The Independence:Mahmud-Ghazni-PFI-war-against-Hindu-learnt-since-1000-years

 ଇତିହାସରେ ବାରମ୍ବାର ବର୍ବର ଆର୍କମଣ ଶିକାର ହୋଇଥିବା ହିନ୍ଦୁ ସମାଜ କଣ ଏତେ ସବୁ ହରାଇଲା ପରେ ଶିଖିଲା କଣ ? ମାମଦ ଗଜନି ୧୭ ଥର ଭାରତ ଆକ୍ରମଣ କରିଥିଲା, ଲକ୍ଷ ଲକ୍ଷ ହିନ୍ଦୁମାନଙ୍କର ହତ୍ୟା କରିଥିଲା, ପ୍ରସିଦ୍ଧ ସୋମନାଥ ମନ୍ଦିରକୁ ଲୁଣ୍ଠନ କରିଲା, ତାର ବର୍ବରତାର ଇତିହାସ ଆଜିବି ହିନ୍ଦୁମାନଙ୍କ ମନରେ ଜାଗ୍ରତ ଅଛି । ଏବେ କେରଳରେ ଆତଙ୍କି ସଙ୍ଗଠନ ପିଏଫଆଇର ହିନ୍ଦୁମାନଙ୍କ ଉପରେ ସଙ୍ଘବଦ୍ଧ ଆକ୍ରମଣର ଖବର ଦେଖିବାକୁ ମିଳୁଛି । ହେଲେ କଣ ସତରେ ହିନ୍ଦୁମାନେ ମାମୁଦ ଗଜନିରୁ ଆରମ୍ଭ କରି ପିଏଫଆଇ ପର୍ଯ୍ୟନ୍ତ ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣରୁ କିଛି ଶିଖିଛନ୍ତି କି ? 

ଚଳିତ ଫେବୃୟାରି ୧୯ରେ କେରଳର ମାଲାପୁରମ ଜିଲ୍ଲାର ତେନିପାଲାମ ସହରରେ ପିଏଫଆଇର ସଦସ୍ୟ ମାନେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ପୋଷାକ ପିନ୍ଧାଇ କିଛି ଲୋକଙ୍କ ହାତ ଗୋଡ ବାନ୍ଧି ମାଡ ମରାଇ ଚଲାଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେଉଁମାନେ ମାଡ ମାରୁଥିଲେ ସେମାନେ ଲୁଙ୍ଗି ଓ ଗଂଜି ପିନ୍ଧିଥିଲେ । ସେହି ର‌୍ୟାଲିରେ ସ୍ଲୋଗାନ ପଡୁଥିଲା ଆଲ୍ଲା ହୋ ଆକବର, ଲା ଇଲାହା ଲାହା ମୁହାମୁଦାର ରସୁଲା । ସେହି ର‌୍ୟାଲି ଇସଲାମିକ ମୌଳବାଦି ସଙ୍ଗଠନ ପିଏଫଆଇ କରୁଥିଲା । ସେଥିରେ କିଛି ବ୍ରିଟିସ ଅଫିସରଙ୍କ ପୋଷାକ ପିନ୍ଧାଇ ମଧ୍ୟ କିଛି ଲୋକଙ୍କର ହାତ ବନ୍ଧା ଯାଇଥିବାର ଦୃଶ୍ୟ ବି ଦେଖିବାକୁ ମିଳିଥିଲା ।

