The Independence:Rising-death-rate-proves-how-Ramzan-played-a-fatal-role-to-spread-deadly-Corona-virus

 ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ ରମଜାନ ପାଳନ ବେଳେ କୋଭିଡ ଗାଇଡ ଲାଇନର ଖୋଲା ଉଲଙ୍ଘନ, ବିନା ମାସ୍କ ପିନ୍ଧି ଏକ ସଂଖ୍ୟାରେ ହଜାର ହଜାର ଲୋକ ନମାଜ ପଢିବା ଆଦି ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତଥ୍ୟଅନୁସାରେ ରମଜାନ ପାଳନ ପରେ ଦେଶରେ ଅନେକ ମୁସଲମାନ ବହୁଳ ସ୍ଥାନ ମାନଙ୍କରେ କରୋନା ପଜିଟିଭ ସଂଖ୍ୟା ହଠାତ ବହୁତ ବଢିଛି ।

ତେଲେଙ୍ଗାନାରେ ଯେତେବେଳେ ରମଜାନ ମାସ ଆରମ୍ଭ ହୋଇଥିଲା ଏପ୍ରିଲ ୧୮ରେ ସେତେବେଳେ କୋଭିଡ ମୃତ୍ୟୁ ସଂଖ୍ୟା ୩୦ ଦିନରେ (ମାର୍ଚ୍ଚ ୧୯ରୁ ଏପ୍ରିଲ ୧୮) ଥିଲା ୧୮୧୪ । ଏପ୍ରିଲ ୧୮ରୁ ମେ ୧୮ରେ ଏହା ପହଂଚିଲା ୩୦୧୨ରେ ।

ଏହାର କାରଣ ହେଉଛି ହାଇଦ୍ରାବାଦରେ ଏକ ମାସ ଧରି ଯେପରି ଭାବରେ ଇଦ ମାର୍କେଟରେ ଲୋକମାନେ ବିନା କୋଭିଡ ଗାଇଡ ଲାଇନରେ ଆସି ଗହଳି କରିଲେ ତାହା ଫଳରେ କୋଭିଡ ପଜିଟିଭ ସଂଖ୍ୟା ବଢିଗଲା ।

ସେହିପରି ମହାରାଷ୍ଟ୍ରରେ ମଧ୍ୟ କୋଭିଡରେ ମୃତ୍ୟୁ ସଂଖ୍ୟା ବଢିଛି ଏହି ରମଜାନ ମାସରେ । ମାସ୍କ, ସାନିଟାଇଜର କଥା ଛାଡନ୍ତୁ, ଲୋକମାନେ ସାମାଜିକ ଦୂରତ୍ୱ ବି ପାଳନ କରିଲେ ନାହିଁ । କୋଭିଡ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଯେଉଁ ଗାଇଡ ଲାଇନ ଜାରୀ କରିଥିଲେ ତାକୁ କେହି ମାନିଲେ ନାହିଁ । ଶୁକ୍ରବାର ଦିନ ମସଜିଦରେ ଏତେ ଭିଡ ହେଉଥିଲା ଯେ ସେଗୁଡିକ ପରବର୍ତୀ ସମୟରେ କମ୍ୟୁନିଟ ସଂକ୍ରମଣର ରୂପ ନେଲା ।

ରମଜାନ ପାଇଁ ସବୁଠାରୁ ବେଶି ପ୍ରଭାବିତ ହେଲା ଦିଲ୍ଲୀ । ଦିଲ୍ଲୀରେ ମାର୍ଚ୍ଚ ୧୯ରୁ ଏପ୍ରିଲ ୧୮ରେ କୋଭିଡ ମୃତ୍ୟୁ ସଂଖ୍ୟା ଥିଲା ୧୨,୧୨୧ା କିନ୍ତୁ ରମଜାନ ମାସରେ ଏପ୍ରିଲ ୧୮ରୁ ମେ ୧୮ରେ ହେଲା ୨୨,୧୧୧ । ପାଖାପାଖି ଦୁଇ ଗୁଣ ବଢିଗଲା ମୃତ୍ୟୁ ସଂଖ୍ୟାରେ । ଦିଲ୍ଲୀର ଶାସ୍ତ୍ରୀ ପାର୍କ ଅଂଚଳ ଯାହାକୁ ସରକାର ଆବଦ୍ଧ ଅଂଚଳ ବୋଲି ଘୋଷଣା କରିଥିଲେ ସେଠାରେ ରମଜାନର ପ୍ରତିଦିନ ବଜାର ଏକ ମାସ ଧରି ଖୁଲମ ଖୁଲା ଚାଲୁଥିଲା ।

ଜାମ୍ମୁ କାଶ୍ମୀର ଯାହା ଅପେକ୍ଷାକୃତ କମ ପ୍ରଭାବିତ ହୋଇଥିଲା କୋଭିଡରେ ତାହା ବି ରମାଜନ ପାଇଁ ମୃତ୍ୟୁ ସଂଖ୍ୟା ବଢିବାର ପରିଲକ୍ଷିତ ହୋଇଛି । 

