The Independence:Operation-Ganga-Updates-Ukraine-Russia-War-Updates-Indian-Returnee

 ଯୁଦ୍ଧ-ବିକ୍ଷତ ୟୁକ୍ରେନ୍‌ରେ ( War Affected Ukraine ) ଫସି ରହିଥିବା ୩,୭୨୬ଜଣ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ଭାରତ ୧୯ଟି ବିମାନ ଚଳାଇବ। ଏହି ବିମାନଗୁଡ଼ିକ ୟୁକ୍ରେନ୍‌ର ପଡ଼ୋଶୀ ଦେଶଗୁଡ଼ିକରୁ ଚଳାଚଳ କରିବ। ୟୁକ୍ରେନ୍‌ ଆକାଶପଥ ବନ୍ଦ କରାଯାଇ ଥିବାରୁ ସେଠାରେ ଥିବା ଭାରତୀୟମାନଙ୍କୁ ସଡ଼କ ପଥରେ ତା’ର ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ନିଆଯାଇଛି। Operation Ganga ରେ ବୁକାରେଷ୍ଟ୍‌ରୁ ୮ଟି, ସୁଚାଭାରୁ ୨ଟି, କୋସିଚିରୁ ୧ଟି, ବୁଡ଼ାପେଷ୍ଟ୍‌ରୁ ୫ଟି, ଜେଜାଓରୁ ୩ଟି ବିମାନ ଯୋଗେ ୩୭୨୬ଜଣ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଅଣାଯିବ।

Indians Return From Ukraine ସମନ୍ବୟ ରକ୍ଷା କରାଇବା ନିମନ୍ତେ ସମ୍ପ୍ରତି ସିନ୍ଧିଆ ରୋମାନିଆରେ ଅବସ୍ଥାନ କରୁଛନ୍ତି। ସେହିପରି, ହଙ୍ଗେରିରେ ହରଦୀପ ସିଂହ ପୁରୀ, ସ୍ଲୋଭାକିଆରେ କିରେନ୍‌ ରିଜିଜୁ ଏବଂ ଅବସରପ୍ରାପ୍ତ ଜେନେରାଲ୍‌ ଭି.କେ. ସିଂହ ପୋଲାଣ୍ଡ୍‌ରେ ଅଛନ୍ତି।

ବେସାମରିକ ବିମାନ ଚଳାଚଳ ପାଇଁ ୟୁକ୍ରେନ୍ ଆକାଶପଥ ବନ୍ଦ କରାଯାଇଥିବାରୁ ୟୁକ୍ରେନ୍‌ ପଶ୍ଚିମ ପଟକୁ ଥିବା ରାଷ୍ଟ୍ର ରୋମାନିଆ, ହଙ୍ଗେରି ଏବଂ ପୋଲାଣ୍ଡ୍‌ରୁ ସ୍ବତନ୍ତ୍ର ବିମାନ ଯୋଗେ ଭାରତୀୟ ନାଗରିକମାନଙ୍କୁ ସ୍ବଦେଶକୁ ଫେରାଇ ଅଣାଯାଉଛି। ଏଯାବତ୍‌ ପ୍ରାୟ ୧୭,୦୦୦ ଭାରତୀୟଙ୍କୁ ୟୁକ୍ରେନ୍‌ରୁ ଫେରାଇ ଅଣାଯାଇଛି।

By Independence News 

Author Image

Independence News

Recent Posts

The Independence:Palghar-like-attack-on-Hindu-sadhus-in-Maharashtras-Sangli-6-arrested

ପାଲଘର ଶୈଳିରେ ମହାରାଷ୍ଟ୍ରରେ ସାଧୁଙ୍କ ଉପରେ ପୁଣି ଆକ୍ରମଣ, ୬ ଗିରଫ

The Independence:Odisha-Government-Negligence-in-Shree-Jagannath-Temple-Ratna-Bhandar

ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କ ଡର କାହିଁକି?

The Independence:Zameen-Jihad-Tamil-Nadu-Waqf-Board-claims-ownership-of-a-Hindu-majority-village-registrar-asks-villagers-to-obtain-NOC-from-the-board-to-sell-their-own-land

Zameen Jihad: ତାମିଲନାଡୁରେ ଏକ ହିନ୍ଦୁ ବହୁଳ ଗାଁ ଓ ମନ୍ଦିରର ସମ୍ପତିକୁ ନିଜର ବୋଲି ଦାବି କଲା ଓାକଫ ବୋର୍ଡ

The Independence:Dawood-Ibrahim-Return-Mumbai-Gangster

ଫେରୁଛି ଦାଉଦର ଦାଦାଗିରି

The Independence:S-Jaishankar-embarks-South-America-Latin-America

ଲାଟିନ ଆମେରିକାରେ ଜୟଶଙ୍କର

The Independence:INS-Vikrant-Indias-First-Indigenous-Aircraft-Carrier

ବିମାନବାହୀ ଯୁଦ୍ଧପୋତ: ବିରାଟରୁ ବିକ୍ରାନ୍ତ

The Independence:ED-CBI-In-Corruption

ବଢୁଛି ଇଡିର ଶିଢି

The Independence:Britain-Slogan-Get-Out-Pakistani

ବ୍ରିଟେନରେ ‘ଗେଟ୍ ଆଉଟ ପାକିସ୍ଥାନୀ’

