ହାଉସଫୁଲ ୪ ର ଟ୍ରେଲର ରିଲିଜ୍ ,ଦେଖନ୍ତୁ ଭିଡିଓ
ଅକ୍ଷୟ କୁମାରଙ୍କ ମଲ୍ଟି ଷ୍ଟାରର ଫିଲ୍ମ ହାଉସଫୁଲ -୪ ର ଟ୍ରେଲର ରିଲିଜ୍ ହୋଇସାରିିଛି । ଟ୍ରେଲରରେ ଅକ୍ଷୟ କୁମାରଙ୍କ ସମେତ ରିତେଶ ଦେଶମୁଖ , ବବି ଦେଓଲ , ରାଣା ଦଗ୍ଗୁବାତି , କୃତୀ ସାନନ , କୃତି ଖରବନ୍ଧା ଓ ପୂଜା ହେଗଡେଙ୍କୁ ଦେଖିବାକୁ ମିଳିଛି । ଫିଲ୍ମରେ ନବାଜୁଦ୍ଦିନ୍ ସିଦ୍ଦିକି ଓ ଚଙ୍କି ପାଣ୍ଡେ ଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ୨୦୧୦ରୁ ଆର
The Independence