Source - https://trunicle.com/rising-death-rate-proves-how-ramzan-played-a-fatal-role-to-spread-deadly-coronavirus/

Author Image

Independence News

RELATED NEWS

Recent Posts

The Independence:Things-Hindus-Must-Know-About-Muslims

ମୁସଲିମଙ୍କ ବିଷୟରେ କିଛି କଥା ଯାହା ହିନ୍ଦୁମାନେ ଜାଣିବା ଦରକାର

The Independence:Aamir-Khan-urges-fans-not-to-boycott-Laal-Singh-Chaddha-Says-It-is-rather-unfortunate

ଫିଲ୍ମକୁ ନେଇ ଆମିର ଖାନଙ୍କ ଚିନ୍ତା ଓ ଲୋକଙ୍କ ପ୍ରତିକ୍ରିୟା

The Independence:Azadi-Ki-Amrit-Mahostav-75-Years-of-Independence-Har-Ghar-Tiranga

ଅମୃତ ମହୋସ୍ତ୍ରବର ବିମର୍ଶ

The Independence:Hindu-Genocide-Pakistan-Army-Sri-Angan-Ashram-Massacre-Bangladesh

୧୯୭୧ ମସିହାର ଆଙ୍ଗନ ଆଶ୍ରମ ଗଣହତ୍ୟା ଯେଉଁଥିରେ ୮ ଜଣ ହିନ୍ଦୁ ପୁଜକଙ୍କ ହତ୍ୟା ହୋଇଥିଲା

The Independence:Andolinijibi-China-Pakistan-pro-stopped-Sterlite-copper-plant

ପଢନ୍ତୁ କେମିତି ଆନ୍ଦୋଳନଜିବିମାନେ ଚାଇନା ଓ ପାକିସ୍ତାନକୁ ସାହାଯ୍ୟ କରିବା ପାଇଁ ଭାରତର ତମ୍ବା ଉପ୍ତାଦନକୁ ବନ୍ଦ କରିଦେଲେ

The Independence:Indian-American-Muslim-Council-Terror-Links-Gives-Cash-Awards-To-Leftist-Journos-And-News-Portals

ଆମେରିକାର ସନ୍ଦିଗ୍ଧ ମୁସଲିମ ସଂସ୍ଥା ଦେଉଛି ଭାରତୀୟ ସାମ୍ବାଦିକଙ୍କୁ ଅର୍ଥ

The Independence:Utter-Pradesh-Yogi-Adityanath-govt-provides-land-to-63-displaced-Bangladeshi-Hindu-families

ଦଙ୍ଗାକାରୀମାନେ ମାଡିବସିଥିବା ଜମିକୁ ୬୩ ବଙ୍ଗଳାଦେଶୀ ହିନ୍ଦୁ ପରିବାରଙ୍କ ଭିତରେ ବାଂଟିଲେ ଯୋଗୀ ସରକାର

The Independence:Terrible-plan-behind-the-canonization-of-a-fake-saint-BY-VATICAN-Devasagayam

ଭାଟିକାନର ନୁଆ ଫର୍ମୁଲା: ଭାରତୀୟଙ୍କୁ ସନ୍ଥ ଘୋଷଣା ପଛରେ ରହିଛି ଧର୍ମାନ୍ତିକରଣ ଏଜେଣ୍ଡା

The Independence:Emara-Matha-Puri-Jagannath-Temple-ASI-Affidavit-Parikrama-Prakalpa

ଏମାର ମଠରୁ ମିଳିଥିଲା ପ୍ରାଚୀନ କୀର୍ତ୍ତିରାଜି: ହାଇକୋର୍ଟଙ୍କୁ ଜଣାଇଲା ଏଏସ୍‌ଆଇ

The Independence:Azan-in-Loud-Speaker-is-not-religious-rights-What-Does-the-Law-Say-About-Use-of-Loudspeakers-in-India

ଲାଉଡ ସ୍ପିକରରେ ଆଜାନ ଧାର୍ମୀକ ସ୍ୱାଧୀନତା ନୁହେଁ

The Independence:renaming-of-Qutub-Minar-as-Vishnu-Stambh-United-Hindu-Front-Rashtrawadi-Shiv-Sena

କୁତବମିନାରର ନାମ ବଦଳାଇ ‘ବିଷ୍ଣୁ ସ୍ତମ୍ଭ’ ରଖ, ହନୁମାନ ଚାଳିଶା ପାଠ ସହ ଦାବି କଲେ ହିନ୍ଦୁ ସଂଗଠନ

The Independence:Yogi-Adityanath-UP-Azan-Loudspeakers-Sound

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଆଦେଶ ପରେ ୧୭,୦୦୦ ଧାର୍ମିକ ସ୍ଥାନରେ କମିଲା ଲାଉଡସ୍ପିକରର ଶବ୍ଦ

