The Independence:Pakistan-national-mourning

 ଭାରତ ବିରୁଦ୍ଧରେ ( Anti India ) ଲଗାତାର କାମ କରି ଆସିଥିବା ଓ ସାଧାରଣ କାଶ୍ମୀରୀ ଯୁବକ ( Kashmiri Youth ) ମାନଙ୍କୁ  ଇସଲାମ ( Islam ) ଓ ଜେହାଦ ( Jihad ) ନାମରେ ବନ୍ଧୁକ ଧରାଇ ମୃତ୍ୟୁମୁଖକୁ ପଠାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରଥିବା ହୁରିୟତ କନଫ୍ରେନ୍ସର ପୂର୍ବତନ ଅଧ୍ୟକ୍ଷ ସୟୈଦ  ଅଲୀ ଶାହ ଗିଲାନୀଙ୍କ Sayyid Abdullah Gilani ) ମୃତ୍ୟୁ ପରେ ପାକିସ୍ତାନ ( Pakistan ) ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରିଛି । ଏହା ବାଦ ତାଙ୍କର ମୃତ୍ୟୁରେ ସେ ତାର ଧ୍ବଜକୁ ଅଧା ନୁଆଇଁଛି( Pakistan National Flag )

ଏକଥା ସତ୍ୟ ଯେ ଗିଲାନୀ ତାଙ୍କ ଜୀବନ ସାରା ପାକିସ୍ତାନ ଓ ଏହାର ଗୁଇନ୍ଦା ଏଜେନ୍ସୀ ଆଇଏସଆଇରୁ ( Pakitan ISI ) ଫଣ୍ଡିଂ ନେଇ ଜାମ୍ମୁ କାଶ୍ମୀରରେ ହିଂସା, ହତ୍ୟା, ରକ୍ତପାତକୁ ପ୍ରୋତ୍ସାହନ ଦେଇ ଆସୁଥିଲେ । ଏହା ପୂର୍ବରୁ ପାକିସ୍ତାନ ତାଙ୍କୁ ସେଠାକାର ସର୍ବୋଚ୍ଚ ନାଗରିକ ପୁରସ୍କାରରେ ମଧ୍ୟ ସମ୍ମାନିତ କରି ସାରିଥିଲା । ପାକିସ୍ତାନ କାହିଁକି ବା ଖୁସି ନ ହେବ କାରଣ ଗିଲାନୀ ତା ପାଇଁ ଯାହା କରିଥିଲେ ତାହା କରିବା ସହଜ ନୁହେଁ ।

ସେ ପାକିସ୍ତାନର କହିବା ଅନୁସାରେ  ତିନି ଦଶନ୍ଧି ଧରି ଆତଙ୍କବାଦକୁ ( Pakistan Sponsored Terrorism ) ପ୍ରୋତ୍ସାହନ  ଦେଇଥିଲେ । ସେ କାଶ୍ମୀରରେ ହଜାର ହଜାର  ହିନ୍ଦୁଙ୍କୁ ହତ୍ୟା କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

90 ଦଶକରେ ଯେତେବେଳେ କାଶ୍ମୀରୀ ପଣ୍ଡିତଙ୍କୁ ( Kashmir Pandit Exodus ) ଅତ୍ୟାଚାର ଆରମ୍ଭ ହେଲା, ହଜାର ହଜାର କାଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା କରାଗଲା, ଝିଅ ବୋହୁ ମାନଙ୍କ ସହ ଦୁଷ୍କର୍ମ କରା ଗଲା ଗିଲାନୀ ହିଁ ତା ପଛରେ ଥିଲେ । ଏହା ଫଳରେ କାଶ୍ମୀରୀ ପଣ୍ଡିତ ମାନେ ତାଙ୍କର ଘର ଦ୍ବାର ଛାଡି ନିଜ ଦେଶରେ ଶରଣାର୍ଥୀ ହୋଇ ବଂଚିବାକୁ ବାଧ୍ୟ ହୋଇଥିଲେ ।

ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମରାନ ଖାନ ( Imran Khan ) ତାଙ୍କ ମୃତ୍ୟୁ ପରେ ଭାରତ ବିରୋଧରେ ବିଷ ଓଗାଳିଛନ୍ତି । ଇସଲାମ ଓ ଜିହାଦ ( Islam & Jihad ) ନାମରେ କୌଣସି ପ୍ରକାର ଉପଦ୍ରବ ନ ହେଉ ତେଣୁ ସରକାର ଅତ୍ୟନ୍ତ ଶାନ୍ତିପୂର୍ଣ ଭାବେ ଓ କେବଳ ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କର ଅନ୍ତିମ ସଂସ୍କାର ଶ୍ରୀନଗରର କବରିସ୍ତାନରେ କରାଇ ଥିଲେ । କୌଣସି ପ୍ରକାର ହିଂସା ବା ଉନ୍ମାଦର ସ୍ଥିତି ଉତ୍ପନ୍ନ ନ ହେଉ ତେଣୁ ଇଂଟରନେଟକୁ ମଧ୍ୟ ବଂଦ କରି ଦିଆ ଯାଇଥିଲା ।

ପାକିସ୍ତାନର ଅନେକ ଟିଭି ଚାନେଲ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି । ଭାରତ ସରକାର ତାଙ୍କ ଓ ତାଙ୍କ ପରିବାର ପ୍ରତି ଦମନ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ହେଲେ ପାକିସ୍ତାନୀ ଚାନେଲ ଓ ଭାରତରେ ବସିଥିବା ଗିଲାନୀ ସମର୍ଥକଙ୍କୁ ବୁଝିବା ଉଚିତ ଯେ ଭାରତରେ ରହି ଭାରତ ବିରୁଦ୍ଧରେ ଯୁଦ୍ଧ କରିବା, ହିଂସା, ରକ୍ତପାତ କରାଉଥିବା ଏହି ବ୍ୟକ୍ତି ଗିଲାନୀ ଭାରତୀୟ ସୁରକ୍ଷା ବଳର ସୁରକ୍ଷାରେ ରହିଥିଲେ  । ସେ  92 ବର୍ଷର ପୂରା ଜୀବନ ବଂଚିବା ପରେ ମୃତ୍ୟୁବରଣ କରିଛନ୍ତି । ସେ ବାର୍ଧକ୍ୟ କାରଣରୁ ମୃତ୍ୟୁବରଣ କରିଛନ୍ତି ।

ଯଦି ସେ ପାକିସ୍ତାନ ଅଧିକୃତ ( Pakistan Occupied Kashmir ) ବଲୁଚିସ୍ତାନର ( Baluchistan ) ବିଛିନ୍ନତାବାଦୀ ନେତା ହୋଇଥାନ୍ତେ ତେବେ ତାଙ୍କୁ 50 ବର୍ଷ ତଳୁ ପାକିସ୍ତାନ ହତ୍ୟା କରି ସାରିଥାନ୍ତା ଯେପରିକି ସେ ବଲୁଚିସ୍ତାନରେ କରି ଆସୁଛି ।  ଏହା ପାକିସ୍ତାନ ସମର୍ଥକ ଲୋକଙ୍କୁ ଭଲ ଭାବେ ବୁଝିବା ଉଚିତ ।

Author Image

Independence News

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