ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ଶେଖ ରସିଦ ଏକ ବକ୍ତବ୍ୟ ଦେଇ ପାକିସ୍ତାନର ବିଜୟକୁ ଇସଲାମର ବିଜୟ ବୋଲି କହିବା ସହ ଏହି ବିଜୟରେ ପାକିସ୍ତାନ ସହ ଭାରତର ମୁସଲମାନ ମାନେ ମଧ୍ୟ ଖୁବ ଖୁସୀ ବୋଲି କହିଛନ୍ତି । ପାକିସ୍ତାନର ଆଭ୍ୟନ୍ତରୀଣ ମାମଲାର ମନ୍ତ୍ରୀ ଶେଖ ରସିଦ ଅହମଦ ଏହି ବିଜୟକୁ ପାକିସ୍ତାନର ନୁହେଁ ବରଂ ଇସଲାମର ବିଜୟ ବୋଲି କହିଛନ୍ତି । ସେ କହିଛନ୍ତି ଯେ ପାକିସ୍ତାନୀ ଟିମକୁ ଭାରତୀୟ ମୁସଲମାନ ମାନଙ୍କ ସମେତ ସମଗ୍ର ବିଶ୍ବର ମୁସଲମାନ ମାନଙ୍କର ନୈତିକ ସମର୍ଥନ ଥିଲା ବୋଲି ସେ କହିଛନ୍ତି । ଶୁଣନ୍ତୁ ସେ କଣ କହିଛନ୍ତି