The Independence:Odisha-Panchayat-Election-Updates-Vote-Share-Percentage-BJD-BJP-Congress

 Odisha Panchayat Election ରେ କିଏ ଭଲ ପ୍ରଦର୍ଶନ କରିଛି, କିଏ କେତେ ଭୋଟରଙ୍କୁ ହରାଇଲେ, କାହା ହାତରୁ କେତେ ଆସନ ଖସିଲା ସେସବୁକୁ ନେଇ ରାଜନୈତିକ ମହଲରେ ତର୍ଜମା ଆରମ୍ଭ ହୋଇଛି। କିଏ ୨୦୧୭ ତୁଳନାରେ ସଦ୍ୟ ସମାପ୍ତ ପଞ୍ଚାୟତ ନିର୍ବାଚନ ଫଳାଫଳର ତର୍ଜମା କଲେଣି; ଆଉ କିଏ ୨୦୧୯ ନିର୍ବାଚନ ପରିସଂଖ୍ୟାନ ଧରି ଆତ୍ମରକ୍ଷା ପାଇଁ ରାସ୍ତା ଖୋଜୁଛନ୍ତି।

୨୦୧୭ ତୁଳନାରେ ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳର ଭୋଟ ୧୦.୫୫% ବଢ଼ିଛି; ଦଳ ଖାତାକୁ ୨୯୦ ଆସନ ଅଧିକ ଯାଇଛି। ଯଦି ୨୦୧୯ ବିଧାନସଭା ନିର୍ବାଚନର ମତଦାନ ହାର ସହିତ ପଞ୍ଚାୟତ ନିର୍ବାଚନର ଭୋଟରଙ୍କ ରାୟର ଏକ ତୁଳନାତ୍ମକ ଚିତ୍ର ଅଙ୍କାଯିବ, ତେବେ ଶାସକ ଦଳ ଗାଁ ଭୋଟରଙ୍କ ଆସ୍ଥା ଜିଣିଛନ୍ତି। ୨୭ଲକ୍ଷ ୩୬ ହଜାର ୪୨୭ ଅଧିକ ଭୋଟ ବିଜେଡି ଖାତାକୁ ଯାଇଛି।

୨୦୧୭ରେ Biju Janata Dal ଦଳକୁ ୮୩ଲକ୍ଷ ୫୩ ହଜାର ୨୮୫ ଭୋଟ ମିଳିଥିଲା। ଏଥର ଏହା ବୃଦ୍ଧି ପାଇ ୧କୋଟି ୧୦ଲକ୍ଷ ୮୯ ହଜାର ୭୧୨ରେ ପହଞ୍ଚିଛି। ସେହିଭଳି 2019 Odisha Assembly Election ତୁଳନାରେ ୬.୯% ଏବଂ ଲୋକସଭା ଭୋଟ ହାର ତୁଳନାରେ ବିଜେଡିକୁ ୪.୦୨%ଅଧିକ ମତ ମିଳିଛି।

୨୦୧୭ ନିର୍ବାଚନରେ BJP ଙ୍କୁ ୬୭ଲକ୍ଷ ୬୧ ହଜାର ୪୯୬ ଭୋଟ ମିଳିଥିଲା। ଏଥର ୪ଲକ୍ଷ ୩୭ ହଜାର ୭୫୦ ଭୋଟର ବିଜେପିରୁ ମୁହଁ ଫେରାଇ ନେଇଛନ୍ତି। ଭୋଟ ପ୍ରତିଶତରେ ଦେଖିଲେ ୨୦୧୭ରେ Odisha BJP ଦଳକୁ ୩୪.୧୨% ଭୋଟ ମିଳିଥିଲା। ଏଥର ୪.୦୨ ପ୍ରତିଶତ ହ୍ରାସ ଘଟିଛି। ୨୦୧୯ ବିଧାନସଭା ନିର୍ବାଚନକୁ ମାପକ ଭାବେ ନେଲେ ୨.୫% ଏବଂ ଲୋକସଭା କ୍ଷେତ୍ରରେ ୮.୨୭% ପ୍ରତିଶତ ଭୋଟର ଗେରୁଆ ଦଳକୁ ମୁହଁ ମୋଡ଼ି ଦେଇଛନ୍ତି। ଦଳ ୨୫୫ ଜିଲ୍ଲା ପରିଷଦ ଆସନ ହରାଇଲା।

୧୩.୬%ଗାଁ ଲୋକ ତଥାପି କଂଗ୍ରେସ ସହିତ ଅଛନ୍ତି। ୨୦୧୭ ନିର୍ବାଚନ ମାତ୍ର ପାଞ୍ଚବର୍ଷ ବ୍ୟବଧାନରେ କଂଗ୍ରେସ ୨୩ଟି ଜିଲ୍ଲା ପରିଷଦ ଆସନ ହରାଇଛି ଏବଂ ଗାଁରେ ୫.୦୪% ଲୋକଙ୍କ ସମର୍ଥନ ହରାଇଛି। ୨୦୧୯ ବିଧାନସଭା ନିର୍ବାଚନ ଭୋଟ ହାର ସହିତ ତୁଳନା କଲେ ୩.୧% ଏବଂ ଲୋକସଭା କ୍ଷେତ୍ରରେ ୧.୧୩% ଭୋଟର କଂଗ୍ରେସକୁ ଆଉ ଭୋଟ ଦେବାକୁ ଚାହିଁନାହାନ୍ତି।

Author Image

Independence News

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