ରାଜ୍ୟ ନିର୍ବାଚନ କମିସନଙ୍କ ( Odisha Election Commission ) ସୂଚନା ଅନୁଯାୟୀ ମାର୍ଚ୍ଚ ୧୨ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ, ମାର୍ଚ୍ଚ ୧୩ରେ ଜିଲ୍ଲା ପରିଷଦ ସଭାପତି, ମାର୍ଚ୍ଚ ୨୩ରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ, ମାର୍ଚ୍ଚ ୨୫ରେ ଜିଲ୍ଲା ପରିଷଦ ଉପସଭାପତି ପଦବି ପାଇଁ ପରୋକ୍ଷ ନିର୍ବାଚନ ହେବ।
କାର୍ଯ୍ୟସୂଚୀ
ନାଏବ ସରପଞ୍ଚ ନିର୍ବାଚନ ମାର୍ଚ୍ଚ ୧୧
ପଞ୍ଚାୟତ ସମିତି ଅଧ୍ୟକ୍ଷ ( Block Chairman ) ମାର୍ଚ୍ଚ ୧୨
ଜିଲ୍ଲା ପରିଷଦ ସଭାପତି ( Zilla Parishad Chairman ) ନିର୍ବାଚନ ମାର୍ଚ୍ଚ ୧୩
ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନିର୍ବାଚନ ମାର୍ଚ୍ଚ ୨୩
ଜିଲ୍ଲା ପରିଷଦ ଉପସଭାପତି ନିର୍ବାଚନ ମାର୍ଚ୍ଚ ୨୫
By Independence News