The Independence:karnataka-soyub-kotwal-arrested-for-forcing-hindu-girl-to-convert-to-islam

ହିନ୍ଦୁ ଝିଅକୁ ଅଶ୍ଳୀଳ ବାର୍ତ୍ତା ପଠାଇବା, ହଇରାଣ କରିବା ଏବଂ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିବା ଅଭିଯୋଗରେ  କର୍ଣ୍ଣାଟକର ସାବନୁର ଠାରେ ଜଣେ ମୁସଲମାନ ଯୁବକଙ୍କୁ ପୋଲିସ ଗିରଫ କରିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,  ଦକ୍ଷିଣ  କନ୍ନଡ ଜିଲ୍ଲା ପୋଲିସ ମଙ୍ଗଳବାରର ବିଦ୍ୟୁତ୍ ଯୋଗାଣ ଲିମିଟେଡ୍ କମ୍ପାନୀରେ ସୋୟବ କୋତୱାଲ ନାମକ ଜଣେ କର୍ମଚାରୀଙ୍କୁ ଗିରଫ କରିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଜଣେ ହିନ୍ଦୁ ଝିଅକୁ  ହଇରାଣ କରିବା ସହ ତାଙ୍କୁ ଉପହାର ଗ୍ରହଣ କରିବାକୁ ଏବଂ ଇସଲାମ ଗ୍ରହଣ କରିବାକୁ ବାଧ୍ୟ କରୁଥିଲା । 

ମୁସଲମାନ ଯୁବକର ଏପରି କାମରେ ବ୍ୟତିବ୍ୟସ୍ତ ହୋଇ ଝିଅ ସବୁ କଥା ତାଙ୍କ ପରିବାରରେ ଅଭିଯୋଗ କରିଥିଲା। ପରିବାରର ଲିଖିତ ଅଭିଯୋଗ ଆଧାରରେ ବେଲା ପୋଲିସ ଷ୍ଟେସନ ପୋକ୍ସୋ  ଅଧିନିୟମ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ଦାଖଲ କରିଥିଲା। 

Author Image

The Independence

RELATED NEWS

0 Comments

leave a comment




Recent Posts

The Independence:The-violence-and-disturbances-unleashed-in-Delhi--the-sacred-Republic-Day-are-extremely-painful-and-deplorable-says-RSS

ଦିଲ୍ଲୀ ହିଂସା : ଗଣତନ୍ତ୍ରରେ ଅରାଜକତାର କୌଣସି ସ୍ଥାନ ନାହିଁ - ଆରଏସଏସ

The Independence:delhi-farmer-tractor-rally-vilence-liquor-sword-police

ଦେଶୀ- ବିଦେଶୀ ମଦରେ ଲଦା ହୋଇଥିଲା ପ୍ରଦର୍ଶନକାରୀ ଚାଷୀଙ୍କ ଟ୍ରାକ୍ଟର, ଦିଲ୍ଲୀପୋଲିସ କଲା ଜବତ , ଦେଖନ୍ତୁ ଫଟୋ

The Independence:rajdeep-sardesai-farmers-death-police-ito-delhi

ଦୃତ ଗତିରେ ଟ୍ରାକ୍ଟର କାରଣରୁ ଚାଷୀର ମୃତ୍ୟୁ, ରାଜଦୀପ କହିଲେ ପୋଲିସ ଗୁଳିରେ ହୋଇଛି ମୃତ୍ୟୁ, ପରେ ଟ୍ୱିଟକୁ କଲେ ଡିଲିଟ

The Independence:NO-PADMA-AWARD-FROM-BOLYWOOD

ବଲିଉଡରୁ କେହି ପାଇଲେ ନାହିଁ ପଦ୍ମ ସମ୍ମାନ, ଲୋକେ କହିଲେ ‘ମୋର ଦେଶ ବଦଳୁଛି ’

The Independence:imran-khan-mortgage-islamabad-fatima-jinnah-park

ଜିନ୍ନାଙ୍କ ଭଉଣୀଙ୍କ ପାର୍କକୁ ବନ୍ଧା ପକାଇବ ଇମରାନ ସରକାର, କାଙ୍ଗାଳ ହେବାରୁ ବର୍ତିବାକୁ ଦରକାର 500 ବିଲିୟନ ଟଙ୍କା

