକୃଷ୍ଣ ମିଶନ ମନ୍ଦିର ଉପରେ ଇସଲାମୀ ଆକ୍ରମଣକାରୀ ମାନେ କିପରି ପ୍ରବେଶ କରି ଭଙ୍ଗାରୁଜା କରିଛନ୍ତି । ଚାନ୍ଦପୁର ଠାରେ ହିଁ ଇସଲାମୀ ଭୀଡ ପ୍ରବେଶ କରି ଦୁର୍ଗାପୂଜା ମେଢ ଉପରେ ଆକ୍ରମଣ କରୁଥିବା ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ବଙ୍ଗଳାଦେଶର କୋକ୍ସ ଓ କୁରିଗ୍ରାମରେ ମଧ୍ୟ ଇସଲାମୀ ଆକ୍ରମଣକାରୀ ମାନେ ମା ଦୁର୍ଗାଙ୍କ ପ୍ରତିମୂର୍ତିକୁ ଭଙ୍ଗାରୁଜା କରିଛନ୍ତି । ଚଟଗ୍ରାମରେ ମଧ୍ୟ ସେହି ସମାନ ସ୍ଥିତି ରହିଛି । ସେଠାରେ ମଧ୍ୟ ମା ଦୁର୍ଗାଙ୍କ ମୂର୍ତି ଭଙ୍ଗା ଯାଇଛି ।
ସବୁଠାରୁ ଅଧିକ କୋମିଲା ଠାରେ ହିନ୍ଦୁଙ୍କ  ଉପରେ ଆକ୍ରମଣ ହୋଇଛି ।  ସେଠାରେ 9 ଟି  ମା ଦୁର୍ଗାଙ୍କ ମେଢ ଉପରେ ଇସଲାମୀ ଆକ୍ରମଣକାରୀ ମାନେ  ଆକ୍ରମଣ କରି ଭଙ୍ଗାରୁଜା କରିଛନ୍ତି । ଏଠାରେ ବର୍ତମାନ ସୁଦ୍ଧା ତିନି ଜଣ ହିନ୍ଦୁଙ୍କୁ ମଧ୍ୟ ହତ୍ୟା କରାଯାଉଥିବା ଜଣା ପଡିଛି ।
ବଙ୍ଗଳାଦେଶର ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତିଶ୍ରୁତି ସତ୍ବେ ଏହି କାମ ବଙ୍ଗଳାଦେଶରେ ଜାରୀ ରହିଛି ।

ଏହି ଘଟଣା ପରେ ବିଶ୍ବର ମାନବିକ ଅଧିକାରର ଠିକାଦାର ସଂଗଠନ ମାନେ ନିଘୋଡ ନିଦ୍ରାରେ ଶୋଇ ଯାଇଛନ୍ତି । ୟୁଏନର ହ୍ୟୁମାନ ରାଇଟ ସଂସ୍ଥାର ମଧ୍ୟ ପତ୍ତା ନାହିଁ।  ଭାରତରେ ଯେଉଁ ମାନେ ସିଏଏକୁ ବିରୋଧ କରୁଥିଲେ, ସେମାନେ ମଧ୍ୟ ଏହି ବିଷୟରେ କିଛି କହୁ ନାହାନ୍ତି ।
 

Author Image

The Independence

RELATED NEWS

Recent Posts

The Independence:Chhattisgarh-Bastar-Illegal-Conversion-Fighter-Mahesh-Kashyap

ଛତିଶଗଡ ବସ୍ତରରେ ଧର୍ମାନ୍ତିକରଣ ବିରୋଧରେ ଲଢୁଛନ୍ତି ମହେଶ କାଶ୍ୟପ, ଶୁଣନ୍ତୁ ଆଦିବାସୀ ସଂସ୍କୃତିକୁ ନଷ୍ଟ କରିବାକୁ ଆସୁଥିବା ବିଦେଶୀ ଶକ୍ତିଙ୍କ ବିରୋଧରେ ତାଙ୍କର ସଂଘର୍ଷର କାହାଣୀ

