The Independence:Mob-Lynching-Deadly-attack-on-Dalit-Hindu-Youth-by-Minority-Violent-Mobs-in-Rajsthan

 ଆପଣମାନେ ମବ ଲିଂଚିଂ (Mob Lynching) ଶବ୍ଦ ବିଷୟରେ ଶୁଣିଥିବେ । ମୋଦି ସରକାର ୨୦୧୪ ମସିହାରେ କ୍ଷମତାକୁ ଆସିଲା ପରେ ଗଣମାଧ୍ୟମରେ ଏହି ଶବ୍ଦ ବହୁଳ ଭାବେ ପ୍ରଚାରିତ ହୋଇଥିଲା ।  ନିଜକୁ ବାମପନ୍ଥୀ  ଓ ପ୍ରଗତିଶୀଳ ବୋଲି କହୁଥିବା ଲୋକ ମାନେ ଦେଶରେ ମବ ଲିଂଚି ସଂଖ୍ୟା ବଢି ଯାଉଛି ବୋଲି କହିବା ଆରମ୍ଭ କରି ଦେଇଥିଲେ । ଏହା ପରେ କିଛି ଲୋକ ସେମାନଙ୍କର ପୁରସ୍କାର ଫେରାଇବା ମଧ୍ୟ ଆରମ୍ଭ କରି ଦେଇଥିଲେ ।

ରାଜସ୍ଥାନରେ (Rajsthan) ୨୦୧୭ ମସିହାରେ  ପହଲୁ ଖାନ (Pehlu Khan) ନାମକ  ଏକ  ବ୍ୟକ୍ତିର ମବ ଲିଂଚି ହୋଇଥିବାର ଅଭିଯୋଗ ହୋଇଥିଲା ।  ଗୋରକ୍ଷକ ମାନଙ୍କର ଉପରେ ଏହି ମବ ଲିଂଚିଂ କରିଥିବା ଅଭିଯୋଗ କରି ହଙ୍ଗାମା କରା ଯାଇଥିଲା । ସେତେବେଳେ ରାଜ୍ୟରେ ବିଜେପିର ସରକାର ଥିଲା । ସେଥିପାଇଁ ଏହି ମାମଲାକୁ ଆନ୍ତର୍ଜାତିକ ସ୍ତରର କରା ଯାଇ ବିଦେଶୀ ଗଣମାଧ୍ୟମ ଯାଏ ହିନ୍ଦୁ, ଗୋରକ୍ଷକ ଓ ହିନ୍ଦୁ ଧର୍ମକୁ  ବଦନାମ କରିବା ପାଇଁ ରିପୋର୍ଟ ଓ ଲେଖା ମାନ ଲେଖା ଯାଇଥିଲା ।

ଏବେ ରାଜସ୍ଥାନର ଅଲବରରେ ଏକ ଦଳିତ ଯୁବକ ଯୋଗେଶ ଜାଟବଙ୍କୁ  (Yogesh Jatav) ପହଲୁ ଖାନ ସଂପ୍ରଦାୟ ବିଶେଷର ଲୋକ ମାନଙ୍କ ଦ୍ୱାରା ମବ ଲିଂଚିଂ କରି ଦିଆ ଯାଇଛି । କିନ୍ତୁ ଏହି ଲିଂଚିଂକୁ (Alwar Mob Lynching) ନେଇ ସବୁଆଡେ ନୀରବତା ରହିଛି ।  ପବଲୁ ଖାନ ପାଇଁ ଗଳା ଫଟାଇ ଚିତ୍କାର କରୁଥିବା ସାହିତ୍ୟିକ, ବୁଦ୍ଧିଜୀବୀ  ମାନେ  ଯୋଗେଶର ମବ ଲିଂଚିଂକୁ  ମୁହଁ ଖୋଲୁ ନାହାନ୍ତି କି କେହି ପୁରସ୍କାର ଫେରାଇବା କଥା କହୁ ନାହାନ୍ତି ।