୧୯୨୦-୨୨ରେ ହୋଇଥିବା ମୋଫଲା ହିନ୍ଦୁ ଗଣହତ୍ୟାର ୧୦୦ ବର୍ଷ ପୃର୍ତୀ ପାଳନ କରିବା ପାଇଁ ଏହି ର‌୍ୟାଲି ଆୟୋଜନ କରିଥିଲା ପିଏଫଆଇ । ମୋଫଲା ହିନ୍ଦୁ ଗଣହତ୍ୟାରେ ୩୦୦୦ ହିନ୍ଦୁଙ୍କର ହତ୍ୟା ହୋଇଥିଲା, ୩୦ ହଜାର ହିନ୍ଦୁ ଭୟରେ ଛାଡିକି ପଳାଇଲେ, ୨୦୦୦ ହିନ୍ଦୁ ମହିଳାଙ୍କର ଗଣବଳାତ୍କାର ହୋଇଥିଲା । ଏଭଳି କ୍ରୁରକାମର ୧୦୦ ବର୍ଷ ପୃର୍ତୀ ପାଳନ କାହିଁକି କରିଲା ଏକ ସଙ୍ଗଠନ । ଏଇଥି ପାଇଁ କରିଲା କି ସାରା ଦେଶର ହିନ୍ଦୁ ମାନଙ୍କର ଅପମାନ କରିବା ପାଇଁ । 

୧୯୨୧-୨୨ରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଗଠନ ହୋଇନଥିଲା । ତଥାପି କାହିଁକି ପିଏଫଆଇ ସେହି ର‌୍ୟାଲିରେ ସଙ୍ଘର ଅପମାନ କରିଲା ? ନାଗରିକ ସଂଶୋଧନ ଆଇନର ବିରୋଧ କରିବାକୁ ଯାଇ ଦିଲ୍ଲିର ଜଣେ ମୁସଲମାନ କାଉନସିଲରଙ୍କ ନେତୃତ୍ୱରେ ଯେଉଁ ସାମ୍ପ୍ରଦାୟିକ ଦଙ୍ଗା କରାଯାଇ ହିନ୍ଦୁମାନଙ୍କର ସମ୍ପତି, ଘର ପୋଡାଗଲା ତାର ପରିଣାମରେ ହିନ୍ଦୁମାନେ ଚୁପ ରହିବା ଛଡା ଆଉ କିଛି କରିପାରିଲେ ନାହିଁ । ଏପରି ସହନଶିଳତା ବୋଧହୁଏ କେବଳ ହିନ୍ଦୁମାନେ ହିଁ କରିପାରନ୍ତି । ହଜାର ବର୍ଷର ଇସଲାମିକ ଆକ୍ରମଣକୁ ସହିଥିବା ହିନ୍ଦୁମାନେ ଏବେ ବି ଇତିହାସରୁ କିଛି ଶିଖିପାରିନାହାନ୍ତି । 

ମାମୁଦ ଗଜନିଙ୍କ ଭାରତ ଆକ୍ରମଣ କେବଳ ସମ୍ପତି ଲୁଟିବା ପାଇଁ  ନଥିଲା । ବଂର କାଫିରଙ୍କ ହତ୍ୟା କରି ଇସଲାମର ପ୍ରଚାର କରିବା ବେଶି ଥୀଲା । ସେଥିପାଇଁ ତାକୁ ମନ୍ଦିରରୁ ସବୁ ଧନ ସମ୍ପତି ଦେଲାପରେ ବି ସେ ମନ୍ଦିରମାନଙ୍କୁ ଭାଙ୍ଗିଥିଲା । ମାମୁଦର ଆକ୍ରମଣ ବେଳେ ଭାରତରେ ହିନ୍ଦୁ ରାଜାମାନଙ୍କ ନିଜ ନିଜ ଭିତରେ ଶତ୍ରୁତା ଏତେ ବଢିଯାଇଥିଲା ଯେ ଯାହା ଫଳରେ ମାମୁଦର ବିଜୟ ସହଜ ହୋଇଥିଲା । ଯଦି ସେତେବେଳେ ସେହି ରାଜାମାନେ ଏକାଠି ହୋଇଯାଇଥାନ୍ତେ ମାତ୍ର ଗୋଟିଏ ଯୁଦ୍ଧରେ ମାମୁଦ ପରାସ୍ତ ହୋଇଥାନ୍ତା । ହେଲେ ସେମିତି ହେଲା ନାହିଁ । ସେହି ଐତିହାସିକ ଭୁଲରୁ ହିନ୍ଦୁମାନେ କିଛି ଶିଖିଲେ ନାହିଁ । ନହେଲେ ଆଜି ପିଏଫଆଇ ହିନ୍ଦୁ ଗଣହତ୍ୟାର ୧୦୦ ବର୍ଷ ପୁର୍ତୀ ପାଳନ କରିବାର ସାହାସ କରିପାରିନଥାନ୍ତା । 