The Independence:Anti-Hindu-Hindu-Phobic-Web-Series-Advertisements-Films

ହିନ୍ଦୁ ବିଶ୍ୱାସ ଓ ହିନ୍ଦୁ ଭାବନାକୁ ଅପମାନ ଓ ଆଘାତ ଦେବାରେ ବଡ ଭୂମିକାରେ ଫିଲ୍ମ, ଧାରାବାହିକ ଓ ଓବ ସିରିଜ

The Independence:Major-Somnath-Sharma-Balidan-Story

ମେଜର ସୋମନାଥ ଶର୍ମାଙ୍କ ବଳିଦାନର କାହାଣୀ,ହେଡକ୍ବାଟରର ପରାମର୍ଶ ସତ୍ୱେ ପଛକୁ ହଟି ନ ଥିଲେ ସୋମନାଥ ପଛକୁ ହଟିଥିଲେ ଶତ୍ରୁ ସୈନ୍ୟ ଶ୍ରୀନଗର ଯାଏ ସହଜରେ ପହଂଚି ଯାଇଥାନ୍ତା

The Independence:China-to-lose-crores-of-Rupees

ଦୀପାବଳୀରେ ଡ୍ରାଗନକୁ ଲାଗିବ ବଡ ଝଟକା, ଚୀନ ବିରୁଦ୍ଧରେ ବ୍ୟବସାୟୀ ସଂଗଠନର ବଡ ନିଷ୍ପତି, ଚୀନର ରପ୍ତାନୀକୁ ହେବ 50 ହଜାର କୋଟି ଟଙ୍କାର କ୍ଷତି

The Independence:Fire-Crackers-Haram-in-Islam

ଆମେ ବାଣ ବିକିବୁ କିନ୍ତୁ ବାଣ ଫୁଟାଇବା ନାହିଁ କାରଣ ଏହା ଇସଲାମରେ ହାରାମ

The Independence:cm-yogi-adityanath-called-it-akhilesh-yadav-jinnah-remark-shameful

ଉଛୁଳିଲା ଅଖିଳେଶ ଯାଦବଙ୍କ ଜିନ୍ନା ପ୍ରେମ,ଯୋଗୀ ଆଦିତ୍ୟନାଥଙ୍କ ଅଖିଲେଶଙ୍କ ଉପରେ କଡା ଆକ୍ରମଣ , କହିଲେ ଏହା ହେଉଛି ତାଲିବାନୀ ମାନସିକତା

The Independence:Captain-Dibya-Shankar-Mishra-Mamita-Meher-Murder-Case-Link

ଦିବ୍ୟଶଙ୍କରଙ୍କ ଗଣମାଧ୍ୟମକୁ ନାଲିଆଖି, ଯଦି ମାନହାନି ହୋଇଛି ତାହେଲେ ମମିତାଙ୍କ ପରିବାର, କଲେଜର ଛାତ୍ର, ବିଜୟ ମହାପାତ୍ର, ପ୍ରଦିପ୍ତ ନାୟକ, ଭକ୍ତ ଦାସ, ନରସିଂହଙ୍କ ବିରୋଧରେ କରିବେ ପାରିବେକି ମାନହାନି ମୋକଦ୍ଦମା?

The Independence:No-memorial-of-Sardar-patel-in-Delhi

ଦିଲ୍ଲୀରେ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ନା କୌଣସି ଘର ଅଛି, ନା ତାଙ୍କ ନାମରେ କୌଣସି ସ୍ମାରକ ତିଆରି ହୋଇଛି, ଜାଣନ୍ତୁ କାହିଁକି ...

