The Independence:Yogi-Adityanath-UP-Azan-Loudspeakers-Sound

 ଗତ ସପ୍ତାହରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଥିଲେ ଯେ, ଅନୁମତି ନେଇ ରାଜ୍ୟର ଧାର୍ମିକ ସ୍ଥାନରେ ଲାଉଡସ୍ପିକର ବ୍ୟବହାର କରାଯାଇପାରିବ। କିନ୍ତୁ ସଂପୃକ୍ତ ପରିସର ବାହାରକୁ ଶବ୍ଦ ଆସିପାରିବ ନାହିଁ। ଏହି ଘୋଷଣା ପରେ ବର୍ତ୍ତମାନ ରାଜ୍ୟର ୧୭,୦୦୦ ଧାର୍ମିକ ସ୍ଥାନରେ ଲାଉଡସ୍ପିକରର ଶବ୍ଦକୁ କମ କରାଯାଇଛି। ଯେଉଁମାନେ ଧାର୍ମିକ ସ୍ଥାନଗୁଡ଼ିକର ଦାୟିତ୍ୱରେ ଅଛନ୍ତି ସେମାନେ ନିଜେ ଏହି ପଦକ୍ଷେପ ନେଇଛନ୍ତି।

ଅନ୍ୟପକ୍ଷରେ ୟୁପିର ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମିରେ ଲାଗିଥିବା ଲାଉଡସ୍ପିକରକୁ ହଟାଇ ଦିଆଯାଇଛି। ଏହାପୂର୍ବରୁ ପ୍ରତିଦିନ ସକାଳେ ଏହି ମନ୍ଦିରରେ ଦେଢ଼ ଘଣ୍ଟା ଧରି ଧାର୍ମିକ ଗୀତ ବଜାଯାଉଥିଲା, କିନ୍ତୁ ଏହାକୁ ଏ‌ବେ ବନ୍ଦ କରିଦିଆଯାଇଛି। ଏହା ସହ ଗୋରଖନାଥ ମନ୍ଦିରରେ ଲାଉଡସ୍ପିକରର ଶବ୍ଦକୁ କମ କରିଦିଆଯାଇଛି।

ତେବେ ଲାଉଡସ୍ପିକର ‌ନେଇ ନିୟମ ତିଆରି କରିବା ସହ ରାଜ୍ୟରେ ବିଭିନ୍ନ ଧାର୍ମିକ ଶୋଭାଯାତ୍ରା ପାଇଁ ମଧ୍ୟ ନିୟମ ତିଆରି କରିଛନ୍ତି ଯୋଗୀ ଆଦିତ୍ୟନାଥ। ଉତ୍ତରପ୍ରଦେଶରେ ବିନା ଅନୁମତିରେ କୌଣସି ଶୋଭାଯାତ୍ରା ଏବଂ ଧାର୍ମିକ ଯାତ୍ରା ହୋଇପାରିବ ନାହିଁ। ନୂଆ ନିର୍ଦ୍ଦେଶ ମୁତାବକ କୌଣସି ଶୋଭାଯାତ୍ରା ପାଇଁ ବର୍ତ୍ତମାନ ଆୟୋଜକମାନଙ୍କୁ ପ୍ରଥମେ ଅନୁମତି ନେବାକୁ ପଡିବ। ଏହା ସହିତ ଆୟୋଜକମାନଙ୍କୁ ଶୋଭାଯାତ୍ରା ସମୟରେ ଶାନ୍ତି ଏବଂ ସୌହାର୍ଦ୍ୟ ରକ୍ଷା କରିବା ପାଇଁ ଏକ ଆଫିଡେଭିଟ୍ ଦେବାକୁ ପଡିବ।

ଏହି ନିର୍ଦ୍ଦେଶ ଜାରି ସହ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁ ସବୁ ଶୋଭାଯାତ୍ରା ବହୁ ବର୍ଷ ଧରି ହୋଇଆସୁଛି ଓ ପରମ୍ପରା ସହ ଜଡିତ ଅଛି, ସେସବୁ ଧାର୍ମିକ ଶୋଭାଯାତ୍ରାକୁ ଅନୁମତି ଦିଆଯିବା ଉଚିତ। ଯଦି କିଛି ନୂତନ ଶୋଭାଯାତ୍ରା ହେବାର ଅଛି ଅନାବଶ୍ୟକ ଭାବରେ ଅନୁମତି ଦିଆଯିବା ଉଚିତ୍ ନୁହେଁ | ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।

Author Image

Independence News

RELATED NEWS

Recent Posts

The Independence:Terrible-plan-behind-the-canonization-of-a-fake-saint-BY-VATICAN-Devasagayam