The Independence:Maulana-donates-1-lakh-Hundred-Rs-for-Construction-of-Ram-Temple-at-Ayodhya

ରାମ ମନ୍ଦିର ନିର୍ମାଣ ପାଇଁ ମୌଲାନା ସୟୈଦ କୈକବ ମୁଜତାବା ଦେଲେ 1 ଲକ୍ଷ 1 ଶତ ଟଙ୍କାର ସମର୍ପଣ ରାଶି

The Independence:63-years-old-ayub-from-surat-sixth-wife-refused-sex

ଷଷ୍ଠ ସ୍ତ୍ରୀ ଶାରୀରିକ ସମ୍ପର୍କ ରଖିବାକୁ ମନା କଲା ପରେ ସପ୍ତମ ସ୍ତ୍ରୀ ଖୋଜୁଛି 63 ବର୍ଷୀୟ ଆୟୁବ, ମାମଲା ରୁଜୁ

The Independence:kerala-bishop-recommends-church-backed-candidate-for-assembly-election-cpi

ବିଶପଙ୍କ ଗୋପନୀୟ ପତ୍ର: ଚର୍ଚ ସମର୍ଥକ ପ୍ରାର୍ଥୀଙ୍କୁ ଦିଅ ଟିକେଟ, ଖ୍ରୀଷ୍ଟିଆନ ମାନେ କମ୍ୟୁନିଷ୍ଟ ପାର୍ଟିକୁ ଦେବେ ସମର୍ଥନ

The Independence:evangelist-paul-dhinakaran-accused-of-amassing-unaccounted-weath-it-raid

ଖ୍ରୀଷ୍ଟ ପ୍ରଚାରକ ପଲ ଦୀନାକରନ ଠାରୁ ମିଳିଲା 118 କୋଟିଟଙ୍କାର ଅବୈଧ ସମ୍ପତ୍ତି, 4.5 କିଲୋ ସୁନା

The Independence:madhya-pradesh-protem-speaker-rameshwar-sharma-sends-ramayana-to-wb-cm-mamata-banerjee

ମମତା ବାନାର୍ଜୀଙ୍କୁ ରାମାୟଣ ପଠାଇଲେ ମଧ୍ୟପ୍ରଦେଶର ପ୍ରଟେମ ସ୍ପିକର ରାମେଶ୍ୱର ଶର୍ମା

The Independence:bjp-share-video-mamata-banerjee-islamic-prayer-jai-shri-ram

ସରକାରୀ କାର୍ଯ୍ୟକ୍ରମରେ ଯଦି ‘ଲା ଇଲାହା ଇଲ୍ଲଲ୍ଲାହ’ତେବେ 'ଜୟ ଶ୍ରୀରାମ' କହିଲେ ସମସ୍ୟା କାହିଁକି : ଭିଡିଓ ଜାରୀ କରି ପ୍ରଶ୍ନ କଲା ବିଜେପି

The Independence:photo-on-PMs-facebook-breaks-records

ପ୍ରଧାନମନ୍ତ୍ରୀ ମୋଦିଙ୍କ କୋଲକାତା ପହଂଚିବା ଫଟୋ ଫେସବୁକରେ ରେକର୍ଡ ଭାଙ୍ଗିଲା,24 ଘଣ୍ଟାରୁ କମ ସମୟରେ ମିଳିଲା ରେକର୍ଡ 1 ମିଲିୟନ ଲାଇକ

The Independence:Oasis-worlds-violation-of-Visa-Rules

ଏକ କୋଟି ହିନ୍ଦୁ ଧର୍ମାନ୍ତରୀକରଣ କରିଥିବା ମିଶନାରୀ ସଂସ୍ଥା “ଓଆସିସ ଓାର୍ଲଡ ମିନଷ୍ଟ୍ରିଜ” କରୁଛି ଭିସା ଆଇନର ଉଲଙ୍ଘନ

The Independence:Thirty-child-missing-from-child-home-run-by--Assam-MP-Badruddin-Ajmal-NCPCR

ଆସାମ ଲୋକସଭା ସାଂସଦ ବଦରୁଦିନ ଆଜମଲଙ୍କ ଚାଇଲ୍ଡ ହୋମରୁ ୩୦୦ ପିଲା ଗାଏବ, ମିଳିଲା ଆତଙ୍କବାଦୀ ଲିଙ୍କ

