ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମିରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ପବନ କଲ୍ୟାଣ ୩୦ ଲ କ୍ଷ ଟଙ୍କାର ସମର୍ପଣ ରାଶି ପ୍ରଦାନ କରିଛନ୍ତି । ବର୍ତମାନ ଶ୍ରୀ କଲ୍ୟାଣ ଜନ ସେନା ପାର୍ଟିର ମୁଖ୍ୟ ମଧ୍ୟ ଅଛନ୍ତି ।
Jana Sena Party president Pawan Kalyan today donated a sum of Rs 30 lakhs for the construction of Ram Mandir in Uttar Pradesh's Ayodhya. #AndhraPradesh pic.twitter.com/XCD0ATgsGX — ANI (@ANI) January 22, 2021
Jana Sena Party president Pawan Kalyan today donated a sum of Rs 30 lakhs for the construction of Ram Mandir in Uttar Pradesh's Ayodhya. #AndhraPradesh pic.twitter.com/XCD0ATgsGX