ଭାଟିକାନର ନୁଆ ଫର୍ମୁଲା: ଭାରତୀୟଙ୍କୁ ସନ୍ଥ ଘୋଷଣା ପଛରେ ରହିଛି ଧର୍ମାନ୍ତିକରଣ ଏଜେଣ୍ଡା

The Independence:Emara-Matha-Puri-Jagannath-Temple-ASI-Affidavit-Parikrama-Prakalpa

ଏମାର ମଠରୁ ମିଳିଥିଲା ପ୍ରାଚୀନ କୀର୍ତ୍ତିରାଜି: ହାଇକୋର୍ଟଙ୍କୁ ଜଣାଇଲା ଏଏସ୍‌ଆଇ

The Independence:Azan-in-Loud-Speaker-is-not-religious-rights-What-Does-the-Law-Say-About-Use-of-Loudspeakers-in-India

ଲାଉଡ ସ୍ପିକରରେ ଆଜାନ ଧାର୍ମୀକ ସ୍ୱାଧୀନତା ନୁହେଁ

The Independence:renaming-of-Qutub-Minar-as-Vishnu-Stambh-United-Hindu-Front-Rashtrawadi-Shiv-Sena

କୁତବମିନାରର ନାମ ବଦଳାଇ ‘ବିଷ୍ଣୁ ସ୍ତମ୍ଭ’ ରଖ, ହନୁମାନ ଚାଳିଶା ପାଠ ସହ ଦାବି କଲେ ହିନ୍ଦୁ ସଂଗଠନ

The Independence:Yogi-Adityanath-UP-Azan-Loudspeakers-Sound

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଆଦେଶ ପରେ ୧୭,୦୦୦ ଧାର୍ମିକ ସ୍ଥାନରେ କମିଲା ଲାଉଡସ୍ପିକରର ଶବ୍ଦ

The Independence:Uttar-Pradesh-Yogi-Adityanath-claimed-that-there-was-no-tension-at-all-in-Ram-Navmi

Ram Navmi Violence: ଯୋଗୀ କହିଲେ- ଦଙ୍ଗା ତ ଦୂରର କଥା, ସାମାନ୍ୟ ହିଂସା ବି ନାହିଁ

The Independence:PoK-gangrape-survivor-seeks-PM-Modis-help

ପାକ୍‌-ଅଧିକୃତ କଶ୍ମୀରର ଗଣଦୁଷ୍କର୍ମ ପୀଡ଼ିତା ଲୋଡ଼ିଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହାଯ୍ୟ

The Independence:Srimandir-Heritage-Corridor-Project-Odisha-ASI-ANM

Srimandir Heritage Corridor Project: ରାଜ୍ୟ ସରକାରଙ୍କ ବେଆଇନ ନିର୍ମାଣ କାର୍ଯ୍ୟ, ସନ୍ଦେହରେ ଏଏସଆଇ ଓ ଏନଏମଏ ଭୂମିକା

The Independence:Amarnath-Yatra-2022-When-Will-Amarnath-Yatra-Starts

Amarnath Yatra 2022: ଜୁନ ୩୦ରୁ ଆରମ୍ଭ ହେବ ଅମରନାଥ ଯାତ୍ରା

The Independence:WHO-Global-Centre-for-Traditional-Medicine-Indian-Ayurveda

ଭାରତୀୟ ପାରମ୍ପରିକ ଔଷଧକୁ ଆନ୍ତର୍ଜାତିକ ସ୍ବୀକୃତି, ‘ହୁ’ ସହଭାଗିତାରେ ପ୍ରତିଷ୍ଠା ହେବ ଗ୍ଲୋବାଲ ସେଣ୍ଟର

The Independence:Manas-Swain-Murder-Case-Sarmistha-Rout-Memory-Chip

Manas Swain Murder Case: ରିମାଣ୍ଡରେ ଗଲେ ଶର୍ମିଷ୍ଠା, ଫିଟିବ ତ ମାନସ ହତ୍ୟାର ଗୁମର ?

The Independence:Birbhum-Violence-Case-Roopa-Ganguly-Cried-in-Rajya-Sabha

Birbhum Violence Case: ପଶ୍ଚିମବଙ୍ଗର ବୀରଭୂମିରେ ୮ ଜଣଙ୍କୁ ଜୀବନ୍ତ ଜାଳି ହତ୍ୟା କରିବା ଘଟଣା: ରାଜ୍ୟସଭାରେ କାନ୍ଦିଲେ ସାଂସଦ ରୂପା ଗାଙ୍ଗୁଲି

The Independence:The-Kashmir-Files-Bitta-Karatte-May-Face-Investigation

The Kashmir Files ରିଲିଜ୍ ପରେ ଅଡ଼ୁଆରେ କଶ୍ମୀର ପଣ୍ଡିତଙ୍କୁ ନିର୍ମମ ଭାବେ ହତ୍ୟା କରିଥବା ବିଟ୍ଟା କରାଟେ

The Independence:Shree-Jagannath-Heritage-Project-Cracks-inn-Temple-Nata-Mandap-Temple-Structure