ରାଜସ୍ଥାନରେ ଅଲବର ଜିଲ୍ଲାରେ ଗତ  ବୁଧବାର ଦିନ ଯୋଗେଶ ନାମକ ଏକ ଦଳିତ ଯୁବକ ବାଇକରେ ଯାଉଥିବା ବେଳେ ରାସ୍ତାରେ ଥିବା ଗାତ କାରଣରୁ  ତାର ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ଏକ  ସଂପ୍ରଦାୟ ବିଶେଷର ମହିଳାଙ୍କୁ ଧକ୍କା ଦେଇଥିଲା । ଏହି ଘଟଣା ପରେ ସେଠାରେ ଏକ ସଂପ୍ରଦାୟ ବିଶେଷର ଲୋକ ମାନଙ୍କ ଆତଙ୍କ  ଦେଖା ଦେଇଥିଲା । ସେମାନେ ଯୋଗେଶ ଉପରେ ଅତର୍କିତ ଆକ୍ରମଣ କରିଥିଲେ । 

ଯୋଗେଶଙ୍କୁ ସେମାନେ ଏତେ ମାରିଥିଲେ ଯେ ସେ କୋମା ଗ୍ରସ୍ତ ହୋଇ ଯାଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ଜୟପୁର ନିଆଗଲା । ହେଲେ ତିିନି ଦିନ ଚିକିତ୍ସା ପରେ ଡାକ୍ତର ମାନେ ତାଙ୍କୁ ବଂଚାଇ ପାରିଲେ ନାହିଁ ଓ  ତାଙ୍କର ମୃତ୍ୟୁ ଘଟିଥିଲା ।

ଗାଁ ଲୋକ ମାନେ ଯୋଗେଶର ଶବକୁ ରାସ୍ତାରେ ରଖି ମବ ଲିଂଚିଂରେ ସାମିଲ ଥିଲା ଲୋକଙ୍କୁ ତୁରନ୍ତ ଜେଲ ପଠାଇବାକୁ ଦାବି କରିଥିଲେ । ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହୋଇଥିଲା ।

ତେବେ ପୋଲିସ ଏହି ମାମଲାରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିାଁ  ଅପର ପକ୍ଷରେ ପୋଲିସ ଆନ୍ଦୋଳନକାରୀଙ୍କୁ ମଧ୍ୟରୁ ଉତେଜନାପୂର୍ଣ ଭାଷଣ ଦେଉଥିବା ଅଭିଯୋଗ କରି  ଜଣଙ୍କୁ ଗିରଫ କରି ନେଲା ।

ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ମବ ଲିଂଚିଂର ଧାରା ମଧ୍ୟ ଲଗାଇ ନ ଥିଲା । ତେବେ ପରବର୍ତୀ  ସମୟରେ ଚାପ ବଢିବା କାରଣରୁ ପୋଲିସ ଏହି ଧାରା ଯୋଡିଛି । 

ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ ସମ୍ବିତ ପାତ୍ର ଏହି ଘଟଣାକୁ ନେଇ କଡା ଟ୍ୱିଟ କରିଛନ୍ତି । ସେ କହିଛନ୍ତି ଯେ - ମାରିଥିବା ଲୋକ ହେଉଛି ରାସିଦ, ଜୀବନ ହରାଇଥିବା ଦଳିତ ଯୁବକ ହେଉଛି ଯୋଗେଶ ଜାଟବ, ଯେଉଁ ରାଜ୍ୟରେ ଲିଂଚି ହେଲା  ତାହା କଂଗ୍ରେସ ଶାସିତ ରାଜସ୍ଥାନ, ଫଳାଫଳ - ନୀରବତା... ନୀରବତା... ନୀରବତା।