The Independence:other-netaji-daughter-anita-bose-in-germany-said-subhash-chandra-bose-country-love-was-amazing

‘ସୁଭାଷ ବୋଷଙ୍କ ଦେଶ ପ୍ରେମ ଅଦଭୁତ ଥିଲା’ କହିଲେ ଜର୍ମାନୀରେ ନେତାଜୀଙ୍କ ଝିଅ ଅନୀତା ବୋଷ

The Independence:yogi-adityanath-first-choice-for-prime-minister-after-narendra-modi-india-today-survey

ମୋଦିଙ୍କ ପରେ ଯୋଗୀଙ୍କୁ ପ୍ରଧାନମନ୍ତ୍ରୀ ରୂପେ ଦେଖିବାକୁ ଚାହୁଁଛନ୍ତି ଜନସାଧାରଣ, ରାହୁଲ ଗାନ୍ଧୀ ପୁଣି ଥରେ ଖାରଜ ହେଲେ – ସର୍ଭେ

The Independence:Bike-Rally-at-Bhadrvah-for-Ram-Mandir-at-Ayodhya

କାଶ୍ମୀରର ଭଦ୍ରବାହ ଠାରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବିଶାଳ ବାଇକ ରାଲୀ, ଦେଖନ୍ତୁ କିଛି ଫଟୋ

The Independence:brazil-jair-bolsonaro-shri-hanuman-coronavirus-covid-19-vaccines-narendra-modi

ହନୁମାନଙ୍କ ଫଟୋ ଶେୟାର କରି ବ୍ରାଜିଲର ରାଷ୍ଟ୍ରପତି କହିଲେ 'ଭାରତକୁ ଧନ୍ୟବାଦ'

The Independence:

ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଅଭିନେତା ପବନ କଲ୍ୟାଣ ଦେଲେ ୩୦ ଲକ୍ଷ ଟଙ୍କାର ସମର୍ପଣ ରାଶି

The Independence:west-bengal-2021-election-minister-tmc-rajib-banerjee-quits

ମମତା କ୍ୟାବିନେଟରୁ ଇସ୍ତଫାର ହ୍ୟାଟ୍ରିକ ପୂରା, ମୋଦି ଆସିବା ପୂର୍ବରୁ ରାଜୀବ ବାନାର୍ଜି ଦେଲେ ଇସ୍ତଫା

The Independence:india-slams-pakistan-in-un-assembly-over-a-temple-vandalized-in-khyber-pakhtunkhwa

ପାକିସ୍ତାନରେ ମନ୍ଦିର ଭଙ୍ଗା ଘଟଣାକୁ ୟୁଏନରେ ଉଠାଇଲା ଭାରତ, ମୁସଲିମ ଭୀଡ ସାମନାରେ ମୂକଦର୍ଶକ ରହିଲା ସରକାର

The Independence:Pm-expresses-griefs-over-Simoga-incident

ଶିମୋଗା ଦୁର୍ଘଟଣା ମାମଲାରେ ପ୍ରଧାନମନ୍ତ୍ରୀ ମୋଦୀ ଦୁଃଖ ପ୍ରକାଶ କଲେ

The Independence:When---will-be-Dara-Singh-freed-

କେବେ ମୁକୁଳିବେ ଦାରା ସିଂ ?

The Independence:madhya-pradesh-home-minister-narottam-mishra-tandav-court-relief-otherwise-they-would-behind-bars

‘ବରଦାସ୍ତ କରିବୁ ନାହିଁ.. କୋର୍ଟ ବଂଚାଇଦେଲା, ନହେଲେ ଜେଲରେ ଥାନ୍ତେ’- ଏମପିର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର, , ତାଣ୍ଡବକୁ ନେଇ ପ୍ରତିକ୍ରିୟା

The Independence:Sadhvi-Ritambhra-gives-Rs-One-crore-for-construction-of-Ram-Temple

ଶ୍ରୀରାମ ମନ୍ଦିର ପାଇଁ ସାଧ୍ବୀ ଋତମ୍ଭରା ଦେଲେ ଏକ କୋଟି ଟଙ୍କାର ସମର୍ପଣ ନିଧି