The Independence:Odisha-Panchayat-Election-Result-Kalahandi-Mamita-Meher-Issue

 ବିଜେଡି ଉପରେ କଳାହାଣ୍ଡି ଜିଲ୍ଲାରେ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର କିଛି ପ୍ରଭାବ ପଡ଼ି ନଥିବା ଭଳି ପରିଲକ୍ଷିତ ହୋଇଛି। ଏହା ଜିଲ୍ଲା ପରିଷଦ ନିର୍ବାଚନ ଏଥରର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ଦିନ ଭୋଟ୍ ଗଣତିରୁ ଜଣାପଡ଼ୁଛି। 

କଳାହାଣ୍ଡି ଜିଲ୍ଲାର ଟ୍ରେଣ୍ଡ ଅନୁଯାୟୀ, ଆଜି ଗଣତି ହେଉଥିବା ୧୩ଟି ମଧ୍ୟରୁ ୧୧ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି ଆଗୁଆ ଥିବା ବେଳେ ଲେଖାଏଁ ଆସନରେ ଆଗୁଆ ରହିଛି ବିଜେପି ଓ କଂଗ୍ରେସ୍। 

ସବୁଠାରୁ ବଡ଼ କଥା ହେଲା ଯେ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଅଞ୍ଚଳରେ ଥିବା ଜିଲ୍ଲା ପରିଷଦ ଜୋନରେ ବି ବିଜେଡି ଆଗୁଆ ରହିଛି। ତେବେ କଲମପୁର ଜିଲ୍ଲା ପରିଷଦ ଜୋନରେ କଂଗ୍ରେସ ପ୍ରାର୍ଥୀ ଆଗୁଆ ରହିଛନ୍ତି। ଏହାଛଡ଼ା ଧର୍ମଗଡ଼-୧ ନଂ ଜୋନରେ ବିଜେପି ଆଗରେ ରହିଛି।

ସୂଚନାଯୋଗ୍ୟ, ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନରେ ଭୋଟ୍ ଗଣତି ହେଉଛି। ଟ୍ରେଣ୍ଡ ଅନୁଯାୟୀ, ୨୬୪ଟିରେ ବିଜେଡି, ୨୯ଟିରେ ବିଜେପି ଓ ୧୬ଟିରେ କଂଗ୍ରେସ ଆଗୁଆ ରହିଛି।

Author Image

Independence News

Recent Posts

The Independence:vegetarian-in-world

ବିଶ୍ୱରେ ଶାକାହାର

The Independence:Rajasthan-Shakeel-Nasir-among-3-arrested-for-beating-a-tribal-man-to-death-over-drawing-water-from-a-tube-well-booked-under-SCST-Act

ରାଜସ୍ଥାନ: ଟ୍ୟ।ପରୁ ପାଣି ନେବାରୁ ଜଣେ ଆଦିବାସୀଙ୍କୁ ପିଟି ପିଟି ହତ୍ୟା କଲେ ସକିଲ, ନାସିର

The Independence:Dhamanagar-Byeelection-Odisha-Politics

ଧାମନଗର ଉପନର୍ବାଚନର ସନ୍ଦେଶ

The Independence:Hyderabad-FIR-Registered-Against-Christian-Family-Who-Had-Abused-Hindus-For-Making-Rangoli-On-Diwali

ଦିପାବଳୀ ରଙ୍ଗୋଲି କରିବାରୁ ହିନ୍ଦୁ ପରିବାରଙ୍କୁ ଆକ୍ରମଣ କରିଥିବା ଖ୍ରୀଷ୍ଟିଆନଙ୍କ ଉପରେ ପୋଲିସରେ ମୋକଦ୍ଦମା

The Independence:Delhi-Bajrang-Dal-worker-Nitesh-dies-after-he-was-beaten-by-Ufiza-Adnan-and-Abbas-3-days-ago-police-deny-communal-angle

ଦିଲ୍ଲୀ : ବଜରଙ୍ଗ ଦଳରେ କାମ କରୁଥିବାରୁ ନିତେଶଙ୍କୁ ହତ୍ୟା କରିଲେ ୟୁଫିଜା, ଆଦନାନ ଓ ଆବାସ, ହତ୍ୟାକାରୀଙ୍କୁ ଗିରଫ କରୁନାହିଁ ପୋଲିସ

The Independence:The-News-Bangla-editor-Manab-Guha-arrested-by-Kolkata-police-after-he-covered-Mominpur-anti-Hindu-pogrom

ପଶ୍ଚିମବଙ୍ଗ: ହିନ୍ଦୁମାନଙ୍କ ଉପରେ ଆକ୍ରମଣର ଖବର ପ୍ରକାଶିତ କରିବାରୁ ସାମ୍ବାଦିକଙ୍କୁ ଗିରଫ କରିଲା ପୋଲିସ

The Independence:DMK-Doesnt-Wish-For-Deepavali-Old-Video-Of-DMK-MP-A-Raja-Derogating-Hindu-Festival-Resurfaces

ତାମିଲନାଡୁ: କାହିଁକି ଡିଏମକେ ଚାହେଁନି ଦିପାବଳୀ ପାଳନ, ସାଂସଦ ଏ ରାଜାଙ୍କର ପୁରୁଣା ଭିଡିଓ ଭାଇରାଲ

The Independence:Battle-of-Haifa-in-the-First-World-War-and-the-bravery-of-Indian-soldiers