Author Image

The Independence

RELATED NEWS

0 Comments

leave a comment




Recent Posts

The Independence:Chhattisgarh-Raipur-municipality-Ganesh-Idols-in-garbage-truck-for-visarjan

ରାୟପୁରରେ ବର୍ଜ୍ୟବସ୍ତୁ ବାହନରେ ବୁହା ହେଲେ ଗଣେଶ, ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ

The Independence:Situation-of-Afghanistan-After-Taliban-capture-Drinking-Water-one-litre-three-thousands

ତାଲିବାନ ଅଧିକାରର ମାସକ ପରେ କଣ ରହିଛି ଆଫଗାନିସ୍ତାନର ସ୍ଥିତି ? ପାଣି ବୋତଲର ଦାମ ହେଲାଣି ତିନି ହଜାର ଟଙ୍କା, ଶାଗ ମାଛ ଦରରେ ଘର ଜିନିଷ ବିକୁଛନ୍ତି ଆଫଗାନୀ

The Independence:

ଯେଉଁ ଜାତି ନିଜ ଇତିହାସ ଓ ପରମ୍ପରାକୁ ଭୁଲି ଯାଏ, ସେହି ଜାତି ନିଜର ଭୂଗୋଳକୁ ରକ୍ଷା କରି ପାରି ନ ଥାଏ – ଯୋଗୀ ଆଦିତ୍ୟନାଥ

The Independence:Mob-Lynching-Deadly-attack-on-Dalit-Hindu-Youth-by-Minority-Violent-Mobs-in-Rajsthan

ରାଜସ୍ଥାନରେ ଦଳିତ ଯୁବକଙ୍କୁ ବିଶେଷ ସଂପ୍ରଦାୟ ଲୋକଙ୍କ ଦ୍ୱାରା ମବ ଲିଂଚି, ତିନି ଦିନ ପରେ ଶେଷରେ ଆଖି ବୁଜିଲା ଯୋଗେଶ

The Independence:Bangladesh-Islamists-destroy-Durga-Maa-Idols-Islamists-Fundamentalist-Attack-Hindu

ବଙ୍ଗଳାଦେଶରେ ପୁଣି ଥରେ ଇସଲାମୀ ଶକ୍ତିଙ୍କ ଆକ୍ରମଣ, ଦୂର୍ଗାପୁଜା ପାଇଁ ନିର୍ମାଣାଧୀନ ମା ଦୁର୍ଗାଙ୍କ ମୂର୍ତିକୁ ଭାଙ୍ଗିଲେ, ଭୟର ବାତାବରଣରେ ବଙ୍ଗଳାଦେଶୀ ହିନ୍ଦୁ

The Independence:Idols-constructed-for-Durga-Puja-vandalized-in-Bangladesh-Every-year-happening

Idols of Maa Durga constructed for Durga Puja vandalized in Bangladesh, every year repeats

The Independence:

ଘର ଭିତରେ ଚୀନ ରାଷ୍ଟ୍ରପତି ଜିନ ପିଙ୍ଗ, ୬୦୦ ଦିନ ମଧ୍ୟରେ କରି ନାହାନ୍ତି କୌଣସି ଯାତ୍ରା, କାରଣ କଣ ?