ଏକଥା ସତ ଯେ  ଯୋଗେଶ ବଦଳରେ   ଯଦି ତବରେଜ ଆନସାରୀ   କିମ୍ବା ପହଲୁ ଖାନର ନାମ ଆସିଥାନ୍ତା ତେବେ ଅନେକ ଲୋକ ବାହାରିଥାନ୍ତେ । ହେଲେ ଯୋଗେଶ ନାମ ଶୁଣି ତାକୁ ନ୍ୟାୟ ଦେବା ପାଇଁ କେହି ସାମନାକୁ ଆସୁ ନାହାନ୍ତି ।

Author Image

Dr Samanwaya

RELATED NEWS

Recent Posts

The Independence:Zameen-Jihad-Tamil-Nadu-Waqf-Board-claims-ownership-of-a-Hindu-majority-village-registrar-asks-villagers-to-obtain-NOC-from-the-board-to-sell-their-own-land

Zameen Jihad: ତାମିଲନାଡୁରେ ଏକ ହିନ୍ଦୁ ବହୁଳ ଗାଁ ଓ ମନ୍ଦିରର ସମ୍ପତିକୁ ନିଜର ବୋଲି ଦାବି କଲା ଓାକଫ ବୋର୍ଡ

The Independence:Dawood-Ibrahim-Return-Mumbai-Gangster

ଫେରୁଛି ଦାଉଦର ଦାଦାଗିରି

The Independence:S-Jaishankar-embarks-South-America-Latin-America

ଲାଟିନ ଆମେରିକାରେ ଜୟଶଙ୍କର

The Independence:INS-Vikrant-Indias-First-Indigenous-Aircraft-Carrier

ବିମାନବାହୀ ଯୁଦ୍ଧପୋତ: ବିରାଟରୁ ବିକ୍ରାନ୍ତ

The Independence:ED-CBI-In-Corruption

ବଢୁଛି ଇଡିର ଶିଢି

The Independence:Britain-Slogan-Get-Out-Pakistani

ବ୍ରିଟେନରେ ‘ଗେଟ୍ ଆଉଟ ପାକିସ୍ଥାନୀ’

The Independence:Modi-Tops-Global-Leader-World-Ranking

ଲୋକପ୍ରିୟ ନେତୃତ୍ୱ ଶୀର୍ଷରେ ମୋଦି

The Independence:Pakistan-Agenda-on-Akshardeep-Singh-Pakistan-India-Cricket-Match

ଆଇଏସଆଇର ଇନଫର୍ମେସନ ଜିହାଦ

The Independence:Odisha-Flood-2022-Mismanagement-Man-made

ବନ୍ୟାକୁ ରୋକାଯାଇ ପାରିନଥାନ୍ତା କି?

The Independence:Conversion-of-Mizoram-North-East-to-Christianity

ମିଜୋରାମରେ ସଂସ୍କୃତି ସମ୍ପନ୍ନ ଅଧିବାସିମାନଙ୍କୁ କେମିତି କରାଗଲା ଖ୍ରୀଷ୍ଟିଆନ ? ପଢନ୍ତୁ ଜାଣିବେ

The Independence:Boycott-Bollywood-Independence-News-Lal-Singh-Chhaddha

ସଙ୍କଟରେ ବଲିଉଡ

The Independence:Al-Shabbab-militants-in-Africa

ଆଫ୍ରିକାର ଚିନ୍ତା ଅଲ୍‌-ଶବାବ

The Independence:INS-VIKRANT-TO-BE-INDUCTED-IN-INDIAN-NAVY

ଆଇଏନଏସ ବିକ୍ରାନ୍ତ ସାମିଲ ହେବା ଯୋଗୁ ବହୁଗୁଣିତ ହେବ ଭାରତୀୟ ନୌସେନାର କ୍ଷମତା

The Independence:jammu-kashmir-high-court-reopens-2003-nadimarg-hindu-massacre-24-kashmiri-pandits-killed-by-terrorists-in-200

