ଦିଲ୍ଲୀରେ 280 ଟି ୱାର୍ଡ, ପ୍ରତି ୱାର୍ଡରେ ତିନୋଟି ଲେଖାଏ ମଦ ଦୋକାନ,ଦିଲ୍ଲୀକୁ ମଦର ରାଜଧାନୀ କରୁଛନ୍ତି କେଜରିୱାଲ ସରକାର,ବିଜେପି କହିଲା ଗାନ୍ଧୀଙ୍କ କଥା କହୁଥିବା କେଜରିୱାଲ ସାଜିଲେ ମଦର ଠିକାଦାର
ଦିଲ୍ଲୀ ସରକାରଙ୍କ ନୂଆ ମଦ ନୀତିକୁ ନେଇ ବିବାଦ ବଢିବାରେ ଲାଗିଛି । ଏଥିରେ ବିପୁଳ ସଂଖ୍ୟାରେ ମଦ ଦୋକାନକୁ ଲାଇସେନ୍ସ ଦିଆଯିବା କାରଣରୁ ଦିଲ୍ଲୀରେ ପରିବାର ମାନଙ୍କରେ ଘରୋଇ ହିଂସା ବଢିବାରେ ଲାଗିଛି । କେଜରିୱାଲଙ୍କ ନୂଆ ମଦ ନୀତି ଅନୁସାରେ ଆବାସୀୟ କ୍ଷେତ୍ର, ରାସନ ଦୋକାନ, ମେନ ମାର୍କେଟ ଏପରିକି ହସପିଟାଲ, ସ୍କୁଲ ଓ ମନ୍ଦିର ପରି ସ୍ଥାନ ନିକଟରେ ମଧ୍ୟ ମ
Independence News