The Independence:Yogi-Adityanath-Cow-Slaughter-Cow-Protections

ଯୋଗୀ ସରକାରରେ ଗୋହତ୍ୟାକାରୀଙ୍କୁ କ୍ଷମା ନାହିଁ, ୧୭ ହଜାରରୁ ଉର୍ଧ ଗୋହତ୍ୟାକାରୀଙ୍କୁ ପଠାଗଲାଣି ଜେଲ, ଗୋଚାଳାଣକାରୀ ଥରହର

The Independence:Time-will-come-when-Article-370-35A-will-be-reinstated-Jammu-Kashmir-Mehbooba-Mufti

ପୁଣି ମେହବୁବା ମୁଫତି ଦେଖିଲେ ଦିବାସ୍ୱପ୍ନ, ଭବିଷ୍ୟତରେ ନିଶ୍ଚିତ ଭାବେ କାଶ୍ମୀରରେ ଲାଗୁହେବ ଅନୁଚ୍ଛେଦ ୩୭୦

The Independence:Rohingya-Jihadi-network-in-Assam-arrest-of-Indian-handlers-of-Rohingya-Case-transferred-to-NIA

ଦେଶରେ ରୋହିଙ୍ଗିଆ ନେଟବର୍କ ତିଆରି ପାଇଁ ବଡ ଷଡଯନ୍ତ୍ର, ରୋହିଙ୍ଗିଆଙ୍କ ପାଇଁ କାମ କରୁଥିବା ଲୋକ ଆସାମରେ ଗିରଫ ପରେ ବଡ ଖୁଲାସା, ମାମଲାର ତଦନ୍ତ ଭାର ଏନଆଇଏକୁ ଦିଆଗଲା

The Independence:Wasif-Jaffer-Stands-for-Pakistan-Cricket-Team-criticizes-England-Cricket-Board

ପୁଣି ବିବାଦ ଘେରରେ ଓଡିଶା କ୍ରିକେଟ ଟିମର କୋଚ ବାସିମ ଜାଫର, ପାକିସ୍ତାନ କ୍ରିକେଟ ବୋର୍ଡର ସମର୍ଥନରେ ଦେଲେ ବକ୍ତବ୍ୟ, ଇଂଲଣ୍ଡ କ୍ରିକେଟ ବୋର୍ଡକୁ ସମାଲୋଚନା

The Independence:Narcotics-Jihad-Odisha-Brown-Sugar

ଓଡିଶାରେ ହେଉଛି କି ନାକ୍ରୋଟିକସ ଜିହାଦ?

The Independence:Rashtra-Sevika-Samiti-Durga-Bahini

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ହିନ୍ଦୁତ୍ୱ ବିଚାରରେ ଅନୁପ୍ରାଣୀତ ମହିଳା ସଙ୍ଗଠନଙ୍କର ସେବା କାମ

The Independence:Why-How-Rahul-Gandhi-Choose-Navjot-Singh-Siddhu-Over-Captain-Amarinder-Singh

ପୁରୁଣା କ୍ୟାପଟେନଙ୍କ ଅପେକ୍ଷା ନୁଆ ଓପନର ସିଦ୍ଧୁ କାହିଁକି ରାହୁଲଙ୍କ ଗୁଡବୁକରେ? ଭାରତୀୟ ସେନା ପ୍ରତି ସମର୍ଥନ, ପାକିସ୍ତାନ ପ୍ରତି କଡା ବିରୋଧ ଅମରିନ୍ଦରଙ୍କୁ ପଡିଲାକି ମହଙ୍ଗା ?

The Independence:Kerala-Muslims-Protests-Narcotics-Jihad-Bishop

ବିଶପଙ୍କ ନାର୍କୋଟିକ୍ସ ଜିହାଦ ବକ୍ତବ୍ୟକୁ ଇସଲାମୀ ସଂସ୍ଥାର ବିରୋଧ, ଘର ସାମନାରେ ବିରୋଧ ପ୍ରଦର୍ଶନ, ବିଶପଙ୍କ ସମର୍ଥନରେ ଖ୍ରିଷ୍ଟିଆନ ଓହ୍ଲାଇଲେ ରାସ୍ତାକୁ

The Independence:Why-Dismantling-Hindutva-Organised-during-Taliban-Terrorism

ସାରା ବିଶ୍ୱ ତାଲିବାନର ଇସଲାମ ଆତଙ୍କବାଦକୁ ସମାଲୋଚନା କରୁଥିଲା ବେଳେ କାହିଁକି କରାଗଲା “ ଡିସମେଂଟଲାଙ୍ଗି ଗ୍ଲୋବାଲ ହିନ୍ଦୁତ୍ୱ”?