Shree Jagannath Heritage Project: ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ବଢ଼ାଉଛି କି ବିପଦ? ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ

The Independence:vivek-ranjan-agnihotri-had-revealed-that-he-had-approached-legendary-singer-lata-mangeshkar-to-sing-a-song-for-the-kashmir-files

ଦି କାଶ୍ମୀର ଫାଇଲ୍ସରେ ଗୀତ ଗାଇଥାନ୍ତେ ଲତା ମଙ୍ଗେସକର,ନିର୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଖୁଲାସା

The Independence:Odisha-Governor-in-Malkangiri-Bandaghati-Ram-Mandir-Temple-Ayodhya-Sita-Kunda

ମାଲକାନଗିରି ବଣ୍ଡାଘାଟିରେ ରାଜ୍ୟପାଳ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଲାଗି ସୀତାକୁଣ୍ଡରୁ କଲେ ଜଳ ସଂଗ୍ରହ

The Independence:The-Kashmir-Files-Farooq-Abdulla-Kashmir-Pandits-Genocide

The Kashmir Files: ‘ମୁଁ ଦୋଷୀ ଥିଲେ, ମୋତେ ଫାଶୀ ଦିଆଯାଉ’: ଫାରୁକ ଅବଦୁଲ୍ଲା

The Independence:Odisha-Municipal-Election-Campaigning-Jaga-Mission-PM-Awas-Yojana

Odisha Municipal Election : ପ୍ରମୁଖ ପ୍ରସଙ୍ଗ ଜାଗା ମିସନ୍‌ ବନାମ ପ୍ରଧାନମନ୍ତ୍ରୀ ଆବାସ

The Independence:The-Kashmir-Files-The-father-was-cut-into-pieces-Pallavi-Joshi-narrates-the-victims-story

The Kashmir Files: ସିନେମା‌ ରିସର୍ଚ୍ଚ ସମୟରେ ଦୁଃଖ ବଖାଣିଲେ ଝିଅ କହିଲେ,‘ବାପାଙ୍କ ଶରୀରକୁ ୫୦ଖଣ୍ଡ କରି ପିଙ୍ଗି ଦିଆଯାଇଥିଲା ’

The Independence:Summer-Lassi-How-To-Make-Dahi-Curd-Lassi

ଖରାଦିନେ ଲସି ପିଇବାର ଲାଭ

The Independence:The-Kashmir-Files-Kashmir-Pandits-Story-of-Genocide-Independence-News

The Kashmir Files: ବଡ଼ ପରଦାରେ କାହିଁକି ରାତାରାତି ଜନ୍ମ ମାଟି ଛାଡ଼ିଥିଲେ କାଶ୍ମୀର ପଣ୍ଡିତ

The Independence:congress-president-sonia-gandhi-asked-pcc-presidents-of-up-uttarakhand-punjab-goa-and-manipur-to-put-in-their-resignations-randeep-surjewala

ଶୋଚନୀୟ ପରାଜୟ ପରେ ବଳି ବୋଦା ଖୋଜିଲା କଂଗ୍ରେସ, ସିଦ୍ଧୁ ସମେତ ପାଂଚଟି ରାଜ୍ୟର ପିସିସି ସଭାପତିଙ୍କ ଇସ୍ତଫା ମାଗିଲେ ସୋନିଆ

The Independence:Many-high-courts-already-ruled-that-Hijab-is-not-needed-in-educational-Institution

ଶିକ୍ଷାନୁଷ୍ଠାନରେ ହିଜାବ ଉପରେ କର୍ଣାଟକ ସରକାରଙ୍କ ବ୍ୟାନ ନୂଆ ନୁହେଁ, ପୂର୍ବରୁ ଅନେକ ହାଇକୋର୍ଟ ଏହି ରାୟ ଶୁଣାଇ ସାରିଛନ୍ତି, ଜାଣନ୍ତୁ

The Independence:Stealth-Omicron-Spreading-Rapidly-in-China-Lockdown-in-10-Cities

ଚାଇନାରେ ବୃଦ୍ଧି ପାଉଛି କରୋନାର ଓମିକ୍ରନ୍ ଭାରିଏଣ୍ଟ ସଂକ୍ରମଣ, ୧୦ ସହରରେ ଲକଡାଉନ!

The Independence:NIA-files-charge-sheet-against-Hizb-ut-Tahrir-propagating-ISIS-ideology-Islamic-State-India

ଭାରତକୁ ଇସ୍ଲାମିକ ଷ୍ଟେଟରେ ପରିଣତ କରିବାକୁ ଉଦ୍ୟମ କରୁଥିବା ଆତଙ୍କୀ ସଂଗଠନ ହିଜବ-ଉଟ୍-ତାହରିର (ହୁଟ୍) ବିରୋଧରେ ଚାର୍ଜସିଟ ଦାଖଲ କଲା ଏନଆଇଏ