ଯାହା ଆଶଙ୍କା କରାଯାଉଥିଲା ତାହା ହେଲା । ଚାଷୀ ଆନ୍ଦୋଳନ ନାମରେ ଦିଲ୍ଲୀରେ ଆଜି ହିଂସା, ଅରାଜକତା ଓ ଗୁଣ୍ଡାଗର୍ଦୀ କରାଯାଇଥିଲା ।
ଅନ୍ୟ ପକ୍ଷରେ ଦିଲ୍ଲୀ ପୋଲିସ ଦେଶୀ – ବିଦେଶୀ ମଦରେ ଲଦା ହୋଇଥିବା ଟ୍ରାକ୍ଟରକୁ ଜବତ କରିଛି । ମଦ ପିଇ ଟ୍ରାକ୍ଟର ଚଳାଉଥିଲେ । ଏଥିରେ ଚାଖଣା ନମକିନ ମଧ୍ୟ ରହିଥିଲା ।
ଟ୍ରାକ୍ଚର ରାଲୀ ପାଇଁ ଅନୁମତି ଦିଆ ଯାଇଥିବା ବେଳେ ଯେଉଁ ଗାଇଡଲାଇନ ଜାରୀ କରାଯାଇଥିଲା ସେଥିରେ ସ୍ପଷ୍ଟ ଉଲ୍ଲେଖ ଥିଲା ଯେ କୌଣସି ପ୍ରକାର ନିଶା ଦ୍ରବ୍ୟ ବ୍ୟବହାର କରା ଯାଇ ପାରିବ ନାହିଁ ।