The Independence:Uttar-Pradesh-Yogi-Adityanath-claimed-that-there-was-no-tension-at-all-in-Ram-Navmi

Ram Navmi Violence: ଯୋଗୀ କହିଲେ- ଦଙ୍ଗା ତ ଦୂରର କଥା, ସାମାନ୍ୟ ହିଂସା ବି ନାହିଁ

The Independence:PoK-gangrape-survivor-seeks-PM-Modis-help

ପାକ୍‌-ଅଧିକୃତ କଶ୍ମୀରର ଗଣଦୁଷ୍କର୍ମ ପୀଡ଼ିତା ଲୋଡ଼ିଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହାଯ୍ୟ

The Independence:Srimandir-Heritage-Corridor-Project-Odisha-ASI-ANM

Srimandir Heritage Corridor Project: ରାଜ୍ୟ ସରକାରଙ୍କ ବେଆଇନ ନିର୍ମାଣ କାର୍ଯ୍ୟ, ସନ୍ଦେହରେ ଏଏସଆଇ ଓ ଏନଏମଏ ଭୂମିକା

The Independence:Amarnath-Yatra-2022-When-Will-Amarnath-Yatra-Starts

Amarnath Yatra 2022: ଜୁନ ୩୦ରୁ ଆରମ୍ଭ ହେବ ଅମରନାଥ ଯାତ୍ରା

The Independence:WHO-Global-Centre-for-Traditional-Medicine-Indian-Ayurveda

ଭାରତୀୟ ପାରମ୍ପରିକ ଔଷଧକୁ ଆନ୍ତର୍ଜାତିକ ସ୍ବୀକୃତି, ‘ହୁ’ ସହଭାଗିତାରେ ପ୍ରତିଷ୍ଠା ହେବ ଗ୍ଲୋବାଲ ସେଣ୍ଟର

The Independence:Manas-Swain-Murder-Case-Sarmistha-Rout-Memory-Chip

Manas Swain Murder Case: ରିମାଣ୍ଡରେ ଗଲେ ଶର୍ମିଷ୍ଠା, ଫିଟିବ ତ ମାନସ ହତ୍ୟାର ଗୁମର ?

The Independence:Birbhum-Violence-Case-Roopa-Ganguly-Cried-in-Rajya-Sabha

Birbhum Violence Case: ପଶ୍ଚିମବଙ୍ଗର ବୀରଭୂମିରେ ୮ ଜଣଙ୍କୁ ଜୀବନ୍ତ ଜାଳି ହତ୍ୟା କରିବା ଘଟଣା: ରାଜ୍ୟସଭାରେ କାନ୍ଦିଲେ ସାଂସଦ ରୂପା ଗାଙ୍ଗୁଲି

The Independence:The-Kashmir-Files-Bitta-Karatte-May-Face-Investigation

The Kashmir Files ରିଲିଜ୍ ପରେ ଅଡ଼ୁଆରେ କଶ୍ମୀର ପଣ୍ଡିତଙ୍କୁ ନିର୍ମମ ଭାବେ ହତ୍ୟା କରିଥବା ବିଟ୍ଟା କରାଟେ

The Independence:Shree-Jagannath-Heritage-Project-Cracks-inn-Temple-Nata-Mandap-Temple-Structure

Shree Jagannath Heritage Project: ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ବଢ଼ାଉଛି କି ବିପଦ? ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ

The Independence:vivek-ranjan-agnihotri-had-revealed-that-he-had-approached-legendary-singer-lata-mangeshkar-to-sing-a-song-for-the-kashmir-files

ଦି କାଶ୍ମୀର ଫାଇଲ୍ସରେ ଗୀତ ଗାଇଥାନ୍ତେ ଲତା ମଙ୍ଗେସକର,ନିର୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଖୁଲାସା

The Independence:Odisha-Governor-in-Malkangiri-Bandaghati-Ram-Mandir-Temple-Ayodhya-Sita-Kunda

ମାଲକାନଗିରି ବଣ୍ଡାଘାଟିରେ ରାଜ୍ୟପାଳ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଲାଗି ସୀତାକୁଣ୍ଡରୁ କଲେ ଜଳ ସଂଗ୍ରହ

The Independence:The-Kashmir-Files-Farooq-Abdulla-Kashmir-Pandits-Genocide

The Kashmir Files: ‘ମୁଁ ଦୋଷୀ ଥିଲେ, ମୋତେ ଫାଶୀ ଦିଆଯାଉ’: ଫାରୁକ ଅବଦୁଲ୍ଲା

The Independence:Odisha-Municipal-Election-Campaigning-Jaga-Mission-PM-Awas-Yojana

Odisha Municipal Election : ପ୍ରମୁଖ ପ୍ରସଙ୍ଗ ଜାଗା ମିସନ୍‌ ବନାମ ପ୍ରଧାନମନ୍ତ୍ରୀ ଆବାସ