The Independence:Rohingya-Jihadi-network-in-Assam-arrest-of-Indian-handlers-of-Rohingya-Case-transferred-to-NIA

 ଭାରତରେ ରୋହିଙ୍ଗିଆ ମାନଙ୍କର ନେଟବର୍କ (Rohingya Network) ତିଆରି କରିବାକୁ ବଡ ଷଡଯନ୍ତ୍ର ଚାଲିଛି । କିଛି ଭାରତୀୟ ଚରମପନ୍ଥୀ ଗ୍ରୁପ ଭାରତରେ ରୋହିଙ୍ଗିଆ ମାନଙ୍କର ନେଟବର୍କ ତିଆରି କରିବା ପାଇଁ ଲାଗିଛନ୍ତି । ଆସାମରେ ୨୪ ଜଣ ରୋହିଙ୍ଗିଆଙ୍କ ଗିରଫ ହେବା ପରେ ପରବର୍ତୀ ଜାଂଚରେ ଏହି ଖୁଲାସା ହୋଇଛି ।

ଜିଆରପି  ପୋଲିସ  ଆସାମର ଗୌହାଟୀ ଠାରେ ୯ ଜଣ ରୋହିଙ୍ଗିଆଙ୍କୁ ଗିରଫ କରିଥିଲା । ଏଥି ମଧ୍ୟରେ ତିନି ଜଣ ମହିଳା ଥିଲେ । ସେମାନଙ୍କ ନିକଟରେ କଥିତ ଭାବେ ୟୁନାଇଟେଡ ନେସନ୍ସ ହାଇ କମିଶନର ଫର ରିଫ୍ୟୁଜି ବା ୟୁଏନଏଚସିଆରର  (UNHCR (United Nations High Commissioner for Refugees) ଫେକ ପରିଚୟ ମତ୍ର ମଧ୍ୟ ରହିଥିଲା ।

ଜାମ୍ମୁର ନରବାଲ ଅଂଚଳର ଜଣେ ଭାରତୀୟ ନାଗରିକ ଅମନ ଉଲ୍ଲା ଏହି ରୋହିଙ୍ଗିଆ ମାନଙ୍କ ସହ ଥିଲା ।  ଭାରତୀୟ ନାଗରିକ ଅମନ ଉଲ୍ଲା ସେମାନଙ୍କ ତ୍ରିପୁରା ଓ ଆସାମ ସୀମା ଦେଇ ଭାରତ ମଧ୍ୟରେ ପ୍ରବେଶକୁ ତଦାରଖ କରୁଥିଲା ।

କେବଳ ସେତିକି ନୁହେଁ ଏହା ପରେ ଆଉ ୧୫ ଜଣ ରୋହିଙ୍ଗିଆଙ୍କୁ ମଧ୍ୟ ଗିରଫ କରା ଯାଇଥିଲା । ସେମାନଙ୍କ ସହିତ ତିନି ଜଣ ଏଜେଂଟ ମଧ୍ୟ ଥିଲେ । ଏହି ତିନି ଜଣ ଏଜେଂଟ ଭାରତୀୟ ଥିଲେ ଓ ସେମାନେ ରୋହିଙ୍ଗିଆ ମାନଙ୍କୁ ୂଭାରତ ମଧ୍ୟରେ ପ୍ରବେଶ କରାଇ ସେମାନଙ୍କର ନେଟବର୍କ ଭାରତରେ ତିଆରି କରିବାକୁ ଚେଷ୍ଟିତ ଥିଲେ ।

ଜାଂଚ ପରେ ସ୍ପଷ୍ଟ ହେଲା  ଯେ  ଗିରଫ ଭାରତୀ ନାଗରିକ ଜାମ୍ମୁର ଅମନ ଉଲ୍ଲାର ଜେହାଦୀ ସଂଗଠନ(Arakan Rohingya Salvation Army) ଆରାକନ ରୋହିଙ୍ଗିଆ ସାଲଭେସନ ଆର୍ମୀ ବା  (ଏଆରଏସଏ) ସହ ପ୍ରତ୍ୟକ୍ଷ ସମ୍ପର୍କ ରହିଛି । ଅମନ ଉଲ୍ଲା ଆସାମରେ ଗୁପ୍ତ ଜିହାଦୀ କ୍ୟାମ୍ପ  ଓ ସ୍ଲିପର ସେଲ ସ୍ଥାପନା କରିବା ପାଇଁ କାମ କରୁଥିଲା ।

ଜାଂଚ ପରେ ଏଭଳି ଗୁରୁତର ତଥ୍ୟ ସାମନାକୁ ଆସିବା ପରେ ଆସାମ ପୋଲିସ (Assam Police) ମାମଲାକୁ ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏକୁ  (National Investigation Agency NIA) ହସ୍ତାନ୍ତର କରି ଦେଇଛି । ଆତଙ୍କବାଦୀ କାର୍ଯ୍ୟକଳାପ ମାମଲା ଗୁଡିକର ଜାଂଚ ଏନଆଇଏ କରିଥାଏ  ଓ ଏଥିରେ ସଂସ୍ଥାର ବିଶେଷଜ୍ଞତା ରହିଛି । 

ଅମନ ଉଲ୍ଲା ପଚରା ଉଚୁରା ବେଳେ କହିଛି ଯେ ବଙ୍ଗଳାଦେଶୀ ଓ ରୋହିଙ୍ଗିଆ ମୁସଲମାନ ମାନଙ୍କୁ ସେ ବିଭିନ୍ନ ଚୋରା ଟନେଲ ଦେଇ ଭାରତ – ବଙ୍ଗଳାଦେଶ ସୀମା ପାର କରାଇଥାଏ । ଏହା ପରେ ଯୁବକ ମାନଙ୍କୁ ସେମାନଙ୍କର ଜିହାଦୀ ତାଲିମ ପାଇଁ ପଠା ଯାଇଥାଏ ।

ଏଠାରେ ଉଲ୍ଲେଖ କରା ଯାଇ ପାରେ ଯେ ଚଳିତ ବର୍ଷ ଜାନୁଆରୀ ମାସରେ ଭାରତ – ବଙ୍ଗଳାଦେଶ ସୀମାରେ ଥିବା କରିମଗଂଜ ଡିଲ୍ଲାରେ ଏକ ୨୦୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଗୁପ୍ତ ଟନେଲକୁ ଆସାମ ପୋଲିସ ଦେଖି ପାରିଥିଲା ।

କରିମଗଂଜ ପୋଲିସ ଜଣେ ବଙ୍ଗଳାଦେଶୀ ଯୁବକକୁ ଗିରଫ କରି ପଚରା ଉଚୁରା  କରିବା ପରେ ତା ଠାରୁ ମିଳିଥିବା ସୂଚନା ଅନୁସାରେ ଏହି ଟନେଲ ବିଷୟରେ ଜାଣିବାକୁ ପାଇଥିଲା ।

Author Image

Independence News

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