ପାକିସ୍ତାନରେ ମନ୍ଦିର ଭଙ୍ଗା ଘଟଣାକୁ ୟୁଏନରେ ଉଠାଇଲା ଭାରତ, ମୁସଲିମ ଭୀଡ ସାମନାରେ ମୂକଦର୍ଶକ ରହିଲା ସରକାର
–ପାକିସ୍ତାନରେ ଜଣେ ମୌଲବୀର ଆଦେଶରେ ଖୈବର ପଖ୍ତୁତଖବାରେ ଏକ ପୁରାତନ ମନ୍ଦିର ଭଙ୍ଗା ଯିବା ଘଟଣାକୁ ଜାତି ସଂଘରେ ଉଠାଇଛି ଭାରତ । ଭାରତ ଜାତିସଂଘରେ ପାକିସ୍ତାନ ସରକାରର ଉଦ୍ଦେଶ୍ୟକୁ ନେଇ କାଠଗଠାରେ ଠିଆ କରାଇଛି ।
In world of growing terrorism, violent extremism, radicalization & intolerance, religious sites & cul
The Independence
Jan 22, 2021