The Independence:Digvijay-Singh-attacks-Kejriwal-and-Prashant-Kishore

ଦିଗବିଜୟ ସିଂହଙ୍କ ଟାର୍ଗେଟରେ ପ୍ରଶାନ୍ତ କିଶୋର, କେଜରିୱାଲ ଓ ଅନ୍ୟ ନେତା,ମୋଦିଙ୍କ ସମ୍ପର୍କରେ ବାସ୍ତବିକତା ଓ ରାହୁଲ ଗାନ୍ଧୀଙ୍କ ଅପରିପକ୍ୱତାକୁ ନେଇ ଆଇନା ଦେଖାଇଥିବାରୁ ପ୍ରଶାନ୍ତ କିଶୋରଙ୍କ ଉପରେ ଦିଗବିଜୟଙ୍କ ଆକ୍ରମଣ

The Independence:madrasas-mosques-on-india-nepal-border-increased-4-times-in-20-years-intelligence-agencies-alert

ଭାରତ- ନେପାଳ ସୀମାରେ ଗତ 20 ବର୍ଷରେ ମସଜିଦ- ମଦ୍ରାସାର ସଂଖ୍ୟା 4 ଗୁଣ ବଢିଲା, ଉପସାଗରୀୟ ଦେଶରୁ ଫଣ୍ଡିଂ ଆଶଙ୍କା, ଗୁଇନ୍ଦା ଏଜେନ୍ସି ଗୁଡିକ ଆଲର୍ଟରେ

The Independence:jaunpur-police-arrested-naseem-resident-of-machhalishahar-in-case-of-anti-india-speech

ମୋହମ୍ମଦ ନସିମ ପ୍ରଥମେ ଭାରତକୁ ଦେଲା ଗାଳି, ଯୋଗୀଙ୍କ ପୋଲିସ ଗିରଫ କରିବା ପରେ କହିଲା – ‘ମୁଁ ଭାରତର ଲୁଣ ଖାଉଛି, ମୋତେ କ୍ଷମା କରି ଦିଅ ’ ଦେଖନ୍ତୁ ଭିଡିଓ

The Independence:Mamita-Meher-Murder-Political-Links-Accused-Govinda-Sahu

ପାଓାର କରିଡରରୁ ନେଇ କଳାହାଣ୍ଡିରେ ଚର୍ଚ୍ଚା: କ୍ୟାପଟେନଙ୍କୁ କାଢିଲେ ଖୋଲିଦେବେ ସମସ୍ତଙ୍କ ମଉଜର ଗୁମର

The Independence:afghanistan-helpless-mother-sells-newborn-for-rs-37000-to-feed-her-other-children

ଆଫଗାନୀ ମହିଳା ଖାଦ୍ୟ ପାଇଁ ନବଜାତ ବାଳିକାକୁ 37 ହଜାର ଟଙ୍କାରେ ବିକ୍ରି କଲେ, ତାଲିବାନ ଶାସନରେ 2.28 ଲୋକ ପୁଷ୍ଟିହୀନତାର ଶୀକାର

The Independence:uttar-pradesh-police-pro-pakistan-slogans-t20-world-cup

ପାକିସ୍ତାନର ବିଜୟ ପରେ ଭାରତ ବିରୋଧୀ ସ୍ଲୋଗାନ ଦେଇଥିବା ସାତ ଜଣଙ୍କ ବିରୋଧରେ ମାମଲା ରୁଜୁ କଲା ଯୋଗୀଙ୍କ ପୋଲିସ

The Independence:kashmir-students-celebrate-india-loss-pakistan-booke

ପାକିସ୍ତାନର ବିଜୟ ପରେ ନାଚୁଥିବା କାଶ୍ନୀରୀ ଛାତ୍ରଙ୍କ ବିରୁଦ୍ଧରେ ଏଫଆଇଆର, ଖୁବ ଶୀଘ୍ର ବନ୍ଧା ହେବେ

The Independence:Pro-Pakiistani-ladies-teacher-loses-job

ପାକିସ୍ତାନ ପ୍ରେମୀ ଶିକ୍ଷୟତ୍ରୀ ନଫିସା ହରାଇଲେ ଚାକିରୀ, ସ୍କୁଲ କର୍ତୃପକ୍ଷ ନେଲେ କାର୍ଯାନୁଷ୍ଠାନ, ରାଜସ୍ଥାନର ଉଦୟପୁରର ଘଟଣା

The Independence:madhya-pradesh-home-minister-narottam-mishra-raised-the-question-on-naming-the-ashram