The Independence:Modi-Tops-Global-Leader-World-Ranking

ଲୋକପ୍ରିୟ ନେତୃତ୍ୱ ଶୀର୍ଷରେ ମୋଦି

The Independence:Pakistan-Agenda-on-Akshardeep-Singh-Pakistan-India-Cricket-Match

ଆଇଏସଆଇର ଇନଫର୍ମେସନ ଜିହାଦ

The Independence:Odisha-Flood-2022-Mismanagement-Man-made

ବନ୍ୟାକୁ ରୋକାଯାଇ ପାରିନଥାନ୍ତା କି?

The Independence:Conversion-of-Mizoram-North-East-to-Christianity

ମିଜୋରାମରେ ସଂସ୍କୃତି ସମ୍ପନ୍ନ ଅଧିବାସିମାନଙ୍କୁ କେମିତି କରାଗଲା ଖ୍ରୀଷ୍ଟିଆନ ? ପଢନ୍ତୁ ଜାଣିବେ

The Independence:Boycott-Bollywood-Independence-News-Lal-Singh-Chhaddha

ସଙ୍କଟରେ ବଲିଉଡ

The Independence:Al-Shabbab-militants-in-Africa

ଆଫ୍ରିକାର ଚିନ୍ତା ଅଲ୍‌-ଶବାବ

The Independence:INS-VIKRANT-TO-BE-INDUCTED-IN-INDIAN-NAVY

ଆଇଏନଏସ ବିକ୍ରାନ୍ତ ସାମିଲ ହେବା ଯୋଗୁ ବହୁଗୁଣିତ ହେବ ଭାରତୀୟ ନୌସେନାର କ୍ଷମତା

The Independence:jammu-kashmir-high-court-reopens-2003-nadimarg-hindu-massacre-24-kashmiri-pandits-killed-by-terrorists-in-200

ଜାଣନ୍ତୁ କଣ ଥିଲା 2003ର ନଦୀମର୍ଗ କାଶ୍ମୀରୀ ହିନ୍ଦୁ ନରସଂହାର, ଯେତେବେଳେ 24 ହିନ୍ଦୁଙ୍କୁ ହତ୍ୟା କରାଯାଇଥିଲା

The Independence:Nitish-Kumars-appeasement-reaches-its-peak

ଅଣହିନ୍ଦୁଙ୍କ ପ୍ରବେଶ ମନା ଥିବା ମନ୍ଦିରରେ ନୀତିଶ ତାଙ୍କ ମୁସଲମାନ ମନ୍ତ୍ରୀଙ୍କୁ ପ୍ରବେଶ କରାଇଲେ

The Independence:Village-culture

ଗାଁରେ ଅପସଂସ୍କୃତିର ଅନୁପ୍ରବେଶ

The Independence:Lesson-from-Direct-Action-Day

ଡାଇରେକ୍ଟ ଆକ୍ସନ ଡେ’ ରୁ ଶିକ୍ଷା

The Independence:terror-funding-delhi-mohammad-yaseen-arrested-delhi-jammu-kashmir-terrorists

ଆତଙ୍କବାଦୀଙ୍କ ପାଇଁ ଫଣ୍ଡ ମ୍ୟାନେଜ କରୁଥିଲା କପଡା ବ୍ୟବସାୟୀ ମୋହମ୍ମଦ ୟାସିନ, ଦିଲ୍ଲୀରୁ ଧରା ପଡିଲା

The Independence:Conspirators-against-India

ଭାରତ ବିରୋଧୀ ଷଡଯନ୍ତ୍ରକାରୀ

The Independence:Rights-of-Transgenders

ସେମାନଙ୍କର ମଧ୍ୟ ସମାନ ଅଧିକାର

The Independence:Drug-addiction-society-and-development

ନିଶା, ସମାଜ ଏବଂ ବିକାଶ

The Independence:krk-slams-arjun-kapoor-bollywood-film-boycott

‘ଯେଉଁ ଆକ୍ଟରର ଫିଲ୍ମକୁ କୁକୁର ଦେଖିବାକୁ ଯାଏ ନାହିଁ ତାକୁ କିଏ ବା କାହିଁକି କରିବ ବୟକଟ’ ଅର୍ଜୁନ କପୁରଙ୍କୁ କହିଲେ କେଆରକେ

The Independence:the-satanic-verses-salman-rushdie-sales-incresead-similar-happened-in-india-after-ban

ପୁସ୍ତକ ସାଟାନିକ ଭର୍ସେସର ବିକ୍ରୀରେ ଭାରୀ ବୃଦ୍ଧି, ସଲମାନ ରୁସଦୀଙ୍କ ଉପରେ ହୋଇଛି ଆକ୍ରମଣ