ଜାଣନ୍ତୁ କଣ ଥିଲା 2003ର ନଦୀମର୍ଗ କାଶ୍ମୀରୀ ହିନ୍ଦୁ ନରସଂହାର, ଯେତେବେଳେ 24 ହିନ୍ଦୁଙ୍କୁ ହତ୍ୟା କରାଯାଇଥିଲା

The Independence:Nitish-Kumars-appeasement-reaches-its-peak

ଅଣହିନ୍ଦୁଙ୍କ ପ୍ରବେଶ ମନା ଥିବା ମନ୍ଦିରରେ ନୀତିଶ ତାଙ୍କ ମୁସଲମାନ ମନ୍ତ୍ରୀଙ୍କୁ ପ୍ରବେଶ କରାଇଲେ

The Independence:Village-culture

ଗାଁରେ ଅପସଂସ୍କୃତିର ଅନୁପ୍ରବେଶ

The Independence:Lesson-from-Direct-Action-Day

ଡାଇରେକ୍ଟ ଆକ୍ସନ ଡେ’ ରୁ ଶିକ୍ଷା

The Independence:terror-funding-delhi-mohammad-yaseen-arrested-delhi-jammu-kashmir-terrorists

ଆତଙ୍କବାଦୀଙ୍କ ପାଇଁ ଫଣ୍ଡ ମ୍ୟାନେଜ କରୁଥିଲା କପଡା ବ୍ୟବସାୟୀ ମୋହମ୍ମଦ ୟାସିନ, ଦିଲ୍ଲୀରୁ ଧରା ପଡିଲା

The Independence:Conspirators-against-India

ଭାରତ ବିରୋଧୀ ଷଡଯନ୍ତ୍ରକାରୀ

The Independence:Rights-of-Transgenders

ସେମାନଙ୍କର ମଧ୍ୟ ସମାନ ଅଧିକାର

The Independence:Drug-addiction-society-and-development

ନିଶା, ସମାଜ ଏବଂ ବିକାଶ

The Independence:krk-slams-arjun-kapoor-bollywood-film-boycott

‘ଯେଉଁ ଆକ୍ଟରର ଫିଲ୍ମକୁ କୁକୁର ଦେଖିବାକୁ ଯାଏ ନାହିଁ ତାକୁ କିଏ ବା କାହିଁକି କରିବ ବୟକଟ’ ଅର୍ଜୁନ କପୁରଙ୍କୁ କହିଲେ କେଆରକେ

The Independence:the-satanic-verses-salman-rushdie-sales-incresead-similar-happened-in-india-after-ban

ପୁସ୍ତକ ସାଟାନିକ ଭର୍ସେସର ବିକ୍ରୀରେ ଭାରୀ ବୃଦ୍ଧି, ସଲମାନ ରୁସଦୀଙ୍କ ଉପରେ ହୋଇଛି ଆକ୍ରମଣ

The Independence:hristian-principal-refuses-to-salute-the-tricolor-says-we-will-only-salute-our-god

‘ମୁଁ ଖ୍ରୀଷ୍ଟିଆନ, ତେଣୁ ଜାତୀୟ ପତାକାକୁ କରିବି ନାହିଁ ସାଲ୍ୟୁଟ.. ’ :ସ୍ବାଧୀନତା ଦିବସରେ ସରକାରୀ ସ୍କୁଲର ଖ୍ରିଷ୍ଟିଆନ ପ୍ରଧାନ ଶିକ୍ଷିକା କହିଲେ

The Independence:ihar-politics-72-percent-ministers-in-cm-nitish-mahagathbandhan-government-tainted-serious-criminal-cases-registered-against-17-

ସୁଶାସନ ବାବୁ ନୀତିଶଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଭରପୁର ଦାଗୀ ମନ୍ତ୍ରୀ ,ମନ୍ତ୍ରିମଣ୍ଡଳର 72 ପ୍ରତିଶତ ସଦସ୍ୟ ଦାଗୀ