ୱେବ ସିରିଜ ଶୁଟିଂକୁ ନେଇ ମଧ୍ୟ ପ୍ରଦେଶ ସରକାରଙ୍କ ବଡ ଘୋଷଣା, ରାଜ୍ୟରେ ହୋଇ ପାରିବ ନାହିଁ ୱେବ ସିରିଜ ନାମରେ ହିନ୍ଦୁ ସଂସ୍କୃତି ବିରୋଧୀ କଂଟେଂଟର ଶୁଟିଂ,ସ୍କ୍ରିପ୍ଟ ଦେଖି ସାରିବା ପରେ ହିଁ ଶୁଟିଂ ପାଇଁ ମିଳିବ ଅନୁମତି

The Independence:lady-who-opened-the-first-ever-non-halal-restaurant-in-kerala-assaulted

କେରଳରେ ପ୍ରଥମ ଅଣ ହଲାଲ ରେଷ୍ଟୁରାଣ୍ଟ ଖୋଲିଥିବା ମହିଳାଙ୍କ ଉପରେ ମରଣାନ୍ତକ ଆକ୍ରମଣ

The Independence:lpunjab-kashmiri-students-thrashed-for-cheering-for-pakistan-uttar-pradesh-bihar

ପାକିସ୍ତାନର ବିଜୟରେ ଖୁସି ମନାଉଥିଲେ କାଶ୍ମୀରୀ ଛାତ୍ର, ୟୁପି –ବିହାରର ଛାତ୍ର ମାନେ ଛେଚିଲେ, ଘଟଣାଟି ପଂଜାବର

The Independence:Odisha-Leader-of-Opposition-Pradipta-Naik-Fights-for-Mamita-Mehera

ଡାକ୍ତରଖାନାରେ ଚିକିସ୍ତ୍ରାଧୀନ ଥାଇବି ମମିତା ମେହେରଙ୍କୁ ନ୍ୟାୟ ପାଇଁ ପ୍ରୟାସ ଜାରି ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦିପ୍ତ ନାୟକ

The Independence:Pakistani-Ministers-statement

ଶୁଣନ୍ତୁ ପାକିସ୍ତାନର ମନ୍ତ୍ରୀ କିପରି କହୁଛନ୍ତି – “ଭାରତ ବିରୁଦ୍ଧରେ ବିଜୟ ଇସଲାମର ବିଜୟ, ଭାରତୀୟ ମୁସଲମାନ ମାନେ ମଧ୍ୟ ଖୁସି ”

The Independence:Fire-cracker-used-after-defeat-of-India

ଦେଖନ୍ତୁ ପାକିସ୍ତାନର ବିଜୟ ପରେ ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ କିପରି ଫୁଟିଲା ବାଣ,ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା

The Independence:hat-is-harm-in-firecrackers-on-diwali-virender-sehwag-after-cracker-burst-on-pakistan-victory-t20-world-cup-india

ପାକିସ୍ତାନର ବିଜୟ ପରେ ଭାରତରେ ବାଣ... , ସେହୱାଗ ପଚାରିଲେ ତେବେ ଦୀପାବଳୀରେ ବାଣ ଫୁଟାଇଲେ ଅସୁବିଧା କଣ, ଦୋହରା ଆଭିମୁଖ୍ୟ କାହିଁକି ?

The Independence:Bangladesh-Posters-in-Hyderabad-Muslim-Youths

ବଙ୍ଗଳାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣକୁ ନେଇ ଭାରତ ଚିନ୍ତିତ ଥିବା ବେଳେ ହାଇଦ୍ରାବାଦରେ ଲାଗିଲା ବଙ୍ଗଳାଦେଶ ୟୁଥ କ୍ଲବର ପୋଷ୍ଟର

The Independence:Pakistani-PM-Imran-khan-goes-to-Saudi-for-loan

ଏବେ ଭିକ୍ଷା ଥାଳ ଥରି ସାଉଦୀ ଆରବର ଶରଣକୁ ଗଲା ପାକିସ୍ତାନ, ତୁର୍କୀ ଠାରୁ ଅର୍ଥ ମିଳିବାର ସମ୍ଭାବନା ନ ଥିବାରୁ ତାକୁ ଛାଡିଲା