ମାଟିତଳୁ ଉଦ୍ଧାର ହେଲା ଦଶମ ଶତାବ୍ଦୀର ପାର୍ଶ୍ୱ ମନ୍ଦିର
ଭୁବନେଶ୍ୱର: ଭୁବନେଶ୍ୱରରେ ମାଟି ତଳେ ମନ୍ଦିର ଭଳି ଢାଞ୍ଚା ଥିବା ଦେଖିବାକୁ ମିଳିଛି । ଲିଙ୍ଗରାଜ ମନ୍ଦିର ପରିସରରେ ମାଟି ତଳୁ ଆଉ ଏକ ମନ୍ଦିର ଢାଞ୍ଚା ଦେଖିବାକୁ ମିଳିଛି । ମନ୍ଦିର ପରିସରରେ ଥିବା ଶୁଆଶାରୀ ମନ୍ଦିର ନିକଟରେ ପୁରୁଣା ଆକୃତିର ଏକ ମନ୍ଦିର ଠାବ କରାଯାଇଛି । ମାତ୍ର ଶହେ ମିଟର ଦୂରରେ ବିନ୍ଦୁ ସାଗରକୁ ଲାଗିଥିବା ଜାଗାରେ ଏହି ମନ୍ଦିର ଦେଖିବାକୁ ମିଳ
The Independence
Jan 28, 2021