ଅଯୋଧ୍ୟା ଠାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ନିଧି ସମର୍ପଣ ଅଭିଯାନ ଜୋର ସୋରରେ ଚାଲିଛି । ସମାଜର ସମସ୍ତ ବର୍ଗର ଲୋକ ମାନେ ଏଥିରେ ସାମିଲ ହେଉଛନ୍ତି ।
ଭବ୍ୟ ମନ୍ଦିର ନିର୍ମାଣ ପାଇଁ ମୌଲାନା ସୟୈଦ କୈକବ ମୁଜତାବା ଦେଲେ 1 ଲକ୍ଷ 1 ଶତ ଟଙ୍କାର ସମର୍ପଣ ରାଶି ପ୍ରଦାନ କରିଛନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ ଅଧିକାରୀ ଇନ୍ଦ୍ରେଶ କୁମାରଙ୍କୁ ସେ ଏହି ସମର୍ପଣ ରାଶିର ଚେକ ପ୍ରଦାନ କରିଛନ୍ତି ।