କୁତବମିନାରର ନାମ ବଦଳାଇ ‘ବିଷ୍ଣୁ ସ୍ତମ୍ଭ’ ରଖ, ହନୁମାନ ଚାଳିଶା ପାଠ ସହ ଦାବି କଲେ ହିନ୍ଦୁ ସଂଗଠନ
ବର୍ତ୍ତମାନ ଯେଉଁଠାରେ କୁତବମିନାର ଅଛି ସେଠାରେ ୨୭ଟି ମନ୍ଦିର ଥିଲା | ଏହାକୁ ଭଙ୍ଗାଯାଇ ଏହି ସ୍ମାରକ ନିର୍ମାଣ କରାଯାଇଛି | ତେଣୁ ପୁଣି ମନ୍ଦିରର ପୁନଃନିର୍ମାଣ କରାଯାଇ ହିନ୍ଦୁମାନଙ୍କୁ ପୂଜା କରିବାକୁ ଅନୁମତି ଦିଆଯାଉ | କୁତବମିନାରରେ ପୂର୍ବରୁ ଏକ ‘ବିଷ୍ଣୁ ସ୍ତମ୍ଭ’ ଥିଲା | ତେଣୁ ଏହାର ନାମ ବଦଳାଇ ବିଷ୍ଣୁ ସ୍ତମ୍ଭ ରଖାଯାଉ ବୋଲି ଦାବି କରିଛନ୍
Independence News
May 10, 2022