ଫେକ ନ୍ୟୁଜ ପାଇଁ ରାଜଦୀପଙ୍କୁ ଗିରଫ କରିବାକୁ ସୋସିଆଲ ମିଡିଆରେ ଦାବି ଜୋର ଧରିଲା , ଦେଖନ୍ତୁ କିପରି ଫେକ ନ୍ୟୁଜ ପ୍ରଚାର କରୁଛନ୍ତି ରାଜଦୀପ
ନୂଆଦିଲ୍ଲୀ, 27 ଜାନୁଆରୀ – ଚାଷୀ ଆନ୍ଦୋଳନ ବେଳେ ଜଣଙ୍କର ଦୃତ ଗତିରେ ଟ୍ରାକ୍ଟର ଚଳାଇବା କାରଣରୁ ମୃତ୍ୟୁ ହୋଇଥିବା ବେଳେ ସାମ୍ବାଦିକ ରାଜଦୀପ ସରଦେଶାଇ ଫେକ ନ୍ୟୁଜ ପ୍ରଚାର କରିଥିଲେ । ସେ ଚାଷୀଙ୍କର ମୃତ୍ୟୁ ପୋଲିସ ଗୁଳିରେ ହୋଇଥିବା ଟ୍ୱିଟ କରିବା ସହ ଆଜତକର ଲାଇଭ କାର୍ଯ୍ୟକ୍ରମରେ କହିଥିଲେ ।
Who will arrest Rajdeep for false re
The Independence
Jan 27, 2021