The Independence:Durga-Puja-Idol-Height-Restrictions-Odisha-Government

ଦୁର୍ଗା ମାଙ୍କର ଉଚ୍ଚତା ମାପିବେ ସରକାର?

The Independence:Rahul-Gandhi-Yogi-Adityanath-UP-Election-Fight-BJP-Congress

ରାହୁଲ ଗାନ୍ଧୀଙ୍କ ଫୁଲ ଟସରେ ଯୋଗୀ ଆଦିତ୍ୟ ନାଥ ମାରିଲେ ଛକା, କହିଲେ, “ଅପରାଧୀଙ୍କ ସାମ୍ରାଜ୍ୟ ଉପରେ ବୁଲଡୋଜର ଚଳାଇବା ଅନବରତ ଜାରୀ ରହିବ”

The Independence:Periyar--Dravida-Nadu-Separate-Country-Tamilnadu-Freedom-Fighter-Controversial

ସ୍ୱାଧୀନତା ଦିବସକୁ କଳା ଦିବସ କହୁଥିବା, ଅଲଗା ଦ୍ରାବିଡ ଦେଶ ଦାବି କରୁଥିବା ପେରିୟାରଙ୍କ ନାଁ ସ୍ୱାଧୀନତା ସଂଗ୍ରାମୀ ତାଲିକାରେ

The Independence:Yogi-Adityanath-Ram-Mandir-Taliban-Fired-on-Kara-sevak-UP-Election

ରାମ ଭକ୍ତଙ୍କ ଉପରେ ଗୁଳି ଚଳାଇବା ତାଲିବାନୀ ମାନସିକତା : ତୁଷ୍ଚିକରଣ ରାଜନୀତି ଉପରେ ଯୋଗୀ ଆଦିତ୍ୟନାଥଙ୍କ କଡା ପ୍ରହାର

The Independence:Yogi-Aditya-Nath-Azam-Khan

ବିବାଦୀୟ ନେତା ଆଜମ ଖାନକୁ ଯୋଗୀ ସରକାରଙ୍କ ବଡ ଝଟକା

The Independence:Seva-Bharati-hands-over-newly-constructed-houses-to-Bhiansa-victims

ତେଲେଙ୍ଗାନା ଭାଇସ୍ନା ଦଙ୍ଗାରେ ବାସହରା ହୋଇଥିବା ପରିବାରଙ୍କର ଘର ନିର୍ମାଣ କରିଲା ସେବା ଭାରତୀ

The Independence:Uttar-Pradesh-Government-declares-10-sq-km-area-Mathura-Vrindavan-teerth-sthal

ଯୋଗୀ ସରକାରଙ୍କ ବଡ ନିଷ୍ପତି, ମଥୁରା- ବୃନ୍ଦାବନର ଶ୍ରୀକୃଷ୍ଣ ଜନ୍ମସ୍ଥଳୀର ୧୦ ବର୍ଗ କିମିକୁ ତୀର୍ଥ କ୍ଷେତ୍ର ଘୋଷଣା

The Independence:Kerala-bishop-claims-Muslims-have-launched-narcotics-jihad

ଲଭ ଜେହାଦ ସହ ଏବେ ନାର୍କୋଟିକ୍ସ ଜେହାଦ, କେରଳରେ ଅଣ ମୁସଲମାନ ଯୁବକ-ଯୁବତୀଙ୍କୁ କରାଯାଉଛି ଟାର୍ଗେଟ

The Independence:Know-About-Some-Unique-Idols-of-Lord-Ganseh

Know About Some Unique Idols of Lord Ganseh