ପାଟକୁରା ନିର୍ବାଚନ ପାଇଁ ବିଜେଡିି ମଧ୍ୟ ଜାରି କଲା ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା, ଦେଖନ୍ତୁ କିଏ କିଏ ତାଲିକାରେ ଅଛନ୍ତି ..
ଆଗାମୀ ଜୁଲାଇ ୨୦ରେ ହେବାକୁ ଥିବା ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବିଜେଡି ତାର ଷ୍ଟାର ପ୍ରଚାରକ ତାଲିକା ପ୍ରସ୍ତୁତ କରିଛି । ଏହି ତାଲିକାରେ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ମନ୍ତ୍ରୀ, ସାଂସଦ ଓ ବିଧାୟକ ମାନେ ସାମିଲ ଅଛନ୍ତି ।
ଏହି ସୂଚୀରେ ନବୀନ ପଟ୍ଟନାୟକଙ୍କ ବ୍ୟତୀତ ଶ୍ରୀମତୀ ପ୍ରମିଲା ମଲିକ, ପ୍ରଫୁଲ୍ଲ କୁମାର ମ
The Independence
Jul 11, 2019