ପ୍ରଥମ ବିଶ୍ୱଯୁଦ୍ଧର ହାଇଫା ଯୁଦ୍ଧ ଯେଉଁଥିରେ ଭାରତୀୟ ସୈନିକ ଦେଖାଇଥିଲେ ବିରତ୍ୱ

The Independence:Dhamanagar-Bye-Election

ଧାମନଗର ଉପନର୍ବାଚନର ପାଣିପାଗ

The Independence:Aam-Adami-Party-Anti-Hindu-Agenda

ଆମ ଆଦମି ପାର୍ଟିର ହିନ୍ଦୁ ବିରୋଧୀ ଏଜେଣ୍ଡା

The Independence:India-Foreign-Policy

ସମରକନ୍ଦର ସନ୍ଦେଶ

The Independence:Pollution-in-Space-Opinion

ମହାକାଶରେ ମଇଳା

The Independence:Love-jihad-in-West-Bengal-Seikh-Raja-raped-murdered-girlfriend-Rubi-Kumari

ପଶ୍ଚିମବଙ୍ଗରେ ଲଭ ଜିହାଦ ରୁବି କୁମାରୀଙ୍କୁ ବଳାତ୍କାର ପରେ ହତ୍ୟା କଲା ପ୍ରମିକ ଶେଖ ରାଜା

The Independence:Pakistan-Jindabad-Slogan-Odisha-Bhubaneswar

ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଉଠିଲା ପାକିସ୍ତାନ ଜିନ୍ଦାବାଦ ନାରା, ପୋଲିସରେ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ, ଅଭିଯୋଗ ଉଠାଇବା ପାଇଁ ଓଲଟା ଧମକ

The Independence:Unhealthy-India

ଅସୁସ୍ଥ ଭାରତର ଭବିଷ୍ୟତ

The Independence:Hyderabad-2-burqa-clad-women-held-for-vandalizing-Goddess-Durga-idol-in-Durga-Puja-Pandal

ହାଇଦ୍ରାବାଦ ବୁର୍ଖା ପିନ୍ଧା ମହିଳାଙ୍କ ଘୃଣ୍ୟ କାମ, ମେରି ଖ୍ରୀଷ୍ଟଙ୍କ ମୃତି ଭାଙ୍ଗିଲା ପରେ ଦୁର୍ଗାଙ୍କ ମୃତି ଭାଙ୍ଗିବା ପାଇଁ ଆସି ଧରାପଡିଲେ

The Independence:Assam-Anjali-Biswas-was-brutally-stabbed-by-Rafiq-Ali-for-refusing-marriage-proposal

ଆସାମ: ବିବାହ କରିବା ପାଇଁ ମନା କରିଦେବାରୁ ଅଂଜଳି ବିଶ୍ୱାସଙ୍କୁ ଛୁରି ମାରିଲା ରଫିକ ଅଲ୍ଲି

The Independence:Rise-of-Nationalism-in-Europe-Stop-Islamisation

ଦୋ’ଛକିରେ ୟୁରୋପ

The Independence:Nexus-and-Minority-appeasement-Waqf-and-Congress

କଂଗ୍ରେସ ଓ ଓାକଫ ବୋର୍ଡର ନାପାକ ଯୁଗଳ ବନ୍ଦୀ

The Independence:National-Logistics-Policy-of-India-Shaping-Logistics-of-Future

ରାଷ୍ଟ୍ରୀୟ ବସ୍ତୁ ପରିବହନ ନୀତି

The Independence:Justice-For-Aditya-15-year-old-Aditya-Tiwari-stabbed-to-death-Taif-Khan-absconding-Bihar-News

ଯେଉଁ ଖବରରେ ଲିବେରାଲ ଲୁହ ବୁହାନ୍ତି ନାହିଁ କି ଗଣମାଧ୍ୟମ ଦେଖାଏ ନାହିଁ, ୧୫ ବର୍ଷର ଆଦିତ୍ୟ ତିଓାରିକୁ ଛୁରି ମାରି ହତ୍ୟା, ହତ୍ୟାକାରୀ ତୈଫ ଖାନ ଫେରାର

The Independence:British-Hindus-protest-The-Guardians-fake-news-against-India--Hindus

ଦି ଗାର୍ଜିଆନର ହିନ୍ଦୁ ବିରୋଧୀ ନୀତି ବିରୋଧରେ ଲଣ୍ଡନରେ ବିକ୍ଷୋଭ

The Independence:Navratri-Dharmic-festival-not-a-cultural-one-so-if-idol-worship-for-you-is-a-sin-maybe-dont-insist-in-coming-for-garba

ନବରାତ୍ରୀ ଏକ ଧାର୍ମୀକ ଉସ୍ତ୍ରବ, ଯେଉଁମାନେ କେବଳ ଗରବାକୁ ନାଚିବା, ମୌଜ, ମସ୍ତି ପାଇଁ ଯାଉଛନ୍ତି, ଦେବୀଙ୍କୁ ପୂଜା କରୁନାହାନ୍ତି କି ପ୍ରସାଦ ଖାଉନାହାନ୍ତି ସେମାନେ ନଗଲେ ଭଲ

The Independence:Unveiled-and-rising-up-How-protests-in-Iran-cut-to-the-heart-of-national-identity

ହିଜାବର ହୋଲି

The Independence:Operation-Octopus-NIA-Raids-Banned-PFI

ଅପରେସନ ଅକ୍ଟୋପସ